ବାୟା କରୁଛି ରିଲ୍ସ ନିଶା… ପେଟ୍ରୋଲରେ ଧୋଉଥିଲେ ଗାଡି, ବାନ୍ଧିନେଲା ପୁଲିସ

କନକ ବ୍ୟୁରୋ: ଆରେ ଇଏ କ’ଣ ବାଇକରେ ପେଟ୍ରୋଲ ତ ଭରିଲେ ପୁଣି ଇଏ କ’ଣ । ପେଟ୍ରୋଲ ପୁରା ବାଇକକୁ ଧୋଇଦେଲେ । ଜଣାପଡୁନି ବୋଧେ ପେଟ୍ରୋଲ ଦର । ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିବା ସାଧାରଣ ଲୋକଙ୍କୁ ଗାଡିରେ ପେଟ୍ରୋଲ ପକାଇବାକୁ ବାଧୁଛି, ହେଲେ ଏ ମହାଶୟ ଜଣକ ବାଇକକୁ ଚିକକଣ କରିବାକୁ ପେଟ୍ରୋଲରେ ଧୋଉଛନ୍ତି । ଉତ୍ତରପ୍ରଦେଶ ଅମରୋହାର ଏକ ପେଟ୍ରୋଲ ଟାଙ୍କିରେ ଦେଖିବାକୁ ମଳିଥିଲା ଏଭଳି ଦୃଶ୍ୟ । ଏContinue reading ” ବାୟା କରୁଛି ରିଲ୍ସ ନିଶା… ପେଟ୍ରୋଲରେ ଧୋଉଥିଲେ ଗାଡି, ବାନ୍ଧିନେଲା ପୁଲିସ”

ଭାରତର ନାଁ ଇଣ୍ଡିଆ କିପରି ହେଲା ? ଏହା ପଛରେ ରହିଛି ଏକାଧିକ କାରଣ

କନକ ବ୍ୟୁରୋ :ବିରୋଧୀ ଦଳ ଗଠନ କରିଥିବା ମେଣ୍ଟ I.N.D.I.A ଏବେ ଖୁବ୍ ଚର୍ଚ୍ଚାରେ । ଯାହାର ପୁରା ନାଁ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲିଆନ୍ସ । ଅବଶ୍ୟ ଏହାର ଭିନ୍ନ ଭିନ୍ନ ଅର୍ଥ କଢାଯାଉଛି । ଗୋଟିଏ ସମୟରେ ବିରୋଧୀ ଏଭଳି ଦଳ ମେଣ୍ଟର ନାଁ ଏଭଳି ରଖାଯିବା ଭାରତୀୟ ଆଇନକୁ ଉଲଂଘନ କରୁଛି ବୋଲି କହି ମାମଲା ଦାଏର ହେଲା । ଏସବୁ ଭିତରେ ଭାରତର ନାଁ ଇଣ୍ଡିଆ କାହିଁକି ରହିଲା ବୋଲିContinue reading “ଭାରତର ନାଁ ଇଣ୍ଡିଆ କିପରି ହେଲା ? ଏହା ପଛରେ ରହିଛି ଏକାଧିକ କାରଣ”

ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶିଲା ଆହତ ହରିଣ । ବନ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଲିଗଲା ହରିଣର ଜୀବନ

କନକ ବ୍ୟୁରୋ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶିଲା ହରିଣ । ଭଞ୍ଜନଗର ଉତର ବନଖଣ୍ଡ ମୁଜାଗଡ଼ ରେଞ୍ଜ ମୁଜାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ଏକ ଆହତ ହରିଣ ପଶିଆସିଥିଲା । ଖବର ପାଇ ସ୍ଥାନୀୟ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ହରିଣ ଉପରେ ନଜର ରଖିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହରିଣଟି କିଛି ଦିନ ହେଲା ଗାଁର ଲୋକଙ୍କ ଖଳାରେ ଦେଖିବାକୁ ମିଳିଥିଲ । ହେଲେ ତାକୁ କୁକୁରମାନେ ଆକ୍ରମଣ କରିଥିଲେ, ଫଳରେ ସେContinue reading “ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପଶିଲା ଆହତ ହରିଣ । ବନ ବିଭାଗର ଖାମଖିଆଲି ନୀତି ଯୋଗୁଁ ଚାଲିଗଲା ହରିଣର ଜୀବନ”

ଭାଇର ତୀର ମାଡରେ ଭାଇ ମୃତ । ପାରିବାରିକ କଳହର କରୁଣ ପରିଣତି

କନକ ବ୍ୟୁରୋ : ଭାଇର ତୀର ମାଡ଼ରେ ଚାଲିଗଲା ଭାଇର ଜୀବନ । ପାରିବାରିକ କଳହର କରୁଣ ପରିଣତି । ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଅଶୋକଝର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ପାରିବାରିକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାନଭାଇ ଦୁର୍ଲଭ ପ୍ରଧାନ ବଡ଼ଭାଇ ବୁଲୁ ପ୍ରଧାନଙ୍କ ତୀର ମାରିଥିଲେ । ଏଥିରେ ବଡ଼ ଭାଇ ବୁଲୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହତ୍ୟାକାଣ୍ଡContinue reading “ଭାଇର ତୀର ମାଡରେ ଭାଇ ମୃତ । ପାରିବାରିକ କଳହର କରୁଣ ପରିଣତି”

ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ଉପଗ୍ରହକୁ ମହାକାଶକୁ ପଠାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ଉପଗ୍ରହକୁ ମହାକାଶକୁ ପଠାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଶ୍ରୀହରିକୋଟାରୁ ପିଏସଏଲଭି-ସି ୫୬ର ଉତକ୍ଷେପଣ ହୋଇଛି । ୭ଟି ଉପଗ୍ରହ ସହ ଲଞ୍ଚ ହୋଇଛି ପିଏସଏଲଭି-ସି ୫୬ । ଭାରତର କମର୍ସିଆଲ ମିଶନ ହେଉଛି ପିଏସଏଲଭି-ସି ୫୬ । ସିଙ୍ଗାପୁରର ଡିଏସ୍-ଏସଏଆର୍ ସମେତ ୭ଟି ସାଟେଲାଇଟ୍ ଲଞ୍ଚ ହୋଇଛି । ସତୀଶ ଧୱନ କେନ୍ଦ୍ର ବୈଜ୍ଞାନିକମାନେ ଏହି ଉତକ୍ଷେପଣContinue reading “ଚନ୍ଦ୍ରଯାନ-୩ ପରେ ଇସ୍ରୋକୁ ଆଉ ଏକ ସଫଳତା । ସିଙ୍ଗାପୁରର ୭ଟି ଉପଗ୍ରହକୁ ମହାକାଶକୁ ପଠାଇଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା”

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା । ଆଜି ୩ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ : ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଅଗଷ୍ଟ ୪ ଯାଏଁ ବର୍ଷା ଜାରି ରହିବ । ଏହର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର. ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୦ଟି ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।Continue reading “ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା । ଆଜି ୩ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ”

ସୀମାପାର ନିଶା ବ୍ୟବସାୟର ମୁଖା ଖୋଲିଲେ ପାକିସ୍ତାନ ମନ୍ତ୍ରୀଙ୍କ ପରାର୍ମଶଦାତା । କହିଲେ,ଲଗାତାର ସୀମାରେ ଡ୍ରୋନରେ ନିଶାଦ୍ରବ୍ୟ ପଠାଉଛି ପାକିସ୍ତାନ

କନକ ବ୍ୟୁରୋ : ପଂଜାବ ସୀମା ଦେଇ ଡ୍ରୋନ ସହାୟତାରେ ବାରମ୍ବାର ଭାରତକୁ ନିଶାଦ୍ରବ୍ୟ ପଠାଉଛି ପାକିସ୍ତାନ । ଆଉ ଏବେ ଏହାକୁ ନିଜେ ମାନିଛନ୍ତି ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀଙ୍କ ପରାମର୍ଶଦାତା । ଏକ ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରାମର୍ଶଦାତା ମଲ୍ଲିକ ଅହମଦ ମହମ୍ମଦ ଖାନ ଖୁଲ୍ଲମଖୁଲା ଏକଥା ପ୍ରକାଶ କରିଛନ୍ତି । ଭାରତକୁ ପାକ୍ ଡ୍ରୋନ୍ ସାହାଯ୍ୟରେ ଡ୍ରଗ୍ସ ପଠାଉଥିବା ଘଟଣାକୁ ସବୁବେଳେ ଅସ୍ୱୀକାର କରିଆସିଛି ପାକ୍ । କିନ୍ତୁ ଏବେ ଅସଲ ଚେହେରା ସାମ୍ନାକୁ ଆସିଛିContinue reading “ସୀମାପାର ନିଶା ବ୍ୟବସାୟର ମୁଖା ଖୋଲିଲେ ପାକିସ୍ତାନ ମନ୍ତ୍ରୀଙ୍କ ପରାର୍ମଶଦାତା । କହିଲେ,ଲଗାତାର ସୀମାରେ ଡ୍ରୋନରେ ନିଶାଦ୍ରବ୍ୟ ପଠାଉଛି ପାକିସ୍ତାନ”

୨୦୨୪ ନିର୍ବାଚନ ପାଇଁ ଜେପି ନଡ୍ଡାଙ୍କ ନୂଆ ଟିମ୍ । ୧୩ଜଣ ନୂଆ ଉପାଧ୍ୟକ୍ଷଙ୍କ ସମେତ ୩୮ ନେତାଙ୍କୁ ଦାୟିତ୍ୱ

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ନୂଆ ଟିମ୍ ଘୋଷଣା କରିଛି ବିଜେପି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ନୂଆ ଟିମର ଘୋଷଣା କରିଛନ୍ତି । ନଡ୍ଡାଙ୍କ ନୂଆ ଟିମରେ ୩୮ଜଣ ବରିଷ୍ଠ ନେତାଙ୍କୁ ସ୍ଥାନ ମିଳିଛି । ୧୩ଜଣ ରାଷ୍ଟ୍ରୀୟ ଉପ-ସଭାପତି, ୮ଜଣ ରାଷ୍ଟ୍ରୀୟ ମହାମନ୍ତ୍ରୀ ରହିଛନ୍ତି । ଉପାଧ୍ୟକ୍ଷ ଭାବେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ରମଣ ସିଂ, ସାଂସଦ ସରୋଜ ପାଣ୍ଡେ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀContinue reading “୨୦୨୪ ନିର୍ବାଚନ ପାଇଁ ଜେପି ନଡ୍ଡାଙ୍କ ନୂଆ ଟିମ୍ । ୧୩ଜଣ ନୂଆ ଉପାଧ୍ୟକ୍ଷଙ୍କ ସମେତ ୩୮ ନେତାଙ୍କୁ ଦାୟିତ୍ୱ”

ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା । ରାହୁଲଙ୍କ ଶିଘ୍ର ବିବାହ ପାଇଁ ମା ସୋନିଆଙ୍କୁ କହିଲେ ମହିଳା ଚାଷୀ ଅତିଥି

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହରିଆଣାରେ ପହଁଚିଥିଲେ ସେହି ସମୟରେ କିଛି ହରିଆଣା ମହିଳାଙ୍କୁ ମଧ୍ୟ ଭେଟିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହ ମହିଳାମାନଙ୍କୁ ଦିଲ୍ଲୀ ଆସିବାକୁ ନିମୟନ୍ତ୍ରଣ କରିଥିଲେ ରାହୁଲ । ୩ମାସ ପରେ ନିମନ୍ତ୍ରଣକୁ ରକ୍ଷା କରି ୧୧ଜଣ ମହିଳା ଦିଲ୍ଲୀରେ ପହଁଚିଥିଲେ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଘରକୁ ଯାଇ ରାହୁଲ, ସୋନିଆଙ୍କ ସହ ପୂରା ଗୋଟିଏ ଦିନ କାଟିଛନ୍ତିContinue reading “ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା । ରାହୁଲଙ୍କ ଶିଘ୍ର ବିବାହ ପାଇଁ ମା ସୋନିଆଙ୍କୁ କହିଲେ ମହିଳା ଚାଷୀ ଅତିଥି”

ଚର୍ଚ୍ଚାରେ କେରଳ ଅଭିନେତ୍ରୀଙ୍କ ହନିଟ୍ରାପ ମାମଲା । ମିଠାମିଠା କଥା, ଅଶ୍ନୀଳ ଭିଡିଓରେ ପୂର୍ବ ସେନାଧିକାରୀଙ୍କୁ ଫଶାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : କେରଳର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ନିଥ୍ୟାଶଶୀ । ଅନେକ ଟିଭି ସିରିୟଲ ଓ କିଛି ଫିଲ୍ମରେ ଅଭିନୟ କରିଛନ୍ତି । ବର୍ତ୍ତମାନ ନିତ୍ୟା ନିଜର ଅଭିନୟ କିମ୍ବା କୌଣସି ସିରିୟଲ ପାଇଁ ଚର୍ଚ୍ଚାକୁ ଆସି ନାହାଁନ୍ତି ବଂର ହନିଟ୍ରାପ ପାଇଁ ଗିରଫ ହେବା ଘଟଣା ପୂରା କେରଳ କଳାଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ୭୫ ବର୍ଷୀୟ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ଫସାଇ ୧୧ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଅଭିନେତ୍ରୀContinue reading “ଚର୍ଚ୍ଚାରେ କେରଳ ଅଭିନେତ୍ରୀଙ୍କ ହନିଟ୍ରାପ ମାମଲା । ମିଠାମିଠା କଥା, ଅଶ୍ନୀଳ ଭିଡିଓରେ ପୂର୍ବ ସେନାଧିକାରୀଙ୍କୁ ଫଶାଇ ଲୁଟିଥିଲେ ଲକ୍ଷାଧିକ ଟଙ୍କା”

Design a site like this with WordPress.com
Get started