କନକ ବ୍ୟୁରୋ : ପାକିସ୍ତାନର ବୋହୂ ହେଲେ ଭାରତର ବୋହୂ । ପ୍ରେମ ପାଇଁ ସୀମା ପାର କରି ଭାରତରୁ ପାକିସ୍ତାନକୁ ଯାଇଥିବା ମହିଳା ଶେଷରେ ପାକିସ୍ତାନର ପ୍ରେମିକଙ୍କୁ ବିବାହ କରିଛନ୍ତି । ଧର୍ମ ପରିବର୍ତନ କରି ପାକିସ୍ତାନର ବୋହୂ ସାଜିଛନ୍ତି ଅଂଜୁ । ତେବେ ଏହାରି ମଧ୍ୟରେ ଦୁହିଁଙ୍କର ପ୍ରି ୱେଡ଼ିଙ୍ଗ ଭିଡ଼ିଓ ସାମ୍ନାକୁ ଆସିଛି । ପାକିସ୍ତାନର ପ୍ରେମିକ ନସରୁଲ୍ଲାଙ୍କ ସହ ଖୁବ ଖୁସି ହୋଇ ଭିଡ଼ିଓ ସୁଟ୍ କରୁଥିବା ଦେଖିବାକୁ ମିଳିଛି ।Continue reading “ପାକିସ୍ତାନର ବୋହୂ ହେଲେ ଭାରତୀୟ ମହିଳା ଅଞ୍ଜୁ, ଧର୍ମ ପରିବର୍ତନ କରି ପାକିସ୍ତାନ ପ୍ରେମିକ ନସରୁଲ୍ଲାଙ୍କୁ କଲେ ବିବାହ”
Tag Archives: News
କେନ୍ଦ୍ର ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ‘ନିଜ ଦଳ ଶାସନରେ ଥିଲେ, କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ’
କନକ ବ୍ୟୁରୋ : ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କାହିଁକି କଡ଼ା ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି, ସେ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବୋତର ରାଜ୍ୟ ନାଗାଲାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଇନାହିଁ?Continue reading “କେନ୍ଦ୍ର ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ‘ନିଜ ଦଳ ଶାସନରେ ଥିଲେ, କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ’”
ମଣିପୁର ହିଂସାର ଆଉ ଏକ କାହାଣୀ । ଉପଦ୍ରବକାରୀଙ୍କ ଆକ୍ରମଣରେ ପରେ ଶଯ୍ୟାସାୟୀ ବିଜେପି ବିଧାୟକ ଭୁଙ୍ଗଜାଗିନ୍ ଭାଲଟେ
କନକ ବ୍ୟୁରୋ : ତିନି ମାସ ଧରି ମଣିପୁରରେ ହିଂସା ଲାଗି ରହିଛି । ଆଉ ଏହି ହିଂସାର ଶିକାର ହୋଇଛନ୍ତି ମଣିପୁରର ବିଜେପି ବିଧାୟକ ଭୁଙ୍ଗଜାଗିନ ଭାଲଟେ । ବର୍ତ୍ତର୍ମାନ ସେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସୁଧୁରିବାରେ ଲାଗିଛି । କିନ୍ତୁ ଏପର୍ଯ୍ୟନ୍ତ ବିଜେପିର କୌଣସି ବଡ଼ ନେତା କି ମନ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଆସିନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେContinue reading “ମଣିପୁର ହିଂସାର ଆଉ ଏକ କାହାଣୀ । ଉପଦ୍ରବକାରୀଙ୍କ ଆକ୍ରମଣରେ ପରେ ଶଯ୍ୟାସାୟୀ ବିଜେପି ବିଧାୟକ ଭୁଙ୍ଗଜାଗିନ୍ ଭାଲଟେ”
କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଛନ୍ତି ବିରୋଧୀ, ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ଜୋର ଧରୁଛି ଦାବି
କନକ ବ୍ୟୁରୋ : ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି । ଏହାକୁ ନେଇ ଏକ ସ୍ୱତନ୍ତ୍ର ଯୋଜନା କରୁଥିବା ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ବିରୋଧୀ ମେଂଟ ‘ଇଣ୍ଡିଆ’ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ବଡ଼ ଯୋଜନା କରୁଛନ୍ତି । ମଣିପୁର ହିଂସାକୁ ପ୍ରସଙ୍ଗ କରି ବିରୋଧୀ ମେଂଟ ସରକାରଙ୍କୁ ଘେରିବା ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଜଣାପଡ଼ିଛିContinue reading “କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଛନ୍ତି ବିରୋଧୀ, ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ଜୋର ଧରୁଛି ଦାବି”
ବିରୋଧୀ ମେଂଟର ‘ଇଣ୍ଡିଆ’ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ । ଇଷ୍ଟ ଇଣ୍ଡିଆ କମ୍ପାନୀ’ ଓ ‘ଇଣ୍ଡିଆନ୍ ମୁଜାହିଦ୍ଦିନ’ ସହ କଲେ ତୁଳନା
କନକ ବ୍ୟୁରୋ : ବିଜେପି ସଂସଦୀୟ ଦଳ ବୈଠକରେ ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଆକ୍ରମଣ । ବିରୋଧୀ ମହାମେଂଟର ନୂଆ ନାଁ ‘ଇଣ୍ଡିଆ’କୁ କଟାକ୍ଷ କରି ମୋଦୀ କହିଛନ୍ତି, ଆଜି ପର୍ଯ୍ୟନ୍ତ ଏପରି ଦିଗହରା ବିରୋଧୀ ଦେଖିନାହିଁ । ଏମିତିକି ବିରୋଧୀ ଦଳର ନୂଆ ନାଁକୁ ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଓ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରିବାକୁ ପଛାଇ ନାହାନ୍ତି ମୋଦୀ । ବିଜେପି ସଂସଦୀୟ ଦଳ ବୈଠକରେ ବିରୋଧୀଙ୍କୁ ଟାର୍ଗେଟ୍Continue reading “ବିରୋଧୀ ମେଂଟର ‘ଇଣ୍ଡିଆ’ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ । ଇଷ୍ଟ ଇଣ୍ଡିଆ କମ୍ପାନୀ’ ଓ ‘ଇଣ୍ଡିଆନ୍ ମୁଜାହିଦ୍ଦିନ’ ସହ କଲେ ତୁଳନା”
ସୋସିଆଲ ମିଡିଆରେ ଖେଳାଯାଉଛି ଖରାପ ଖେଳ । ଆର୍ଟିପିସିଆଲ ଇଂଟେଲିଜେନ୍ସ ଓ ଭର୍ଚୁଆଲ ରିଆଲିଟୀକୁ ନେଇ ହେଉଛି ବଡ ଷଡଯନ୍ତ୍ର
କନକ ବ୍ୟୁରୋ : ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଂଣ୍ଟେଲିଜେନ୍ସି ଓ ଭିଆର ଅର୍ଥାତ ଭର୍ଚୁଆଲ ରିଆଲିଟି । ଏ ନେଇ ବର୍ତମାନ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଏଆଇ ଆଙ୍କର ଅସଲି ଆଙ୍କର ଭଲି ନ୍ୟୁଜ ପଢୁଥିବାବେଳେ ଏକେଲାପଣ ଦୂର କରିବାକୁ ଭର୍ଚୁଆଲ ରିଆଲିଟିର ସାହାରା ନେଉଛନ୍ତି । ଭର୍ଚୁଆଲ ରିଆଲିଟିରେ ନିଜ ପସନ୍ଦର ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ବି ବନାଉଛନ୍ତି । ତେବେ ଏବେ କିଛି ଅସାମାଜିକ ବ୍ୟକ୍ତି ଏଆଇ ଓ ଭିଆରକୁ ବ୍ୟବହାରContinue reading “ସୋସିଆଲ ମିଡିଆରେ ଖେଳାଯାଉଛି ଖରାପ ଖେଳ । ଆର୍ଟିପିସିଆଲ ଇଂଟେଲିଜେନ୍ସ ଓ ଭର୍ଚୁଆଲ ରିଆଲିଟୀକୁ ନେଇ ହେଉଛି ବଡ ଷଡଯନ୍ତ୍ର”
ଏନଡିଏ ବିରୋଧରେ ଏକାଠି ହେଉଛି ‘ଇଣ୍ଡିଆ’, ଗୃହ ଭିତରେ ଏକ ସ୍ୱରରେ ସରକାରଙ୍କୁ ଘେରିବାକୁ ଉଦ୍ୟମ
କନକ ବ୍ୟୁରୋ : ପ୍ରାୟ ୯ବର୍ଷ ହେଲା ଯାହା ଦେଖିବାକୁ ମିଳିନଥିଲା, ଏବେ ତାହା ସଂସଦରେ ଦେଖିବାକୁ ମିଳୁଛି । ମୋଦୀଙ୍କ ବିରୋଧରେ ଏକାଠି ହୋଇଥିବା ବିରୋଧୀ ମେଂଟ ‘ଇଣ୍ଡିଆ’ର ସାଂସଦମାନେ ସଦନ ଭିତରେ ଏକ ସ୍ୱରରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ଦେଖିବାକୁ ମିଳିଥିଲା ବିରୋଧୀ ମେଂଟ ସଦସ୍ୟଙ୍କ ଏକତାର ଝଲକ । ବିରୋଧୀ ମହାମେଂଟର ନୂଆ ନାଁ ‘ଇଣ୍ଡିଆ’କୁ ପ୍ରଧାନମନ୍ତ୍ରୀ କଟାକ୍ଷ କରିବା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । କଂଗ୍ରେସContinue reading “ଏନଡିଏ ବିରୋଧରେ ଏକାଠି ହେଉଛି ‘ଇଣ୍ଡିଆ’, ଗୃହ ଭିତରେ ଏକ ସ୍ୱରରେ ସରକାରଙ୍କୁ ଘେରିବାକୁ ଉଦ୍ୟମ”
କେବେ ଖୋଲିବ ପ୍ରଶ୍ନପତ୍ର ଲିକ୍ ଗୁମର? ଓଏସଏସସିକୁ କ୍ଲିନଚିଟ ଦେଲେ କି ଏସପି ?
କନକ ବ୍ୟୁରୋ : ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ପ୍ରଶ୍ନପତ୍ର ଲିକ୍ ଘଟଣା କମିଶନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ତଦନ୍ତକୁ ଜୋରଦାର କରିଛି ପୁଲିସ । ଏ ନେଇ ୩ ଦିନ ଧରି ତୁମ୍ବିତୋଫାନ ହେବା ପରେ ଲାଗାତାର ଦ୍ୱିତୀୟ ଦିନ ଲାଗି ସ୍ପଷ୍ଟୀକରଣ ରଖିଛନ୍ତି ବାଲେଶ୍ୱର ଏସପି । ସାଗରିକା ନାଥ କହିଛନ୍ତି , ଖୁବଶୀଘ୍ର ପ୍ରଶ୍ନପତ୍ର ଲିକର ଗୁମର ଖୋଲିବ । ଓଡିଶା ବାହାରର ମାଷ୍ଟରମାଇଣ୍ଡ ହାତକୁ କେମିତି ଆସିଲା ପ୍ରଶ୍ନପତ୍ରContinue reading “କେବେ ଖୋଲିବ ପ୍ରଶ୍ନପତ୍ର ଲିକ୍ ଗୁମର? ଓଏସଏସସିକୁ କ୍ଲିନଚିଟ ଦେଲେ କି ଏସପି ?”
ସାପ ନେଉଛି ଜୀବନ: ରାଜ୍ୟରେ ବଢୁଛି ସର୍ପାଘାତଜନିତ ମୃତ୍ୟୁ
କନକ ବ୍ୟୁରୋ: ସଂସାର ଉଜାଡୁଛି ସାପ । ରାଜ୍ୟରେ ଏବେ ସର୍ପାଘାତଜନିତ ମୃତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି । ମାତ୍ର ୩ ଦିନରେ ସାପ କାମୁଡାରେ ପ୍ରାୟ ୧୩ ଜଣ ମୃତ୍ୟୁ ହୋଇଛି । ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରତିବର୍ଷ ସାପ କାମୁଡାରେ ୮ଶହରୁ ହଜାରେ ଲୋକଙ୍କ ମୃତ୍ୟୁ ହେଉଛି, ଯାହା ନିଶ୍ଚିତରୂପେ ଚିନ୍ତାର ବିଷୟ । ଆଉ ସାପ କାମୁଡା ଜନିତ ମୃତ୍ୟୁରୁ ବର୍ତିବା ପାଇଁ ସଚେତନ ଓ ସତର୍କ ରହିବା ଅତ୍ୟନ୍ତContinue reading “ସାପ ନେଉଛି ଜୀବନ: ରାଜ୍ୟରେ ବଢୁଛି ସର୍ପାଘାତଜନିତ ମୃତ୍ୟୁ”
ତିନି ଦିନିଆ ଓଡିଶା ଗସ୍ତରେ ମହାମହିମ: ବିମାନବନ୍ଦରରୁ ରାଜଭବନ ଯିବାବେଳେ, ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ ରାଷ୍ଟ୍ରପତି
କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଏକବର୍ଷ ପୂର୍ତି କରିଛନ୍ତି ଦ୍ରୌପଦୀ ମୁର୍ମୁ । ଠିକ ବର୍ଷେ ତଳେ ପାର୍ଲାମେଂଟର ସେଂଟ୍ରାଲ୍ ହଲରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡିଶା ମାଟିର ଝିଅ । ଆଉ ଆନନ୍ଦ ଉଲ୍ଲାସରେ ଉତ୍ସବମୁଖର ହୋଇ ଉଠିଥିଲେ କୋଟି କୋଟି ଦେଶବାସୀ । ପାର୍ଲାମେଂଟର ସେଂଟ୍ରାଲ୍ ହଲରେ ରାଷ୍ଟ୍ରପତି ଭାବେ ଶପଥ ନେଉଥିଲେ ଦ୍ରୌପଦୀ ମୁର୍ମୁ, ଏପଟେ ଆନନ୍ଦ ଉଲ୍ଲାସରେ ଉତ୍ସବମୁଖର ହୋଇ ଉଠୁଥିଲେ କୋଟି କୋଟି ଦେଶବାସୀ । ରାଷ୍ଟ୍ରପତି ଭାବେContinue reading “ତିନି ଦିନିଆ ଓଡିଶା ଗସ୍ତରେ ମହାମହିମ: ବିମାନବନ୍ଦରରୁ ରାଜଭବନ ଯିବାବେଳେ, ଗାଡିରୁ ଓହ୍ଲାଇ ଲୋକଙ୍କୁ ଭେଟିଲେ ରାଷ୍ଟ୍ରପତି “