କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଅଚଳ ହୋଇପଡିଛି ସଂସଦର ମୌସୁମୀ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାରେ ୭ଦିନ ହେବ ହଟ୍ଟଗୋଳ ଜାରି ରହିଛି । ଶୁକ୍ରବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟସଭା ସଭାପତି ଜଗଦୀଶ ଧନଖଡ ଓ ଟିଏମସି ସାଂସଦ ଡେରେକ ଓବ୍ରଏନଙ୍କ ମଧ୍ୟରେ ତର୍କ ହେବା ପରେ ଗୃହକାର୍ଯ୍ୟକୁ ଜୁଲାଇ ୩୧ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସେପଟେ ଲୋକସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଉପରେContinue reading “ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ”
Tag Archives: News
କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ । ନୂଆ ନିଯୁକ୍ତି ନାହିଁ, ପାଠ ପଢ଼ାଉଛନ୍ତି ଠିକା ଶିକ୍ଷକ
କନକ ବ୍ୟୁରୋ: ରାଜ୍ୟର ବଢ଼ିଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା । ରାଜ୍ୟରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଏହି ସ୍କୁଲରେ ୭୨ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ, ସାମନାକୁ ଆସିଛି ଭିତିଭୂମିର ବିକଳ ଚିତ୍ର । ଏକ ତଥ୍ୟ ଅନୁସାରେ ପ୍ରାୟ ୩୯ଟି ସ୍କୁଲରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକରେ ଚାଲିଛି ସ୍କୁଲ । ସେହିପରି ନୂତନ ଶିକ୍ଷକ ନିଯୁକ୍ତି ଦିଆଯାଉନଥିବାରୁ ଅଧିକାଂଶ ବିଦ୍ୟାଳୟରେ ୬୦ ପ୍ରତିଶତ ଶିକ୍ଷକContinue reading “କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ । ନୂଆ ନିଯୁକ୍ତି ନାହିଁ, ପାଠ ପଢ଼ାଉଛନ୍ତି ଠିକା ଶିକ୍ଷକ”
ମଣିପୁର ଗସ୍ତରେ ଯିବେ ୧୬ ଟି ବିରୋଧୀଦଳର ୨୦ ଜଣ ସାଂସଦ, ଘାଟି ଅଞ୍ଚଳ ସହ ପାହାଡ ଅଞ୍ଚଳ ବୋଲି ବୁଝିବେ ଲୋକଙ୍କ ଅସୁବିଧା
କନକ ବ୍ୟୁରୋ : ଚଳିତ ବର୍ଷ ମେ’ମାସ ୩ ତାରିଖରୁ ମଣିପୁରରେ ଜାତିଗତ ହିଂସା ଲାଗି ରହିଛି । କୁକୀ ଓ ମୈତେୟୀ ସଂପ୍ରଦାୟ ମଧ୍ୟରେ ଲାଗିଥିବା ହିଂସା ପାଖାପାଖି ୩ ମାସ ହେବ ଚାଲିଥିବା ବେଳେ ହିଂସାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି । ଏହାରି ମଧ୍ୟରେ ମଣିପୁରରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବାର ଭିଡିଓ ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ମଣିପୁରକୁ ନେଇ ସରଗରମ ହେଉଛି । ମଣିପୁର ପ୍ରସଙ୍ଗରେContinue reading “ମଣିପୁର ଗସ୍ତରେ ଯିବେ ୧୬ ଟି ବିରୋଧୀଦଳର ୨୦ ଜଣ ସାଂସଦ, ଘାଟି ଅଞ୍ଚଳ ସହ ପାହାଡ ଅଞ୍ଚଳ ବୋଲି ବୁଝିବେ ଲୋକଙ୍କ ଅସୁବିଧା”
କାହିଁକି ନବ ଦାସଙ୍କୁ ମାରିଲା ଗୋପାଳ ? ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ନବ ଦାସଙ୍କ ନାଁ ନେଇ ମନୋଜ ବରିହା ଧମକାଇଥିବା କହିଥିଲା ଗୋପାଳ ।
କନକ ବ୍ୟୁରୋ: ନବ ଦାସଙ୍କୁ ଗୋପାଳ କାହିଁକି ହତ୍ୟାକଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ଏହାରି ଭିତରେ ସାମନାକୁ ଆସିଛି ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ । ଆଉ ରିପୋର୍ଟରେ ଅନୁସାରେ ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ ଧମକାଇଥିଲେ । ଆଉ ସେଥିପାଇଁ ଗୋପାଳ ନବ ଦାସଙ୍କ ହତ୍ୟା କରିବାକୁ ନିଷ୍ପତି ନେଇଥିଲା । ନବ ଦାସ ହତ୍ୟା ମାମଲାରେ ନୂଆ ନାଁ ଗୋପାଳକୁ ଧମକାଇ ଥିଲେ ମନୋଜ ବରିହା!Continue reading “କାହିଁକି ନବ ଦାସଙ୍କୁ ମାରିଲା ଗୋପାଳ ? ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ନବ ଦାସଙ୍କ ନାଁ ନେଇ ମନୋଜ ବରିହା ଧମକାଇଥିବା କହିଥିଲା ଗୋପାଳ । “
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା । ରାଜ୍ୟରେ ତେଜିଲା ରାଜନୀତି । ବିଜେଡି-ବିଜେପି ଦୋଷ ଲଦାଲଦି ।
କନକ ବ୍ୟୁରୋ: ଓଏସଏସସି ପ୍ରଶ୍ନ ପତ୍ର ଲିକ୍ ମାମଲା ପଦାକୁ ଆସିବା ପରେ ତେଜିଛି ରାଜନୀତି । ଏଥିରେ ଷ୍ଟାଫ ସିଲେକ୍ସନ କମିସନର ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରିବା ସହ ମାମଲାର ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି ବିଜେପି । ତେବେ ବିଜେଡି କହିଛି, ସବୁକଥାରେ ହୀନ ରାଜନୀତି କରିବା ରାଜ୍ୟ ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ । ଆନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ପଡ଼ିବା ପରେ ବିଜେପି ବିଚଳିତ କାହିଁକି ବୋଲିContinue reading “ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା । ରାଜ୍ୟରେ ତେଜିଲା ରାଜନୀତି । ବିଜେଡି-ବିଜେପି ଦୋଷ ଲଦାଲଦି ।”
ପ୍ରଶ୍ନପତ୍ର ବିକି କୋଟିପତି । ପେଶାରେ ଶିକ୍ଷକ, ହେଲେ ରାଜକୀୟ ଜୀବନଶୈଳୀ । ଓଡିଶା ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗୋବିନ୍ଦଙ୍କ ସଂପର୍କରେ ମିଳିଲା ନୂଆ ନୂଆ ତଥ୍ୟ ।
କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ମାମଲାରେ ୧୭ଜଣଙ୍କୁ ପୋଲିସ ଗିରଫ କରିବା ପରେ, ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତମାନେ କେମିତି ଚାକିରୀ ଆଶାୟୀଙ୍କଠାର ଟଙ୍କା ନେଇ ଅୟସ କରୁଥିଲେ ତାହା ପଦାକୁ ଆସିଛି । ସେହିପରି ପୂରା ମାମଲାର ମାଷ୍ଟରମାଇଣ୍ଡ କେମିତି ବିଚକ୍ଷଣ ଥିଲା ତାର ଗୁମରContinue reading “ପ୍ରଶ୍ନପତ୍ର ବିକି କୋଟିପତି । ପେଶାରେ ଶିକ୍ଷକ, ହେଲେ ରାଜକୀୟ ଜୀବନଶୈଳୀ । ଓଡିଶା ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଗୋବିନ୍ଦଙ୍କ ସଂପର୍କରେ ମିଳିଲା ନୂଆ ନୂଆ ତଥ୍ୟ ।”
ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା, ମୁହାଁମୁହିଁ ହେଲେ ଦୁଇ ପ୍ରଯୋଜକ ଗୋଷ୍ଠୀ
କନକ ବ୍ୟୁରୋ: ମୁହାଁମୁହିଁ ହେଲେ ଦୁଇ ପ୍ରଯୋଜକ ଗୋଷ୍ଠୀ । ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା ଦେଖାଦେଇଛି । ସାମ୍ବାଦିକ ସମ୍ମିଳନୀକୁ ନେଇ ପାଟିତୁଣ୍ଡ ହୋଇଛି । ପ୍ରାଥମିକ ଭାବେ ସୂଚନା ମିଳିଛି ଯେ ନିର୍ବାଚନକୁ ନେଇ ଏହି ଘଟଣା ଘଟିଛି । ଟୁଟୁ ନାୟକ ୟୁସିସିରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନର ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ଏହି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଟୁଟୁ ନାୟକଙ୍କContinue reading “ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା, ମୁହାଁମୁହିଁ ହେଲେ ଦୁଇ ପ୍ରଯୋଜକ ଗୋଷ୍ଠୀ”
ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ନଚଢାଇବା ନେଇ କଠୋର ହେଲା ପରିବହନ ବିଭାଗ, ଦଣ୍ଡ ବ୍ୟବସ୍ଥା ସହ ଇ-ଚାଲାଣ ପାଇଁ ନିର୍ଦ୍ଦେଶ
କନକ ବ୍ୟୁରୋ : ଏକ ଅନ୍ଧବିଶ୍ୱାସର ବିରାମ ଲାଗିବାକୁ ଯାଉଛି । ବସ ମାଲିକମାନେ ବସରେ ପ୍ରଥମେ ମହିଳାଯାତ୍ରୀଙ୍କ ନଚଢାଇବା ପ୍ରସଙ୍ଗରେ ଆରଟିଓ ସଚିବଙ୍କୁ ଏସଟିଏ ସଚିବ ଚିଠି ଲେଖିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି କି ଯଦି କୌଣସି ବସ କର୍ମଚାରୀ ମହିଳାମାନଙ୍କୁ ପ୍ରଥମଯାତ୍ରୀ ଭାବେ ବସରେ ଚଢିବାକୁ ନଦିଅନ୍ତି ତେବେ ସେହି ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଇ-ଚାଲାଣ କଟାଯାଉ । The post ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେContinue reading “ମହିଳାଙ୍କୁ ପ୍ରଥମ ଯାତ୍ରୀ ଭାବେ ବସରେ ନଚଢାଇବା ନେଇ କଠୋର ହେଲା ପରିବହନ ବିଭାଗ, ଦଣ୍ଡ ବ୍ୟବସ୍ଥା ସହ ଇ-ଚାଲାଣ ପାଇଁ ନିର୍ଦ୍ଦେଶ”
ମାଥିଲିରେ ସ୍କୁଲ ଘରେ ଗଳୁଛି ବର୍ଷା ପାଣି । ପାଠପଢା ଛାଡି ପାଣି କାଢିଲେ ପିଲା । ସୁନ୍ଦରଗଡରେ ଗୋଟିଏ ଘରେ ବସୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ
କନକ ବ୍ୟୁରୋ: ଛାତରୁ ଗଳୁଛି ପାଣି । ଶ୍ରେଣୀ ଗୃହରେ ବର୍ଷା ପାଣି । ବିଦ୍ୟାଳୟରେ ବସି ପଢ଼ି ପାରୁନାହାନ୍ତି ପିଲା । ଛାତ୍ରଛାତ୍ରୀଙ୍କ ପାଇଁ ଅଙ୍ଗନୱାଡି ଭରସା ସାଜିଛି । ମାଲକାନଗିରି ଜିଲା ମାଥିଲି ବ୍ଲକ କୋଷାବାହାଲ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି କିଛି ଖବର । ପିଲାମାନେ ବିଦ୍ୟାଳୟରେ ପାଠ ପଢିବା ବଦଳରେ ଆଞ୍ଜୁଳା ଆଞ୍ଜୁଳା କରି ପାଣି କାଢୁଛନ୍ତି । ବର୍ଷାପାଣିକୁ ଶ୍ରେଣୀଗୃହରୁ ବାହାର କରୁଛନ୍ତି ସ୍କୁଲ ପିଲା । ବିଦ୍ୟାଳୟର ସବୁContinue reading “ମାଥିଲିରେ ସ୍କୁଲ ଘରେ ଗଳୁଛି ବର୍ଷା ପାଣି । ପାଠପଢା ଛାଡି ପାଣି କାଢିଲେ ପିଲା । ସୁନ୍ଦରଗଡରେ ଗୋଟିଏ ଘରେ ବସୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ”
ରାଜୀବ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ । ୪ ବର୍ଷ ତଳେ ତିଆରି କୋଠା ଛାତରୁ ଗଳୁଛି ପାଣି । ଚଟାଣରୁ ଉଠିଗଲାଣି ପଲସ୍ତରା
କନକ ବ୍ୟୁରୋ: ରାଜୀବ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ । ୪ ବର୍ଷ ତଳେ ତିଆରି ହୋଇଥିବା କୋଠାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛାତରୁ ସିମେଣ୍ଟ, ଚଟାଣରୁ ପଲସ୍ତରା ଉଠିଗଲାଣି, କାନ୍ଥରେ ସ୍ଥାନେ ସ୍ଥାନେ ଫାଟ ହୋଇଛି । ଅସୁରକ୍ଷିତ କୋଠାରୁ ଖସି ମୃତାହତ ସଂଖ୍ୟା ୪ରେ ପହଞ୍ଚିଛି । ଆଉ ସୁରକ୍ଷାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଧୋବାବନ୍ଧ ରାଜୀବContinue reading “ରାଜୀବ ଆବାସ ଯୋଜନାରେ ଦୁର୍ନୀତିର ଗନ୍ଧ । ୪ ବର୍ଷ ତଳେ ତିଆରି କୋଠା ଛାତରୁ ଗଳୁଛି ପାଣି । ଚଟାଣରୁ ଉଠିଗଲାଣି ପଲସ୍ତରା”