କନକ ବ୍ୟୁରୋ: ବିହାର କଟିହାରରେ ଜଣେ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିବା ଯୋଗୁ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନେକ ସଂଖ୍ୟାରେ ଲୋକ ବାରସୋଇ ଅଞ୍ଚଳ ବିଜୁଳି କାଟକୁ ନେଇ ପ୍ରଦର୍ଶନ କରିଆସୁଥିଲେ । ଏହି ପ୍ରଦର୍ଶନରେ ପଞ୍ଚାୟତର ନେତା ଏବଂ ଜନପ୍ରତିନିଧି ସାମିଲ ରହିଥିଲେ । ବିରୋଧ ବେଳେ ଲୋକେ ସାମାନ୍ୟ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପୁଲିସ ଭିଡକୁ ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ ଏବଂ ଶୂନ୍ୟରେ ଗୁଳି ଚଳାଇଥିଲା । ଗୁଳିଚାଳନା ବେଳେ ୩Continue reading “ବିହାରରେ ଉତ୍ତେଜନା, ବିଜୁଳି କାଟକୁ ନେଇ କଟିହାରରେ ତାତିଲେ ଲୋକ। ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ”
Tag Archives: News
ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର। କହିଲେ, ଦୀର୍ଘ ଦିନ ଧରି ଝୁଲି ରହିଛି ଧରି ମହିଳା ସଂରକ୍ଷଣ ବିଲ୍
କନକ ବ୍ୟୁରୋ: ପୁଣି ମହିଳା ସଂରକ୍ଷଣ ବିଲ୍ ଦାବି କଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଗୃହ ଭିତରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ଦାବି କରିଛନ୍ତି ସସ୍ମିତ । କହିଛନ୍ତି, ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ପାସ ହେବା ଦ୍ୱାରା ଭାରତ ଇତିହାସ ରଚିବା ସହିତ ମହିଳା ସଶକ୍ତିକରଣ ଆଡ଼କୁ ଅଗ୍ରସର ହେବ । କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତିContinue reading “ପୁଣି ମହିଳା ସଂରକ୍ଷଣ ବିଲ ଦାବି କଲେ ସାଂସଦ ସସ୍ମିତ ପାତ୍ର। କହିଲେ, ଦୀର୍ଘ ଦିନ ଧରି ଝୁଲି ରହିଛି ଧରି ମହିଳା ସଂରକ୍ଷଣ ବିଲ୍”
ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନ ଏକ ମିନି ଇଣ୍ଡିଆ …
କନକ ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେଲେ ମହାମହିମ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ମହାମାରୀ ବେଳେ ଚିକିତ୍ସକ ମାନେ କରିଛନ୍ତି ପ୍ରଶଂସନୀୟ କାର୍ଯ୍ୟ । ଡାକ୍ତରୀ ଏକ ବୃତି ନୁହେଁ, ଏକ ବ୍ରତ । The post ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନContinue reading “ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଉଦବୋଧନ୍। କହିଲେ, ଏହି ଅନୁଷ୍ଠାନ ଏକ ମିନି ଇଣ୍ଡିଆ …”
ଟି-୧୦ ଲିଗରେ ଧମାଲ ମଚାଇଲେ ସିକନ୍ଦର ରଜା । ନିଜ ନାଁରେ କଲେ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ।
କନକ ବ୍ୟୁରୋ : ଜିମ୍ବାୱେରେ ଖେଳାଯାଉଥିବା ଏଫ୍ରୋ ଟି-୧୦ ଲିଗରେ ସିକନ୍ଦର ରଜାଙ୍କ ବିସ୍ଫାରକ ଇନିଂସ । ବୁଲାବାୟୋ ବ୍ରେବ୍ସ ଓ ହରାରେ ହରିକେନ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ସିକନ୍ଦର ରଜାଙ୍କ ଧୂଆଁଧାର ଇନିଂସ ବଳରେ ମାତ୍ର ୯.୧ ଓଭରରେ ବିଜୟଲକ୍ଷ୍ୟ ହାସଲ କରିଥିଲା ବୁଲବାୟୋ ବ୍ରେବ୍ସ । ସିକନ୍ଦର ରଜା ୨୧ ବଲରୁ ୭୦ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟ ଭେଟି ଦେଇଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତିContinue reading “ଟି-୧୦ ଲିଗରେ ଧମାଲ ମଚାଇଲେ ସିକନ୍ଦର ରଜା । ନିଜ ନାଁରେ କଲେ ଦ୍ରୁତ ଅର୍ଦ୍ଧଶତକର ରେକର୍ଡ ।”
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଜାଣନ୍ତୁ କେବେ ମଳିବ ୧୪ତମ କିସ୍ତି ?
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୪ ତମ କିସ୍ତି ଜାରି କରିବେ । ପ୍ରଧାନମନ୍ତ୍ରୀ ଦୁଇ ଦିବସୀୟ ଯାତ୍ରାକ୍ରମରେ ଜୁଲାଇ ୨୭ ତାରିଖରେ ରାଜସ୍ଥାନ ଓ ୨୮ ତାରିଖରେ ଗୁଜରାଟରେ ରହିବେ । ଆସନ୍ତା କାଲି ରାଜସ୍ଥାନର ସୀକର ଠାରେ ଆୟୋଜିତ ଏକ ସଭାରେ ଦେଶର ୮.୫ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ୧୪ ତମ କିସ୍ତି ଆବଣ୍ଟନ କରିବେ ।Continue reading “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଜାଣନ୍ତୁ କେବେ ମଳିବ ୧୪ତମ କିସ୍ତି ?”
ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଉପସ୍ଥାପନ କରିବେ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ଗତକାଲି କ୍ୟାବିନେଟର ମିଳିଛି ମଞ୍ଜୁରୀ …
କନକ ବ୍ୟୁରୋ: ଦିଲ୍ଲୀରେ ବିଭିନ୍ନ ସେବାକୁ ନିୟନ୍ତ୍ରଣ ସହ ଜଡିତ ବିଲକୁ ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଲୋକସଭାରେ ଉପସ୍ଥାପନା କରିବେ । ଦିଲ୍ଲୀ ସେବା ଅଧ୍ୟାଦେଶ ସ୍ଥାନରେ ଆସୁଥିବା ଏହି ବିଲକୁ ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଥିଲା । କେନ୍ଦ୍ର ପକ୍ଷରୁ ମେ ୧୯ରେ ଜାରି ହୋଇଥିବା ଏହି ଅଧ୍ୟାଦେଶରେ ସୁପ୍ରିମକୋର୍ଟ ଦ୍ୱାରା ଜାରି ହୋଇଥିବା ଆଦେଶକୁ ପରିବର୍ତ୍ତନ କରିବାର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ସହିତ ଅନ୍ୟContinue reading “ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଉପସ୍ଥାପନ କରିବେ ଦିଲ୍ଲୀ ଅଧ୍ୟାଦେଶ ବିଲ୍, ଗତକାଲି କ୍ୟାବିନେଟର ମିଳିଛି ମଞ୍ଜୁରୀ …”
ଯୁବ ସନ୍ୟାସୀଙ୍କ ଅଜବ ଉପାସନା । ଝୁଲା ସାହାଯ୍ୟରେ ୨୧ ଦିନ ଠିଆ ହୋଇ ପାଳୁଛନ୍ତି ମୌନବ୍ରତ । ଜାଣନ୍ତୁ ଏଭଳି ଉପାସନା ପଛର କାହାଣୀ
କନକ ବ୍ୟୁରୋ: କୁହାଯାଏ ମହାଦେବ କୋପରେ ବର ଦିଅନ୍ତି ନହେଲେ ତପରେ ବର ଦିଅନ୍ତି । ଶିବଙ୍କ ଉପାସନା କରିବା କଷ୍ଟକର ହୋଇଥାଏ । ପୁରାଣରେ ବର୍ଣ୍ଣିତ ରହିଥିବା ଅନେକ କାହାଣୀକୁ ଯଦି ଆମେ ଦେଖିବା ତାହେଲେ ଶିବଙ୍କଠାରୁ ବର ପାଇବା ପାଇଁ ବହୁ କଷ୍ଟ ସହିବାକୁ ପଡ଼ିଥିବା ଜାଣିଥିବେ । ଏବେ ଶ୍ରାବଣ ମାସ ଚାଲିଥିବାବେଳେ ବାବାଙ୍କ ମସ୍ତକରେ ଜଳାଭିଶେକ କରିବା ପାଇଁ କାଉଡିଆଙ୍କ ଭିଡ଼ ଲାଗୁଛି । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିଲେ ଥିଲେContinue reading “ଯୁବ ସନ୍ୟାସୀଙ୍କ ଅଜବ ଉପାସନା । ଝୁଲା ସାହାଯ୍ୟରେ ୨୧ ଦିନ ଠିଆ ହୋଇ ପାଳୁଛନ୍ତି ମୌନବ୍ରତ । ଜାଣନ୍ତୁ ଏଭଳି ଉପାସନା ପଛର କାହାଣୀ”
କୋଇଲା ବ୍ଲକ ଆବଣ୍ଟନ ମାମଲା: ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅକୁ ୪ ବର୍ଷ ଜେଲ ।
କନକ ବ୍ୟୁରୋ: ଛତିଶଗଡରେ କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଅନିୟମିତତା ସହ ଜଡିତ ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ବଡ ରାୟ ଶୁଣାଇଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡାଙ୍କୁ ୪ ବର୍ଷ ଜେଲ ଏବଂ ୧୫ ଲକ୍ଷ ଟଙ୍କାର ଜରିମାନା ଶୁଣାଯାଇଛି । କମ୍ପାନୀ ମେସର୍ସ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋଜ କୁମାର ଜୟସ୍ୱାଲଙ୍କୁ ମଧ୍ୟ ଅଦାଲତ ୪ ବର୍ଷ ଜେଲContinue reading “କୋଇଲା ବ୍ଲକ ଆବଣ୍ଟନ ମାମଲା: ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଡା ଏବଂ ତାଙ୍କ ପୁଅକୁ ୪ ବର୍ଷ ଜେଲ ।”
ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ପୋଲିସ ଇନ୍ସପେକ୍ଟର। କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଲା ଅଭାବନୀୟ ଖବର
କନକ ବ୍ୟୁରୋ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ପୋଲିସ ଇନ୍ସପେକ୍ଟର । କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର । ସକାଳ ପ୍ରାୟ ୧୧ଟା ୪୦ ବେଳେ କାର୍ଯ୍ୟାଳୟ ଭିତରେ କାର୍ଯ୍ୟରତ ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ହଠାତ୍ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଥିବା ସୁରକ୍ଷାକର୍ମୀ ସ୍ତବ୍ଧ ହୋଇଯାଇଥିଲେ । ଗୁଳିଟି ତାଙ୍କ ବାମ ପଟ ମୁହଁରେ ବାଜିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେContinue reading “ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ପୋଲିସ ଇନ୍ସପେକ୍ଟର। କୋରାପୁଟ ପୋଲିସ ମୁଖ୍ୟାଳୟରୁ ଆସିଲା ଅଭାବନୀୟ ଖବର”
ବିଶ୍ୱକପକୁ ନେଇ ବଡ ଚର୍ଚ୍ଚା । ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ, ଜାଣନ୍ତୁ କେଉଁ ତାରିଖରେ ଖେଳାଯାଇପାରେ ମ୍ୟାଚ୍?
କନକ ବ୍ୟୁରୋ : ଦିନିକିଆ ବିଶ୍ୱକପ ପାଇଁ ତାରିଖ ଘୋଷଣା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଖାସକରି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଯଥେଷ୍ଟ କ୍ରେଜ ରହିଛି । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଶ୍ୱକପକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭିନ୍ନ ଏକ ଚର୍ଚ୍ଚାContinue reading “ବିଶ୍ୱକପକୁ ନେଇ ବଡ ଚର୍ଚ୍ଚା । ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ, ଜାଣନ୍ତୁ କେଉଁ ତାରିଖରେ ଖେଳାଯାଇପାରେ ମ୍ୟାଚ୍?”