କନକ ବ୍ୟୁରୋ : ଦ୍ୱନ୍ଦରେ ପକାଉଛି ଅଂଜୁଙ୍କ ଗୋଟେ ପରେ ଗୋଟେ ଭିଡିଓ । କେବେ ପାକିସ୍ତାନରୁ ଭିଡିଓ ଜାରି କରି ଭାରତ ଫେରିବା କଥା କହୁଛନ୍ତି ତ ପୁଣି କେବେ ସାମ୍ନାକୁ ଆସୁଛି ପାକିିସ୍ତାନୀ ବ୍ୟକ୍ତି ନସରୁଲ୍ଲାଙ୍କ ସହ ବିବାହ କରିଥିବା ପ୍ରମାଣ । ଏହା ଭିତରେ ପୁଣି ଏକ ନୂଆ ଭିିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଂଜୁ ଓ ତାଙ୍କ କଥିତ ସ୍ୱାମୀ ନସରୁଲ୍ଲା ଗୋଟିଏ ସ୍ଥାନରେ ଛିଡା ହୋଇଥିବାବେଳେ ସେମାନଙ୍କୁContinue reading “ପାକିସ୍ତାନରେ ଅଞ୍ଜୁଙ୍କ ଉପରେ ହେଉଛି ଉପହାର ବର୍ଷା, ଅଞ୍ଜୁଙ୍କୁ ୪୦ଲକ୍ଷ ଟଙ୍କାର ଘର ସହ ଅନେକ ଉପହାର ମିଳିଥିବା ସୂଚନା”
Tag Archives: News
ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ଚିନ୍ତା ବଢାଇଲା ପୂର୍ବତନ ସେନା ମୁଖ୍ୟଙ୍କ ବୟାନ
କନକ ବ୍ୟୁରୋ : ମଣିପୁର । ହିଂସା, ଉତେଜନା, ପ୍ରତିବାଦ, ହତ୍ୟା,ଲୁଟରେ ଜଳିପୋଡି ପାଉଁଶ ହେଉଛି । ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ସେପଟେ କେନ୍ଦ୍ର ସରକାର ମଣିପୁର ମହିଳାଙ୍କ ଭାଇରାଲ ଭିଡିଓର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପରେ ଆରମ୍ଭ ହୋଇଛି ଖୋଳତାଡ଼ । ମିଳିଥିବା ସୂଚନା ଅନୁସାରେ ସିବିଆଇ ପ୍ରଥମ ଏଫଆଇଆର ଦାଏର କରିଛି । ଏଥିସହ ୧୦ଜଣଙ୍କୁ ଗିରଫ କରାଯାଇଛି । ସେପଟେ ରାଜ୍ୟ ଭିତର ଥିବା ଶରଣାର୍ଥୀଙ୍କ ବାୟୋମେଟ୍ରିକContinue reading “ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ ଆରମ୍ଭ କଲା ସିବିଆଇ । ଚିନ୍ତା ବଢାଇଲା ପୂର୍ବତନ ସେନା ମୁଖ୍ୟଙ୍କ ବୟାନ”
ମଣିପୁରରେ ପହଁଚିଲେ ବିରୋଧୀ ମେଣ୍ଟର ସାଂସଦ ।ଆଶ୍ରୟ ସ୍ଥଳରେ ପହଞ୍ଚିଲେ, ପୀଡିତଙ୍କୁ ଭେଟିଲେ
କନକ ବ୍ୟୁରୋ : ହିଂସାକୁ ନେଇ ଉତେଜନା ଭିତରେ ମଣିପୁର ଯାଇଛନ୍ତି ବିରୋଧୀ ସାଂସଦ । ଇଣ୍ଡିଆ ମେଂଟର ୨୦ ଜଣିଆ ସାଂସଦ ଦିଲ୍ଲୀ ବିମାନବନ୍ଦରରୁ ମଣିପୁର ଯାଇ ପହଁଚିଛନ୍ତି । ଏଠାରେ ପହଁଚିବା ପରେ ପୀଡିତଙ୍କୁ ଭେଟିବା ସହ ଆଶ୍ରୟ ଶିବିର ବୁଲିଦେଖିଛନ୍ତି । ଏହି ପ୍ରତିନିଧି ଦଳ ଗ୍ରାଉଣ୍ଡ ସ୍ଥିତି ଅନୁଧ୍ୟାନ କରିବା ସହ ରିପୋର୍ଟ ପ୍ରଦାନ କରିବେ । ଦୁଇ ଦିନିଆ ଗସ୍ତରେ ଯାଉଥିବା ଏହି ଟିମ ରାଜ୍ୟପାଳଙ୍କୁ ଭେଟି ଏସମ୍ପର୍କରେ ଆଲୋଚନାContinue reading “ମଣିପୁରରେ ପହଁଚିଲେ ବିରୋଧୀ ମେଣ୍ଟର ସାଂସଦ ।ଆଶ୍ରୟ ସ୍ଥଳରେ ପହଞ୍ଚିଲେ, ପୀଡିତଙ୍କୁ ଭେଟିଲେ”
ବ୍ୟାଙ୍କ ଲୋନ ନାଁରେ ବଡ ଠକେଇ: ବନ୍ଧା ହେଲେ ପୂର୍ବତନ ଶାଖା ପରିଚାଳକ
କନକ ବ୍ୟୁରୋ: ବ୍ୟାଙ୍କରେ ଚାକିରି । ମୋଟା ଅଙ୍କର ଦରମା । ହେଲେ ଏତିକିରେ ସନ୍ତଷ୍ଟ ନଥିଲେ ବ୍ୟାଙ୍କ ପରିଚାଳକ । ଭୁବନେଶ୍ୱର ପଳାଶପଲ୍ଲୀ ସେଂଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଦାୟିତ୍ୱରେ ଥିଲେ ସଂୟପ୍ରକାଶ । ଆଉ କ୍ଷମତାର ଅପବବ୍ୟବହାର ନୀତିନିୟମକୁ ଜଳାଞ୍ଜଳି ଦେଇ ଜାଣିଶୁଣି କୋଟିଏରୁ ଅଧିକ ଟଙ୍କାର ଜାଲିଆତି କରିଥିଲେ । ଏବେ ଏହି ଜାଲିଆତି ନେଇ ସ୍ୱୟମପ୍ରକାଶ ପରିଡାଙ୍କୁ ବାନ୍ଧିଛି କ୍ରାଇମବ୍୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ସ୍ୱୟଂପ୍ରକାଶ ପରିଡା ।Continue reading “ବ୍ୟାଙ୍କ ଲୋନ ନାଁରେ ବଡ ଠକେଇ: ବନ୍ଧା ହେଲେ ପୂର୍ବତନ ଶାଖା ପରିଚାଳକ”
ବେକାର ଯୁବକଯୁବତୀଙ୍କୁ ପ୍ରଲୋଭିତ କରୁଛନ୍ତି ଦଲାଲ। ମଞ୍ଚେଶ୍ୱର ଥାନାରେ ଏତଲା ଦେଲେ ଯୁବକ
କନକ ବ୍ୟୁରୋ: ଚାକିରି ଖଣ୍ଡେ ପାଇବା ଆଜିକାଲି ବେକାର ଯୁବକ-ଯୁବତୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଉ ଏହାର ସୁଯୋଗ ନେଇ ଠକୁଛନ୍ତି କିଛି ଦଲାଲ । ବିଭିନ୍ନ କ୍ଷେତ୍ରରେ ଚାକିରି କରାଇ ଦେବାକୁ କହି ଟଙ୍କା ଲୁଟ୍ କରୁଛନ୍ତି । ସେମିତି ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ରଙ୍ଗମାଟିଆ ଅଂଚଳରେ ରହୁଥିବା ଯୁବକ ମନୋରଞ୍ଜନ ଜେନା । ଏନେଇ ସେ ମଂଚେଶ୍ୱର ଥାନାରେ ଏତଲା ଦେଇଛନ୍ତିି । ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କୁContinue reading “ବେକାର ଯୁବକଯୁବତୀଙ୍କୁ ପ୍ରଲୋଭିତ କରୁଛନ୍ତି ଦଲାଲ। ମଞ୍ଚେଶ୍ୱର ଥାନାରେ ଏତଲା ଦେଲେ ଯୁବକ”
ଋଣ ଟଙ୍କା ଆଦାୟ ପାଇଁ ଏଜେଣ୍ଟଙ୍କ ଜୁଲମ। କିସ୍ତି ଦେଇନପାରିବାରୁ ଘରେ ପଶି ଗଣ୍ଡଗୋଳ
କନକ ବ୍ୟୁରୋ: ବାଲେଶ୍ୱର ପୌରାଞ୍ଚଳ ଗୋଷଳପଦା ଅଞ୍ଚଳର ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର । ଆଣିଥିବା ରୁଣ ଟଙ୍କାର କିସ୍ତ ଦେଇ ନପାରିବାରୁ ଘରେ ପଶି ଗଣ୍ଡଗୋଳ କରିଛନ୍ତି ଟଙ୍କା ଦେଇଥିବା ସଂସ୍ଥାର କର୍ମଚାରୀ ଓ ଏଜେଂଟ । କନକ ବେହେରା ନାମକ ମହିଳା, ଜନଲକ୍ଷ୍ମୀ ବ୍ୟାଙ୍କରୁ ଦୁଇଟି କିସ୍ତିରେ ଲକ୍ଷେ ୧୦ହଜାର ଟଙ୍କା ଋଣ ଆଣିଥିଲେ । ମାସକୁ ମାସ କିସ୍ତି ବାବଦରେ ୨୬ଶହ ଟଙ୍କା ଓ ୩ହଜାର ୨୦ ଟଙ୍କା ଏପରି ମୋଟ୍ ୫ହଜାରContinue reading “ଋଣ ଟଙ୍କା ଆଦାୟ ପାଇଁ ଏଜେଣ୍ଟଙ୍କ ଜୁଲମ। କିସ୍ତି ଦେଇନପାରିବାରୁ ଘରେ ପଶି ଗଣ୍ଡଗୋଳ”
ଚିତି ସାପକୁ ସାବଧାନ: ଛୋଟ ସାପ, କିନ୍ତୁ ବିଷ ଅଧିକ । ଝଡ଼ାଫୁଙ୍କାରେ ବିଶ୍ୱାସ ନକରି ତୁରନ୍ତ ଡାକ୍ତର ଦେଖାଇବାକୁ ପରାମର୍ଶ
କନକ ବ୍ୟୁରୋ: ବର୍ଷା ଦିନରେ ଚିତି ସାପକୁ ସାବଧାନ । ସାପର ଆକାର ଛୋଟ ହେଲେ ମଧ୍ୟ ଏହାର ବିଷ ଜୀବନ ନେଇଯିବ । ସରକାରଙ୍କ ତଥ୍ୟ ଅନୁସାରେ ସାପ କାମୁଡାରେ ପ୍ରତିବର୍ଷ ୮ଶହରୁ ହଜାରେ ଲୋକ ପ୍ରାଣ ହରାଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ କହିଛି ସାପ କାମୁଡିଲେ ଝଡା ଫୁଙ୍କା ନକରି ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ । ଚିତି ସାପ ନେଉଛି ଜୀବନ । ରାଜ୍ୟରେ ବଢୁଛି ସର୍ପାଘାତଜନିତ ମୃତ୍ୟୁ । ସରକାରଙ୍କ ତଥ୍ୟContinue reading “ଚିତି ସାପକୁ ସାବଧାନ: ଛୋଟ ସାପ, କିନ୍ତୁ ବିଷ ଅଧିକ । ଝଡ଼ାଫୁଙ୍କାରେ ବିଶ୍ୱାସ ନକରି ତୁରନ୍ତ ଡାକ୍ତର ଦେଖାଇବାକୁ ପରାମର୍ଶ “
ମହାବଳ ପାଇଁ ଓଡ଼ିଶା ନୁହେଁ ଅନୁକୂଳ। ଦେଶରେ ବଢୁଛି, ରାଜ୍ୟରେ କମୁଛି ବାଘ ସଂଖ୍ୟା
କନକ ବ୍ୟୁରୋ: ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ଥିଲା ରାଜ୍ୟ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ । କାରଣ ଏହି ପ୍ରକଳ୍ପର ଭବିଷ୍ୟତ ଉପରେ, ରାଜ୍ୟରେ ବାଘ ବଂଶ ବୃଦ୍ଧି ନିର୍ଭର କରୁଥିଲା । ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଅଧାରେ ବନ୍ଦ କରିଦେଲା ଏନଟିସିଏ । ବନ୍ୟଜନ୍ତୁଙ୍କ ସ୍ଥାନାନ୍ତରଣ ପ୍ରକଳ୍ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶରୁ ଓଡିଶାକୁ ଆସିଥିଲାContinue reading “ମହାବଳ ପାଇଁ ଓଡ଼ିଶା ନୁହେଁ ଅନୁକୂଳ। ଦେଶରେ ବଢୁଛି, ରାଜ୍ୟରେ କମୁଛି ବାଘ ସଂଖ୍ୟା”
ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ମାତ୍ର ୪ ବର୍ଷରେ ବିଶ୍ୱର ୩ ନମ୍ବର ଅର୍ଥନୀତି ହେବ ଭାରତ!
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପରବର୍ତୀ ପାଳିରେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ଭାରତ । ଅର୍ଥାତ ଜର୍ମାନୀ ଓ ଜାପାନକୁ ଟପିଯିବ ଦେଶ । ବିଶ୍ୱ ଅର୍ଥନୀତି ଓ ଭାରତ ୨୦୧୪ରେ ୧୦ ନମ୍ବରରେ ଥିଲା ଭାରତ ୨୦୧୫ରେ ୭ ନମ୍ବର ୨୦୧୭ରେ ୬ ନମ୍ବର ୨୦୨୧ରେ ପଂଚମ ସ୍ଥାନ ଆଇଏମଏଫର ଆକଳନ ୨୦୨୭ ସୁଦ୍ଧା ବିଶ୍ୱର ତୃତୀୟ ଅର୍ଥନୀତି ହେବ ଭାରତ ମୋଦୀ ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱରContinue reading “ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ମାତ୍ର ୪ ବର୍ଷରେ ବିଶ୍ୱର ୩ ନମ୍ବର ଅର୍ଥନୀତି ହେବ ଭାରତ!”
ରକ୍ତରଞ୍ଜିତ ହେଲା ପୁରୀ ଆଶ୍ରମ। ବାବାଙ୍କୁ ହତ୍ୟା କଲେ ବାବା
କନକ ବ୍ୟୁରୋ: ପୁରୀ ଲୋକନାଥ ରୋଡସ୍ଥିତ ଗୁରୁକୃପା ଆଶ୍ରମରେ ବାବାଜି ଅର୍ଜୁନ ବାବାଙ୍କୁ ସେହି ମଠର ଆଉ ଜଣେ ବାବା ବୀଭତ୍ସଭାବେ ହତ୍ୟା କରିଛନ୍ତି । ମୋହ ମାୟା ତ୍ୟାଗକରି ମଠରେ ରହୁଥିବା ବାବା ରକ୍ତମୁଖା ହେବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶୁକ୍ରବାର, ଦିନ ପ୍ରାୟ ୫ଟା, ସ୍ଥାନ-ପୁରୀ ଗୁରୁକୃପା ଆଶ୍ରମ । ଆଶ୍ରମ ଭିତରେ ବିଶ୍ରାମ ନେଉଥିଲେ ପଶ୍ଚିମବଙ୍ଗରୁ ଆସି ଏଠାରେ ରହୁଥିବା ବାବା ଅର୍ଜୁନ ଦାସ । ଏହି ସମୟରେContinue reading “ରକ୍ତରଞ୍ଜିତ ହେଲା ପୁରୀ ଆଶ୍ରମ। ବାବାଙ୍କୁ ହତ୍ୟା କଲେ ବାବା “