ଖୋଲିଲା ମାନସ ସ୍ୱାଇଁ ହତ୍ୟା ମାମଲାର ଫାଇଲ୍। କୋର୍ଟରେ ଶର୍ମିଷ୍ଠାଙ୍କ ଗୁମର ଖୋଲିଲେ ସାକ୍ଷୀ

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାସନ ସ୍ୱାଇଁ ହତ୍ୟାକାଣ୍ଡ ମାମଲର ସାକ୍ଷ୍ୟ ଗ୍ରହଣ ଚାଲିଛି । ଭଦ୍ରକ ଜିଲ୍ଲା ଦୌରାଜଜ କୋର୍ଟରେ ଚତୁର୍ଥ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ୍ କୋର୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । କୋର୍ଟରେ ସରୋଜିନୀ କହିଛନ୍ତି, ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଶର୍ମିଷ୍ଠା ଓ ଅନ୍ୟମାନେ ଦୟାଲ ଆଶ୍ରମ ଆଣିବା ସେ ଦେଖିଛନ୍ତି । ରାତିରେ ଗୋଟିଏ କଠୋରୀରେ ରଖିContinue reading “ଖୋଲିଲା ମାନସ ସ୍ୱାଇଁ ହତ୍ୟା ମାମଲାର ଫାଇଲ୍। କୋର୍ଟରେ ଶର୍ମିଷ୍ଠାଙ୍କ ଗୁମର ଖୋଲିଲେ ସାକ୍ଷୀ”

ସଂସଦରେ ଥମୁନି ମଣିପୁର ହିଂସା ତାତି, ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, କଳାପୋଷାକ ପିନ୍ଧି ସଂସଦରେ ପହଁଚିଲେ ଇଣ୍ଡିଆ ମେଂଟର ସଦସ୍ୟ

କନକ ବ୍ୟୁରୋ : ହିଂସା, ଦଙ୍ଗା, ହଙ୍ଗାମା ଓ ମଣିପୁର । ସତେ ଯେମିତି ଏଗୁଡ଼ିକ ମଣିପୁର ସହ ଓତପ୍ରୋତ ଭାବେ ଜଡ଼ିତ ହୋଇଗଲେଣି । ଗତ ତିନି ମାସ ହେବ ମଣିପୁରରୁ ହିଂସା, ହଙ୍ଗାମା ଆଦି ଥମିବାର ନାଁ ନେଉ ନାହିଁ । ଲଗାତର ଭାବେ ମଣିପୁରରେ କେଉଁଠି ଗୁଳିମାଡ଼ ତ କେଉଁଠି ଜଳାପୋଡ଼ା ଘଟଣା । ଆଉ ଏହାରି ମଧ୍ୟରେ ମଣିପୁରରୁ ଆସିଥିବା ଲଜ୍ଜାଜନକ ଘଟଣା ସମସ୍ତଙ୍କୁ ଜଣା । ତେବେ ଏହାକୁ ନେଇContinue reading “ସଂସଦରେ ଥମୁନି ମଣିପୁର ହିଂସା ତାତି, ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରିଲାନି ଗୃହ, କଳାପୋଷାକ ପିନ୍ଧି ସଂସଦରେ ପହଁଚିଲେ ଇଣ୍ଡିଆ ମେଂଟର ସଦସ୍ୟ”

ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ। ଡ୍ରପ୍-ଆଉଟରେ ଏକ ନମ୍ବର

କନକ ବ୍ୟୁରୋ: ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ । ମାଧ୍ୟମିକସ୍ତରରେ ଡ୍ରପ୍-ଆଉଟରେ ଏକ ନମ୍ବର । ଶିକ୍ଷା କ୍ଷେତ୍ରରେ ଆଉ ଏକ ଅପଖ୍ୟାତି ଅର୍ଜନ କରିଛି ଓଡ଼ିଶା । ମାଧ୍ୟମିକ ଶିକ୍ଷା ସ୍ତରରେ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଓଡ଼ିଶାରେ ସର୍ବାଧିକ । ରାଜ୍ୟସଭାରେ ଏହି ତଥ୍ୟ ଉପସ୍ଥାପନ କରିଛି ଶିକ୍ଷା ମନ୍ତ୍ରାଳୟ । ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ତଥ୍ୟ କହୁଛି – ମାଧ୍ୟମିକContinue reading “ଓଡ଼ିଶାରେ ଅଧିକ ପିଲା ଅଧାରୁ ଛାଡୁଛନ୍ତି ପାଠ। ଡ୍ରପ୍-ଆଉଟରେ ଏକ ନମ୍ବର”

ରାଜସ୍ଥାନ ମାଟିରୁ ବିରୋଧୀ ମେଂଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ ଦୁର୍ନୀତି ଲୁଚାଇବା ପାଇଁ ଇଣ୍ଡିଆ ନାଁର ସାହାରା ନେଇ କରିଛନ୍ତି ମେଂଟ

କନକ ବ୍ୟୁରୋ : ରାଜସ୍ଥାନ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଜସ୍ଥାନ ସିକରରେ ପହଁଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ସମୟରେ ବିରୋଧୀ ଦଳ ମେଂଟ ଇଣ୍ଡିଆ ଉପରେ ସେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମେଂଟର ନାଁ ପରିବର୍ତନ କରି ବିରୋଧୀ ନିଜ କଳାକାରନାମା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦେଶର ଶତ୍ରୁ ଯେଉଁ ଉପାୟ ଆପଣାଇଥାନ୍ତି ଠିକ ସେହି ରାସ୍ତାରେ ଚାଲୁଛନ୍ତି ବିରୋଧୀ ।Continue reading “ରାଜସ୍ଥାନ ମାଟିରୁ ବିରୋଧୀ ମେଂଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ ଦୁର୍ନୀତି ଲୁଚାଇବା ପାଇଁ ଇଣ୍ଡିଆ ନାଁର ସାହାରା ନେଇ କରିଛନ୍ତି ମେଂଟ”

ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା, ସାଢ଼େ ୮କୋଟି କୃଷକ ପାଇଲେ ସହାୟତା

କନକ ବ୍ୟୁରୋ: ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା । ପିଏମ୍ କିଷାନ ସମ୍ମାନ ନିଧିର ୧୪ତମ କିସ୍ତି ଆକାରରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨ହଜାର ଲେଖାଏଁ ଟଙ୍କା ଆସିଛି । ରାଜସ୍ଥାନର ସିକରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ, ପ୍ରାୟ ସାଢ଼େ ୮ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରContinue reading “ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା, ସାଢ଼େ ୮କୋଟି କୃଷକ ପାଇଲେ ସହାୟତା”

ସମୟ ବଦଳୁଛି, ହେଲେ ବଦଳୁନି ମାନସିକତା । ମହିଳା ଯାତ୍ରୀଙ୍କୁ ପ୍ରଥମେ ବସରେ ନଚଢାଇବା ପ୍ରସଙ୍ଗ ପରିବହନ କମିସନରଙ୍କୁ ଚିଠି ଲେଖିଲେ ମହିଳା କମିସନର

କନକ ବ୍ୟୁରୋ : ବସ୍ ଉପରକୁ ମହିଳା ପ୍ରଥମେ ଚଢ଼ିବାର ହୁଏତ ଆପଣ ଦେଖିନଥିବେ । ପ୍ରଥମେ କିଏ ଜଣେ ପୁରୁଷ ଚଢ଼ିବା ପରେ ହିଁ ମହିଳା ଯାତ୍ରୀମାନେ ବସକୁ ଉଠନ୍ତି । ଏମିତି କାହିଁକି ହୁଏ, ଯଦି ଏହାର ଉତର ଖୋଜିବେ, ଅନେକ ଅଦ୍ଭୁତ ଓ ଅନ୍ଧବିଶ୍ୱାସପୂର୍ଣ୍ଣ ଯୁକ୍ତି ସବୁ ପାଇବେ । କିଏ କୁହେ, ଅଶୁଭ ହୁଏ । ଆଉ କିଏ କୁହେ ଭଲ ବ୍ୟବସାୟ ହୁଏନି । ଏମିତି କି କିଏ କିଏContinue reading “ସମୟ ବଦଳୁଛି, ହେଲେ ବଦଳୁନି ମାନସିକତା । ମହିଳା ଯାତ୍ରୀଙ୍କୁ ପ୍ରଥମେ ବସରେ ନଚଢାଇବା ପ୍ରସଙ୍ଗ ପରିବହନ କମିସନରଙ୍କୁ ଚିଠି ଲେଖିଲେ ମହିଳା କମିସନର”

କେନ୍ଦ୍ରାପଡାର ଦବଙ୍ଗ ପୋଲିସ ଅଧିକାରୀ । ଅଭିଯୋଗ ସତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ !

କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଲୋକଙ୍କ ସହ ଏମିତି ବର୍ବର ବ୍ୟବହାର କରନ୍ତି ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟ । ସାଂଘାତିକ କଥା ହେଉଛି ଆଇଆଇସିଙ୍କ ନାଁରେ ମାଳମାଳ ଅଭିଯୋଗ ଆସୁଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଦୋନ୍ନତି ପାଇ ଡିଏସପି ହୋଇଛନ୍ତି, କିନ୍ତୁ କେନ୍ଦ୍ରାପଡା ଛାଡି ଯାଉ ନାହାନ୍ତି । ଅଭିଯୋଗ : କେନ୍ଦ୍ରାପଡାର ଦୁଇ ପ୍ରତିଷ୍ଠିତ ଡାକ୍ତର ଶିବାଶିଷ ସାହୁ ଓ ଦେବାଶିଷ ସାହୁ । ସାମାନ୍ୟ ଘଟଣା ପାଇଁ ନର୍ସିଂ ହୋମରୁContinue reading “କେନ୍ଦ୍ରାପଡାର ଦବଙ୍ଗ ପୋଲିସ ଅଧିକାରୀ । ଅଭିଯୋଗ ସତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ !”

ଅଧୁରା ରହିବନି ଛତ୍ରପତିଙ୍କ ସ୍ୱପ୍ନ, ସହାୟତାର ସମ୍ପର୍କ ଯୋଡୁଛି ‘ଅତୁଟ ବନ୍ଧନ’

କନକ ବ୍ୟୁରୋ: ଅର୍ଥ ଅଭାବରୁ ଡାକ୍ତରୀପାଠ ପଢ଼ିପାରୁନଥିବା ବରଗଡ଼ ମାନପୁର ଗାଁର ଛତ୍ରପତି ପ୍ରଧାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛି, ସ୍ୱେଚ୍ଛାସେବୀ ସଂସ୍ଥା ‘ଅତୁଟ ବନ୍ଧନ’ । ସରକାରୀ ମେଡିକାଲରେ ପାଠ ପଢୁଥିବା ଅଭାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ଏହି ସଂସ୍ଥା, କନକ ନ୍ୟୁଜ୍ ଜରିଆରେ ଛାତ୍ରପତିଙ୍କ ସଂଘର୍ଷର କାହାଣୀ ସମ୍ପର୍କରେ ଜାଣିଥିଲେ । ଆଉ ଏହା ପରେ ଛତ୍ରପତିଙ୍କ ନିକଟରେ ପହଂଚିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାଭାବରୁ ଅଧାରେ ରହିଯାଇଥିଲାContinue reading “ଅଧୁରା ରହିବନି ଛତ୍ରପତିଙ୍କ ସ୍ୱପ୍ନ, ସହାୟତାର ସମ୍ପର୍କ ଯୋଡୁଛି ‘ଅତୁଟ ବନ୍ଧନ’”

କାହିଁକି ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି? ଅଧିକ ପାଉଣା ଦାବିରୁ ହୋଇଛି କି ବିବାଦ…

କନକ ବ୍ୟୁରୋ: ଦତ୍ତମହାପାତ୍ରଙ୍କ ଜିଦ୍ ଯୋଗୁଁ ବୁଧବାର ମହାପ୍ରଭୁଙ୍କ ବନକଲାଗି ହୋଇନଥିଲା । ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ଜିଦ୍ ଯୋଗୁଁ ହୋଇପାରିନି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ଆଉ ୨୭ ଦିନ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି ନହେବା, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦତ୍ତ ମହାପାତ୍ର ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ପଛର କାରଣ କଣ ସେ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ଏହି ବିବାଦ ପଛରେContinue reading “କାହିଁକି ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି? ଅଧିକ ପାଉଣା ଦାବିରୁ ହୋଇଛି କି ବିବାଦ…”

ପ୍ରଶ୍ନପତ୍ର ଲିକ୍: ବିହାରରୁ ମାଷ୍ଟରମାଇଣ୍ଡ ଗିରଫ । ପ୍ରିଣ୍ଟିଂପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର । ହେଲପର କରିଥିଲା ପୁରା ଖେଳ

କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ, ଓଏସଏସସି ଦ୍ୱାରା ପରିଚାଳିତ ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ପରୀକ୍ଷାକୁ ରଦ୍ଦ କରିଛନ୍ତି କମିଶନ । ଏହାରି ଭିତରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବିହାରରୁ ପ୍ରଶ୍ନପତ୍ର ଲିକର ମାଷ୍ଟରମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୁଲିସ । ସଂପୃକ୍ତ ମାଷ୍ଟରମାଇଣ୍ଡ ବିଜେନ୍ଦ୍ର କୁମାର ଓ ସେ ବିହାରର ଜଣେContinue reading “ପ୍ରଶ୍ନପତ୍ର ଲିକ୍: ବିହାରରୁ ମାଷ୍ଟରମାଇଣ୍ଡ ଗିରଫ । ପ୍ରିଣ୍ଟିଂପ୍ରେସରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର । ହେଲପର କରିଥିଲା ପୁରା ଖେଳ”

Design a site like this with WordPress.com
Get started