ତମାଣ୍ଡୋରେ ମହାମହିମ : ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କନକ ବ୍ୟୁରୋ : ଭୁବନେଶ୍ୱର ତମାଣ୍ଡୋରେ ମହାମହିମ । ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତିପ୍ରସ୍ତର ସ୍ଥାପନ । ବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର କରିଛନ୍ତି ଶିଳାନ୍ୟାସ । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଗଛ ଲଗାଇଥିଲେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ରାଜଭବନରେ ଆଦିମ ଜନଜାତି ସମୁଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେContinue reading “ତମାଣ୍ଡୋରେ ମହାମହିମ : ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତ୍ତିପ୍ରସ୍ତର ସ୍ଥାପନ”

ଆସନ୍ତା ବୁଧବାର ହେବ ବନକଲାଗି ନୀତି : ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ହେବନି ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ହେବ ବନକଲାଗି ନୀତି । ଆସନ୍ତା ବୁଧବାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନୀତି ପାଇଁ ଦତ୍ତ ମହାପାତ୍ର ସେବାୟତ ଅନୁରୋଧ କରିଥିଲେ । ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକContinue reading “ଆସନ୍ତା ବୁଧବାର ହେବ ବନକଲାଗି ନୀତି : ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ”

ଶ୍ରୀଜିଉଙ୍କ ବନକଲାଗି : କ’ଣ ରହିଛି ନୀତି ନିୟମ?

କନକ ବ୍ୟୁରୋ : ମହାପ୍ରଭୁଙ୍କ ବନକଲାଗିକୁ ନେଇ ଜାରି ରହିଛି ବିବାଦ । ଆଜି ବନକଲାଗି ହେବ କି ନାହିଁ ଅନିଶ୍ଚିତା ଦେଖାଦେଇଛି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସତ୍ୱଲିପିରେ କ’ଣ ଉଲ୍ଲେଖ ରହିଛି, ସୋନଇ ତର୍ଜମା ଚାଲିଛି । ମହାପ୍ରଭୁଙ୍କ ବନକଲାଗି କିପରି ହେବ, କେଉଁଦିନ ହେବ, କେଉଁମାନେ କରିବେ, ଶ୍ରୀମନ୍ଦିର ସତ୍ୱଲିପି ଓ ବାମସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଶ୍ରୀଜିଉଙ୍କ ବନକଲାଗି କ’ଣ ରହିଛି ନୀତି ନିୟମ? – ପ୍ରତି ବୁଧବାର କିମ୍ବାContinue reading “ଶ୍ରୀଜିଉଙ୍କ ବନକଲାଗି : କ’ଣ ରହିଛି ନୀତି ନିୟମ?”

ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା : ବିହାରରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ

କନକ ବ୍ୟୁରୋ : ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ବିହାରରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ସମେତ ୭ଜଣ ଗିରଫ ହୋଇଛନ୍ତି । ବିହାରରୁ ୩ଜଣ ଗିରଫ ହୋଇଥିବା ବେଳେ ଓଡିଶାରୁ ୪ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ପୋଲିସ ୯ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଛି । The post ଓଏସଏସସିContinue reading “ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା : ବିହାରରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ”

ମାର୍ଶାଘାଇ ଥାନା ବାବୁଙ୍କ ଥାର୍ଡ-ଡିଗ୍ରୀ ପାର୍ଟ-୨ : ପିଟିପିଟି ପାରାଲିଶିସ୍ କରିଦେଲେ ପୋଲିସ୍ ବାବୁ; କାନ୍ଦୁଛି ମା’, ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ସ୍ତ୍ରୀର ଗୁହାରୀ

କନକ ବ୍ୟୁରୋ : ଖୋଲୁଛି ପୋଲିସ୍ ବାବୁଙ୍କ ଅମାନୁଷିକତାର ଫାଇଲ୍ । ମାର୍ଶାଘାଇ ଥାନା ଡିଏସପି ଇନଚାର୍ଜ ଆଇଆଇସିଙ୍କ ନାଁରେ ପୁଣି ଏକ ସାଙ୍ଗାତିକ ଅଭିଯୋଗ । ପିଟିପିଟି ଜଣେ ନୀରିହ ଲୋକକୁ ପାରାଲିଶିସ୍ ରୋଗୀ କରିଦେଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତଙ୍କ ପରିବାର । ଥାନା ବାବୁଙ୍କ ଥାର୍ଡ-ଡିଗ୍ରୀର ଲମ୍ବା ଅଭିଯୋଗ ପରେ ବି ଚୁପ୍ ବସିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଏସପି । ଏ ବୃଦ୍ଧା ଜଣଙ୍କ ହେଉଛନ୍ତି ମାର୍ଶାଘାଇର ମନୋରଞ୍ଜନ ଦଳେଇଙ୍କ ମାଆ ।Continue reading “ମାର୍ଶାଘାଇ ଥାନା ବାବୁଙ୍କ ଥାର୍ଡ-ଡିଗ୍ରୀ ପାର୍ଟ-୨ : ପିଟିପିଟି ପାରାଲିଶିସ୍ କରିଦେଲେ ପୋଲିସ୍ ବାବୁ; କାନ୍ଦୁଛି ମା’, ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ସ୍ତ୍ରୀର ଗୁହାରୀ”

ବାରହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁ : ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର

କନକ ବ୍ୟୁରୋ : ବାରହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁ । ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ମୃତକ ରେଙ୍ଗାଲି ଥାନା ସେମଲିଆ ଗାଁର ଛବିଳ ସା’ । ଛବିଳ ଆଜି ସକାଳୁ ସେମଲିଆ ଗାଁର ମୁଣ୍ଡା ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ପୋଖରୀ ରାସ୍ତା ନିକଟରେ ଏକ ବିଲରେ ବାରାହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ତଳରେ ହିଁ ଛବିଳଙ୍କ ମୃତ୍ୟୁ ହୋଇଛିContinue reading “ବାରହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁ : ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର”

କଳା ଡ୍ରେସ୍ ପିନ୍ଧି ବିରୋଧୀ ମେଣ୍ଟ ‘INDIA’ର ବିରୋଧ । ଅବିଶ୍ୱାସ ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରକୁ ଘେରିବାକୁ ବିରୋଧୀଙ୍କ ରଣନୀତି ।

କନକ ବ୍ୟୁରୋ: ସଂସଦ ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଉ ମୌସୁମୀ ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହରେ ମଣିପୁର ହିଂସାର ତାତି ଦେଖିବାକୁ ମିଳିଛି । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ସରକାରକୁ ଟାର୍ଗେଟ କରୁଥିବାବେଳେ, ଗୁରୁବାର ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ତରଫରୁ ଏକ ବଡ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀ ଦଳର ସାଂସଦମାନେ କଳା କପଡା ପିନ୍ଧି ପହଞ୍ଚିଥିବାବେଳେ, ଅବିଶ୍ୱାସ ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗକୁ ନେଇ ଆଲୋଚନାContinue reading “କଳା ଡ୍ରେସ୍ ପିନ୍ଧି ବିରୋଧୀ ମେଣ୍ଟ ‘INDIA’ର ବିରୋଧ । ଅବିଶ୍ୱାସ ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରକୁ ଘେରିବାକୁ ବିରୋଧୀଙ୍କ ରଣନୀତି ।”

ସୀମା ବିବାଦକୁ ନେଇ ଆଜି ପୁଣି ବସିବ ବୈଠକ : ଓଡ଼ିଶା- ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ହେବ ଆଲୋଚନା

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଓଡ଼ିଶା- ଆନ୍ଧ୍ରର ଅଧିକାରୀଙ୍କ ମଧ୍ୟରେ ଆଜି ପୁଣି ବସିବ ବୈଠକ । ଦିନ ୧୧ଟାରେ ଦ୍ୱିତୀୟ ଥର ଲାଗି ସୀମାନ୍ତକୁ ଲାଗିଥିବା ଚାଟୁଆ ଗାଁରେ ବସିବ ବୈଠକ । ଜିଲ୍ଲାପାଳ ଓ ସ୍ଥାନୀୟ ଅଧିକାରୀ ଏଥିରେ ଯୋଗ ଦେବେ । ଗତ ୧୨ ତାରିଖରେ ବୈଠକ ବସିଥିଲା । ହେଲେ ଏଥିରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ଉପଯୁକ୍ତ ପ୍ରମାଣ ଦେଖାଇପାରି ନଥିଲେ । ଦ୍ୱିତୀୟ ବୈଠକ ପାଇଁ ଆନ୍ଧ୍ର ଅଧିକାରୀContinue reading “ସୀମା ବିବାଦକୁ ନେଇ ଆଜି ପୁଣି ବସିବ ବୈଠକ : ଓଡ଼ିଶା- ଆନ୍ଧ୍ର ଅଧିକାରୀଙ୍କ ମଧ୍ୟରେ ହେବ ଆଲୋଚନା”

‘ଗଡକରୀ ଓ ଅନ୍ୟ ଦଳ ସାଂସଦଙ୍କୁ ଛାଡିଦେବୁ, ବାକି ମନ୍ତ୍ରୀଙ୍କୁ ଘେରିବୁ’… ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ରଣହୁଙ୍କାର

କନକ ବ୍ୟୁରୋ: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ । ହେଲେ ମଣିପୁର ହିଂସା ପ୍ରସଙ୍ଗକୁ ନେଇ ଚାଲିପାରୁନି ଗୃହ କାର୍ଯ୍ୟ । ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ ଏଥିପାଇଁ ସରକାରଙ୍କ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି । ବିରୋଧୀ ଦାବି କରୁଛନ୍ତି ଯେ, ମଣିପୁର ପ୍ରସଙ୍ଗରେ ଖୋଦ୍ ପ୍ରଧାନମନ୍ତ୍ରୀ ଗୃହରେ ଏନେଇ ନିଜ ମନ୍ତବ୍ୟ ରଖନ୍ତୁ । ହେଲେ ସରକାର ଏଥିପାଇଁ ଅମିତ ଶାହାଙ୍କୁ ଚୟନ କରିବା ସହ ମଣିପୁର ପ୍ରସଙ୍ଗରେ ମନ୍ତବ୍ୟ ରଖିବାକୁ କହିଛି ।Continue reading “‘ଗଡକରୀ ଓ ଅନ୍ୟ ଦଳ ସାଂସଦଙ୍କୁ ଛାଡିଦେବୁ, ବାକି ମନ୍ତ୍ରୀଙ୍କୁ ଘେରିବୁ’… ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ରଣହୁଙ୍କାର”

ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ : ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କନକ ବ୍ୟୁରୋ : ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଲେ ଗ୍ରାମବାସୀ । ୨ଜଣଙ୍କୁ ଉଦ୍ଧାର କରି ପୋଲିସ ଅଟକ ରଖିଛି । ତେବେ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ଅଘଟଣ । The post ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ : ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା first appeared on Kanak News. fromContinue reading “ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ : ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା”

Design a site like this with WordPress.com
Get started