କନକ ବ୍ୟୁରୋ: ଓଡିଶାର ବୁଣାକାରଙ୍କ ଦ୍ୱାରା ହାତରେ ତିଆରି ଶାଢୀ । ଶାଢୀରେ ରହିଛି କୋଟପାଡ, ବୋମକାଈ, ସମ୍ବଲପୁରୀ, ଇକତ, ପଶାପାଲି ଓ ପଟ୍ଟଚିତ୍ର ଭଳି ଶାଢୀ । ରାଷ୍ଟ୍ରପତି ଏହିସବୁ ଶାଢୀ ପିନ୍ଧିବାକୁ ଭଲ ପାଇଥାନ୍ତି । ବିଭିନ୍ନ କାର୍ଯ୍ୟର୍କ୍ରମରେ ବି ମହାମହିମ ଏହି ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳେ । ଓଡିଶା ରହଣି ସମୟରେ ଏହିସବୁ ଶାଢୀ କିଣିଛନ୍ତି ଦ୍ରୌପଦୀ ମୁର୍ମୁ । କରିଗର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରୀ ଶାଢୀ ସବୁ ନେଇContinue reading “ବୁଣାକାରଙ୍କ ହାତ ତିଆରି ଶାଢୀ କିଣିନେଲେ ମହାମହିମ। ମଧ୍ୟାହ୍ନ ଭୋଜନରେ ପରସା ଗଲା ନିରାମିଷ ଖାଦ୍ୟ”
Tag Archives: News
ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ଅକ୍ଟୋବରରେ ହେବ ଫର୍ମପୂରଣ
କନକ ବ୍ୟୁରୋ : ଆଗୁଆ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପରୀକ୍ଷା ଢାଂଚାରେ ମଧ୍ୟ ପରିବର୍ତନ କରାଯାଇଛି । କୋଭିଡ ଯୋଗୁଁ ଦୁଇଟି ସମ୍ମେଟିଭ୍ ପରୀକ୍ଷା ହେଉଥିଲା । ଏଣିକି ପିଲାମାନେ ଗୋଟିଏ ବାର୍ଷିକ ପରୀକ୍ଷା ଦେବେ । ନଜର ପକାନ୍ତୁ, ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ନେଇଥିବା କିଛି ନିଷ୍ପତି ଉପରେ । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକContinue reading “ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ଅକ୍ଟୋବରରେ ହେବ ଫର୍ମପୂରଣ”
ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିଲେ ରାଷ୍ଟ୍ରପତି, ବ୍ୟକ୍ତି ପରିବର୍ତ୍ତନ ହେଲେ ସମାଜ ହୁଏ ପରିବର୍ତନ
କନକ ବ୍ୟୁରୋ : ଅତି ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି, ପ୍ରେମ, ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତର ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି- ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । କିନ୍ତୁ ଜୀବନର ଶେଷ ସମୟରେ ଶରୀରରେ ସାମର୍ଥ୍ୟ ନଥାଏ ।Continue reading “ଚମତ୍କାର ଢଙ୍ଗରେ ଜୀବନ ଦର୍ଶନର କଥା କହିଲେ ରାଷ୍ଟ୍ରପତି, ବ୍ୟକ୍ତି ପରିବର୍ତ୍ତନ ହେଲେ ସମାଜ ହୁଏ ପରିବର୍ତନ”
ଚାଷୀଙ୍କ ଆଶା ଧୋଇଦେଲା ବର୍ଷା। ଅନୁଗୁଳରେ ପ୍ରବଳ ବର୍ଷା ଯୋଗୁଁ ଏକର ଏକର ଜମିରେ ଫସଲ ନଷ୍ଟ
କନକ ବ୍ୟୁରୋ: ବର୍ଷା ଭାଙ୍ଗି ଦେଲା ଚାଷୀର ମେରୁଦଣ୍ଡ । ବର୍ଷା ପାଣି ପଶି ଉଜୁଡିଗଲା ଏକର ଏକର ଫସଲ । ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଅନୁଗୁଳ ବନ୍ତଳା ଅଞ୍ଚଳର ଚାଷୀ । ପାଣିରେ ଭାସୁଛି ଅମଳକ୍ଷମ ପନିପରିବା । ଲଗାଣ ବର୍ଷାରେ ବାଇଗଣ ଫସଲ ନଷ୍ଟ ହୋଇଛି । ବିଲରେ ପାଣି ଜମି ରହିବାରୁ ବାଇଗଣ ଗଛ ପଚିଯାଉଛି । ଯେଉଁ ଗଛ ବଞ୍ଚିଛି ସେଥିରୁ ଫୁଲ କଷି ବିContinue reading “ଚାଷୀଙ୍କ ଆଶା ଧୋଇଦେଲା ବର୍ଷା। ଅନୁଗୁଳରେ ପ୍ରବଳ ବର୍ଷା ଯୋଗୁଁ ଏକର ଏକର ଜମିରେ ଫସଲ ନଷ୍ଟ”
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ। ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ୍
କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ ତାହା କାହାକୁ ଜଣାନଥାଏ । ଏଇ ଯେମିତି ସୋସିଆଲ ମିଡିଆରେ ରିଲ୍ସ ଅପଲୋଡ କରିବାର ମାତ୍ର କେଇ ମିନିଟ୍ ଭିତରେ ଦୁର୍ଘଟଣାରେ ଚାଲିଯାଇଛି ଯବାନଙ୍କ ଜୀବନ । ଗତ ୬ ତାରିଖରେ ଛୁଟିରେ ଘରକୁ ଆସିଥିବା ବିଏସଏଫ୍ ଯବାନ ଜିତେନ୍ଦ୍ର କୁମାର ପାଢୀଙ୍କ ମୃତ୍ୟୁ ହୋଇଛି । ଗଂଜାମ ଆସିକାରୁ ସୋରଡା ଯାଉଥିବା ବେଳେ ଏକ ଘରୋଇ ବସ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାContinue reading “ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ। ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ୍”
ତୁଟୁନି ରାଇପାହାଡ଼ ସୀମା ବିବାଦ: ବୈଠକରେ ପଛଘୁଞ୍ଚା ଦେଲା ଆନ୍ଧ୍ର, ଦେଖାଇ ପାରିଲା ନାହିଁ ପ୍ରମାଣ ପତ୍ର
କନକ ବ୍ୟୁରୋ: କୋରାପୁଟ ନନ୍ଦପଡା ବ୍ଲକର ରାଇପାହାଡ ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ଆଜି ପୁଣି ବସିଥିଲା ବୈଠକ । ସୀମାନ୍ତ ଚାଟୁଆ ଗାଁରେ ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ବୈଠକରେ ବି ପଛଘୁଂଚା ଦେଲେ ଆନ୍ଧ୍ର ଅଧିକାରୀ । ସୀମାନ୍ତବର୍ତ୍ତୀ ଅଞ୍ଚଳ ବାବଦରେ ଓଡିଶା ଅଧିକାରୀ ପଚାରି ଥିବା ପ୍ରଶ୍ନର ଉତର ଦେଇ ପାରିଲେ ନାହିଁ କି ସୀମା ଚିହ୍ନଟ ସଂପର୍କରେ ପ୍ରମାଣ ଦେଖାଇ ପାରିଲେ ନାହିଁ ଆନ୍ଧ୍ରର ମହିଳାContinue reading “ତୁଟୁନି ରାଇପାହାଡ଼ ସୀମା ବିବାଦ: ବୈଠକରେ ପଛଘୁଞ୍ଚା ଦେଲା ଆନ୍ଧ୍ର, ଦେଖାଇ ପାରିଲା ନାହିଁ ପ୍ରମାଣ ପତ୍ର”
ଦିନରେ କେଳା, ରାତିରେ ଚୋର। ଗାଁ ଗାଁରେ କଳାକନା ବୁଲାଉଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଦ୍ଧା ପୁଲିସ
କନକ ବ୍ୟୁରୋ: ଦିନରେ କେଳା, ରାତିରେ କରନ୍ତି ଲୁଟପାଟ୍ । ଏଭଳି ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଧା ପୁଲିସ । ସେମାନଙ୍କଠାରୁ ୨ଶହ ୫୦ ଗ୍ରାମର ସୁନା, ୫ କେଜି ରୂପା ଗହଣା ଜବତ ହୋଇଛି । ଏହାସହ ଏକ ମୃତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଛି । ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ କହିବା ଅନୁସାରେ, ଅଭିଯୁକ୍ତମାନେ ଦିନବେଳା ଗାଁ ଗାଁରେ ସାପୁଆ କେଳା ଭାବେ ବୁଲନ୍ତି, ଚୋରି କରିବା ପାଇଁ ଜାଗା ଦେଖିଆସନ୍ତିContinue reading “ଦିନରେ କେଳା, ରାତିରେ ଚୋର। ଗାଁ ଗାଁରେ କଳାକନା ବୁଲାଉଥିବା ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଖୋର୍ଦ୍ଧା ପୁଲିସ”
ଉତ୍ପାତ କରୁଛନ୍ତି ହାତୀପଲ, ଘଉଡାଇବା ପାଇଁ ନିଆଁହୁଳା ମାଡ଼
କନକ ବ୍ୟୁରୋ: ଗାଁ ଗଣ୍ଡାରେ ଉତ୍ପାତ କରୁଥିବା ହାତୀ ପଲଙ୍କୁ ଘଉଡାଇବା ପାଇଁ ନିଆଁହୁଳା ମାଡ଼ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକମାନେ ନିଆଁ ହୁଳା ଧରି ହାତୀ ଘଉଡାଇବାକୁ ଉଦ୍ୟମ କରିଛନ୍ତି । ନିଆଁହୁଳା କରି ହାତୀ ଉପରକୁ ଫୋପାଡୁଛନ୍ତି । ଆଉ ଏହା ହାତୀ ଉପରେ ପଡିବାରୁ ହାତୀର ଶରୀର ଜଳିଯାଉଛି ।Continue reading “ଉତ୍ପାତ କରୁଛନ୍ତି ହାତୀପଲ, ଘଉଡାଇବା ପାଇଁ ନିଆଁହୁଳା ମାଡ଼”
ଶେଷ ହେଲା ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ, ବାୟୁସେନା ବିମାନରେ ଦିଲ୍ଲୀ ଫେରିଗଲେ ମହାମହିମ
କନକ ବ୍ୟୁରୋ: ତିନିଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହରି ସିଧା ବିମାନବନ୍ଦର ଯାଇଥିଲେ ମହାମହିମ । କଟକ, ଭୁବନେଶ୍ୱରରେ ସେ ଗତ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରରେ ସାମିଲ ହୋଇଥିଲେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଦିଲ୍ଲୀ ଫେରିଯାଇଛନ୍ତି । ରାଷ୍ଟ୍ରପତିଙ୍କ ବିଦାୟୀ ବେଳେ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତContinue reading “ଶେଷ ହେଲା ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡିଶା ଗସ୍ତ, ବାୟୁସେନା ବିମାନରେ ଦିଲ୍ଲୀ ଫେରିଗଲେ ମହାମହିମ”
ପାକିସ୍ତାନ ଯିବା ପାଇଁ ୭ଟି ମିଛ କହିଥିଲେ ଅଞ୍ଜୁ । ସ୍ୱାମୀ ଏବଂ କମ୍ପାନୀକୁ ଏହିସବୁ ମିଛ କହିଛନ୍ତି ଅଞ୍ଜୁ । ସ୍ୱାମୀଙ୍କ ସହ ହୋଇ ଯାଇଛି ଛାଡ଼ପତ୍ର..
କନକ ବ୍ୟୁରୋ : ସୀମା ସଚିନଙ୍କ ପ୍ରେମ କାହାଣୀ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ପହଚିଂବା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟମାନ ସାମନାକୁ ଆସୁଛି । ପାକିସ୍ତାନୀ ପ୍ରେମିକ ନାସରୁଲ୍ଲାଙ୍କ ପାଇଁ ଭାରତ ଛାଡ଼ିଥିବା କୁହାଯାଉଛି । ଏବେ ଅଞ୍ଜୁ ପାକିସ୍ତାନରେ ରହିଥିବାବେଳେ ଖୁବଶୀଘ୍ର ଭାରତ ଫେରି ଆସିବା ନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଭାରତ ଫେରିବା ନେଇ ନିଜ ଝିଅକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତିContinue reading “ପାକିସ୍ତାନ ଯିବା ପାଇଁ ୭ଟି ମିଛ କହିଥିଲେ ଅଞ୍ଜୁ । ସ୍ୱାମୀ ଏବଂ କମ୍ପାନୀକୁ ଏହିସବୁ ମିଛ କହିଛନ୍ତି ଅଞ୍ଜୁ । ସ୍ୱାମୀଙ୍କ ସହ ହୋଇ ଯାଇଛି ଛାଡ଼ପତ୍ର..”