ମୋଦୀଙ୍କ ଉପରେ ରାହୁଲଙ୍କ ବଡ ଆରୋପ । କହିଲେ, ଏହି କାରଣ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଗୁରୁବାର ରାହୁଲ ଗାନ୍ଧୀଙ୍କ କିଛି ଭିଡିଓ ଜାରି କରାଯାଇଥିବାବେଳେ, ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ, ଦେଶର ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି? ଏହା ଏଥିପାଇଁ ହେଉଛି କାହିଁକି ନା, ନରେନ୍ଦ୍ର ମୋଦୀ ହେଉଛନ୍ତିContinue reading “ମୋଦୀଙ୍କ ଉପରେ ରାହୁଲଙ୍କ ବଡ ଆରୋପ । କହିଲେ, ଏହି କାରଣ ପାଇଁ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁନାହାଁନ୍ତି ପ୍ରଧାନମନ୍ତ୍ରୀ…”

ମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ

କନକ ବ୍ୟୁରୋ : ମଣିପୁରରେ ୨ମାସରୁ ଅଧିକ ସମୟ ଧରି ଜାରି ରହିଛି ଜାତିବାଦ ହିଂସା । ଏହାରି ମଧ୍ୟରେ ଏକ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବାର ଭିଡିଓ ଭାଇରାଲ ହେବା ପରେ ହିଂସା ଉପରେ ଭାରି ପଡୁଛି ରାଜନୀତି । ସଂସଦରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ତରଫରୁ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ହଟ୍ଟଗୋଳ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ସଂସଦ ବାହାରେ ବୟାନ ଦେଇ ଘଟଣାକୁ ନିନ୍ଦା କରିଛନ୍ତି । ଏସବୁ ଭିତରେContinue reading “ମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ”

ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି : ପ୍ରାୟ ୨ଲକ୍ଷ ଟଙ୍କାର ୩୫ ଖଣ୍ଡ ଶାଢି କିଣିଲେ ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଅନେକ ଶାଢ଼ୀ କିଣିଛନ୍ତି । ବୁଣାକାର ଚତୁର୍ଭୁଜ ମେହେରଙ୍କ ଦ୍ୱାରା ତିଆରି ହୋଇଥିବା ଶାଢ଼ି କିଣିଛନ୍ତି ରାଷ୍ଟ୍ରପତି । କୋଟପାଡ, ବୋମକାଇ, ସମ୍ବଲପୁରୀ, ଇକତ, ପଶାପାଲି, ପଟଚିତ୍ର ଭଳି ବିଭିନ୍ନ ପ୍ରକାରର ୩୫ ଖଣ୍ଡ ଶାଢ଼ି କିଣିଥିଲେ ରାଷ୍ଟ୍ରପତି । ଯାହାର ଆନୁମାନିକ ମୂଲ୍ୟ ଦେଢ଼ରୁ ୨ ଲକ୍ଷ ଟଙ୍କାContinue reading “ବୁଣାକାରଙ୍କ ହାତ ତିଆରି ଶାଢ଼ି କିଣିଲେ ରାଷ୍ଟ୍ରପତି : ପ୍ରାୟ ୨ଲକ୍ଷ ଟଙ୍କାର ୩୫ ଖଣ୍ଡ ଶାଢି କିଣିଲେ ଦ୍ରୌପଦୀ ମୁର୍ମୁ”

ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ : ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ମହିଳା ଆୟୋଗ

କନକ ବ୍ୟୁରୋ : ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଏ । ଯାହାକୁ ଦୈନନ୍ଦିନ ଜୀବନରେ ଅନେକ ମହିଳା ଯାତ୍ରୀଙ୍କୁ ସହିବାକୁ ପଡ଼ିଥାଏ । ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ । ଉଭୟ ସରକାରୀ ଓ ଘରୋଇ ବସରେ ମହିଳମାନେ କିପରି ପ୍ରଥମ ଯାତ୍ରୀ ଭାବେ ସୁରକ୍ଷିତ ପ୍ରବେଶ କରିବେ, ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ତାଙ୍କୁ ସୂଚନା ପ୍ରଦାନ ପାଇଁ ରାଜ୍ୟ ପରିବହନ ନିଗମContinue reading “ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ : ଅସନ୍ତୋଷ ପ୍ରକାଶ କଲେ ରାଜ୍ୟ ମହିଳା ଆୟୋଗ”

ଲୋକସଭାରେ ଏପର୍ଯ୍ୟନ୍ତ ୨୭ ଥର ବିରୋଧୀ ଆଣିଛନ୍ତି ଅବିଶ୍ୱାସ ପ୍ରସ୍ତାବ, ଜାଣନ୍ତୁ କେତେ ଥର ସରକାର ଭାଙ୍ଗିବାରେ ସଫଳ ହୋଇଛନ୍ତି ବିରୋଧୀ

କନକ ବ୍ୟୁରୋ : ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାର ବିରୋଧରେ ବିରୋଧୀଦଳମାନଙ୍କ ପାଖରେ ପ୍ରତିବାଦ କରିବାର ଅଧିକାର ରହିଛି । ସଡକରୁ ନେଇ ସଂସଦ ପର୍ଯ୍ୟନ୍ତ ବିରୋଧୀଦଳମାନେ ସରକାରଙ୍କର ନୀତିକୁ ବିରୋଧ କରିବାର ଅଧିକାର ସମ୍ବିଧାନ ଦେଇଛି । ସଂସଦରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଭିନ୍ନ ଭିନ୍ନ ତରିକା ରହିଛି । ଏହି ତରିକା ମଧ୍ୟରୁ ଅବିଶ୍ୱାସ ପ୍ରସ୍ତାବ ଅନ୍ୟତମ । ଏହି ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ବିରୋଧୀମାନେ ସରକାରଙ୍କୁ ଚେତାଇ ଦେବାକୁContinue reading “ଲୋକସଭାରେ ଏପର୍ଯ୍ୟନ୍ତ ୨୭ ଥର ବିରୋଧୀ ଆଣିଛନ୍ତି ଅବିଶ୍ୱାସ ପ୍ରସ୍ତାବ, ଜାଣନ୍ତୁ କେତେ ଥର ସରକାର ଭାଙ୍ଗିବାରେ ସଫଳ ହୋଇଛନ୍ତି ବିରୋଧୀ”

ଅନଲାଇନରେ ହଜାର ହଜାର ଲୋକ ଭରିଲେ ବିଜୁଳି ବିଲ୍, ହେଲେ ଏହି ଟଙ୍କା ବିଜୁଳି ବିଭାଗ ଖାତାକୁ ନଯାଇ କାହା ଖାତାକୁ ଟ୍ରାନ୍ସଫର କରିଦେଲା ବ୍ୟାଙ୍କ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ କାନପୁରରୁ ଆପଣଙ୍କୁ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ ହଜାର ହଜାର ଲୋକ ୧.୫ କୋଟି ଟଙ୍କାର ବିଜୁଳି ବିଲ୍ ଭରିଥିଲେ ବି ଏହା ବିିଜୁଳି ବିଭାଗର ବ୍ୟାଙ୍କ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ଟ୍ରାନ୍ସଫର କରିଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । କାନପୁର ଇଲେକ୍ଟ୍ରିସିଟି ବିଜୁଳି ବିତରଣ କମ୍ପାନୀ ‘କେଇଏସସିଓ’ ଖାତାକୁ ନଯାଇ ଅନ୍ୟ କାହା ଖାତାକୁ ବ୍ୟାଙ୍କ କର୍ମଚାରୀ ଟ୍ରାନ୍ସଫର କରିଦେଇଛନ୍ତିContinue reading “ଅନଲାଇନରେ ହଜାର ହଜାର ଲୋକ ଭରିଲେ ବିଜୁଳି ବିଲ୍, ହେଲେ ଏହି ଟଙ୍କା ବିଜୁଳି ବିଭାଗ ଖାତାକୁ ନଯାଇ କାହା ଖାତାକୁ ଟ୍ରାନ୍ସଫର କରିଦେଲା ବ୍ୟାଙ୍କ”

ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ : ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ କାହା ପାଖରେ କେତେ ସାଂସଦ ?

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ । ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ସଂସଦରେ ବିରୋଧୀଙ୍କ ହୋହାଲ୍ଲା । ଇ-ଣ୍ଡି-ଆ ମେଂଟର ସାଂସଦମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରିଛନ୍ତି । ବିରୋଧୀଙ୍କ ହୋହାଲ୍ଲା ଯୋଗୁ ମଧ୍ୟାନ ୨ଟା ଯାଏ ଲୋକସଭା ମୁଲତବୀ ଘୋଷଣା କରାଯାଇଛି । ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତContinue reading “ମଣିପୁର ପ୍ରସଙ୍ଗକୁ ନେଇ ଗୃହ ଅଚଳ : ଅନାସ୍ଥା ପ୍ରସ୍ତାବ ଭୋଟିଂ ପାଇଁ କାହା ପାଖରେ କେତେ ସାଂସଦ ?”

କ’ଣ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ; ମଧ୍ୟାହ୍ନ ଭୋଜନରେ ଗ୍ରହଣ କରିବେ ବିନା ପିଆଜରେ ପ୍ରସ୍ତୁତ ଖାଦ୍ୟ

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ । ଭାତ, ଡାଲି, ପାମ୍ପଡ଼, ଶଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରାଯାଇଛି । ସେହିପରି ଛେନାପୋଡ଼ ଏବଂ କ୍ଷୀରି ମଧ୍ୟ ତାଙ୍କ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ସେପଟେ, ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କ ଭେଟିବା ପାଇଁ ଅନେକContinue reading “କ’ଣ ଖାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ? ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମେନ୍ୟୁ; ମଧ୍ୟାହ୍ନ ଭୋଜନରେ ଗ୍ରହଣ କରିବେ ବିନା ପିଆଜରେ ପ୍ରସ୍ତୁତ ଖାଦ୍ୟ”

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ୨୦୨୪ ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ

କନକ ବ୍ୟୁରୋ : ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ୨୦୨୪ ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହୋଇଛି ।  ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ।  ମାର୍ଚ୍ଚ ୪ ତାରିଖ ଯାଏଁ ପରୀକ୍ଷା ଚାଲିବ । ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ ।  ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୧୨ରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ । TheContinue reading “ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର : ୨୦୨୪ ମାଟ୍ରିକ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ”

ମାର୍ଶାଘାଇ ଥାନା ଆଇଆଇସିଙ୍କ ନିଷ୍ଠୁରତା : ଲମ୍ବୁଛି ଥାର୍ଡଡିଗ୍ରୀ ଅଭିଯୋଗର ତାଲିକା; ଉଠିଲା ପ୍ରଶ୍ନ, କାହିଁକି ନିଆଯାଉଛି କାର୍ଯ୍ୟାନୁଷ୍ଠାନ ?

କନକ ବ୍ୟୁରୋ : ଥାନା ଅଧିକାରୀଙ୍କ ଇଂରେଜ ଶାସନ । ବିନା ଦୋଷରେ ଯୁବକଙ୍କୁ ମାଡ । କେନ୍ଦ୍ରାପଡା ମାର୍ଶାଘାଇ ଥାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସମ୍ପକୀୟଙ୍କୁ ସାହାଯ୍ୟ କରିବାକୁ ଥାନାକୁ ଯାଇଥିବା ମନୋରଞ୍ଜନ ଦଳାଇଙ୍କୁ ବିନା ଦୋଷରେ ଥାନା ଅଧିକାରୀ ଜ୍ୟୋତି ସାମନ୍ତ ରାୟ ମାଡ ମାରିଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି । କିପରି ପୁଲିସ ମାଡରେ ତାଙ୍କ ଶରୀରରେ ଦାଗ ପଡିଯାଇଛି । ମନୋରଞ୍ଜନ ମାଡ ଖାଇContinue reading “ମାର୍ଶାଘାଇ ଥାନା ଆଇଆଇସିଙ୍କ ନିଷ୍ଠୁରତା : ଲମ୍ବୁଛି ଥାର୍ଡଡିଗ୍ରୀ ଅଭିଯୋଗର ତାଲିକା; ଉଠିଲା ପ୍ରଶ୍ନ, କାହିଁକି ନିଆଯାଉଛି କାର୍ଯ୍ୟାନୁଷ୍ଠାନ ?”

Design a site like this with WordPress.com
Get started