କନକ ବ୍ୟୁରୋ : ଓଡ଼ିଆ ଭାଷାରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ । ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠାକୁ ୭୫ବର୍ଷ ପୂରଣ ହେଉଥିବା ବେଳେ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଏକ ଐତିହାସିକ ଘଟଣାକ୍ରମରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଓଡ଼ିଆରେ ଏକ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ଡକ୍ଟର ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଆ ଭାଷାରେ ଏକ ରିଟ୍ ଆବେଦନର ରାୟ ପ୍ରକାଶ କରିଛନ୍ତି । Continue reading “ଓଡ଼ିଆରେ ଆସିଲା ହାଇକୋର୍ଟଙ୍କ ପ୍ରଥମ ରାୟ : ଓଡ଼ିଆ ଭାଷାରେ ରିଟ୍ ଆବେଦନର ରାୟ ପ୍ରକାଶ କଲେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ”
Tag Archives: News
ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ କଲେ ଜୋମି କୁକି ସମ୍ପ୍ରଦାୟ ।
କନକ ବ୍ୟୁରୋ: ରାଜ୍ୟରେ ଉଗ୍ର ହିଂସାର ସ୍ଥାୟୀ ସମାଧାନ ପାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି- କୁକି ସଙ୍ଗଠନ । ରାଜ୍ୟରେ ୩୫୬ ଧାରା ଲାଗୁ କରି ରାଷ୍ଟ୍ରପତି ଶାସନ ଜାରି କରିବା ସହ ହିଂସାର ମୂଳ କାରଣ ଖୋଜିବାକୁ ଏନଆଇଏ ଯାଞ୍ଚ କରାଇବାକୁ ଅପିଲ କରିଛି ସଙ୍ଗଠନ । ମେ ୩ ତାରିଖରୁ ମଣିପୁରରେ ଲାଗି ରହିଛି ହିଂସା । ଏହା ମଧ୍ୟରେ ଏଥିରୁ ନିସ୍ତାର ପାଇବାକୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁContinue reading “ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ କଲେ ଜୋମି କୁକି ସମ୍ପ୍ରଦାୟ ।”
ସ୍ପେଶ୍ ଷ୍ଟେସନଠାରୁ ନାସାର ଯୋଗାଯୋଗ ବିଚ୍ଛିନ୍ନ । ରୁଷକୁ ମାଗିଲା ସହାୟତା, ନାସାରେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁଁ ହଇଚଇ ।
କନକ ବ୍ୟୁରୋ: ମଙ୍ଗଳବାର ନାସା କଣ୍ଟ୍ରୋଲ ରୁମରେ ବିଦ୍ୟୁତ୍ ସରବାରାହ ବ୍ୟାହତ ହେବାରୁ ସ୍ପେଶ୍ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଫଳରେ ସ୍ପେଶ୍ଷ୍ଟେସନ ଯାଇଥିବା ଆମେରିକାର ୭ ଜଣ ମହାକାଶଚାରୀଙ୍କ ସହ କୌଣସି ସମ୍ପର୍କ ସ୍ଥାପନ କରାଯାଇପାରିନଥିଲା । ଏପରିସ୍ଥଳେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦ ଲାଗିଥିଲେ ବି ୠଷ ସ୍ପେଶ୍ ଏଜେନ୍ସିଠାରୁ ସହଯୋଗ ମାଗିଥିଲା ନାସା । ହ୍ୟୁଷ୍ଟନ ଜନସନ୍ ସ୍ପେଶ୍ ସେଣ୍ଟରର ମରାମତି କାମ ଚାଲୁଥିବାରୁ ବିଦ୍ୟୁତ୍ ଯୋଗଯୋଗContinue reading “ସ୍ପେଶ୍ ଷ୍ଟେସନଠାରୁ ନାସାର ଯୋଗାଯୋଗ ବିଚ୍ଛିନ୍ନ । ରୁଷକୁ ମାଗିଲା ସହାୟତା, ନାସାରେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁଁ ହଇଚଇ ।”
କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା : ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର
କନକ ବ୍ୟୁରୋ : ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର । ଜମନକିରା ଥାନା ୫୩ନଂ ଏନଏଚରେ ଏହି ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪୦୭ ଗାଡି ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ହେଲପର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଦୁର୍ଘଟଣା ପରେ କୋଇଲା ବୋଝେଇ ଟ୍ରକContinue reading “କୋଇଲା ବୋଝେଇ ଟ୍ରକ ସହ ୪୦୭ ଗାଡି ମୁହାଁମୁହିଁ ଧକ୍କା : ଦୁର୍ଘଟଣା ପରେ ଜିଅନ୍ତା ଜଳିଗଲେ ଡ୍ରାଇଭର”
କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ମା’ କଟକଚଣ୍ଡୀଙ୍କୁ କରିବେ ପୂଜାର୍ଚ୍ଚନା
କନକ ବ୍ୟୁରୋ : କଟକରେ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହାରି ସଡ଼କ ପଥରେ ଯାଇ ପହଞ୍ଚିଲେ ରାଷ୍ଟ୍ରପତି । ୮ ଘଣ୍ଟା ଧରି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତି ପ୍ରଥମେ ମା’ ଚଣ୍ଡୀଙ୍କ ଦର୍ଶନ କରିବେ । ଏହା ସହ ହାଇକୋର୍ଟର ୭୫ ତମ ପୂର୍ତ୍ତି ଉତ୍ସବରେ ଉଦବୋଧନ ଦେବେ ମହାମହିମ । ଜାତୀୟ ଆଇନContinue reading “କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ମା’ କଟକଚଣ୍ଡୀଙ୍କୁ କରିବେ ପୂଜାର୍ଚ୍ଚନା”
ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ : ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ
କନକ ବ୍ୟୁରୋ : ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ । ୨ଫୁଟର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି । ୩୨୬ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ବର୍ଷା ପାଇଁ ସପ୍ତାହ ଭିତରେ ୨ ଥର ବୁଡ଼ିଲାଣି ଏହି ପୋଲContinue reading “ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ : ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ”
ଆଜି ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ : ପ୍ରଭାବରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆଜି ଗଭୀର ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମ-କେନ୍ଦ୍ରୀୟ ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏହା ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଫଳରେ ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି । ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା,Continue reading “ଆଜି ଗଭୀର ଅବପାତର ରୂପ ନେବ ସୃଷ୍ଟ ଲଘୁଚାପ : ପ୍ରଭାବରେ ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି”
କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ
କନକ ବ୍ୟୁରୋ : ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକContinue reading “କାର୍ଗିଲ ବିଜୟ ଦିବସ : ପାକିସ୍ତାନ ବିରୋଧରେ ସେନାର ବିରତ୍ୱକୁ ମନେ ପକାଉଛି ସାରାଦେଶ”
ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି
କନକ ବ୍ୟୁରୋ : ୪୦ ବର୍ଷରେ ନନ୍ଦନକାନକୁ ଆସିଛନ୍ତି ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡି । ମିଜୋରାମର ଇଟାନଗରରୁ ଏହି ବିରଳ ପ୍ରାଣୀଙ୍କୁ ଅଣାଯାଇଛି । ହୁଲକ୍ ଗିବନ ଓ ଚିତା ବିରାଡିଙ୍କୁ ଅଣିବା ପାଇଁ ବାଘ ସେହିନି ଓ ରକିଙ୍କୁ ତାଙ୍କୁ ଦିଆଯାଇଛି । ଏହି ଦୁଇ ବିରଳ ପ୍ରାଣିଙ୍କୁ ଆଣିବା ପାଇଁ ଗତ ୧୩ ତାରିଖରେ ୬ ଜଣିଆ ଟିକ୍ ଇଟାନଗର ଯାଇଥିଲେ । ବାଘ ସେହିନିContinue reading “ନନ୍ଦନକାନନକୁ ଆସିଲେ ନୂଆ ଅତିଥି : ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଚିତା ବିରାଡ଼ି”
ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ : ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ ଭୋଟର; ରଘୁନାଥପାଲ୍ଲୀ ବିଧାୟକଙ୍କ ହଟହଟାର ଦୃଶ୍ୟ ଭାଇରାଲ
କନକ ବୁରୋ : ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ ତା ପରେ ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ । ଏମିତି ଏକ ରୋଚକ ଦୃଶ୍ୟ ଏବେ ଭାଇରାଲ ହେଉଛି । ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଛି । ଏଠାକାର ବିଧାୟକ ସୁବ୍ରତ ତରାଇ ଡ୍ରେନର ଶିଳାନ୍ୟାସ କରିବାକୁ ଯାଇଥିବା ବେଳର ବୋଲି ଜଣାପଡିଛି । ଦୀର୍ଘଦିନ ଧରି ନିର୍ବାଚନମଣ୍ଡଳୀକୁ ଆସୁନଥିଲେ ବିଧାୟକ । ଆଉ ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷContinue reading “ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କଲେ : ଗଜରା ମାଳ ପିନ୍ଧାଇ ହିସାବ ନିକାଶ ମାଗିଲେ ଭୋଟର; ରଘୁନାଥପାଲ୍ଲୀ ବିଧାୟକଙ୍କ ହଟହଟାର ଦୃଶ୍ୟ ଭାଇରାଲ”