କନକ ବ୍ୟୁରୋ: କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ । ପଟାଙ୍ଗୀ ବିଧାୟକ ପ୍ରିତମ ପାଢୀଙ୍କ ବଡ ବୟାନ । କହିଲେ, ଆନ୍ଧ୍ର ଅଧିକାରୀ କୋଟିଆ ଆସିଲେ ମାଡ ଖାଇବେ । ନେତା, ଅଧିକାରୀଙ୍କୁ ଗୋଡାଇ ଗୋଡାଇ ମାଡ ହେବ । ଗତ କାଲି ସେମାନଙ୍କୁ କୋଟିଆରେ ବିରୋଧ କରାଯାଇଥିଲା । ଶେଷ ରକ୍ତବିନ୍ଦୁ ଯାଏଁ କୋଟିଆ ଲଢେଇ ଜାରି ରହିବ । The post ସୀମା ବିବାଦ ଉପରେ ମୁହଁ ଖୋଲିଲେ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ:Continue reading “ସୀମା ବିବାଦ ଉପରେ ମୁହଁ ଖୋଲିଲେ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ: କହିଲେ, କୋଟିଆରେ ପ୍ରବେଶ କଲେ ମାଡ଼ ଖାଇବେ ଆନ୍ଧ୍ର ଅଧିକାରୀ, ନେତା”
Tag Archives: News
ଭାରତୀୟ ବାୟୁସେନାର ଅମୋଘ ‘ଅସ୍ତ୍ର’, ଆଖି ପିଛୁଳାକେ ଶତ୍ରୁକୁ କରିବ ନାଶ
କନକ ବ୍ୟୁରୋ : ଡରିବ ପାକିସ୍ତାନ, ଥରିବ ଡ୍ରାଗନ । ଆକାଶପଥରେ ପରାକ୍ରମ ଦେଖାଇବ ଭାରତୀୟ ବାୟୁସେନା । ହଜିଯିବ ଶତ୍ରୁପକ୍ଷର ନିଦ, ନିମିଷକରେ ହେବ ଶତ୍ରୁ ନିପାତ । କାରଣ ଖୁବଶୀଘ୍ର ଭାରତୀୟ ବାୟୁସେନା ରାଫେଲ ଯୁଦ୍ଧ ବିମାନରେ ଅସ୍ତ୍ର ମିସାଇଲ ସଂଯୋଗ କରିବାକୁ ଯାଉଛି । ଯାହା ଶତ୍ରୁ ଶିବିରରେ ଛନକା ଭରିଛି । ପୂର୍ବରୁ ରାଫେଲ ଯୁଦ୍ଧ ବିମାନରେ ଏମଆଇସିଏ ଆରଏଫ ଓ ଏମଆଇସିଏ ଆଇଆର ମିସାଇଲ ରହିଥିଲା । କିନ୍ତୁ ଏବେContinue reading “ଭାରତୀୟ ବାୟୁସେନାର ଅମୋଘ ‘ଅସ୍ତ୍ର’, ଆଖି ପିଛୁଳାକେ ଶତ୍ରୁକୁ କରିବ ନାଶ”
କୋଟିଆ ପ୍ରସଙ୍ଗରେ ଦୃଢ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର, ନହେଲେ ଭବିଷ୍ୟତରେ ଓଡ଼ିଶାବାସୀ କ୍ଷମା ଦେବେନି : ମନମୋହନ ସାମଲ
କନକ ବ୍ୟୁରୋ : ସୀମା ବିବାଦକୁ ନେଇ କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଥିବା ବେଳେ ବଡ ବୟାନ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, କୋଟିଆକୁ ନେଇ ବିଜେପିର ମନ ଓ ମତ ସ୍ପଷ୍ଟ । ମୁଁ ରାଜସ୍ୱ ବିଭାଗର ମନ୍ତ୍ରୀ ଥିଲି, ୧୯୬୮ ମସିହାରେ ଯେଉଁ କେସ ହୋଇଥିଲା ତାହାର ତର୍ଜମା କରିଥିଲୁ ଏବଂ କେସ ଲଢୁଥିଲୁ । ସେତେବେଳେ ଠିକ ଦିଶା ଦର୍ଶନ କରିଥିଲୁ, ତାହାର ଫଲୋଅପContinue reading “କୋଟିଆ ପ୍ରସଙ୍ଗରେ ଦୃଢ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର, ନହେଲେ ଭବିଷ୍ୟତରେ ଓଡ଼ିଶାବାସୀ କ୍ଷମା ଦେବେନି : ମନମୋହନ ସାମଲ”
ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୧୦ରୁ ୨୦ ଲକ୍ଷ ନେଇ ଚାକିରି କରାଇଦେବାକୁ ପିଲାଙ୍କୁ କହୁଥିଲା ଅଭିଯୁକ୍ତ
କନକ ବ୍ୟୁରୋ: ଜେଇ ମେନ୍ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଗଞ୍ଜାମର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ । ଗୋବିନ୍ଦଙ୍କ ଘର ଭଞ୍ଜନଗର ବେଲଗୁଣ୍ଠା ଗୋପୀନାଥ ସାହିରେ । ସେ ଜଣେ ସରକାରୀ ଶିକ୍ଷକ । ବାଲିଗୁଡ଼ା ବ୍ଲକରେ ଥିବା ଏକ ସ୍କୁଲରେ ସେ ଶିକ୍ଷକ ଅଛନ୍ତି । ବେଲଗୁଣ୍ଠା ବଜାରରେ ତାଙ୍କର ଦୁଇଟି ଲୁଗା ଦୋକାନ ମଧ୍ୟ ରହିଛି । ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା । କିଛି ଦିନContinue reading “ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା: ୧୦ରୁ ୨୦ ଲକ୍ଷ ନେଇ ଚାକିରି କରାଇଦେବାକୁ ପିଲାଙ୍କୁ କହୁଥିଲା ଅଭିଯୁକ୍ତ”
ଯୁବତୀଙ୍କୁ ଲୁହା ରଡରେ ପିଟି ହତ୍ୟା କଲା ଯୁବକ । ଦିଲ୍ଲୀରେ ଚାଞ୍ଚଲ୍ୟ
କନକ ବ୍ୟୁରୋ : ୨୪ଘଣ୍ଟାରେ ଦୁଇ ଦୁଇଟି ହତ୍ୟା । ଯାହାକୁ ନେଇ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଆଜି ଦିଲ୍ଲୀର ମାଲବିୟନଗରରେ ଦିନ ଦ୍ୱିପ୍ରହରରେ ଜଣେ ଝିଅକୁ ହତ୍ୟା କରିଦିଆଯାଇଛି । ହତ୍ୟାକାଣ୍ଡର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହ ପାଇଁ ମନା କରିଦେବାରୁ ଝିଅକୁ ଦିନ ଦ୍ୱିପ୍ରହରେ ହତ୍ୟା କରିଛି ଯୁବକ । ମିଳିଥିବା ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ଝିଅର ନାଁ ହେଉଛି ମାଲବୀୟ ନଗରରContinue reading “ଯୁବତୀଙ୍କୁ ଲୁହା ରଡରେ ପିଟି ହତ୍ୟା କଲା ଯୁବକ । ଦିଲ୍ଲୀରେ ଚାଞ୍ଚଲ୍ୟ”
ରାଜଧାନୀରେ ରହିପାରିବେନି ଅପରାଧୀ । ନିଶା ବେପାରୀ ରାଜନ ନାୟକ ଘରେ ବୁଲିଲା ବୁଲଡୋଜର ।
କନକ ବ୍ୟୁରୋ : ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ। ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୂରା ଫିଲ୍ମ । ଭରତପୁର ଥାନା ବରମୁଣ୍ଡା ମହାବୀର ନଗର ବସ୍ତିରେ ନିଶା ବେପାର ଚଳାଇଥିବା ରାଜନ ନାୟକର ଘରେ ବୁଲଡୋଜର ବୁଲାଇଛି ପୋଲିସ। ଅଭିଯୁକ୍ତ ୧୦ ବର୍ଷରୁ ଅଧିକ ସମୟ ଧରି ଉକ୍ତ ବସ୍ତିରେ ନିଶାContinue reading “ରାଜଧାନୀରେ ରହିପାରିବେନି ଅପରାଧୀ । ନିଶା ବେପାରୀ ରାଜନ ନାୟକ ଘରେ ବୁଲିଲା ବୁଲଡୋଜର ।”
କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନ ନେଇ ଚାଲିଗଲା ଏୟାର ଏସିଆର ବିମାନ, ଏୟାରଲାଇନ୍ସ ଦେଲା ଯାଂଚ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରୋଟକଲରେ ଗୁରୁତର ତୃଟି କରି ଏକ ବିମାନ ଗୁରୁବାର ଦିନ କର୍ଣ୍ଣାଟକ ରାଜ୍ୟପାଳ ଥାବରଚନ୍ଦ ଗେହଲଟଙ୍କୁ ନ ଆଣି ଏୟାର ଏସିଆର ଏକ ବିମାନ କେମ୍ପାଗୌଡା ବିମାନ ବନ୍ଦରରୁ ଉଡାଣ ଭରିଥିଲା । ରାଜ୍ୟପାଳ ଏୟାର ପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ବେଳେ ଏୟାର ଏସିଆର ଏକ ବିମାନ ରାଜ୍ୟପାଳଙ୍କୁ ନ ଆଣି ଫେରିଆସିଥିଲା । ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ । ସୂଚନା ମୁତାବକ ରାଜ୍ୟପାଳContinue reading “କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନ ନେଇ ଚାଲିଗଲା ଏୟାର ଏସିଆର ବିମାନ, ଏୟାରଲାଇନ୍ସ ଦେଲା ଯାଂଚ ନିର୍ଦ୍ଦେଶ”
ବନକଲାଗି ନୀତି ବିବାଦ : ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା
କନକ ବ୍ୟୁରୋ : ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ । ପରବର୍ତ୍ତୀ ପରିଚାଳନା ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବାର ବିବାଦକୁ ନେଇ ନିଷ୍କର୍ସ ବାହାରି ପାରି ନାହିଁ । ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଛି । ବୁଧବାର ବନକଲାଗି ନୀତି କରିବା ଶାସ୍ତ୍ର ସମ୍ମତ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦContinue reading “ବନକଲାଗି ନୀତି ବିବାଦ : ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ସ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା”
ମାର୍ଶାଘାଇ IICଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ପ୍ରତିବାଦ : ବାରମ୍ବାର ଅଭିଯୋଗ ଆସିଲେ ବି କରାଯାଉନି ଏତଲା ପଞ୍ଜିକରଣ
କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ । ଥାନା ଆଗରେ ଧାରଣା ଦେବା ସହ ସାମ୍ବାଦିକ ସମ୍ମିଳନୀ କରିଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଆଇଆଇସି ଜ୍ୟୋତିରଞ୍ଜନ ବାରମ୍ବାର ଲୋକଙ୍କୁ ନିର୍ମମ ଅତ୍ୟାଚାର କରୁଥିଲେ ମଧ୍ୟ ତାଙ୍କ ନାଁରେ ଏତଲା ପଞ୍ଜିକରଣ ହେଉନାହିଁ । ଥାନାବାବୁଙ୍କ ଆକ୍ରୋଶର ଶିକାର ହୋଇଥିଲେ ଆଶ୍ରମ ବାଲିକୁଦା ଗାଁର ଆକାଶ ନାଥ ଓ ମନୋରଞ୍ଜନ ଦଳାଇ । ପାରିବାରିକ କଳହContinue reading “ମାର୍ଶାଘାଇ IICଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ପ୍ରତିବାଦ : ବାରମ୍ବାର ଅଭିଯୋଗ ଆସିଲେ ବି କରାଯାଉନି ଏତଲା ପଞ୍ଜିକରଣ”
ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ୧୫ଘଣ୍ଟା ପରେ ଉଦ୍ଧାର ହେଲା ଅଧା ଶରୀର
କନକ ବ୍ୟୁରୋ : ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । ପଟ୍ଟାମୁଣ୍ଡାଇ ବ୍ଲକ କୂଳସାହି ଗାଁର ଅମୂଲ୍ୟ ଦାସଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର । ୧୫ଘଣ୍ଟା ପରେ ତାଙ୍କର କେବଳ ତାଙ୍କ ଶରୀରର କିଛି ଅଂଶ ଉଦ୍ଧାର ହୋଇଛି । କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ବ୍ଲକ କୂଳସାହି ଗାଁର ଅମୂଲ୍ୟ ଦାସ ଗତକାଲି ରାତିରେ ଶୌଚ ପାଇଁ ଯାଇଥିବା ବେଳେ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର । ଅମୂଲ୍ୟ ଦାସଙ୍କୁ ଖୋଜିବା ପାଇଁContinue reading “ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ୧୫ଘଣ୍ଟା ପରେ ଉଦ୍ଧାର ହେଲା ଅଧା ଶରୀର”