ଆଜିଠୁ ମାଓବାଦୀ ପାଳିବେ ସହିଦ ସପ୍ତାହ : ପୁଲିସ ପକ୍ଷରୁ ମାଓ ଇଲାକାରେ କୁମ୍ବିଂ ଅପରେସନ ଜୋରଦାର

କନକ ବ୍ୟୁରୋ : ଜୁଲାଇ ୨୮ ଠାରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀମାନେ ପାଳନ କରନ୍ତି ସହିଦ ସପ୍ତାହ । ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ମାଓବାଦୀଙ୍କୁ ସହିଦର ଆକ୍ଷା ଦେଇ ଦୁର୍ଗମ ଅଞ୍ଚଳରେ ସ୍ମୃତି ସଭାର ଆୟୋଜନ କରନ୍ତି ଲାଲବାହିନୀ । ସ୍ମୃତି ସ୍ତମ୍ଭ ନିର୍ମାଣ କରି ସ୍ମୃତି ସଭାର ଆୟୋଜନ କରାଯାଇ ମାଓ ସଙ୍ଗଠନରେ ଯୋଗଦେବା ଲାଗି ଗ୍ରାମବାସୀଙ୍କୁ ଆହ୍ୱାନ ଦିଅନ୍ତି ମାଓବାଦୀ । ଏ ସପ୍ତାହରେ ବିଗତ ଦିନ ମାନଙ୍କରେContinue reading “ଆଜିଠୁ ମାଓବାଦୀ ପାଳିବେ ସହିଦ ସପ୍ତାହ : ପୁଲିସ ପକ୍ଷରୁ ମାଓ ଇଲାକାରେ କୁମ୍ବିଂ ଅପରେସନ ଜୋରଦାର”

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

କନକ ବ୍ୟୁରୋ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କଟକରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଏହା ସହ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ବାଲେଶ୍ୱର ପଠାଯାଇଛି ବୋଲି ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଖବର ସମଗ୍ର ଭୋଗରାଇରେ କୋକୁଆ ଭୟ ଖେଳାଇ ଦେଇଛି ।Continue reading “ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନରୁ ୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ”

ବଳଙ୍ଗାରେ ଘାଇ : ବିଳମ୍ବିତ ରାତିରେ ନୂଆ ଗାଁ ଡ୍ରେନେଜ କେନାଲରେ ୩୦ ଫୁଟର ଘାଇ

କନକ ବ୍ୟୁରୋ : ପୁରୀ ଜିଲ୍ଲା ବଳଙ୍ଗାରେ ଘାଇ । ବିଳମ୍ବିତ ରାତିରେ ନୂଆ ଗାଁ ଡ୍ରେନେଜ କେନାଲରେ ୩୦ ଫୁଟର ଘାଇ । ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି କି କେନାଲରେ ପାଣି ଆସିବା ପୂର୍ବରୁ କେନାଲରେ ଥିବା ଅଳିଆ ଆବର୍ଜନା ସଫା ନକରିବା ଓ କେନାଲ ବନ୍ଧର ମରାମତି ନକରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲରେ ବିରାଟ ଘାଇ ଯୋଗୁଁ ପନିପରିବା ଓ ଧାନ ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛିContinue reading “ବଳଙ୍ଗାରେ ଘାଇ : ବିଳମ୍ବିତ ରାତିରେ ନୂଆ ଗାଁ ଡ୍ରେନେଜ କେନାଲରେ ୩୦ ଫୁଟର ଘାଇ”

ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ : କେନ୍ଦ୍ର ଗୃହମନ୍ତ୍ରଳାୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା

କନକ ବ୍ୟୁରୋ : ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ । ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ସହ ଅସଦାଚରଣ କରାଯିବା ଘଟଣାରେ ଉଭୟ ମଣିପୁର ଓ କେନ୍ଦ୍ର ସରକାର ସମାଲୋଚନାର ଶିକାର ହେଉଛନ୍ତି । ଏହାରି ଭିତରେ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମେ ୪ ତାରିଖରେ ଘଟିଥିବା ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ୍ ହୋଇଥିଲା । ଯେଉଁ ମୋବାଇଲ୍ ଫୋନରେ ଏହି ଲଜ୍ଜାଜନକContinue reading “ମଣିପୁର ଲଜ୍ଜାର ତଦନ୍ତ କରିବ ସିବିଆଇ : କେନ୍ଦ୍ର ଗୃହମନ୍ତ୍ରଳାୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା”

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: କୁଲଦୀପ, ଜାଡେଜାଙ୍କ ସ୍ପିନର ଯାଦୁ। ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍

କନକ ବ୍ୟୁରୋ: ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଛି ୱେଷ୍ଟଇଣ୍ଡିଜ ଦଳ । କୁଳଦୀପ ୪ଟି ୱିକେଟ ନେଇଥିବା ବେଳେ ଜାଡେଜା ୩ଟି ସଫଳତା ପାଇଛନ୍ତି । ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି ଖେଳାଳି ଭାରତୀୟ ବୋଲିଂର ସାମ୍ନା କରିପାରିନଥିଲେ । ମାତ୍ର ୨୩ ଓଭରରେ ୧୧୪ ରନରେ ପୂରା ଟିମ୍ ଅଲଆଉଟ ହୋଇଯାଇଛି । ଭାରତContinue reading “ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: କୁଲଦୀପ, ଜାଡେଜାଙ୍କ ସ୍ପିନର ଯାଦୁ। ୧୧୪ ରନରେ ଅଲଆଉଟ୍ ହେଲା ୱେଷ୍ଟଇଣ୍ଡିଜ୍”

ତେଜୁଛି ବୟାନବାଜି, ବଢୁଛି ବିବାଦ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ବିବାଦ ଭିତରେ ବଢିଲା ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ

କନକ ବ୍ୟୁରୋ : ବଲିଉଡରେ ନୂଆ ବିବାଦ । ଅଭିନେତ୍ରୀ କଙ୍ଗନା ରାଣାୱତ ଓ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କୁ ନେଇ ବିବାଦୀୟ ଖବର ଆସିଛି । ଘଟଣା ଯାଇ ଥାନାରେ ପହଁଚିଛି । ଧମକ ଦେଉଥିବା ଅଭିଯୋଗ ଆଣି କଙ୍ଗନା ପ୍ରଥମେ ପୁଲିସ ଦ୍ୱାରସ୍ଥ ହେବା ପରେ ମାମଲା ଏବେ କୋର୍ଟରେ ପହଁଚିଛି । ମୁମ୍ବାଇ କୋର୍ଟ କଙ୍ଗନାଙ୍କ ଅଭିଯୋଗ କ୍ରମେ ଜାଭେଦ ଅଖତରଙ୍କୁ ସମନ ପଠାଇ ଅଗଷ୍ଟ ୪ରେ ହାଜର ହେବାକୁ କହିଛନ୍ତି ବହୁContinue reading “ତେଜୁଛି ବୟାନବାଜି, ବଢୁଛି ବିବାଦ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ବିବାଦ ଭିତରେ ବଢିଲା ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ”

ପାକିସ୍ତାନରୁ ଆସିଲା ଅଂଜୁ ଓ ନସରୁଲ୍ଲାଙ୍କ ନୂଆ ଭିଡିଓ । ବୁର୍ଖା ପିନ୍ଧି, ବନ୍ଧୁଙ୍କ ସହ ଏକାଠି ମିଶି ଖାଦ୍ୟ ଖାଉଥିବା ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : ଚର୍ଚ୍ଚାରେ ଭାରତର ଝିଅ ଅଞ୍ଜୁ । ପରିବାର, ସ୍ୱାମୀ ସମସ୍ତଙ୍କୁ ଠକି ଅଂଜୁ ରାଜସ୍ଥାନରୁ ଯାଇ ପାକିସ୍ତାନରେ ପହଁଚିଛନ୍ତି । ଏବେ ଅଂଜୁ ଓ ତାଙ୍କ କଥିତ ପ୍ରେମିକଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଅଂଜୁ ବୁର୍ଖା ପିନ୍ଧିବା ସହ ନସରୁଲ୍ଲା ଓ କିଛି ଲୋକଙ୍କ ସହ ଏକାଠି ବସି ଖାଉଥିବା ଦେଖିବାକୁ ମିଳିଛି । ଅଂଜୁ ବେଶ ଖୁସି ଥିବା ମଧ୍ୟ ଜଣାପଡିଛି । ଫେସବୁକରେ ପାକିସ୍ତାନContinue reading “ପାକିସ୍ତାନରୁ ଆସିଲା ଅଂଜୁ ଓ ନସରୁଲ୍ଲାଙ୍କ ନୂଆ ଭିଡିଓ । ବୁର୍ଖା ପିନ୍ଧି, ବନ୍ଧୁଙ୍କ ସହ ଏକାଠି ମିଶି ଖାଦ୍ୟ ଖାଉଥିବା ଭିଡିଓ ହେଉଛି ଭାଇରାଲ”

ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା ମଲ୍ଲପୁରମର ଆୟୁର୍ବେଦ ସଂସ୍ଥାରେ ଜୁଲାଇ ୨୯ ଯାଏଁ ଚାଲିବ ଚିକିତ୍ସା

କନକ ବ୍ୟୁରୋ : କେରଳଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତ ସମୟରେ ରାହୁଲ ଆୟୁବେର୍ଦ ଚିକିତ୍ସା କରାଉଥିବା ଜଣାପଡିଛି । ସୂଚନା ଅନୁସାରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲଙ୍କୁ ଆଣ୍ଠୁ ଯନ୍ତ୍ରଣା ସମସ୍ୟା ଦେଖାଦେଇଥିଲା ଓ ଏହାର ଚିକିତ୍ସା ପାଇଁ ମଲ୍ଲପୁରୁମର ୧୦୦ ବର୍ଷ ପୁରୁଣା ତତା ପ୍ରସିଦ୍ଧ ଆୟୁବେର୍ଦ ଚିକିତ୍ସା କେନ୍ଦ୍ରରେ ରାହୁଲ ପହଁଚିଛନ୍ତି । ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ନେଇ ସୂଚନା ରହିଛି । ଚିକିତ୍ସାContinue reading “ଆଣ୍ଠୁ ଯନ୍ତ୍ରଣା ପାଇଁ କେରଳରେ ଆୟୁର୍ବେଦ ଚିିକିତ୍ସାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଶହେବର୍ଷ ପୁରୁଣା ମଲ୍ଲପୁରମର ଆୟୁର୍ବେଦ ସଂସ୍ଥାରେ ଜୁଲାଇ ୨୯ ଯାଏଁ ଚାଲିବ ଚିକିତ୍ସା”

୩ବର୍ଷରେ ଦେଶରେ ନିଖୋଜ ଅଛନ୍ତି ୧୦ଲକ୍ଷରୁ ଅଧିକ ମହିଳା, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରେ ଖୁଲାସା

କନକ ବ୍ୟୁରୋ : ଦେଶର ମହିଳାଙ୍କୁ ନେଇ ଆସିଛି ଚାଂଚଲ୍ୟକର ତଥ୍ୟ । ୩ବର୍ଷ ଭିତରେ ଦେଶରୁ ୧୦ଲକ୍ଷରୁ ଅଧିକ ମହିଳା ନିଖୋଜ ଥିବା ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବିର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ତଥ୍ୟ ଆଧାରରେ ଗୃହମନ୍ତ୍ରାଳୟ କହିଛି ଯେ ୨୦୨୧ମହିହାରେ ୧୮ବର୍ଷ ବୟସରୁ ଅଧିକ ୩ଲକ୍ଷ ୭୫ ହଜାର ୮୮ଜଣ ମହିଳା ନିଖୋଜ ହୋଇଛନ୍ତି । ରିପୋର୍ଟ ଅନୁସାରେ ୨୦୨୯ରୁ ୨୧ ମଧ୍ୟରେ ୧୦ଲକ୍ଷରୁ ଅଧିକContinue reading “୩ବର୍ଷରେ ଦେଶରେ ନିଖୋଜ ଅଛନ୍ତି ୧୦ଲକ୍ଷରୁ ଅଧିକ ମହିଳା, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରେ ଖୁଲାସା”

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାମ୍ନାକୁ ଆସୁଛି ବିଭିନ୍ନ ଆକଳନ । ରାଜନୀତି ପଣ୍ଡିତଙ୍କ ମତରେ ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇପାରନ୍ତି ବିରୋଧ

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ରାଜନୈତିକ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଲାଭକ୍ଷତିକୁ ନେଇ ରାଜନୀତି ବିଶାରଦମାନେ ଭିନ୍ନ ଭିନ୍ନ ଆକଳନ କରିଦେଇଛନ୍ତି । ଅଧିକାଂଶ ଆକଳନ କହୁଛି ଅନାସ୍ଥା ପ୍ରସ୍ତାବରେ ବିରୋଧୀ ହାରିବା ଏକପ୍ରକାର ସୁନିଶ୍ଚିତ । କାରଣ ବିଜେପି ନେତୃତ୍ୱଧୀନ ଏନଡିଏ ସମର୍ଥନରେ ବର୍ତମାନ ଲୋକସଭା ସାଂସଦଙ୍କ ସଂଖ୍ୟା ୩୩୨ ରହିଥିବାବେଳେ ବିରୋଧୀମେଂଟContinue reading “ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାମ୍ନାକୁ ଆସୁଛି ବିଭିନ୍ନ ଆକଳନ । ରାଜନୀତି ପଣ୍ଡିତଙ୍କ ମତରେ ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇପାରନ୍ତି ବିରୋଧ”

Design a site like this with WordPress.com
Get started