ଜମି ବିବାଦ : ଭାଇକୁ ହତ୍ୟା କଲା ଭାଇ; ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ଜମି ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ । ଗଞ୍ଜାମ ପାଟପୁର ଥାନା ବାସୁଦେବପୁର ଗାଁରେ ଭାଇକୁ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଡ଼ ବାପା ପୁଅ ମାଡ଼ରେ ଦାଦା ପୁଅ ଭାଇର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କଂସ ପ୍ରଧାନଙ୍କ ୨୫ବର୍ଷୀୟ ପୁଅ କୁଲୁ ପ୍ରଧାନ । ଜମିଜମା ବିବାଦକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା । ପାଟିତୁଣ୍ଡ ହେବା ପରେContinue reading “ଜମି ବିବାଦ : ଭାଇକୁ ହତ୍ୟା କଲା ଭାଇ; ପୋଲିସର ତଦନ୍ତ ଜାରି”

ମଣିପୁର ହିଂସା ପଛରେ ବିଦେଶୀ ଶକ୍ତିର ଷଡଯନ୍ତ୍ର! ସତର୍କ କରାଇଲେ ପୂର୍ବ ସେନା ମୁଖ୍ୟ ଏମଏମ ନରବଣେ ।

କନକ ବ୍ୟୁରୋ: ଏବେଯାଏଁ ହିଂସାର ନିଆଁରେ ଜଳୁଛି ମଣିପୁର । ଏହା ଭିତରେ ଏନେଇ ଏକ ସତର୍କବାଣୀ ଶୁଣାଇଛନ୍ତି ପୂର୍ବ ସେନା ମୁଖ୍ୟ ଏମଏମ ନରବଣେ । ସୀମାବର୍ତ୍ତୀ ଇଲାକାରେ ଏଭଳି କ୍ରମାଗତ ଅସ୍ଥିତା ପୁରା ଦେଶର ସୁରକ୍ଷା ପାଇଁ ବଡ ବିପଦ ବୋଲି ସ ସତର୍କ କରାଇଛନ୍ତି । ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା ପରିପ୍ରେକ୍ଷର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜେନେରାଲ ନରବଣେ କହିଛନ୍ତି ଯେ, ମଣିପୁରରେ ଜାରି ରହିଥିବା ହିଂସା ପଛରେ ବିଦେଶୀ ଶକ୍ତିContinue reading “ମଣିପୁର ହିଂସା ପଛରେ ବିଦେଶୀ ଶକ୍ତିର ଷଡଯନ୍ତ୍ର! ସତର୍କ କରାଇଲେ ପୂର୍ବ ସେନା ମୁଖ୍ୟ ଏମଏମ ନରବଣେ ।”

କାଳ ହେଲା ପରିବାର ନିୟୋଜନ ଅସ୍ତ୍ରୋପଚାର : ଅପରେସନ ବେଳେ କଟିଗଲା ପରିଶ୍ରା ନଳି; ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କନକ ବ୍ୟୁରୋ : ପରିବାର ନିୟୋଜନ ଅସ୍ତ୍ରପ୍ରଚାର ନେଇଗଲା ଜୀବନ । ଅପରେସନ ବେଳେ କଟିଗଲା ପରିଶ୍ରା ନଳି । ଭଦ୍ରକ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଭଦ୍ରକ ଆଗରପଡା ଅଞ୍ଚଳର ଜୟନ୍ତୀ ବେଜ ଭଦ୍ରକ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଅପରେସନ କରିଥିଲେ । ଅସ୍ତ୍ରୋପ୍ରଚାର ପରେ ଜୟନ୍ତୀ ଘରକୁ ଫେରିଥିଲେ । କିନ୍ତୁ ସେବେଠୁ ତାଙ୍କ ପେଟ ଫୁଲିବା ସହ ଯନ୍ତ୍ରଣା ହେଉଥିଲାContinue reading “କାଳ ହେଲା ପରିବାର ନିୟୋଜନ ଅସ୍ତ୍ରୋପଚାର : ଅପରେସନ ବେଳେ କଟିଗଲା ପରିଶ୍ରା ନଳି; ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ”

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ଦୁର୍ନୀତିମୂଳକ ଖବର ପ୍ରସାରଣ ପାଇଁ ଆକ୍ରମଣ ଅଭିଯୋଗ

କନକ ବ୍ୟୁରୋ : ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ଯାଜପୁର ଦଶରଥପୁର ସମ୍ବାଦ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କ ଅନ୍ୟ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଶାସକ ଦଳର କିଛି କର୍ମୀ ଆକ୍ରମଣ କରିଥିବା ଅଭିିଯୋଗ କରିଛନ୍ତି । ଏକ ମାମଲାର ତଥ୍ୟ ପାଇଁ ଗତକାଲି ରାତିରେ ଥାନାକୁ ଆସି ଫେରୁଥିବା ବେଳେ ଦୁଇ ସମ୍ବାଦିକଙ୍କୁ ୩୦ରୁ ୪୦ ଜଣ ବ୍ୟକ୍ତି ତାଙ୍କ ଆକ୍ରମଣContinue reading “ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ଦୁର୍ନୀତିମୂଳକ ଖବର ପ୍ରସାରଣ ପାଇଁ ଆକ୍ରମଣ ଅଭିଯୋଗ”

ରାଜ୍ୟରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ବର୍ଷା : ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ରାଜ୍ୟରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ବର୍ଷା ଜାରି । ଆଜିି ୧୪ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ତାରିଖରୁ ଆହୁରି ବଢ଼ିବ ବର୍ଷାର ବିସ୍ତୃତି । ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଉତ୍ତର ଓଡ଼ିଶାContinue reading “ରାଜ୍ୟରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ବର୍ଷା : ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି”

୩୫ ବର୍ଷ ପରେ ମାଆଙ୍କୁ ଭେଟିଲା ପୁଅ : ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲା ବେଳେ ମାଆଙ୍କୁ ଭେଟିଲେ ସ୍ୱେଚ୍ଛାସେବୀ ଜଗଗଜତି ସିଂ

କନକ ବ୍ୟୁରୋ :ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲା ବେଳେ ନିଜ ମାଆକୁ ପାଇଲା ପୁଅ । ସ୍ୱେଚ୍ଛାସେବୀ ଜଗଗଜତି ସିଂ ୩୫ ବର୍ଷ ପରେ ନିଜ ମାଆକୁ ଭେଟିଛନ୍ତି । ଜଗଜିତ୍‌ ତାଙ୍କ ମା’ ହରଜିତ କୌରଙ୍କୁ ପଟିଆଲାର ଏକ ଗାଁରେ ତାଙ୍କ ଅଜାଙ୍କ ଘରେ ଭେଟିଛନ୍ତି । ୩ ଦଶନ୍ଧିରୁ ଅଧିକ ସମୟ ପରେ ମା’ ଓ ପୁଅ ପରସ୍ପରକୁ ପାଇବା ପରେ ଉଭୟ ସେମାନଙ୍କ ଆବେଗକୁ ନିୟନ୍ତ୍ରଣ କରିପାରି ନଥିଲେ । ଆଲିଙ୍ଗନ ସମୟରେContinue reading “୩୫ ବର୍ଷ ପରେ ମାଆଙ୍କୁ ଭେଟିଲା ପୁଅ : ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କଲା ବେଳେ ମାଆଙ୍କୁ ଭେଟିଲେ ସ୍ୱେଚ୍ଛାସେବୀ ଜଗଗଜତି ସିଂ”

ଆଣ୍ଡାମାନ ନିକୋବର ଦ୍ୱୀପରେ ଭୂମିକମ୍ପ । ବର୍ଷକ ଭିତରେ ତୃତୀୟ ଝଟକା

କନକ ବ୍ୟୁରୋ: ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬,୦ ବୋଲି ଜଣାପଡିଛି । ଚଳିତ ବର୍ଷର ଏହା ତୃତୀୟ ଥର ଭୂମିକମ୍ପ । ଜର୍ମାନ୍ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେଜ୍ ଏହାର ସୂଚନା ଦେଇ କହିଛି ଯେ, ଶନିବାର ଆଣ୍ଡାମାନ୍ ଓ ନିକୋବର ଦ୍ୱୀପର ୧୦ କିଲୋମିଟର ଗଭୀରତାରେ ୬ ତୀବ୍ରତାପୂର୍ଣ୍ଣ ଭୂମିକମ୍ପ ସଙ୍ଗଠିତ ହୋଇଛି । ଏହାର କେନ୍ଦ୍ରସ୍ଥଳ ପୋର୍ଟବ୍ଲେୟାରଠାରୁ ୧୨୬ କିଲୋମିଟର ଦକ୍ଷିଣପୂର୍ବରେ ହୋଇଥିବା କୁହାଯାଇଛିContinue reading “ଆଣ୍ଡାମାନ ନିକୋବର ଦ୍ୱୀପରେ ଭୂମିକମ୍ପ । ବର୍ଷକ ଭିତରେ ତୃତୀୟ ଝଟକା”

ସ୍ୱାମୀକୁ ୫ ଖଣ୍ଡ କରି କେନାଲରେ ଭସାଇଲା ସ୍ତ୍ରୀ : କେମିତି ହତ୍ୟା କଲା ମା’, ପୁଅ କହିଲା ପୂରା କାହାଣୀ

କନକ ବ୍ୟୁରୋ : ସ୍ୱାମୀକୁ ହତ୍ୟା କରି କେନାଲରେ ଭସାଇଲା ସ୍ତ୍ରୀ । ଉତ୍ତରପ୍ରଦେଶରେ ଜଣେ ମହିଳା କୁରାଢିରେ  ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ଶରୀରକୁ ୫ ଖଣ୍ଡ କରି କାଟି କେନାଲରେ ଭସାଇ ଦେଇଛନ୍ତି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ରାମ ପାଲ୍‌। ସେ ଗଜରୌଲା ଅଞ୍ଚଳ ଶିବନଗର ବାସିନ୍ଦା । ତାଙ୍କ ବୟସ ୫୫ । ପତ୍ନୀ ଦୁଲା‌ରୋContinue reading “ସ୍ୱାମୀକୁ ୫ ଖଣ୍ଡ କରି କେନାଲରେ ଭସାଇଲା ସ୍ତ୍ରୀ : କେମିତି ହତ୍ୟା କଲା ମା’, ପୁଅ କହିଲା ପୂରା କାହାଣୀ”

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗୋଟିଏ ସ୍ଥାନରେ ମ୍ୟାଚ୍‌ ହେଉଥିବାରୁ ପ୍ରଥମ ମ୍ୟାଚ୍‌ର ପରିଣାମକୁ ଦେଖି ଯଦି ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ଚାହିଁବ, ତାହେଲେ ଭାରତ ପକ୍ଷରେ ଆଉ ପରୀକ୍ଷା କରିବା ପରିବର୍ତ୍ତେ ଅସଲ ବ୍ୟାଟିଂ କ୍ରମରେ ଖେଳି ବୋର୍ଡରେ ବଡ଼ ରନ୍‌ କରିବାକୁ ଚାହିଁବ । କେବେଳ ଏତିକି ନୁହେଁ ବିଶ୍ବକପ୍‌ ପୂର୍ବରୁ ପ୍ରତ୍ୟେକContinue reading “ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ”

ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ : ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ଆଉ ଜଣେ ବାବା; ପାଇଖାନାରୁ ଗିରଫ ହେଲା ଅଭିଯୁକ୍ତ

କନକ ବ୍ୟୁରୋ : ପୁରୀ ବାସେଳି ସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟା । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଆଉ ଜଣେ ବାବା ମଧ୍ୟ ଗୁରୁତର ହୋଇଛନ୍ତି । ମୃତ ବାବାଙ୍କ ପରିଚୟ ଅର୍ଜୁନ ଦାସ ଓ ତାଙ୍କ ଘର ପଶ୍ଚିମବବଙ୍ଗର ବୋଲି ଜଣାପଡ଼ିଛି । ଗୁରୁତର ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ବାବା ଜଣକContinue reading “ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ : ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ଆଉ ଜଣେ ବାବା; ପାଇଖାନାରୁ ଗିରଫ ହେଲା ଅଭିଯୁକ୍ତ”

Design a site like this with WordPress.com
Get started