କନକ ବ୍ୟୁରୋ: ଅନେକ ଲୋକ ଜୀବନରେ ଉତ୍ତମ ସାଥୀଟିଏ ଖୋଜିଥାନ୍ତି । ସଠିକ୍ ସାଥୀଟିଏ ପାଇବାକୁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । ହେଲେ ସେ ଭିତରୁ ଅନେକ ଲୋକ ଉତ୍ତମ ସାଥୀଟିଏ ନପାଇ ଦୁଃଖ ପ୍ରକାଶ କରିଥାନ୍ତି । ହେଲେ ଏବେ ଟେକ୍କୋଲୋଜି ଆପଣଙ୍କୁ ଯୋଗାଇ ଦେବ ଆପଣଙ୍କର ମନ ପସନ୍ଦର ସାଥୀଟିଏ । ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ଆପଣ ନିଜର ପସନ୍ଦ ମୁତାବକ ବୟଫ୍ରେଣ୍ଡ କିମ୍ବା ଗର୍ଲଫ୍ରେଣ୍ଡ ସୃଷ୍ଟି କରିପାରିବେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେContinue reading “ମନ ପସନ୍ଦର ସାଥୀଟିଏ ଖୋଜୁଛନ୍ତି? ଆପଣ ନିଜେ ତିଆରି କରିପାରିବେ ଆପଣଙ୍କ ବୟଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡ । ଏଆଇ କରିବ ସାହାଯ୍ୟ”
Tag Archives: News
ଭିଡରେ ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ : ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସମେତ ୬ରାଜ୍ୟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଭିଡ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । ଏକ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ୬ ରାଜ୍ୟର ପୋଲିସ ମୁଖିଆଙ୍କୁ ନୋଟିସ୍ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ନୋଟିସ୍ ହୋଇଥିବା ରାଜ୍ୟ ମଧ୍ୟରେ ଓଡିଶା, ହରିଆଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ରହିଛି । ଓଡିଶା ପୋଲିସକୁ ମଧ୍ୟ ଜୁନ୍ ୧୭ ହିଂସାରେ ଘଟିଥିବା ଏକ ହିଂସା ମାମଲାରେ ନୋଟିସ୍ ଜାରି କରିଛନ୍ତି । ସୁୁପ୍ରିମକୋର୍ଟContinue reading “ଭିଡରେ ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ : ପଦକ୍ଷେପ ଗ୍ରହଣ କରିବାକୁ ଓଡିଶା ସମେତ ୬ରାଜ୍ୟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ”
ନୀତିଶ କୁମାରଙ୍କୁ ମିଳିଲା ଏନଡିଏର ନିମନ୍ତ୍ରଣ, କେନ୍ଦ୍ରମନ୍ତ୍ରୀ କହିଲେ ନୀତିଶଙ୍କ ସହ ରହିଛି ଭଲ ସଂପର୍କ
କନକ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁଖ୍ୟ ଆୟୋଜକ ନୀତିଶ କୁମାରଙ୍କୁ ପୁଣି ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ନିମନ୍ତ୍ରଣ ମିଳିଛି । କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ରାମଦାଶ ଆଠୱଲେ ପାଟନା ପହଂଚି ନୀତିଶ କୁମାରଙ୍କୁ ନେଇ ଯେଭଳି ବୟାନ ଦେଇଛନ୍ତି ତାହାକୁ ନେଇ ବିହାର ରାଜନୀତି ପୁଣିଥରେ ସରଗରମ ହେବାରେ ଲାଗିଛି । ଶନିବାର ଦିନ ପାଟନା ଠାରେ ଆଠୱଲେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଆମେContinue reading “ନୀତିଶ କୁମାରଙ୍କୁ ମିଳିଲା ଏନଡିଏର ନିମନ୍ତ୍ରଣ, କେନ୍ଦ୍ରମନ୍ତ୍ରୀ କହିଲେ ନୀତିଶଙ୍କ ସହ ରହିଛି ଭଲ ସଂପର୍କ”
ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ : ଶିଶୁପାଳଗଡ ରଘୁନାଥପୁର ଅଞ୍ଚଳରେ ଅଘଟଣ
କନକ ବ୍ୟୁରୋ : ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ଅଗ୍ନିଶମ ବାହିନୀ । ହସ୍ପିଟାଲରେ ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶିଶୁପାଳଗଡ଼ ରଘୁନାଥପୁର ଅଞ୍ଚଳରେ ଟାଙ୍କି ସଫା କରିବାକୁ ଯାଇ ଟାଙ୍କିରେ ୨ ଯୁବକ ଫସିଥିଲେ । The post ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ : ଶିଶୁପାଳଗଡContinue reading “ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ : ଶିଶୁପାଳଗଡ ରଘୁନାଥପୁର ଅଞ୍ଚଳରେ ଅଘଟଣ”
ଏଲଏସିରେ ଭାରତ-ଚୀନ୍ ବିବାଦ : ଭାରତ ପାଇଁ ‘ଚୀନ୍ ଭାଷା’ ସାଜିବ ମୂଖ୍ୟ ଅସ୍ତ୍ର
କନକ ବ୍ୟୁରୋ : ଭାରତ-ଚୀନ୍ ସୀମା ଏଲଏସିରେ ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛି ଭାରତୀୟ ସେନା । ସୀମାରେ ଭାରତର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ମୁତୟନ କରାଯିବା ସହ ଭାଷାକୁ ମଧ୍ୟ ମୂଖ୍ୟ ହତିଆର୍ ଭାବେ ବ୍ୟବହାର କରିବାକୁ ଯାଉଛି ଭାରତ । ଚୀନ୍ ଭାଷା ଶିଖିବା ପାଇଁ ଭାରତୀୟ ଯବାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଶୀଘ୍ର ଭାଷା ଶିଖିବାର ପ୍ରଶିକ୍ଷଣକୁ ବଢାଇଦିଆଯାଇଛି । ପୂର୍ବରୁ ଯବାନଙ୍କୁ ଚୀନ୍ ଭାଷାର ଗୋଟିଏ କୋର୍ସContinue reading “ଏଲଏସିରେ ଭାରତ-ଚୀନ୍ ବିବାଦ : ଭାରତ ପାଇଁ ‘ଚୀନ୍ ଭାଷା’ ସାଜିବ ମୂଖ୍ୟ ଅସ୍ତ୍ର”
‘ଇଣ୍ଡିଆ’ ମେଣ୍ଟକୁ ଧୋକା ଦେବେ କି ଏନସିପି ମୁଖ୍ୟ ଶରଦ ପାୱାର ! ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିଲ୍ ଉପସ୍ଥାନ ବେଳେ ଉପସ୍ଥିତ ରହିବା ନେଇ ସସପେନ୍ସ
କନକ ବ୍ୟୁରୋ : ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଶରଦ ପାୱାରଙ୍କ ମତକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । କାରଣ ଏହି ବିଲ୍ ସୋମବାର କିମ୍ବା ମଙ୍ଗଳବାର ଦିନ ସଂସଦରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଥିବା ବେଳେ ରାଜ୍ୟସଭାରେ ଶରଦ ପାୱାର ଉପସ୍ଥିତ ନରହିପାରନ୍ତି ବୋଲି ଆଶଂକା କରାଯାଉଛି । ସେପଟେ ଯେଉଁଦିନ ସରକାର ସଂସଦରେ ଏହି ବିଲ୍ ଉପସ୍ଥାପନ କରିବେ ସେହିଦିନ ପୁଣେରେ ପ୍ରଧାନମନ୍ତ୍ରୀଙ୍କୁ ତିଲକ ପୁରସ୍କାରରେ ସମ୍ମାନୀତ କରାଯିବ ।Continue reading “‘ଇଣ୍ଡିଆ’ ମେଣ୍ଟକୁ ଧୋକା ଦେବେ କି ଏନସିପି ମୁଖ୍ୟ ଶରଦ ପାୱାର ! ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ବିଲ୍ ଉପସ୍ଥାନ ବେଳେ ଉପସ୍ଥିତ ରହିବା ନେଇ ସସପେନ୍ସ”
ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ ଉପପେନ୍ଦ୍ର ଭଞ୍ଜ ନାଏକ : ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ଚାକିରିରୁ ବିଦା ହେଲେ ବିଜେପୁରର ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଉପପେନ୍ଦ୍ର ଭଞ୍ଜ ନାଏକ ଚାକିରିରୁ ବହିଷ୍କୃତ । ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଭିଯୁକ୍ତ ସାହାଯ୍ୟ ପାଇଁ ସାକ୍ଷୀ ଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗ । ଆଗରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗକୁ ସୁପାରିସ କରିଥିଲା ଭିଜିଲାନ୍ସ । ବିଜେପୁରର ଆରଡବ୍ଲୁଏସଏସ ସହକାରୀContinue reading “ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ ଉପପେନ୍ଦ୍ର ଭଞ୍ଜ ନାଏକ : ଭିଜିଲାନ୍ସ ମାମଲାରେ ମିଥ୍ୟା ପ୍ରମାଣ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ”
ଭାରତରେ ଦିିନିକିଆ ବିଶ୍ୱକପ୍: ଏହି ତାରିଖରୁ ଅନଲାଇନରେ ମିଳିବ ଟିକେଟ୍ । ଜାଣନ୍ତୁ, ଏଥର ଫ୍ୟାନ୍ସଙ୍କୁ ମିଳିବ କି କି ସୁବିଧା?
କନକ ବ୍ୟୁରୋ: ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍ । ଏଥିପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚଳାଇଛି ବିସିସିଆଇ । ତେବେ ଏହାରି ଭିତରେ ବିଶ୍ୱକପକୁ ନେଇ ଆସିଛି ବଡ ଖବର । ଆସନ୍ତା ଅଗଷ୍ଟ ୧୦ ତାରିଖରୁ ଲୋକମାନେ ଅନଲାଇନ୍ ଜରିଆରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିପାରିବେ । ଅର୍ଥାତ ଅନଲାଇନ୍ ଜରିଆରେ ଲୋକମାନେ ଅଗଷ୍ଟ ୧୦ ତାରିଖରୁ ଟିକେଟ୍ କିଣିପାରିବେ ବୋଲି ସୂଚନା ମିଳିଛି ।Continue reading “ଭାରତରେ ଦିିନିକିଆ ବିଶ୍ୱକପ୍: ଏହି ତାରିଖରୁ ଅନଲାଇନରେ ମିଳିବ ଟିକେଟ୍ । ଜାଣନ୍ତୁ, ଏଥର ଫ୍ୟାନ୍ସଙ୍କୁ ମିଳିବ କି କି ସୁବିଧା?”
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜିି ୧୪ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ତାରିଖରୁ ଆହୁରି ବଢ଼ିବ ବର୍ଷାର ବିସ୍ତୃତି । ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ,Continue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”
ହରିୟାଣା ମହିଳାଙ୍କ ପ୍ରଶ୍ନ, ରାହୁଲଙ୍କ ବିବାହ କେବେ ହେବ, ସୋନିଆ କହିଲେ ଝିଅ ଖୋଜିଦିଅ ।
କନକ ବ୍ୟୁରୋ : ରାହୁଲଙ୍କ ବିବାହକୁ ନେଇ ପ୍ରଶ୍ନ କଲେ ହରିୟାଣାର ମହିଳା । ସୋନିଆ କହିଲେ ଆପଣ ପ୍ରଥମେ ଝିଅ ଖୋଜି ଦିଅନ୍ତୁ । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ମା’ ସୋନିଆ ଗାନ୍ଧୀ ସୋନିପତର ମହିଳାଙ୍କୁ ଭେଟିଛନ୍ତି । ଭିଡ଼ିଓରେ ସୋନିଆ,ପ୍ରିୟଙ୍କା ଓ ରାହୁଲ ମହିଳାଙ୍କୁ ଭେଟିବା ବିଭିନ୍ନContinue reading “ହରିୟାଣା ମହିଳାଙ୍କ ପ୍ରଶ୍ନ, ରାହୁଲଙ୍କ ବିବାହ କେବେ ହେବ, ସୋନିଆ କହିଲେ ଝିଅ ଖୋଜିଦିଅ । “