ମଦ ମାଫିଆଙ୍କ ଦୌରାତ୍ମ୍ୟ : ଅବକାରୀ ବିଭାଗ ରେଡ ବେଳେ ଆକ୍ରମଣ; ୪ କର୍ମଚାରୀ ଆହତ

କନକ ବ୍ୟୁରୋ : ଚଢ଼ାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । କଟକ ଜିଲ୍ଲା ଖୁଂଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଅବକାରୀ କର୍ମଚାରୀଙ୍କ ଉପରେ ମଦମାଫିଆଙ୍କ ଆକ୍ରମଣ ଯୋଗୁଁ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି । ଏବଂ ୩ଟି ଗାଡ଼ିକୁ ଭାଙ୍ଗି ଚୁରମାର କରିଦେବା ସହ ଗାଡି ଟାୟାରକୁ ମଧ୍ୟ କାଟି ପକାଇଛନ୍ତି ମଦମାଫିଆ । ଡାଳୁଆ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଇ ଏହାକୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବାContinue reading “ମଦ ମାଫିଆଙ୍କ ଦୌରାତ୍ମ୍ୟ : ଅବକାରୀ ବିଭାଗ ରେଡ ବେଳେ ଆକ୍ରମଣ; ୪ କର୍ମଚାରୀ ଆହତ”

୩ ସନ୍ତାନ ଥିବା ଜଣାପଡିବା ପରେ ଗଲା ମେୟର ପଦ । କ୍ଷମତା ପାଇଁ ତୃତୀୟ ସନ୍ତାନକୁ ଲୁଚାଇଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ପିଲାଙ୍କ ପାଇଁ ଗଲା ମେୟର ପଦ । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା ଯାଞ୍ଚରୁ ଜଣାପଡିବା ପରେ ମେୟର ପଦରୁ ବିଦାହେଲେ । ଏଭଳି ଘଟଣା ଘଟିଛି ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତାଙ୍କ ସହ । ସୂଚନା ମୁତାବକ, ନାମାଙ୍କନ ପତ୍ର ଦାଖଲ ସମୟରେ ରାକ୍ଷୀ ଯାହା ପ୍ରମାଣପତ୍ର ଦାଖଲ କରିଥିଲେ ତାକୁ ଚ୍ୟାଲେଞ୍ଜ କରି ପୂର୍ବ ମେୟର ସୁନୀତା ଦେବୀContinue reading “୩ ସନ୍ତାନ ଥିବା ଜଣାପଡିବା ପରେ ଗଲା ମେୟର ପଦ । କ୍ଷମତା ପାଇଁ ତୃତୀୟ ସନ୍ତାନକୁ ଲୁଚାଇଦେଇଥିବା ଅଭିଯୋଗ”

ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ : ଶ୍ରୀମନ୍ଦିର ପରିସରରେ ପଡିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ

କନକ ବ୍ୟୁରୋ : ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ । ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଗାରଦରେ ଲୁଟ୍ ଅଭିଯୋଗ କରାଯାଇଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ ପଡିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ନିକଟରେ ପଡିଛି । ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । କିନ୍ତୁ ଏବେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ଘଟଣା ସମ୍ପର୍କରେ ସ୍ପଷ୍ଟ କରିContinue reading “ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ଅଭିଯୋଗ : ଶ୍ରୀମନ୍ଦିର ପରିସରରେ ପଡିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ”

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ : ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି

ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକରେ ମାଓବାଦୀଙ୍କ ଦବଦବା ରହିଥିବା ବେଳେ ହିସାଂକାଣ୍ଡକୁ ଏଡାଇବା ପାଇଁ ପୋଲିସ ସଜାଗ ରହିଛି । ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି ରାୟଗଡା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ବିଏସଏଫ୍, ସିଆରପିଏଫ୍, ଡିଭିଏଫ୍, ଏସ୍ଓଜି ଓ କେନ୍ଦ୍ରୀୟ ଯବାନ ମୁତୟନContinue reading “ମାଓବାଦୀଙ୍କ ସହିଦ ସପ୍ତାହ ପାଳନ : ଜିଲ୍ଲାର ସମସ୍ତ ଥାନାକୁ ହାଇଆଲର୍ଟ ଜାରି”

ବର୍ଷାଦିନେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଶ୍ରେଣୀଗୃହରେ ଅସରାଏ ପାଣି ; ଅଙ୍ଗନୱାଡି କେନ୍ଦ୍ର ସାଜିଛି ଭରସା

କନକ ବ୍ୟୁରୋ : ବର୍ଷାଦିନେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଶ୍ରେଣୀଗୃହରେ ଅସରାଏ ପାଣି । ଅଙ୍ଗନଓାଡି କେନ୍ଦ୍ର ସାଜିଛି ଭରସା । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସଦର ବ୍ଲକ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଏ ହେଉଛି କୋଷାବାହାଲ ବିଦ୍ୟାଳୟ ର ଚିତ୍ର । ଯେଉଁଠି ପାଣି ହିଁ ପାଣି । ବିଦ୍ୟାଳୟର ସବୁ ଶ୍ରେଣୀ ଗୃହରେ ବର୍ଷାପାଣି । ପିଲାବସି ପାଠ ପଢିବା କଥା ଛାଡନ୍ତୁ ପ୍ରତିଦିନContinue reading “ବର୍ଷାଦିନେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଶ୍ରେଣୀଗୃହରେ ଅସରାଏ ପାଣି ; ଅଙ୍ଗନୱାଡି କେନ୍ଦ୍ର ସାଜିଛି ଭରସା”

ବୋଲବମ୍ ବେଶରେ ଗଞ୍ଜେଇ ଚାଲାଣ : ଦୁଇ ଯୁବକଙ୍କୁ ଗିରଫ କଲା ଛତିଶଗଡ଼ ପୁଲିସ

କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ବୋଲବମ୍ ବେଶରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ଜଣ ଅଭିଯୁକ୍ତ । ବର୍ତ୍ତମାନ ଶ୍ରାବଣ ମାସ ଚାଲିଥିବା ବେଳେ ଗେରୁଆ ବସ୍ତ୍ର ପିନ୍ଧି ଗଞ୍ଜେଇ ଚାଲାଣ କରୁଥିଲେ ଦୁର୍ବୃତ୍ତ । ନବରଙ୍ଗପୁର ରାଇଘର ସୀମାନ୍ତ ଛତିଶଗଡ଼ର ସରାୟପାଲି ଠାରେ ଏକ ଗଞ୍ଜେଇ ବୋଝେଇ ବାଇକ ସହ ୨ଜଣ ଯୁବକଙ୍କୁ ଗିରିଫ କରିଛି ଛତିଶଗଡ଼ ପୋଲିସ । ସୂଚନା ଅନୁଯାୟୀ, ଓଡ଼ିଶା ସୀମାନ୍ତରେ ଗଞ୍ଜେଇ ଚାଲାଣContinue reading “ବୋଲବମ୍ ବେଶରେ ଗଞ୍ଜେଇ ଚାଲାଣ : ଦୁଇ ଯୁବକଙ୍କୁ ଗିରଫ କଲା ଛତିଶଗଡ଼ ପୁଲିସ”

୫ ଦିନ କାମ … ୨ ଦିନ ଛୁଟି ଉପରେ ଆଜି ନିଷ୍ପତ୍ତି, ବ୍ୟାଙ୍କ କର୍ମଚାରୀଙ୍କୁ ମିଳିପାରେ ବଡ ଉପହାର ।

କନକ ବ୍ୟୁରୋ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୫ ଦିନ କାମ ଓ ୨ ଦିନ ସାପ୍ତାହିକ ଛୁଟି ବାବଦରେ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯିବାକୁ କହିଥିଲା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଆଇବିଏ) । ଏହି ବୈଠକ ଆଜି ହେବାର ସୂଚନା ରହିଛି । ଆଜି ବୈଠକରେ ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ସୂଚନା ରହିଛି । ବ୍ୟାଙ୍କ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବାକୁ ପ୍ରସ୍ତୁତି ଚାଲିଛି  । ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ ।Continue reading “୫ ଦିନ କାମ … ୨ ଦିନ ଛୁଟି ଉପରେ ଆଜି ନିଷ୍ପତ୍ତି, ବ୍ୟାଙ୍କ କର୍ମଚାରୀଙ୍କୁ ମିଳିପାରେ ବଡ ଉପହାର ।”

ବିକାଶ ପାଇଁ ଟଙ୍କା ନାହିଁ । କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଲେ, ନିର୍ବାଚନ ପ୍ରତିଶ୍ରୁତି ପୂରା କରିବାକୁ ଟଙ୍କା ଦରକାର । 

କନକ ବ୍ୟୁରୋ : ବିକାଶ ପାଇଁ ଟଙ୍କା ନାହିଁ । କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ୩ ମାସ ପୁରିନି କିନ୍ତୁ ବିଧାୟକମାନେ ଅସନ୍ତୁଷ୍ଟ ଥିବା ନେଇ ଖବର ସାମ୍ନାକୁ ଆସିଲାଣି । ତେବେ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏଭଳି ଖବରକୁ ଖଣ୍ଡନ କରିଛନ୍ତି । କିନ୍ତୁ ଶିବକୁମାର କହିଛନ୍ତି ଚଳିତବର୍ଷ ରାଜ୍ୟରେ ବିକାଶ କାର୍ଯ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ହେବନି କାରଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦଳ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀContinue reading “ବିକାଶ ପାଇଁ ଟଙ୍କା ନାହିଁ । କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଲେ, ନିର୍ବାଚନ ପ୍ରତିଶ୍ରୁତି ପୂରା କରିବାକୁ ଟଙ୍କା ଦରକାର । “

ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି

କନକ ବ୍ୟୁରୋ: ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି।ଏକଥା ଶୁଣିବାକୁ ଅଡୁଆ ଲାଗିଲେ ବି ସତ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରର ଜଣେ ଯୁବତୀଙ୍କ ସହ ।  ଚାକିରି ସନ୍ଧାନରେ ଥିବା ଯୁବକଯୁବତୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଆପଣ ଜାଣିଥିବେ । କେବେ ପ୍ରୋଫାଇଲ ଠିକ୍ ନଥିବ ତ କେବେ ଇଣ୍ଟରଭ୍ୟୁରେ କଠିନ ପଶ୍ନ ଯୋଗୁଁ ଫେଲ୍ୟୁର ହୋଇଥାନ୍ତି କ୍ୟାଣ୍ଡିଡେଟ୍ । ହେଲେ କେହି ନିଜContinue reading “ଅଧିକ ସୁନ୍ଦର ଦେଖାଯିବା କାଳ ହେଲା । ଗୋରା ରଙ୍ଗ ଯୋଗୁଁ ମିିଳିଲାନି ଚାକିରି”

ବଡଗାଁ ବନାଞ୍ଚଳରେ ହାତୀପଲ ଆତଙ୍କ : ୧୯ଟି ହାତୀ ଚଳପ୍ରଚଳ ପରେ ଭୟଭୀତ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ସୁନ୍ଦରଗଡ଼ ବଡଗାଁ ବନାଞ୍ଚଳରେ ବୁଲୁଛନ୍ତି ୧୯ଟି ଝାଡଖଣ୍ଡୀ ହାତୀ । ବିଭିନ୍ନ ଗାଁରେ ହାତୀ ବୁଲୁଥିବାରୁ ଆତଙ୍କିତ ଲୋକେ । ନୂଆଗାଁ ଅଞ୍ଚଳରେ ହାତୀ ପଲ ୪ଟି ଘର ଭାଙ୍ଗିଛନ୍ତି । ଆଜି ଭୋରରୁ ହାତୀ ପଲ ବିଜୁ ଏକ୍ସପ୍ରେସ୍ ୱେ ପାର ହୋଇ ମହାବୀର ପାହାଡ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡ଼ିଛି । ଫଳରେ ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ଭୟଭୀତ ହୋଇପଡ଼ିଛନ୍ତି । The post ବଡଗାଁ ବନାଞ୍ଚଳରେ ହାତୀପଲContinue reading “ବଡଗାଁ ବନାଞ୍ଚଳରେ ହାତୀପଲ ଆତଙ୍କ : ୧୯ଟି ହାତୀ ଚଳପ୍ରଚଳ ପରେ ଭୟଭୀତ ସ୍ଥାନୀୟ ଲୋକ”

Design a site like this with WordPress.com
Get started