ମିଶନ ୨୦୨୪ର ପ୍ରସ୍ତୁତିରେ ମୋଦୀ, ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ଦେବେ ବିଜୟର ମନ୍ତ୍ର। ଏମିତି ରହିଛି ପୂରା ପ୍ଲାନ୍

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ନେଇ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଜରିଆରେ ଆଗକୁ ବଢୁଛନ୍ତି । ସେପଟେ ଏନଡିଏ ନିଜର ସାଥୀଙ୍କୁ ଯୋଡିବା ପାଇଁ କାମ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏନଡିଏର ୩୩୦ ସାଂସଦଙ୍କ ସହ ସାକ୍ଷାତ କରିବା ସହ ୨୦୨୪ ନିର୍ବାଚନ ନେଇ ଆଲୋଚନା କରିବେ । ଜୁଲାଇ ୩୧ରୁ ଅଗଷ୍ଟ ୧୦ ଯାଏ ଏନଡିଏ ସାଂସଦContinue reading “ମିଶନ ୨୦୨୪ର ପ୍ରସ୍ତୁତିରେ ମୋଦୀ, ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ଦେବେ ବିଜୟର ମନ୍ତ୍ର। ଏମିତି ରହିଛି ପୂରା ପ୍ଲାନ୍”

‘ଇଡି’ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକଲେ ସୁପ୍ରିମକୋର୍ଟ । କହିଲେ, ଅନ୍ୟ ଅଧିକାରୀମାନେ ଅଯୋଗ୍ୟ କି ?

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଶୁଣାଣି ବେଳେ ସଲିସିଟର ଜେନରାଲ ତୁଷାର ମେହଟ୍ଟା କହିଛନ୍ତି କି, ଆମେ ସମସ୍ତ ଆବେଦନକାରୀଙ୍କୁ ଅବଗତContinue reading “‘ଇଡି’ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧିକଲେ ସୁପ୍ରିମକୋର୍ଟ । କହିଲେ, ଅନ୍ୟ ଅଧିକାରୀମାନେ ଅଯୋଗ୍ୟ କି ?”

ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ନୀତି ସବ-କମିଟି ବୈଠକ: କେଉଁ ଦିନ ହେବ ବନକଲାଗି ହୋଇପାରେ ନିଷ୍ପତି

କନକ ବ୍ୟୁରୋ: ଆଜି ହେବ ନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ଏହି ନୀତି କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଦତ ମହାପାତ୍ର ସେବାୟତ ସଂଜୟ ଦତ ମହାପାତ୍ର । ସେପଟେ ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୀତି ସବକମିଟି ବୈଠକ ହେବ । ବୈଠକରେ ବନକଲାଗି ନେଇ ବଡ଼ ନିଷ୍ପତି ଆସିବାର ସମ୍ଭାବନା ରହିଛି । ସେପଟେ ଆସନ୍ତା ବୁଧବାର ବନକଲାଗିContinue reading “ବନକଲାଗି ବିବାଦର ସମାଧାନ ପାଇଁ ଆସନ୍ତାକାଲି ବସିବ ନୀତି ସବ-କମିଟି ବୈଠକ: କେଉଁ ଦିନ ହେବ ବନକଲାଗି ହୋଇପାରେ ନିଷ୍ପତି”

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ସିକ୍କିମ ସରକାରଙ୍କ ବଡ ଘୋଷଣା, ୧ବର୍ଷ ମିଳିବ ମାତୃତ୍ୱ ଛୁଟି

କନକ ବ୍ୟୁରୋ : ସିକ୍କିମ ସରକାର ମାତୃତ୍ୱ ଛୁଟିକୁ ନେଇ ବଡ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ମାତୃତ୍ୱ ଲାଭ କରିବାକୁ ଥିବା ମହିଳା ସରକାରୀ କର୍ମଚାରୀଙ୍କୁ ୧୨ ମାସ ପର୍ଯ୍ୟନ୍ତ ସରକାରୀ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି । ଏହାସହ ମାତୃତ୍ୱ ଲାଭ କରିବାକୁ ଯାଉଥିବା ମହିଳାଙ୍କ ସ୍ୱାମୀ ଯଦି ସରକାରୀ ଚାକିରି କରିଥାନ୍ତି ତେବେ ତାଙ୍କୁ ମଧ୍ୟ ଏହି ଅବଧି ମଧ୍ୟରେ ଗୋଟିଏContinue reading “ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ସିକ୍କିମ ସରକାରଙ୍କ ବଡ ଘୋଷଣା, ୧ବର୍ଷ ମିଳିବ ମାତୃତ୍ୱ ଛୁଟି”

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଚାଞ୍ଚଲ୍ୟକର ବୟାନ ରଖିଲେ ଦୟାଲ ଆଶ୍ରମର କେୟାର ଟେକର

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ଘଟଣାର ଚତୁର୍ଥ ସାକ୍ଷ୍ୟ ଭଦ୍ରକ ଜିଲ୍ଲା ଦୌରା ଜଜ କୋର୍ଟରେ ଗ୍ରହଣ କରାଯାଇଛି । ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ ସେଠ୍ ଓରଫ ସୋନି କୋର୍ଟରେ ଉପସ୍ଥିତ ରହି ଚାଂଚଲ୍ୟକର ବୟାନ ଦେଇଛନ୍ତି । କହିଛନ୍ତି, ମୃତ୍ୟୁ ପୂର୍ବରୁ ମାନସ ନିଜର ଠିକଣା ଓ ତାଙ୍କୁ ଉଦ୍ଧାର ଲାଗି ସହାୟତା କରିବାକୁ ଚିଠି ଲେଖିଥିଲେ । ଆଉ ସେହି ଚିଠିକୁ ଚିରି ଶର୍ମିଷ୍ଠା ଝରକାContinue reading “ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଚାଞ୍ଚଲ୍ୟକର ବୟାନ ରଖିଲେ ଦୟାଲ ଆଶ୍ରମର କେୟାର ଟେକର”

ଦିଲ୍ଲୀ ସରକାରଙ୍କୁ ବଡ ଝଟକା, କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଜଗନ ମୋହନଙ୍କ ପାର୍ଟି ଦେବ ସମର୍ଥନ

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ସଂସଦର ଉଭୟ ଗୃହରେ ସହଜରେ ପାରିତ ହୋଇଯିବ ବୋଲି ଅନୁମାନ କରାଯାଇଛି । ଲୋକସଭାରେ ଏନଡିଏର ବହୁମତ ରହିଥିବା ବେଳେ ରାଜ୍ୟସଭାରେ ବିଲକୁ ସମର୍ଥନ ଜଣାଇ ପାରନ୍ତି  ୱାଇଏସଆର କଂଗ୍ରେସ । ପାର୍ଟିର ଜଣେ ବରିଷ୍ଠ ନେତା ଏହି ବିଧେୟକ ଉପରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି । ସେହିଭଳି କଂଗ୍ରେସ ତରଫରୁ ମଣିପୁରContinue reading “ଦିଲ୍ଲୀ ସରକାରଙ୍କୁ ବଡ ଝଟକା, କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଜଗନ ମୋହନଙ୍କ ପାର୍ଟି ଦେବ ସମର୍ଥନ”

ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଲାଲ ଡାଏରୀକୁ ନେଇ କଲେ ଟାର୍ଗେଟ୍, ଗେହଲଟ କହିଲେ ମହଙ୍ଗା ହେଉଛି ଲାଲ୍ ଟମାଟୋ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାଜସ୍ଥାନର ସିକରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ଗେହଲଟ ସରକାର ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଛନ୍ତି ଯେ, ଲାଲ ଡାଏରୀରେ କଂଗ୍ରେସର କଳାକାରନାମା ରହିଛି । ସେ କହିଛନ୍ତି ଯେ ଲାଲ ଡାଏରୀ କଂଗ୍ରେସର ଡବ୍ୱା ଗୋଲ କରିବାରୁ ଯାଉଛି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ କେବଳ ଲୁଟରContinue reading “ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଲାଲ ଡାଏରୀକୁ ନେଇ କଲେ ଟାର୍ଗେଟ୍, ଗେହଲଟ କହିଲେ ମହଙ୍ଗା ହେଉଛି ଲାଲ୍ ଟମାଟୋ”

ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ମହାମହିମ। କହିଲେ, ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପକ୍ରିୟା

କନକ ବ୍ୟୁରୋ: ରାଷ୍ଟ୍ରପତି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନରେ ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରରେ ନିଜର ଅଭିଭାଷଣ ରଖିଛନ୍ତି । ଅତି ଚମକ୍ରାର ଭାବରେ ଜୀବନ ଦର୍ଶନର କଥା କହିବା ସହ ଶାନ୍ତି ପ୍ରେମ ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି- ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । କିନ୍ତୁ ଜୀବନର ଶେଷ ସମୟରେ ବଡ଼ ଘର, ଗାଡ଼ି, ଦାମୀ ଲୁଗାପଟା,Continue reading “ଭୁବନେଶ୍ୱର ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ କଲେ ମହାମହିମ। କହିଲେ, ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପକ୍ରିୟା”

ଟିପିସିଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା, ଗ୍ରାହକଙ୍କୁ ବକେୟା ରାଶି ଉପରେ ଉଲ୍ଲେଖନୀୟ ରିହାତି ପ୍ରଦାନ

କନକ ବ୍ୟୁରୋ : ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା(ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଅନୁମୋଦନ ମିଳିଛି । ସୁଚିନ୍ତିତ ଭାବେ ପ୍ରସ୍ତୁତ ଏହି ଯୋଜନାର ଲକ୍ଷ୍ୟ ହେଉଛି ମୂଲ୍ୟବାନ ଗ୍ରାହକଙ୍କୁ ସେମାନଙ୍କ ଅତୀତ ବକେୟା ପ୍ରଦାନ କରିବାରେ ଆଶ୍ୱସ୍ତି ଓ ସହାୟତା ପ୍ରଦାନ କରିବା । ଏହି ସ୍କିମରେ ଯୋଗ୍ୟ ଗ୍ରାହକମାନେ ୨୦୨୦ ମେ’ ୩୧ ସୁଦ୍ଧାContinue reading “ଟିପିସିଓଡିଏଲ୍ ପକ୍ଷରୁ ଏକକାଳୀନ ସମାଧାନ ଯୋଜନା, ଗ୍ରାହକଙ୍କୁ ବକେୟା ରାଶି ଉପରେ ଉଲ୍ଲେଖନୀୟ ରିହାତି ପ୍ରଦାନ”

‘ଆତ୍ମିକ ବିକାଶ ହେଲେ ଆମେ ନମ୍ବର -୧ ହେବା’ : ଅଭିଭାଷଣରେ ଭାବବିହ୍ୱଳ ହେଲେ ଶ୍ରୋତା ।

କନକ ବ୍ୟୁରୋ: ‘ଜୀବନର କିଛି ଭରସା ନାହିଁ , ଧନ ସଞ୍ଚୁଛୁ କାହା ପାଇଁ’ ବାସ୍… ରାଷ୍ଟ୍ରପତିଙ୍କ ଏଇ କେଇପଦ କଥା ଉପସ୍ଥିତ ଜନତାଙ୍କୁ ହୃଦୟକୁ ଛୁଇଁଥିଲା । ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ । ଆଜି ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ ‘ଡିଭାଇନ୍ ଲାଇଫ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନୁଷ୍ୟର ବାସ୍ତବିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ । କହିଥିଲେ ଆମେ ଯେତେ ଉନ୍ନତି କଲେ ବି ଭୌତିକ ସଂସାର ଅଳିକ ।Continue reading “‘ଆତ୍ମିକ ବିକାଶ ହେଲେ ଆମେ ନମ୍ବର -୧ ହେବା’ : ଅଭିଭାଷଣରେ ଭାବବିହ୍ୱଳ ହେଲେ ଶ୍ରୋତା ।”

Design a site like this with WordPress.com
Get started