ମହାନଦୀକୁ ଡେଇଁ ଯୁବକ ନିଖୋଜ : ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : ମହାନଦୀକୁ ଡେଇଁ ଯୁବକ ନିଖୋଜ । ସମ୍ବଲପୁର ଚାଉରପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଚାଉରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ । ଆଜି ଭୋର ସମୟରେ ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିଲେ । ପାଣିର ସ୍ରୋତ ଅଧିକ ଥିବାରୁ ଯୁବକ ଜଣଙ୍କ ଭାସି ଯାଇଛନ୍ତିି । ଯୁବକ ଜଣଙ୍କ ସ୍ଥାନୀୟ ଗୋବିନ୍ଦତାଲା ଅଞ୍ଚଳର ବୋଲି ସୂଚନା ମିିଳିଛି । ଖବର ପାଇଁ ଘଟଣାସ୍ଥଳରେContinue reading “ମହାନଦୀକୁ ଡେଇଁ ଯୁବକ ନିଖୋଜ : ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି”

ପାକିସ୍ତାନ ଯାଇଥିବା ଅଞ୍ଜୁ କହିଲେ ନିଜର ଭବିଷ୍ୟତ ଯୋଜନା । କହିଲେ: ‘ସୀମା ହାଇଦର ସହ ମୋତେ ତୁଳନା କରନାହିଁ’ ।

କନକ ବ୍ୟୁରୋ: ବିନା ଭିସାରେ ମେ’ ମାସରେ ଭାରତକୁ ପ୍ରବେଶ କରିଥିବା ସୀମା ହାଇଦର ଓ ନୋଏଡାର ସଚିନ ମୀଣାଙ୍କୁ ନେଇ ବିବାଦ ଥମିନଥିବାବେଳେ ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କୁ ନେଇ ଖବର ଜୋର ଧରୁଛି । ସୂଚନା ମୁତାବକ, ପାକିସ୍ତାନ ପଳାଇଥିବା ଦୁଇ ସନ୍ତାନଙ୍କ ମା’ ଅଞ୍ଜୁ ଇସ୍ଲାମ ଧର୍ମ ଆପଣାଇବା ପରେ ନିଜ ପାକିସ୍ତାନ ବନ୍ଧୁ ନସରୁଲ୍ଲାଙ୍କ ସହ ବିବାହ (ନିକାହ) କରିଥିବା ଜଣାପଡିଛି । ଏହାପରେ ପରେ ଦୁଇ ଜଣଙ୍କ ଫଟୋ ସୋସିଆଲ ମିଡିଆରେContinue reading “ପାକିସ୍ତାନ ଯାଇଥିବା ଅଞ୍ଜୁ କହିଲେ ନିଜର ଭବିଷ୍ୟତ ଯୋଜନା । କହିଲେ: ‘ସୀମା ହାଇଦର ସହ ମୋତେ ତୁଳନା କରନାହିଁ’ ।”

ଘଉଡାଇବା ପାଇଁ ନିଆଁହୁଳା ମାଡ଼ : ଭୟରେ ଛତ୍ରଭଙ୍ଗ ଦେଇ ଦୌଡ଼ିଲା ହାତୀ; ଡିଏଫଓ କହିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ହାତୀ ପଲ ଘଉଡାଇବା ପାଇଁ ହାତୀକୁ ନିଆଁହୁଳା ମାଡ଼ । କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ହାତୀ ଘଉଡାଇବା ପାଇଁ ଏପରି ପନ୍ଥା ଆପଣାଇଛନ୍ତି । ନିଆଁହୁଳା କରି ହାତୀ ଉପରକୁ ଫୋପାଡୁଛନ୍ତି । ଆଉ ଏହାContinue reading “ଘଉଡାଇବା ପାଇଁ ନିଆଁହୁଳା ମାଡ଼ : ଭୟରେ ଛତ୍ରଭଙ୍ଗ ଦେଇ ଦୌଡ଼ିଲା ହାତୀ; ଡିଏଫଓ କହିଲେ, ନିଆଯିବ କାର୍ଯ୍ୟାନୁଷ୍ଠାନ”

ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ : ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ

କନକ ବ୍ୟୁରୋ : ମୃତ୍ୟୁ କେତେବେଳେ ଆସେ ତାହା କେହି ଜାଣନ୍ତନି । ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଦୁର୍ଘଟଣାର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ରିଲ୍ସ କରୁଥିଲେ । ହେଲେ ଏକ ବସ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯବାନ ଜଣଙ୍କ ହେଉଛନ୍ତି କୁଶରାବ ଗାଁର ୨୫ ବର୍ଷିୟ ଯୁବକ ଜିତେନ୍ଦ୍ର କୁମାର ପାଢି । ଆସ୍କାContinue reading “ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ : ମୃତ୍ୟୁର କିଛି ସମୟ ପୂର୍ବରୁ ରିଲ୍ସ କରି ସୋସିଆଲ ମିଡିଆରେ କରିଥିଲେ ଅପଲୋଡ”

୧୦୦ ଫୁଟ ତଳକୁ ଖସିପଡିଲେ ଯୁବତୀ । ବୟଫ୍ରେଣ୍ଡ ପ୍ରପୋଜ କରିବା ପରେ ପରେ ଦୁର୍ଘଟଣା

କନକ ବ୍ୟୁରୋ: ପାହାଡ ତଳକୁ ଖସିପଡିବା ପରେ ବି ଯୁବତୀଙ୍କ ନିଶ୍ୱାସ ଚାଲିଥିଲା । ପୁରୁଷ ବନ୍ଧୁ ସାହାଯ୍ୟ ପାଇଁ ଚିକ୍ରାର କରୁଥିଲେ । ହେଲେ ସେ ସ୍ଥାନରେ କେହି ବି ନଥିଲେ । ଫଳରେ ବାଧ୍ୟ ହୋଇ କିଛି ଗଣମାଧ୍ୟମ ପ୍ରତିନିଧି ଓ ଆମ୍ବୁଲାନ୍ସକୁ ଫୋନ୍ କରି ଜଣାଇବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ସତ ହେଲେ ସେତେବେଳକୁ ଯୁବତୀଙ୍କ ଜୀବନ ଚାଲିଯାଇଥିଲା । ଏଭଳି ଘଟଣା ଘଟିଛି ତୁର୍କୀରେ । ୩୯ ବର୍ଷୀୟା ୟେସିମContinue reading “୧୦୦ ଫୁଟ ତଳକୁ ଖସିପଡିଲେ ଯୁବତୀ । ବୟଫ୍ରେଣ୍ଡ ପ୍ରପୋଜ କରିବା ପରେ ପରେ ଦୁର୍ଘଟଣା”

ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲା , କାଦୁଅରେ ଫସିଲା : ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ କାଦୁଅରୁ ବାହାରିଲା ଆମ୍ବୁଲାନ୍ସ

କନକ ବ୍ୟୁରୋ : ଗର୍ଭବତୀଙ୍କୁ ଆଣିବାକୁ ଯାଇ କାଦୁଅରେ ଫସିଲା ଆମ୍ବୁଲାନ୍ସ । ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ କାଦୁଅରୁ ବାହାରିଲା ଆମ୍ବୁଲାନ୍ସ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତ ଅନ୍ତର୍ଗତ ସର୍ଗିଗୁଡା-ଟୁଟିଗୁଡା ମଝୀ ରାସ୍ତାରେ । ଡ଼ଙ୍ଗରୀଗୁଡା ପଞ୍ଚାୟତ ଟୁଟିଗୁଡା ଗାଁର ମଙ୍ଗଳଦେଇ ଜାନୀ ନାମକ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ଗାଁର ଆଶାଦିଦି ୧୦୮ ଆମ୍ବୁଲାନ୍ସକୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ ।Continue reading “ଗର୍ଭବତୀଙ୍କୁ ଆଣିବାକୁ ଯାଇଥିଲା , କାଦୁଅରେ ଫସିଲା : ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ କାଦୁଅରୁ ବାହାରିଲା ଆମ୍ବୁଲାନ୍ସ”

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ : ଜନଜାତି ସମ୍ପ୍ରଦାୟକୁ ଭେଟିବେ; ତମାଣ୍ଡୋ ବ୍ରହ୍ମାକୁମାରୀ ସେଣ୍ଟରର କରିବେ ଶିଳାନ୍ୟାସ

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନ । ସକାଳ ୯ଟା ୧୫ରେ ରାଜଭବନରେ ଆଦିମ ଜନଜାତି ସମ୍ପ୍ରଦାୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ । ୧୦ଟା ୩୫ରେ ରାଜଭବନରୁ ତମାଣ୍ଡୋ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ବ୍ରହ୍ମାକୁମାରୀ ପକ୍ଷରୁ ତମାଣ୍ଡୋ ସ୍ଥିତ ଦାଶବାଟିଆରେ ଡିଭାଇନ୍ ଲାଇଟ୍ ହାଉସ୍ର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେବେ । ଏନେଇ ସେଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛିContinue reading “ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଶେଷ ଦିନ : ଜନଜାତି ସମ୍ପ୍ରଦାୟକୁ ଭେଟିବେ; ତମାଣ୍ଡୋ ବ୍ରହ୍ମାକୁମାରୀ ସେଣ୍ଟରର କରିବେ ଶିଳାନ୍ୟାସ”

ସିଧାସଳଖ ଚନ୍ଦ୍ରକୁ ନଯାଇ କାହିଁକି ଘୁରୁଛି ଚନ୍ଦ୍ରଯାନ -୩? ୪ ଦିନ ବଦଳରେ କାହିଁକି ଲାଗିବ ୪୨ ଦିନ?

କନକ ବ୍ୟୁରୋ: ସିଧାସଳଖ ଚନ୍ଦ୍ରକୁ ନଯାଇ କାହିଁକି ଘୁରୁଛି ଚନ୍ଦ୍ରଯାନ -୩? ୪ ଦିନ ବଦଳରେ କାହିଁକି ଲାଗିବ ୪୨ ଦିନ? ସବୁଠାରୁ ବଡ ପ୍ରଶ୍ନ । ପୂର୍ବରୁ ଆମେରିକା ଓ ଋଷ ଖୁବ୍ କମ ସମୟରେ ଚନ୍ଦ୍ର ପୃଷ୍ଠରେ ନିଜର ଅନ୍ତରୀକ୍ଷ ଯାନକୁ ଚନ୍ଦ୍ରମାରେ ଅବସ୍ଥାପିତ କରିଥିବାବେଳେ ଭାରତର ଚନ୍ଦ୍ରଯାନ ପାଇଁ ୪ ଦିନ କାହିଁକି? ଆମକୁ ଖାଲି ଆଖିରେ ଦେଖାଯାଉଥିବା ଚନ୍ଦ୍ରମା ପୃଥିବୀଠାରୁ ୩,୮୩ ଲକ୍ଷ ଦୂରରେ ଅବସ୍ଥିତ । ଏଠି ପହଞ୍ଚିବାକୁ କୌଣସିContinue reading “ସିଧାସଳଖ ଚନ୍ଦ୍ରକୁ ନଯାଇ କାହିଁକି ଘୁରୁଛି ଚନ୍ଦ୍ରଯାନ -୩? ୪ ଦିନ ବଦଳରେ କାହିଁକି ଲାଗିବ ୪୨ ଦିନ?”

ଦତ୍ତ ମହାପାତ୍ର-ଶ୍ରୀମନ୍ଦିର ପ୍ରଶାସନ ବିବାଦ : ବୁଧବାର ହେଲାନି ମହାପ୍ରଭୁଙ୍କ ବନକଲାଗି; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ : ବୁଧବାର ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ-ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ ଜାରି ରହଥିବାରୁ ହୋଇପାରିନି ବନକଲାଗି ନୀତି । ଗୁରୁବାର ଅର୍ଥାତ ଆଜି ବନକଲାଗି କରିବାକୁ ଅଡ଼ି ବସିଛନ୍ତି ଦତ୍ତ ମହାପାତ୍ର । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା । ଏଭଳି ବାଦବିବାଦ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି । ଅନ୍ୟପକ୍ଷରେ ବନକଲାଗି କରିନଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତContinue reading “ଦତ୍ତ ମହାପାତ୍ର-ଶ୍ରୀମନ୍ଦିର ପ୍ରଶାସନ ବିବାଦ : ବୁଧବାର ହେଲାନି ମହାପ୍ରଭୁଙ୍କ ବନକଲାଗି; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ”

ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର : କେମିତି ଆସିଲା ହୋଇନି ସ୍ପଷ୍ଟ; ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

କନକ ବ୍ୟୁରୋ : ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁ ସ୍ଥିତ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଟିମ୍ କୁକିଗାଁରେ ପହଞ୍ଚି ଗ୍ରାମବାସୀଙ୍କଠାରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ । ଏହି କୁମ୍ଭୀରର ଲମ୍ବ ୪ ଫୁଟ ୯ ଇଞ୍ଚ ହୋଇଥିବା ବେଳେ ଓଜନContinue reading “ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର : କେମିତି ଆସିଲା ହୋଇନି ସ୍ପଷ୍ଟ; ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ”

Design a site like this with WordPress.com
Get started