ବନକଲାଗି ନୀତି ନହେବାକୁ ନେଇ ବିଜେପିର ନିନ୍ଦା । ମନମୋହନ କହିଲେ, ସରକାର ତୁରନ୍ତ ଜିଦିରୁ ଓହରିବା ଦରକାର । 

କନକ ବ୍ୟୁରୋ :  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ନ ହୋଇପରିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ମନମୋହନ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ତୁରନ୍ତ ସରକାର ତାଙ୍କ ଜିଦିରୁ ଓହରିବା ଦରକାର  । ପ୍ରଶାସନକୁ ଠିକ୍ ମାର୍ଗ ଦେଖାଇବା ସହ ପରାମର୍ଶ ଦେବା ଉଚିତ୍  ।  ପ୍ରଶାସନକୁ ଅନୁରୋଧ କଲେ ଯଦି କାମ ହେଉ ନାହିଁ, ତେବେ ସରକାର ଅର୍ଡର କରିବା ଉଚିତ୍ ।  ଏହାସହ ମନମୋହନ କହିଛନ୍ତି,  ଜଗନ୍ନାଥଙ୍କContinue reading “ବନକଲାଗି ନୀତି ନହେବାକୁ ନେଇ ବିଜେପିର ନିନ୍ଦା । ମନମୋହନ କହିଲେ, ସରକାର ତୁରନ୍ତ ଜିଦିରୁ ଓହରିବା ଦରକାର । “

ନୂଆ କିର୍ତ୍ତୀମାନ ସ୍ଥାପନ କଲା ଜିନ୍ଦଲ କମ୍ପାନୀ, ଷ୍ଟିଲ ଆଣ୍ଡ ପାୱାର ସେକ୍ଟରକୁ ମିଳିଲା ଗ୍ରେଟ ପ୍ଲେସ ଟୁ ପ୍ରମାଣପତ୍ର

କନକ ବ୍ୟୁରୋ : ଭାରତର ଅନ୍ୟତମ ଅଗ୍ରଣୀ ଶିଳ୍ପ ସମୂହ ତଥା ଇସ୍ପାତ, ଶକ୍ତି, ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବିଶ୍ବର ଜଣାଶୁଣା କମ୍ପାନୀ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଉନ୍ନତ କର୍ମକ୍ଷେତ୍ର ସଂସ୍କୃତି ପାଇଁ ଜୁଲାଇ ୨୦୨୩ ରୁ ଜୁଲାଇ ୨୦୨୪ ସମୟ ପର୍ଯ୍ୟନ୍ତ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ (ଜିପିଟିଡବ୍ଲୁ) ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ପ୍ରମାଣପତ୍ର ପ୍ରଦାନ କରୁଥିବା ସଂସ୍ଥା ଗ୍ରେଟ୍ ପ୍ଲେସ୍ ଟୁ ୱାର୍କର ବିଶ୍ଵବ୍ୟାପୀ ସୁନାମ ରହିଛି,Continue reading “ନୂଆ କିର୍ତ୍ତୀମାନ ସ୍ଥାପନ କଲା ଜିନ୍ଦଲ କମ୍ପାନୀ, ଷ୍ଟିଲ ଆଣ୍ଡ ପାୱାର ସେକ୍ଟରକୁ ମିଳିଲା ଗ୍ରେଟ ପ୍ଲେସ ଟୁ ପ୍ରମାଣପତ୍ର”

ସୋରରେ ଶିଆଳ ଆତଙ୍କ : ୩ ଛାତ୍ରଛାତ୍ରୀ ସମେତ ୫ ଆହତ; ଡାକ୍ତରଖାନାରେ ଭର୍ତ୍ତି

କନକ ବ୍ୟୁରୋ : ବାଲେଶ୍ୱର ସୋରରେ ଶିଆଳ ଆତଙ୍କ । ଶିଆଳ କାମୁଡ଼ାରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ଜଣ ଛାତ୍ରଛାତ୍ରୀ ଅଛନ୍ତି । ପିଲାମାନେ ଅଙ୍ଗନୱାଡ଼ି ଯିବା ବାଟରେ ହଠାତ୍ ଛାତ୍ରଛାତ୍ରୀଙ୍କୁ ଶିଆଳ ଆକ୍ରମଣ କରିଥିଲା । ଅତିର୍କିତ ଭାବେ ୨ରୁ ୩ଟି ଶିଆଳ ଆସି ସେମାନଙ୍କୁ ଆକ୍ରମଣ କରିଥିବା ବେଳେ ସ୍ଥାନୀୟ ଲୋକ ପହଞ୍ଚି ଶିଆଳଙ୍କୁ ଘଉଡ଼ାଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । TheContinue reading “ସୋରରେ ଶିଆଳ ଆତଙ୍କ : ୩ ଛାତ୍ରଛାତ୍ରୀ ସମେତ ୫ ଆହତ; ଡାକ୍ତରଖାନାରେ ଭର୍ତ୍ତି”

ଭାରତ ସୀମାରେ ଲଗାତର ଭାବେ ସୈନ୍ୟବଳ ବଢାଉଛି ଚୀନ, ସମୀକ୍ଷା ପାଇଁ ସୀମାରେ ପହଂଚିଲେ ସେନା ମୁଖ୍ୟ

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ବି ଚୀନ ଏଭଳି କିଛି କାମ କରୁଛି ଫଳରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଏବେ ପୁଣିଥରେ ଚୀନ ତରଫରୁ ପୂର୍ବ ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଥିବା ଭାରତ ସୀମାରେ ସୈନ୍ୟବଳ ବୃଦ୍ଧି କରିଛି । ଏହାକୁ ନଜରରେ ରଖିContinue reading “ଭାରତ ସୀମାରେ ଲଗାତର ଭାବେ ସୈନ୍ୟବଳ ବଢାଉଛି ଚୀନ, ସମୀକ୍ଷା ପାଇଁ ସୀମାରେ ପହଂଚିଲେ ସେନା ମୁଖ୍ୟ”

ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା, ୨୮ ମାର୍ଚ୍ଚରେ ଫେସବୁକରେ ଲେଖିଛନ୍ତି …

କନକ ବ୍ୟୁରୋ : ଓଲିଉଡ୍ ଅଭିନେତ୍ରୀ ଶୀତଲ ପାତ୍ର ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ୨୮ ମାର୍ଚ୍ଚରେ ଫେସବୁକରେ ଶୀତଲ ଲେଖିଛନ୍ତି ଯେ, ସୋସିଆଲ ମିଡିଆର ବ୍ୟବହାର କରି ମିଛ ଖବର ତିଆରି କରିବା ଏକ ଅପରାଧ । ଏହାପରେ ସେ ଦୟାନିଧି ଦହିମାଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ଦୟା ଏଂଟରଟେନମେଂଟର ମାଲିକ ଦୟାନିଧି ଦହିମା ଏକାଧିକ ଫେକ୍ ଆକାଉଣ୍ଟ ଖୋଲିଥିବା ଓ ମିଛ ଖବର ତିଆରି କରିଥିବା କଥା ମାନିଛନ୍ତିContinue reading “ଅଭିନେତ୍ରୀ ଶୀତଲ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା, ୨୮ ମାର୍ଚ୍ଚରେ ଫେସବୁକରେ ଲେଖିଛନ୍ତି …”

୪ଶହ ଫୁଟ ଘାଇକୁ ଖସିଲା କାର୍, ଆଇଫୋନ୍ ପାଇଁ ବଞ୍ଚିଲା ଜୀବନ

କନକ ବ୍ୟୁରୋ : ୪ଶହ ଫୁଟ ତଳକୁ ଖସି ଜୀବନ ବଞ୍ଚିବା କୌଣସି ଚମତ୍କାରରୁ କମ୍ ନୁହେଁ । ତାହାବି ଫୋନ୍ ପାଇଁ ଜୀବନ ବଞ୍ଚିଯିବା ଆଶ୍ଚର୍ଯ୍ୟର କଥା । ଜଣେ ବ୍ୟକ୍ତି ଅଚାନକ୍ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । କାରଟି ୪ଶହ ଫୁଟ୍ ଘାଇକୁ ଖସିପଡିଥିଲା । କାରଟି ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିଲା । କାରର ଅବସ୍ଥା ଦେଖି କେହି କେବେ ଭାବିନଥିଲେ ସେଥିରେ ଥିବା ଚାଲକଙ୍କ ଜୀବନ ବଞ୍ଚିଯାଇଥିବ । କିନ୍ତୁContinue reading “୪ଶହ ଫୁଟ ଘାଇକୁ ଖସିଲା କାର୍, ଆଇଫୋନ୍ ପାଇଁ ବଞ୍ଚିଲା ଜୀବନ”

ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା : ସାମ୍ନାକୁ ଆସିଲା ଗିରଫ ମାଷ୍ଟରମାଇଣ୍ଡକୁ ନେଇ ନୂଆ ତଥ୍ୟ

କନକ ବ୍ୟୁରୋ : ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆଙ୍କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ବିହାରର ବିଶାଲ କୁମାର ଚୌରାସିଆ ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ । ସେ ଦୁଇ ଥର ଏସଏସସି କମ୍ବାଇଣ୍ଡ ଗ୍ରାଜୁଏଟ ଲେଭଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ୩୫ ବର୍ଷିୟ ବିଶାଲ କେବଳ ଓଡ଼ିଶା ନୁହେଁ ବିହାର, ପଶ୍ଚମବଙ୍ଗ, ଆନ୍ଧ୍ରପ୍ରଦେଶରେ ଆନ୍ତରାଜ୍ୟ ପ୍ରଶ୍ନପତ୍ରContinue reading “ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା : ସାମ୍ନାକୁ ଆସିଲା ଗିରଫ ମାଷ୍ଟରମାଇଣ୍ଡକୁ ନେଇ ନୂଆ ତଥ୍ୟ”

ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ଅମୂଲ୍ୟ ଦାସଙ୍କୁ ନଦୀ ଭିତରକୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ବ୍ଲକ କୂଳସାହି ଗାଁର ଅମୂଲ୍ୟ ଦାସ ଶୌଚ ପାଇଁ ଯାଇଥିବା ବେଳେ ନଦୀ ଭିତରକୁ ଟାଣି ନେଇଛି କୁମ୍ଭୀର । ଅମୂଲ୍ୟ ଦାସ ନିଖୋଜ ଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତ ମାସକ ଭିତରେ କୁମ୍ଭୀର ଆକ୍ରମଣର ଶିକାର ହୋଇ ୪ଜଣଙ୍କର ମୃତ୍ୟୁ ହେଲାଣି । ହେଲେ ବନବିଭାଗରContinue reading “ପୁଣି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ଅମୂଲ୍ୟ ଦାସଙ୍କୁ ନଦୀ ଭିତରକୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି”

ମଣିପୁର ହିଂସା : ଆକ୍ସର ମୋଡରେ ସିବିଆଇ । ୧୦ଗିରଫ, ୬ନୂଆ ମାମଲା ରୁଜୁ

କନକ ବ୍ୟୁରୋ : ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ଡ ପରେ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଚାରିଆଡେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ସିବିଆଇ । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ । ପାଖାପାଖି ୩ମାସ ହେବContinue reading “ମଣିପୁର ହିଂସା : ଆକ୍ସର ମୋଡରେ ସିବିଆଇ । ୧୦ଗିରଫ, ୬ନୂଆ ମାମଲା ରୁଜୁ”

ରାସ୍ତା କଲାନି ପ୍ରଶାସନ : ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ

କନକ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ସମସ୍ୟା ଭୋଗୁଛନ୍ତି ମୟୂରଭଞ୍ଜ ଘୁଣ୍ଟିବଣି ଗାଁର ଲୋକେ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ରାସ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ଗାଁର ଲୋକେ । ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ପାଣ୍ଡୁ ଛକ ଠାରୁ ଘୁଂଟିବିଲକୁContinue reading “ରାସ୍ତା କଲାନି ପ୍ରଶାସନ : ଧାନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ”

Design a site like this with WordPress.com
Get started