କନକ ବ୍ୟୁରୋ : ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସୁରକ୍ଷା ଦୃଷ୍ଟିରୁ ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ନିଷ୍ପତି । ଦିନିକିଆ ବିଶ୍ୱକପରେ ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାର ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବାର ଅଛି । ମ୍ୟାଚ ଦେଖିବାକୁ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବାର ଅଛି । କିନ୍ତୁ ସେହିଦିନ ଠାରୁ ନବରାତ୍ରୀ ଆରମ୍ଭ ହେଉଥିବାରୁ ଅହମ୍ମଦାବାଦରେ ଲକ୍ଷାଧିକ ଲୋକଙ୍କ ସମାଗମContinue reading “ବଦଳିବ ବିଶ୍ୱକପରେ ଭାରତ ପାକିସ୍ତାନ ମ୍ୟାଚ କାର୍ଯ୍ୟସୂଚୀ । ସେହିଦିନ ନବରାତ୍ରୀ ପଡୁଥିବାରୁ ସୁରକ୍ଷା ଯୋଗାଇବାକୁ ଅସମର୍ଥତା ପ୍ରକାଶ କଲା ଅହମ୍ମଦାବାଦ ପୁଲିସ”
Tag Archives: News
୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା, ଅଗଷ୍ଟ ୧୬ରୁ ସାମୂହିକ ଛୁଟିରେ ଯିବେ ସମସ୍ତ ପ୍ରାଥମିକ ଶିକ୍ଷକ
କନକ ବ୍ୟୁରୋ: ୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ ଆହ୍ଵାନରେ ପ୍ରାଥମିକଶିକ୍ଷକଙ୍କ ଗଣ ଧାରଣା ୬୪ ଦିନରେ ଜାରି ରହିଛି । ଗତ ୨୪ ତାରିଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଓ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଯୁଗ୍ମ ଭାବେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପ୍ରାଥମିକଶିକ୍ଷକ ମାନଙ୍କ (NPS ବର୍ଗର) ସମସ୍ତ ସଂଘ OPTA,PSTA,AOPTA ,WOPTF ମିଳିତ ପ୍ରାଥମିକଶିକ୍ଷକ ମଞ୍ଚ, OJTAContinue reading “୩ ଦଫା ଦାବି ପୂରଣ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚର ଧାରଣା, ଅଗଷ୍ଟ ୧୬ରୁ ସାମୂହିକ ଛୁଟିରେ ଯିବେ ସମସ୍ତ ପ୍ରାଥମିକ ଶିକ୍ଷକ”
ପ୍ରବାସୀ ଭାରତୀୟଙ୍କୁ ଘାରିଛି ଚାଉଳ ଅଭାବ ସମସ୍ୟା । ଆମେରିକାରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ଚାଉଳ, ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ
କନକ ବ୍ୟୁରୋ : ବିଦେଶରେ ଚାଉଳ କିଣିବାକୁ ଲାଗିଛି ପ୍ରବାସୀ ଭାରତୀୟଙ୍କ ଭିଡ଼ । ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଏବେ ଏହାର ପ୍ରଭାବ ବିଦେଶରେ ଦେଖିବାକୁ ମିଳିଛି । ବିଶେଷ କରି ଆମେରିକା ବଜାରରେ ଚାଉଳର ଅଭାବ ଦେଖାଦେଇଛି । କେଉଁଠି କାଉଂଟର ଖାଲି ପଡିଛି ତ ପୁଣି କେଉଁଠି ବୋର୍ଡ ଲଗାଇ ଅଳ୍ପ ପରିମାଣର ଚାଉଳ ନେବାକୁ କୁହଯାଉଛି । ମଲ ଓ ଗ୍ରୋସରୀ ଦୋକାନିରୁ ଚାଉଳ କିଣିବାକୁContinue reading “ପ୍ରବାସୀ ଭାରତୀୟଙ୍କୁ ଘାରିଛି ଚାଉଳ ଅଭାବ ସମସ୍ୟା । ଆମେରିକାରେ ମିଳୁନି ପର୍ଯ୍ୟାପ୍ତ ପରିମାଣର ଚାଉଳ, ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ”
ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ ସାଲିଆ ସାହି। ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି
କନକ ବ୍ୟୁରୋ: ସାଲିଆ ସାହି । ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ । ନା ଅଛି ଲୋକ ଲଜ୍ୟା,ନା ଅଛି ଜେଲ୍ ଯିବାର ଭୟ । ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି । ଘର ଭିତରେ ଖୁଲମ ଖୁଲା ପ୍ରସ୍ତୁତ ହେଉଛି ଦେଶି ମଦ । ହାଣ୍ଡିଆଠୁ ଆରମ୍ଭ କରି ପୋଚ ପର୍ଯ୍ୟନ୍ତ,ସମସ୍ତ ପ୍ରକାର ବେଆଇନ ମଦର ପେଣ୍ଠସ୍ଥଳି ପାଲଟିଛି ଭୁବନେଶ୍ୱର ସ୍ଥିତ ସାଲିଆ ସାହି ବସ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ଅବକାରୀContinue reading “ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ ସାଲିଆ ସାହି। ଖୁଲମଖୁଲା ଚାଲୁଛି ଦେଶୀ ମଦ ପ୍ରସ୍ତୁତି”
ଉତର ପରେ ଦକ୍ଷିଣ ଭାରତରେ ବର୍ଷା ଆଣିଲା ବନ୍ୟା । ପାଣିରେ ବୁଡିଛି ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକର ଅଧିକାଂଶ ଜିଲ୍ଲା
କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ଯେଉଁଠି ଦେଖିବ ଜଳ ପ୍ରଳୟର ତାଣ୍ଡବ । ଲଗାତର ଭାବେ କିଛି ଦିନ ହେବ ଉତର ଭାରତରେ ବନ୍ୟାସ୍ଥିତି ଦେଖିବାକୁ ମିଳିଥିବାବେଳେ ଏବେ ଦକ୍ଷିଣ ଭାରତରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ , କେରଳ , ତାମିଲନାଡ଼ୁ ଆଦି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷାଜନିତContinue reading “ଉତର ପରେ ଦକ୍ଷିଣ ଭାରତରେ ବର୍ଷା ଆଣିଲା ବନ୍ୟା । ପାଣିରେ ବୁଡିଛି ଆନ୍ଧ୍ର, ତେଲେଙ୍ଗାନା, କେରଳ, କର୍ଣ୍ଣାଟକର ଅଧିକାଂଶ ଜିଲ୍ଲା”
ମାଆକୁ ମୁଖାଗ୍ନି ଦେଲା ଦୁଇ ବର୍ଷର କୁନି ଝିଅ। ବିଦାୟ ବେଳର ଦୃଶ୍ୟ ଦେଖି ଭାବବିହ୍ୱଳ ହେଲେ ଉପସ୍ଥିତ ଲୋକ
କନକ ବ୍ୟୁରୋ: ଦୁଇ ବର୍ଷର କୁନି ଝିଅ । ହାତରେ ମୁଖାଗ୍ନି । ଜୁଇରେ ଶୋଇଛି ମାଆ । ମାଆ ଆଉ ଏ ଦୁନିଆରେ ନାହିଁ ବୋଲି ସେ ଜାଣିନାହିଁ । ଜୁଇରେ ଶୋଇଥିବା ମୃତଦେହଟି ତା’ ମା’ର ବୋଲି ମଧ୍ୟ ସେ ଜାଣିନାହିଁ । ଇଆଡ଼େ ସିଆଡ଼େ ଅନାଉଥିଲା । ଲାଗୁଥିଲା ଯେପରି ଖୋଜୁଛି ନିଜ ମାଆକୁ । ବାପାଙ୍କ ସହ ଝଗଡା ପରେ ଡାକ୍ତରଖାନା ଯାଇଥିବା ମା ଏଯାଏଁ କାହିଁକି ଫେରିନି, ସେ କଥାContinue reading “ମାଆକୁ ମୁଖାଗ୍ନି ଦେଲା ଦୁଇ ବର୍ଷର କୁନି ଝିଅ। ବିଦାୟ ବେଳର ଦୃଶ୍ୟ ଦେଖି ଭାବବିହ୍ୱଳ ହେଲେ ଉପସ୍ଥିତ ଲୋକ “
ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା ଡ୍ରୋନ୍ ନଷ୍ଟ
କନକ ବ୍ୟୁରୋ : ମଝି ଆକାଶରେ ମୁହାଁମୁହିଁ । ଆମେରିକାର ଡ୍ରୋନ ଉପରେ ରଷିଆର ଆକ୍ରମଣ । ଆମେରିକା ସେନା ଜୁଲାଇ ୨୩ର ଏହି ଘଟଣାର ଭିଡିଓ ଜାରି କରି ରୁଷ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ଅତି ନିକଟରୁ ଆମେରିକାର ଏମକ୍ୟୁ ନାଇନ ଡ୍ରୋନକୁ ଆକ୍ରମଣ କରି ଧ୍ୱଂସ କରିଛି ରଷିଆ । ସିରିଆ ଆକାଶରେ ଉଡିବୁଲୁଥିବାବେଳେ ରଷିଆ ସେନାର ଯୁଦ୍ଧ ବିମାନ କିଛି ସମୟ ପାଇଁ ଆମେରିକା ଡ୍ରୋନ ନିକଟରେ ପଇଁତରା ମାରିଥିଲାContinue reading “ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା ଡ୍ରୋନ୍ ନଷ୍ଟ”
ମଣିପୁରରୁ ପୁଣି ଆସିଲା ଲଜ୍ଜାଜନକ ଭିଡିଓ । ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ
କନକ ବ୍ୟୁରୋ : ହିଂସା ଭିତରେ ମଣିପୁରରୁ ଆସିଲା ଲଜ୍ଜାଜନକ ଭିଡିଓ । ମହିଳାଙ୍କୁ ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଇମ୍ଫାଲର ପଶ୍ଚିମାଂଚଳରେ ଏକ ଗ୍ରୋସରୀ ମଲରେ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ମୁଖ୍ୟ କନଷ୍ଟେବଳ । ସିସିଟିଭିରେ ରେକର୍ଡ ହୋଇଥିଲା ଦୃଶ୍ୟ । ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାରେ ଶୂନ୍ୟ ସହନଶୀଳତା ସହ ନିରପେକ୍ଷ ତଦନ୍ତ କରିବାକୁ ବିଏସଏଫ ନିର୍ଦ୍ଦେଶ ଦେଇଛି । ହିଂସାର ଭିଡିଓContinue reading “ମଣିପୁରରୁ ପୁଣି ଆସିଲା ଲଜ୍ଜାଜନକ ଭିଡିଓ । ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ”
ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର
କନକ ବ୍ୟୁରୋ: ପ୍ରଦ୍ୟୁମ୍ନ ରାଉତ, ଦଶମ ଶ୍ରେଣୀ ଛାତ୍ର । ଜୀବନର ଅର୍ଥ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇ ଜୀବନ ହାରି ଦେଇଛନ୍ତି ପ୍ରଦ୍ୟୁମ୍ନ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ । ଅତି ଗେହ୍ଲାରେ ବଢିଥିଲା । ପୁଅର ସବୁ ଅଳି ଅଝଟ ପୂରଣ କରୁଥିଲେ ବାପା-ମାଆ । ସବୁ କିଛି ଠିକଠାକ୍ ଚାଲିଥିଲା,Continue reading “ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର”
କୋର୍ଟରେ ହାଜର ହେଲା ଗୋପାଳ ଦାସ, ବିଚାରପତିଙ୍କ ଆଗରେ ଦୋଷ ମାନିଲା
କନକ ବ୍ୟୁରୋ: ବହୁଚର୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା ଜିଲ୍ଲା ଜଜ୍ କୋର୍ଟରେ ହାଜର କଲା ପୋଲିସ । ଚାର୍ଜଫ୍ରେମ ପାଇଁ ଚୌଦ୍ୱାର ଜେଲରୁ ଗୋପାଳଙ୍କୁ ଆଣି ଝାରସୁଗୁଡା କୋର୍ଟରେ ହାଜର କରାଯାଇଛି । ଏହି ସମୟରେ କୋର୍ଟ ରୁମରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଚାରପତିଙ୍କ ଆଗରେ କାଠଗଡାରୁ ପାଟି କରି ଗୋପାଳ ଦାସ ଦୋଷ ମାନି ଦଣ୍ଡାଦେଶ ମାଗିଥିଲା । କୋର୍ଟ ରୁମରେContinue reading “କୋର୍ଟରେ ହାଜର ହେଲା ଗୋପାଳ ଦାସ, ବିଚାରପତିଙ୍କ ଆଗରେ ଦୋଷ ମାନିଲା”