କନକ ବ୍ୟୁରୋ: ୪ ପିଢି ଦେଖିସାରିଥିବା ବୃଦ୍ଧା । ଆଧାର ଅନୁସାରେ, ଏହି ବୃଦ୍ଧାଙ୍କୁ ଏବେ ୧୦୬ ବର୍ଷ । ଏତେ ବର୍ଷରେ ବି ସେ ଫିଟ୍ ଅଛନ୍ତି । ଅଂଟା ସଳଖି ଚାଲନ୍ତି । ମାଣ୍ଡିଆ ଜାଉ, କାଂଜି, ଢିଙ୍କି କୁଟା ଚାଉଳର ଭାତ ଖାଆନ୍ତି । ଦୁଇଟି ଦାନ୍ତ ପଡିଥିବା ବେଳେ ଅନ୍ୟ ସମସ୍ତ ଦାନ୍ତ ରହିଛି । ମାଛ, ମାସଂକୁ ବେଶ ଭଲ ଭାବରେ ଚୋବାଇ ଖାଆନ୍ତି । ପରିଣତ ପରିବାର ପରିଚାଳନାContinue reading “ଶହେ ବର୍ଷରେ ବି ସୁସ୍ଥ ଅଛନ୍ତି ବୃଦ୍ଧା: ବିନା ସାହାରାରେ ଅଣ୍ଟା ସଳଖି ଚାଲନ୍ତି କବିସୂର୍ଯ୍ୟନଗରର ହାଡିଆଣୀ ପ୍ରଧାନ”
Tag Archives: News
ଗଞ୍ଜାମରେ କେମିତି ଚାଲିିଥିଲା ରାଜତନ୍ତ୍ର? ବ୍ରିଟିସ୍ ଅମଳର ଶାସନ ବାବଦରେ ଅଜଣା କାହାଣୀ କୁହେ ପାତାଗଡ଼ ଦୁର୍ଗ
କନକ ବ୍ୟୁରୋ: ଐତିହାସିକ କିମ୍ବଦନ୍ତୀରେ ଭରି ରହିଛି ଗଞ୍ଜାମ ଜିଲ୍ଲା। ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ଗଞ୍ଜାମ ସହରରେ ରହିଥିବା ପୋତାଗଡ଼। ପୋତାଗଡ଼ର ଭଗ୍ନାବିଶେଷ କହେ ବ୍ରିଟିଶ ଅମଳର ରାଜାରାଣୀଙ୍କ କିଭଳି ଥିଲା ରାଜନଅର। ପୋତାଗଡ଼ରେ ବର୍ତ୍ତମାନ ମଧ୍ୟ ରହିଛି ରାଜନଅର, ରାଜାରାଣୀ ପୂଜା କରୁଥିବା ମନ୍ଦିର, ଘୋଡ଼ ଓ ହାତୀଶାଳ, ଅସ୍ତ୍ରଶସ୍ତ୍ର ରଖିବା ସ୍ଥାନ ଓ ନଅରରୁ ବାହାରକୁ ବାହାରିବା ପାଇଁ ସୁଡ଼ଙ୍ଗ। ଆଉ ଏହାକୁ ଦେଖିବାକୁ ପର୍ଯ୍ୟଟକମାନେ ବିଭିନ୍ନ ସ୍ଥାନରୁ ଆସୁଥିବା ବେଳେ ଏହାContinue reading “ଗଞ୍ଜାମରେ କେମିତି ଚାଲିିଥିଲା ରାଜତନ୍ତ୍ର? ବ୍ରିଟିସ୍ ଅମଳର ଶାସନ ବାବଦରେ ଅଜଣା କାହାଣୀ କୁହେ ପାତାଗଡ଼ ଦୁର୍ଗ”
ଜଙ୍ଗଲକୁ ମାଡି ଯାଉଛି ଗାଁ: ଜଙ୍ଗଲ ଛାଡି ଗାଁକୁ ମାଡି ଆସୁଛନ୍ତି ଜଙ୍ଗଲୀ ଜନ୍ତୁ, ଗାଁରେ ବୁଲୁଛନ୍ତି ଗଜରାଜ
କନକ ବ୍ୟୁରୋ: ଜଙ୍ଗଲ କମୁଛି, ଜନବସତି ବଢୁଛି । କଳକାରାଖାନା ପାଇଁ ଜଙ୍ଗଲକୁ କାଟି ଦିଆଯାଉଛି । ସହରିକରଣ ଆଳରେ ଜଙ୍ଗଲ କ୍ଷେୟ ହେଉଛି । ଯାହାର ପ୍ରଭାବ ଏବେ ଜନବସତିରେ ଦେଖିବାକୁ ମିଳୁଛି । ଜଙ୍ଗଲ ଛାଡି ଜଙ୍ଗଲୀ ଯନ୍ତୁ ଗାଁ ମୁହାଁ ହେଉଛନ୍ତି । ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ହାତୀ, ଭାଲୁ, ବାରହା ଭଳି ଯନ୍ତୁ ଗାଁ ଗଣ୍ଡାରେ ପଶୁଛନ୍ତି । ଗତକାଲି କେନ୍ଦୁଝର ଜିଲ୍ଲା ଘସିପୁରା ପ୍ରାଣୀ ଚିକିତ୍ସାଳୟ ଭାଲୁ ବିଶ୍ରାମContinue reading “ଜଙ୍ଗଲକୁ ମାଡି ଯାଉଛି ଗାଁ: ଜଙ୍ଗଲ ଛାଡି ଗାଁକୁ ମାଡି ଆସୁଛନ୍ତି ଜଙ୍ଗଲୀ ଜନ୍ତୁ, ଗାଁରେ ବୁଲୁଛନ୍ତି ଗଜରାଜ”
ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଝିଅର ଜୀବନ: ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ନ୍ୟାୟ ମାଗିଲେ ବାପା
କନକ ବ୍ୟୁରୋ: ଖୁସିରେ ଯାଇଥିଲେ ସରକାରି କ୍ୟାମ୍ପରେ ପରିବାର ନିୟୋଜନ ଅପରେସନ କରିବା ପାଇଁ। ଅପରେସନ ହେଲା ଆଉ ସେହି ଦିନ ଘରକୁ ମଧ୍ୟ ଫେରିଲା ରୋଗୀ କିନ୍ତୁ ରାତିରେ ପେଟ ଯନ୍ତ୍ରଣା ସହ ପେଟ ଫୁଲିବା ଆରମ୍ଭ ହେଲା । ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଆଖି ବୁଝିଲେ ରୋଗୀ। ଏମିତି କିଛି ଘଟଣା ଘଟିଛି ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ ମୁଣ୍ଡବାଡେଇ କାନ୍ଦୁଛନ୍ତି ଜଣେContinue reading “ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ଝିଅର ଜୀବନ: ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଆଗରେ କାନ୍ଦି କାନ୍ଦି ନ୍ୟାୟ ମାଗିଲେ ବାପା”
ଭତା ଟଙ୍କା ନମିଳିବାରୁ ପଞ୍ଚାୟତ ଅଧିକାରୀଙ୍କୁ ମାଡ: ପାକଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କୁ ପିଟିଲେ ହିତାଧିକାରୀ
କନକ ବ୍ୟୁରୋ: ଭତା ଟଙ୍କା ନମିଳିବାରୁ ପଂଚାୟତ ଅଧିକାରୀଙ୍କୁ ମାଡ । ପଂଚାୟତ କାର୍ଯ୍ୟାଳୟ ଭିତରେ ପିଇଓଙ୍କୁ ଚାପୁଡା ମାରିବା ସହ ଗୋଡେଇ ଗୋଡେଇ ଚପଲରେ ମାଡ ମାରିଲେ ହିତାଧିକାରୀ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଘଟଣାଟି ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ପାକଟିଆ ପଂଚାୟତ କାର୍ଯ୍ୟାଳୟର ବୋଲି ଜଣାପଡିଛି । ଏବଂ ଗତ ୨୭ ତାରିଖର ବୋଲି କୁହାଯାଉଛି । ମାସ ମାସ ଧରି ଭତା ଟଙ୍କା ପାଇନଥିବାContinue reading “ଭତା ଟଙ୍କା ନମିଳିବାରୁ ପଞ୍ଚାୟତ ଅଧିକାରୀଙ୍କୁ ମାଡ: ପାକଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ପିଇଓଙ୍କୁ ପିଟିଲେ ହିତାଧିକାରୀ”
ଭାରତରେ କେତେ ସୁରକ୍ଷିତ ମହିଳା? ଏନସିଆରବି ରିପୋର୍ଟରେ ବଡ ଖୁଲାସା
କନକ ବ୍ୟୁରୋ : ମଣିପୁରରେ ମହିଳାଙ୍କ ପ୍ରତି ହେଉଥିବା ଉତ୍ପୀଡନ ଉପରେ କିଛି ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ‘ଏଭଳି ଭିଡିଓ ମୋର ହୃଦୟକୁ ଯନ୍ତ୍ରଣାରେ ଭରି ଦେଇଛି, ମଣିପୁର ଘଟଣା କୌଣସି ବି ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ଏଭଳି ଘଟଣା ପାଇଁ ସାରା ଦେଶ ଲଜ୍ଜିତ ହେବାକୁ ପଡୁଛି’ । ସେପଟେ ମଣିପୁର ହିଂସା ବାବଦରେ ଜାଣିବା ପାଇଁ ବିରୋଧୀ ମେଣ୍ଟର ୨୦ ଜଣContinue reading “ଭାରତରେ କେତେ ସୁରକ୍ଷିତ ମହିଳା? ଏନସିଆରବି ରିପୋର୍ଟରେ ବଡ ଖୁଲାସା”
ଅଗଷ୍ଟ ମାସରେ ନିୟମରେ ବଡ ପରିବର୍ତ୍ତନ। ବଢିବ ଗ୍ୟାସ ସିଲିଣ୍ଡର ଦାମ!
କନକ ବ୍ୟୁରୋ: ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଅଗଷ୍ଟ ୧ ତାରିଖରୁ ନୂଆ ମାସ ଆରମ୍ଭ ହେବା ସହ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ସାଧାରଣ ନାଗରିକଙ୍କ ଜୀବନ ଉପରେ ପଡିବାକୁ ଯାଉଛି । ବ୍ୟାଙ୍କ ହେଉ ବା ଅନ୍ୟ ସଂସ୍ଥାନ ଅନେକ କ୍ଷେତ୍ରରେ ଅଗଷ୍ଟ ମାସରେ ପରିବର୍ତ୍ତନ ହେବ । ତେବେ ଆସନ୍ତୁ ଜାଣିବା କେଉଁ ସବୁContinue reading “ଅଗଷ୍ଟ ମାସରେ ନିୟମରେ ବଡ ପରିବର୍ତ୍ତନ। ବଢିବ ଗ୍ୟାସ ସିଲିଣ୍ଡର ଦାମ!”
ବୈବାହିକ ଦୁଷ୍କର୍ମ ଅପରାଧ ନା ନୁହେଁ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ପଢନ୍ତୁ କଣ ରହିଛି ଆମ ସମ୍ବିଧାନର ବିଧି ବ୍ୟବସ୍ଥା …
କନକ ବ୍ୟୁରୋ: ଦେଶରେ ବୈବାହିକ ଦୁଷ୍କର୍ମ ଅପରାଧ ନା ନୁହେଁ ତାର ଫଇସଲା ଏବେ ସୁପ୍ରିମକୋର୍ଟ କରିବେ । ବୈବାହିକ ଦୁଷ୍କର୍ମକୁ ନେଇ କିଛି ଦିଆଯାଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହା ବାଦ ବୈବାହିକ ଦୁଷ୍କର୍ମକୁ ଆଇପିସିର ଧାରା ୩୭୫ରେ ସାମିଲ ନକରିବା ପାଇଁ ସୁପ୍ରିମକୋର୍ଟରେ ଅନେକ ଜଣ ଆବେଦନ କରିଛନ୍ତି । ନମସ୍କାର ମୁଁ ଧର୍ମେନ୍ଦ୍ର ପ୍ରଧାନ ଆଜିର ଏହି ଭିଡିଓରେ ଜାଣିବା ବୈବାହିକ ଦୁଷ୍କର୍ମ କଣ? ଭାରତରେ ଏହାକୁ ନେଇ କଣContinue reading “ବୈବାହିକ ଦୁଷ୍କର୍ମ ଅପରାଧ ନା ନୁହେଁ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ପଢନ୍ତୁ କଣ ରହିଛି ଆମ ସମ୍ବିଧାନର ବିଧି ବ୍ୟବସ୍ଥା …”
ସନ୍ନ୍ୟାସ ନେବେ କି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ ? ଖୁଲାସା କଲେ ନିଜେ ଷ୍ଟାର କ୍ରିକେଟର । ପଢନ୍ତୁ, ସେ କଣ କହିଲେ…
କନକ ବ୍ୟୁରୋ: ସନ୍ନ୍ୟାସ ନେବେ କି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍? କ୍ରିକେଟକୁ କହିବେ କି ଅଲବିଦା? ଏଭଳି କିଛି ଚର୍ଚ୍ଚା ଭିତରେ ଏବେ ନିଜ ସନ୍ନ୍ୟାସକୁ ନେଇ ମୁହଁ ଖୋଲିଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି । ସେ କହିଛନ୍ତି ଯେ, ସେ ଏବେ ସନ୍ନ୍ୟାସ ନେବେ ନାହିଁ । ଅଷ୍ଟ୍ରେଲିଆ ପାଇଁ ସେ ଖେଳିବା ଜାରି ରଖିବେ । ତେବେ ଆଶେସ୍ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ସେ ନିରାଶା ଜାହିର କରିଛନ୍ତିContinue reading “ସନ୍ନ୍ୟାସ ନେବେ କି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ ? ଖୁଲାସା କଲେ ନିଜେ ଷ୍ଟାର କ୍ରିକେଟର । ପଢନ୍ତୁ, ସେ କଣ କହିଲେ…”
ବସୁନ୍ଧରା ରାଜେ ସିନ୍ଧିଆ ଏବଂ ରମଣ ସିଂହଙ୍କୁ ଉପାଧ୍ୟକ୍ଷ ପଦ, ନିର୍ବାଚନ ପୂର୍ବରୁ କଣ ରହିଛି ସ୍ଥିତି …
କନକ ବ୍ୟୁରୋ: ଭାରତୀୟ ଜନତା ଦଳ ନିଜର କେନ୍ଦ୍ରୀୟ ପଦାଧିକାରୀଙ୍କ ନାଁ ଘୋଷଣା କରିସାରିଛି । ଏହି ତାଲିକାରେ ୧୩ ଉପାଧ୍ୟକ୍ଷ ସ୍ଥାନ ପାଇଛନ୍ତି । ନୂଆ ତାଲିକାରେ ୩ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ମଧ୍ୟପ୍ରଦେଶର ବଡ ନେତା କୈଳାଶ ବିଜୟବର୍ଗୀୟଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କରାଯାଇଛି ।Continue reading “ବସୁନ୍ଧରା ରାଜେ ସିନ୍ଧିଆ ଏବଂ ରମଣ ସିଂହଙ୍କୁ ଉପାଧ୍ୟକ୍ଷ ପଦ, ନିର୍ବାଚନ ପୂର୍ବରୁ କଣ ରହିଛି ସ୍ଥିତି …”