କନକ ବ୍ୟୁରୋ : ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁରୁତ୍ୱ । ତ୍ୱରିତ ନ୍ୟାୟ ଉଭୟ ପୀଡିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ ଏବଂ ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ହଇରାଣ ହେଉଛନ୍ତି । ଅନେକଙ୍କ ଜୀବନ ଜେଲରେ କଟୁଛି ଏବଂ ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଥିବା ରାଷ୍ଟ୍ରପତି କହିଛନ୍ତି । କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ହାଇକୋର୍ଟର ୭୫ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିContinue reading “ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ ରାଷ୍ଟ୍ରପତି : କହିଲେ, ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ହେବ ସହାୟ”
Tag Archives: News
ଯୁବକଙ୍କୁ ହତ୍ୟା ଯୋଜନା ପଣ୍ଡ : ୫ ସୁପାରି କିଲର ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ
କନକ ବ୍ୟୁରୋ : ଏକ ହତ୍ୟା ଯୋଜନା ପଣ୍ଡ କରିବା ସହ ୫ଜଣ ସୁପାରି କିଲରଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନିରାକାର ବେହେରା, ରୂପକ ସେଠୀ, ନରେଶ ସେଠୀ, ସୁରଜ ପରିଡ଼ା, ଉଦୟନାଥ ସଠୀ ଓ ମୁଖ୍ୟ ଅଭିଯୁକ୍ତ ଅଜୁ ସେଠୀ । ସେମାନଙ୍କ ଠାରୁ ପୋଲିସ ଗୋଟିଏ ବାଇକ୍, ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା, ଦୁଇଟି ବୋମା, ୫ଟି ମୋବାଇଲ ଜବତ କରିଛି । ଏନେଇContinue reading “ଯୁବକଙ୍କୁ ହତ୍ୟା ଯୋଜନା ପଣ୍ଡ : ୫ ସୁପାରି କିଲର ସହ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ”
ପଞ୍ଚସଖା ନଗରରେ ଭାସୁଛି ଡ୍ରେନ ପାଣି : ସ୍ଥାନୀୟ ଲୋକଙ୍କ ତୀବ୍ର ଅସନ୍ତୋଷ; ୱାଟକୋ ଅଧିକାରୀଙ୍କୁ ଚଲାଇଲେ ଲୋକେ
କନକ ବ୍ୟୁରୋ : ରାସ୍ତାରେ ଜମିଥିବା ଡ୍ରେନ୍ ପାଣିରେ ୱାଟକୋ ଅଧିକାରୀଙ୍କୁ ଚଲାଇ ଚଲାଇ ନେଲେ ଲୋକେ । ପ୍ରତିଦିନ ଲୋକମାନ ଡ୍ରେନ୍ ପାଣିରେ ଯାତାୟତ କରୁଥିବା ବେଳେ ଅପଣମାନେ ଚାଲିକି ଦେଖନ୍ତୁ ବୋଲି କହି ନିଜର ଅଭିଯୋଗ ଜଣାଇଲେ । ବର୍ଷା ପାଣି ନିଷ୍କାସନ ନହେବାରୁ ଭୁବନେଶ୍ୱର ପଞ୍ଚସଖା ଅଞ୍ଚଳର ରାସ୍ତା ଉପରେ ଭାସୁଛି ଡ଼୍ରେନ୍ ପାଣି । ପ୍ରାୟ ଦେଢ଼ ବର୍ଷା ହେଲା ଏହି ଅଞ୍ଚଳରେ ଚାଲିଛି ଡ୍ରେନେଜ କାମ । ଆଉ ହନ୍ତସନ୍ତContinue reading “ପଞ୍ଚସଖା ନଗରରେ ଭାସୁଛି ଡ୍ରେନ ପାଣି : ସ୍ଥାନୀୟ ଲୋକଙ୍କ ତୀବ୍ର ଅସନ୍ତୋଷ; ୱାଟକୋ ଅଧିକାରୀଙ୍କୁ ଚଲାଇଲେ ଲୋକେ”
ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ : ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ । ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ । ରାସବେଡ଼ା ପଞ୍ଚାୟତ ମୁଦୁଲିଗୁଡ଼ା ଗାଁର ଘେନୁ ଚାଲାଣଙ୍କ ମୃତ୍ୟୁ ହୋଇଛି । ଗତକାଲି ଜମିକୁ ଯାଇ ଆଉ ଫେରିନଥିଲେ । ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି । କନ୍ୟାଶ୍ରମ, ଫାର୍ମ ହାଉସ, କଙ୍ଗୋରୁକୋଣ୍ଡା, ଏମଭି ୯୦ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ସେପଟେ, ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡାContinue reading “ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ : ବନ୍ୟା ପାଣିରେ ଭାସି ଜଣଙ୍କର ମୃତ୍ୟୁ”
ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ : ୨ କିଲୋମିଟର ଚାଲିବା ସହ ୩ ନାଳ ପାର ହେବା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ପ୍ରସୂତି
କନକ ବ୍ୟୁରୋ : ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ପ୍ରସୂତି ୨ କିଲୋମିଟର ଚାଲି ଚାଲି ଯିବା ସହ ୩ ନାଳ ପାର ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ଦୁର୍ଗମ କହ୍ନେଇଗୋଳା ଗାଁର କଞ୍ଚାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନାକୁ ଆସିବା ପାଇଁ ୨କିଲୋମିଟର ଚାଲିବା ସହ ୩ଟି ନାଳ ପାର ହେବାକୁ ପଡିଛି । ଏହାପରେ ପ୍ରସୂତି ଜଣକ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ରାଣୀପଦାରୁ ନୋଲContinue reading “ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ : ୨ କିଲୋମିଟର ଚାଲିବା ସହ ୩ ନାଳ ପାର ହେବା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ପ୍ରସୂତି”
ଜଳଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
କନକ ବ୍ୟୁରୋ : ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । କୃ୍ଷ୍ଣଚନ୍ଦ୍ରଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟରେ କଳାହାଣ୍ଡି ଓ କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଛି । ରେଡ୍ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଏବଂ ପୁଳା ପୁଳା ଟଙ୍କା ଭିଜିଲାନ୍ସContinue reading “ଜଳଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍”
ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଚଣ୍ଡୀ ମନ୍ଦିରରେ କରିଛନ୍ତି ପୂଜାର୍ଚ୍ଚନା ।
କନକ ବ୍ୟୁରୋ : ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଆଜି କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ କଟକର ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଗସ୍ତ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି । କଟକରେ ଥିବା ନେତାଜୀ ସଂଗ୍ରହାଳୟକୁ ଯିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାସହ ନେତାଜୀଙ୍କ ସ୍ମ୍ମୃତି ସହContinue reading “ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଚଣ୍ଡୀ ମନ୍ଦିରରେ କରିଛନ୍ତି ପୂଜାର୍ଚ୍ଚନା ।”
ପେପର ହକରରୁ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ବିଜେତା । ଏକ କଠୋର ସଂଘର୍ଷ କାହାଣୀ
କନକ ବ୍ୟୁରୋ: ପେଶା ଖବର ବିକିବା, ହେଲେ ନିଶା ସାହିତ୍ୟ ଚର୍ଚ୍ଚା । ସେ ନିଶା ପୁଣି ଏମିତି ଯେ, ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସାହିତ୍ୟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଭଳି ଜଣେ ବିରଳ ପ୍ରତିଭା ହେଉଛନ୍ତି କେରଳ ଯୁବକ ଅଖିଲ କେ. । ପଢ଼ିବାର ଇଚ୍ଛା ଥାଇ ବି ପରିବାର ପାଇଁ ପାଠପଢ଼ା ଛାଡ଼ିଥିଲେ। ଘର ଚଳାଇବା ପାଇଁ ଦିନ ମଜୁରିଆ ହେବା ସହ ହକର ହୋଇ ଘରେ ଘରେ ଖବରକାଗଜ ବାଣ୍ଟୁଥିଲେ ।Continue reading “ପେପର ହକରରୁ ସର୍ବୋଚ୍ଚ ସାହିତ୍ୟ ପୁରସ୍କାର ବିଜେତା । ଏକ କଠୋର ସଂଘର୍ଷ କାହାଣୀ”
ନଈକୂଳରେ କ୍ଷୀରରେ ପାଣି ମିଶାଉଥିଲା କ୍ଷୀରବାଲା, ଜିଲ୍ଲାପାଳ ଫଟୋ ଉଠାଇ ଭାଇରାଲ କରିଦେଲେ
କନକ ବ୍ୟୁରୋ: କ୍ଷୀର ବ୍ୟବସାୟୀ ଗାଁରୁ ସହରକୁ କ୍ଷୀର ନେଇ ବାଇକରେ ଯିବାବେଳେ ବାଟରେ ଗାଡି ରଖି ନଦୀଘାଟରୁ ପାଣି ଆଣି କ୍ଷୀରରେ ମିଶାଉଥିଲା । ଏହି ସମୟର ତା’ ଉପରେ ପଡିଥିଲା ମର୍ଣ୍ଣିଙ୍ଗ ୱାକରେ ଯାଉଥିବା ଜିଲ୍ଲାପାଳଙ୍କ ନଜର । ଜିଲ୍ଲାପାଳ ତୁରନ୍ତ ନିଜ ମୋବାଇଲରେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ । ଏବେ ଏହି ଭିଡିଓ ଭାଇରରାଲ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ଲୋକେ ।Continue reading “ନଈକୂଳରେ କ୍ଷୀରରେ ପାଣି ମିଶାଉଥିଲା କ୍ଷୀରବାଲା, ଜିଲ୍ଲାପାଳ ଫଟୋ ଉଠାଇ ଭାଇରାଲ କରିଦେଲେ”
ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ : ମନ୍ଦିରରୁ ଆସି ଲୋକଙ୍କୁ ଭେଟିଲେ ରାଷ୍ଟ୍ରପତି
କନକ ବ୍ୟୁରୋ : କଟକରେ ରାଷ୍ଟ୍ରପତି । ସଡ଼କ ପଥରେ କଟକ ଯିବା ପରେ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ମହାମହିମ । ମନ୍ଦିରରେ ପାଖାପାଖି ୧୫ ମିନିଟ୍ ରହିଥିଲେ ରାଷ୍ଟ୍ରପତି । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଚଣ୍ଡିମନ୍ଦିରରୁ ବାହାରି ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯାଇଛନ୍ତି ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାରContinue reading “ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ : ମନ୍ଦିରରୁ ଆସି ଲୋକଙ୍କୁ ଭେଟିଲେ ରାଷ୍ଟ୍ରପତି”