ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା: ସୋନିଆଙ୍କୁ ମହିଳା ପଚାରିଲେ ରାହୁଲଙ୍କୁ କାହିଁକି କରୁନ ବାହା, ଜବାବରେ ସୋନିଆ କହିଲେ ପୁଅ ପାଇଁ ଝିଅ ଦେଖ

କନକ ବ୍ୟୁରୋ: ପୁଅ ରାହୁଲ ଗାନ୍ଧୀଙ୍କୁ କାହିଁକି ବାହା କରାଉନ । ସୋନିଆ ଗାନ୍ଧୀ ତଥା ୟୁପିଏର ଅଧ୍ୟକ୍ଷାଙ୍କୁ ଏଭଳି ପ୍ରଶ୍ନ କରିିଛନ୍ତି ହରିଆଣା ସୋନିପଥରୁ ଆସିଥିବା ଜଣେ ମହିଳା । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ହରିଆଣା ଚାଷୀ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି କଂଗ୍ରେସ ନେତା । ଏହି ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ କାନ ପାଖକୁ ଆସି କହିଛନ୍ତି, ରାହୁଲContinue reading “ଜୋର ଧରିଲା ରାହୁଲ ଗାନ୍ଧୀଙ୍କ ବିବାହ ଚର୍ଚ୍ଚା: ସୋନିଆଙ୍କୁ ମହିଳା ପଚାରିଲେ ରାହୁଲଙ୍କୁ କାହିଁକି କରୁନ ବାହା, ଜବାବରେ ସୋନିଆ କହିଲେ ପୁଅ ପାଇଁ ଝିଅ ଦେଖ”

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ତାମିଲନାଡୁର କୃଷ୍ଣାଗିରି ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ କରିନାହିଁ । ଶନିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ଏବେ ଭୟଙ୍କର ଥିଲା କି ବାଣ କାରଖାନା ନିକଟରେ ଥିବା ଏକ ହୋଟେଲ ଘର ଭାଙ୍ଗିଯାଇଛି ।Continue reading “ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୩ଜଣ ମହିଳାଙ୍କ ସମେତ ୮ଜଣଙ୍କର ମୃତ୍ୟୁ”

ଭିଡ ହତ୍ୟା ମାମଲାରେ ୬ଟି ରାଜ୍ୟର ସରକାରଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ପଠାଇ ଜବାବ ମାଗିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ତରଫରୁ ଦେଶରେ ମୁସଲମାନଙ୍କ ବିରୋଧରେ ଗୋରକ୍ଷକମାନେ କରୁଥିବା ହିଂସା ଓ ଭିଡ ହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ୬ଟି ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ତରଫରୁ ଏକ ଜନହିତ ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ ପଠାଇଛନ୍ତି । ମାମଲାରେ ଗତ ୬ମାସ ମଧ୍ୟରେ ଆସିଥିବା ଏଭଳି ମାମଲାରେ କ୍ଷତିପୂରଣ ଦାବି କରାଯାଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସହିତ ଜଡିତ ସଂଗଠନContinue reading “ଭିଡ ହତ୍ୟା ମାମଲାରେ ୬ଟି ରାଜ୍ୟର ସରକାରଙ୍କ ପାଇଁ ବଢିଲା ଅଡୁଆ, ନୋଟିସ ପଠାଇ ଜବାବ ମାଗିଲେ ସୁପ୍ରିମକୋର୍ଟ”

ଭୁବନେଶ୍ୱର ଶିଶୁପାଳଗଡ଼ ଅଞ୍ଚଳରେ ଅଘଟଣ: ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: କାଳ ପାଲଟିଲା ପାଇଖାନା ଟାଙ୍କି । ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥପୁର ଅଂଚଳରେ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଟାଙ୍କିରେ ପଶି ୨ଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଅଗ୍ନିଶମ ବାହାନୀ ଉଦ୍ଧାର କରିବା ପରେ ମେଡ଼ିକାଲରେ ଭର୍ତି କରାଯାଇଥିଲା । ହସ୍ପିଟାଲରେ ୨ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । The post ଭୁବନେଶ୍ୱର ଶିଶୁପାଳଗଡ଼ ଅଞ୍ଚଳରେ ଅଘଟଣ: ପାଇଖାନା ଟାଙ୍କି ସଫା କରିବାକୁContinue reading “ଭୁବନେଶ୍ୱର ଶିଶୁପାଳଗଡ଼ ଅଞ୍ଚଳରେ ଅଘଟଣ: ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ଜଣଙ୍କ ମୃତ୍ୟୁ”

ରାଜ୍ୟରେ କମିଲା ମହାବଳ ବାଘ ସଂଖ୍ୟା: ରାଜ୍ୟରେ ଏବେ ୨୦ଟି ମହାବଳ ବାଘ ଥିବା ସୂଚନା

କନକ ବ୍ୟୁରୋ: ରାଜ୍ୟରେ କମିଲା ମହାବଳ ବାଘ ସଂଖ୍ୟା । ଓଡ଼ିଶାରେ ୨୦ଟି ମହାବଳ ବାଘ ଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୧-୨୨ ଗଣନା ଅନୁସାରେ ବାଘ କମିଥିବା ରିପୋର୍ଟ ମିଳିଛି । ତେବେ ଶିମିଲିପାଳରେ ବାଘ ସଂଖ୍ୟା ୧୬କୁ କମିଛି । ୨୦୧୮ ଗଣନା ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ଥିଲା । ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି । TheContinue reading “ରାଜ୍ୟରେ କମିଲା ମହାବଳ ବାଘ ସଂଖ୍ୟା: ରାଜ୍ୟରେ ଏବେ ୨୦ଟି ମହାବଳ ବାଘ ଥିବା ସୂଚନା”

ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନି ଏହି ୪ଟି ବିଷୟ ! ନଚେତ ଘରୁ ଉଠାଇନେବ ପୋଲିସ

କନକ ବ୍ୟୁରୋ : ଗୁଗୁଲକୁ ସର୍ଚ୍ଚ ଇଞ୍ଜିନ୍ ବୋଲି କୁହାଯାଇଥାଏ । ବର୍ତ୍ତମାନ ସମୟରେ ଗୁଗୁଲ ସମସ୍ତଙ୍କ ଲୋକପ୍ରିୟ ହୋଇପାରିଛି । ଘରେ ବସି ଗୁଗୁଲ ସାହାର୍ଯ୍ୟ ସାରା ଦୁନିଆ ବାବଦରେ ଅନେକ କଥା ସର୍ଚ୍ଚ କରି ଜାଣିପାରୁଛେ । ଗୁଗୁଲରେ ଆପଣ ଖାଲି ପ୍ରଶ୍ନ ଟାଇପ୍ କରି ସର୍ଚ୍ଚ ମାରିବା ମାତ୍ରେ ଆଖି ପିଛୁଳାକେ ଉତ୍ତର ସାମ୍ନାକୁ ଚାଲିଆସୁଛି । କିନ୍ତୁ ଏପରି କିଛି ବିଷୟ ରହିଛି, ଯାହାକୁ ଆପଣ ଗୁଗୁଲରେ ସର୍ଚ୍ଚ କରିଲେ ଆପଣଙ୍କୁContinue reading “ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନି ଏହି ୪ଟି ବିଷୟ ! ନଚେତ ଘରୁ ଉଠାଇନେବ ପୋଲିସ”

ପାକିସ୍ତାନୀ ପ୍ରେମିକକୁ ବିବାହ । ଅଞ୍ଜୁକୁ ମିଳିଲା ୪୦ ଲକ୍ଷର ଫ୍ଲାଟ୍ । ଜାଣନ୍ତୁ, କିଏ ଦେଲା ଏତେ ଦାମୀ ଗିଫ୍ଟ?

କନକ ବ୍ୟୁରୋ: ପ୍ରେମ ପାଇଁ ଭାରତ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ପ୍ରେମିକକୁ ପାଇବା ପାଇଁ ଅଞ୍ଜୁ ଭାରତ ଛାଡି ଏବେ ପାକିସ୍ତାନରେ । ଆଉ ଏହାରି ଭିତରୁ ଅଞ୍ଜୁଙ୍କୁ ନେଇ ଆସିଛି ଆଉ ଏକ ରୋଚକ ଖବର । ନିଜ ବୟଫ୍ରେଣ୍ଡ ସହ ମୁସଲିମ୍ ପରମ୍ପରାରେ ବିବାହ କରିବା ପରେ ଏବେ ଅଞ୍ଜୁକୁ ମିଳିଛି ୪୦ ଲକ୍ଷ ଟଙ୍କାର ଫ୍ଲାଟ୍ । ପାକିସ୍ତାନରେ ଅଞ୍ଜୁ ନିଜର ପ୍ରେମିକContinue reading “ପାକିସ୍ତାନୀ ପ୍ରେମିକକୁ ବିବାହ । ଅଞ୍ଜୁକୁ ମିଳିଲା ୪୦ ଲକ୍ଷର ଫ୍ଲାଟ୍ । ଜାଣନ୍ତୁ, କିଏ ଦେଲା ଏତେ ଦାମୀ ଗିଫ୍ଟ?”

ଋଣ କିସ୍ତି ଟଙ୍କା ଆଦାୟ, ବ୍ୟାଙ୍କ ଏଜେଣ୍ଟମାନଙ୍କ ଜୁଲମ ; କ’ଣ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ?

କନକ ବ୍ୟୁରୋ : ଋଣ କିସ୍ତି ଟଙ୍କା ଆଦାୟ ପାଇଁ ବିଭିନ୍ନ ସ୍ଥାନରେ ବ୍ୟାଙ୍କ ଏଜେଣ୍ଟମାନେ ଜୁଲମ କରୁଥିବା ଦେଖିବାକୁ ମିଳିଥାଏ । ସମୟ ଅନୁସାରେ କିସ୍ତି ପଇଠ ନକଲେ କର୍ମଚାରୀମାନେ ଅନେକ ସମୟରେ ଋଣ ଗ୍ରହିତାଙ୍କ ଘରେ ପଶି ଜୁଲମ କରିଥାନ୍ତି । ରାସ୍ତାଘାଟରେ ଅଟକାଇ ଟଙ୍କା ବି ମାଗିଥାନ୍ତି । ଅନେକ ସମୟରେ ରାସ୍ତା ମଝିରୁ ଗାଡି ଛଡାଇ ନେଇଥାନ୍ତି । ତେବେ ଏଭଳି ମାମଲାର ଶୁଣାଣି କରି ସେଭଳି ନକରିବାକୁ କଡା ନିର୍ଦ୍ଦେଶContinue reading “ଋଣ କିସ୍ତି ଟଙ୍କା ଆଦାୟ, ବ୍ୟାଙ୍କ ଏଜେଣ୍ଟମାନଙ୍କ ଜୁଲମ ; କ’ଣ ରହିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ?”

ରାତିରେ ଗାଁରେ ବୁଲୁଛି ଜଙ୍ଗଲୀ ହାତୀ : ଭାଙ୍ଗିଲା ଘରଦ୍ୱାର ଓ କାର; ଭୟରେ ସାରା ରାତି ଅନିଦ୍ରା ହେଲେ ଲୋକେ

କନକ ବ୍ୟୁରୋ : ହାତୀ ପାଇଁ ରାତି ଅନିଦ୍ରା । ସମ୍ବଲପୁର ଯୁଯୁମୁରା ବ୍ଲକରେ ହାତୀ ଆତଙ୍କ । ଭବାନୀପାଲି ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗିବା ସହ ଲୋକଙ୍କ ଗାଡ଼ି ମଧ୍ୟ ଭାଙ୍ଗିଦେଇଛି ହାତୀ । ରାତିରେ ଗାଁ ଭିତରେ ହାତୀଟି ବେଧଡ଼କ୍ ଭାବେ ବୁଲୁଥିବାରୁ ଚିତ୍ର ସାମ୍ନାକୁ ଆସିଛି । ଦୁଇଟି ଘର, ଜଣେ ବ୍ୟକ୍ତିଙ୍କ ଗ୍ୟାରେଜ ଏବଂ ୪ ଚକିଆ ଗାଡ଼ି ଭାଙ୍ଗିଦେଇଥିବା ସୂଚନା ମିଳିଛି । ରାତି ସାରା ଗାଁ ମଝିରେContinue reading “ରାତିରେ ଗାଁରେ ବୁଲୁଛି ଜଙ୍ଗଲୀ ହାତୀ : ଭାଙ୍ଗିଲା ଘରଦ୍ୱାର ଓ କାର; ଭୟରେ ସାରା ରାତି ଅନିଦ୍ରା ହେଲେ ଲୋକେ”

ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଡିଲ୍ : ପରୀକ୍ଷା ହଲରେ କେମିତି ଯୋଗାଇ ଦେବେ ସହଯୋଗ ? ଦଲାଲ ଓ ପରୀକ୍ଷାର୍ଥୀଙ୍କ ଅଡିଓ ଭାଇରାଲ

କନକ ବ୍ୟୁରୋ : ଓଏସଏସସି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ କନକ ନ୍ୟୁଜ୍ ହାତରେ ଲାଗିଛିି ବଡ଼ ତଥ୍ୟ । କିପରି ସରକାରୀ ଚାକିରି ପାଇଁ ଆଶାୟୀ ଓ ଦଲାଲଙ୍କ ମଧ୍ୟରେ ଡିଲ ହେଉଛି ଏବଂ ତାକୁ ସଫଳ ରୂପ ଦିଆଯାଉଛି, ତାର ବାସ୍ତବଚିତ୍ର ଏଥିରୁ ଜଣାପଡୁଛି । ଅଡ଼ିଓରୁ ସ୍ପଷ୍ଟ ହେଉଛି ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଥିବା ସିବିଟି ପରୀକ୍ଷା ପାଇଁ ଏଥିରେ ଡିଲ ହେଉଛିContinue reading “ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଡିଲ୍ : ପରୀକ୍ଷା ହଲରେ କେମିତି ଯୋଗାଇ ଦେବେ ସହଯୋଗ ? ଦଲାଲ ଓ ପରୀକ୍ଷାର୍ଥୀଙ୍କ ଅଡିଓ ଭାଇରାଲ”

Design a site like this with WordPress.com
Get started