କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ବିଜେପି ଶାସିତ ରାଜ୍ୟ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଆଜି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ବିଜେପି ଶାସିତ ରାଜ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କେନ୍ଦ୍ର ସରକାର ବିଫଳ ହେଉଥିବାରୁ ଏହାକୁ ନେଇ ସୁପ୍ରିମ କୋର୍ଟ ଭତ୍ସନା କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟ ନାଗାଲ୍ୟାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି କି ରାଜ୍ୟରେ କାହିଁକି ମହିଳାମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯାଉନାହିଁ । ସୁପ୍ରିମକୋର୍ଟContinue reading “କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । କହିଲେ, ବିଜେପି ଶାସିତ ରାଜ୍ୟ ଉପରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ”

ଭାରତୀୟ ନାଗରିକତା ପାଇଁ ଗୁହାରୀ କଲେ ସୀମା ହାଇଦର: ଜାଣନ୍ତୁ କାହାକୁ, କେମିତି ମିଳିଥାଏ ଭାରତୀୟ ନାଗରିକତା?

କନକ ବ୍ୟୁରୋ: ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ବେଶ ଚର୍ଚ୍ଚା । ପବଜୀ ଖେଳରୁ ପ୍ରେମ ଆଉ ତା ପରେ ସୀମା ସିଧା ଚାଲିଆସିଲେ ସଚିନଙ୍କ ପାଖକୁ । ଅବୈଧ ଭାବରେ ଜଣେ ପାକିସ୍ତାନ ନାଗରିକ ଭାରତ ଆସିବା ପରେ ତାଙ୍କୁ ଜୋରସୋର ବିରୋଧ କରାଯାଉଛି । ସେପଟେ ସୀମା ହାଇଦରଙ୍କୁ ଗମ୍ଭୀର ଭାବେ ନେଇଛି ଉତ୍ତର ପ୍ରଦେଶ ଏଟିଏସ । ତାଙ୍କୁ ନେଇ ପଚରାଉଚରା ମଧ୍ୟ ଜାରିContinue reading “ଭାରତୀୟ ନାଗରିକତା ପାଇଁ ଗୁହାରୀ କଲେ ସୀମା ହାଇଦର: ଜାଣନ୍ତୁ କାହାକୁ, କେମିତି ମିଳିଥାଏ ଭାରତୀୟ ନାଗରିକତା?”

ତ୍ରିପୁରା  ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଟିଏମସିକୁ ବଡ ଝଟକା, ଦଳ ଛାଡିଲେ ଦଳର ରାଜ୍ୟ ଅଧ୍ୟକ୍ଷ

କନକ ବ୍ୟୁରୋ : ତ୍ରିପୁରା ଟିଏମସିର ପ୍ରଦେଶ ଅଧ୍ୟକ୍ଷ ପିଜୁସ କାନ୍ତି ବିଶ୍ୱାସ ମଙ୍ଗଳବାର ଦିନ ନିଜ ପଦ ଓ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଟିଏମସି ପୂରା ଶକ୍ତି ଲଗାଇ ନିର୍ବାଚନ ଲଢିଥିଲେ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା । ପିଜୁସ କାନ୍ତି ବିଶ୍ୱାସ ନିଜର ଇସ୍ତଫା ପତ୍ର ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଓ ପାର୍ଟି ମହାସଚିବ ଅଭିଷେକ ବାନାର୍ଜୀଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ଲେଖିଛନ୍ତିContinue reading “ତ୍ରିପୁରା  ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଟିଏମସିକୁ ବଡ ଝଟକା, ଦଳ ଛାଡିଲେ ଦଳର ରାଜ୍ୟ ଅଧ୍ୟକ୍ଷ”

ମାଡ଼ମରା ଥାନା ପାଲଟିଛି ମାର୍ଶାଘାଇ ଥାନା ! ହେପାଜତକୁ ନେଉଛନ୍ତି ମାଡ଼ ମାରୁଛନ୍ତି, ସିଧା ହସ୍ପିଟାଲକୁ ପଠାଉଛନ୍ତି ।

କନକ ବ୍ୟୁରୋ: ଶୁଣିଲେ ତ, କିଭଳି ଜଣେ ଆଇଆଇସିଙ୍କ ବର୍ବତା ସୀମା ଟପିଯାଇଛି, ସାଧାରଣ ଲୋକଙ୍କ ପାଇଁ ମାଡ଼ମରା ଥାନା ପାଲଟିଯାଇଛି ମାର୍ଶାଘାଇ ଥାନା । ପଚରାଉଚରା ଆଳରେ ଆତଙ୍କ ରଚୁଛନ୍ତି ମାର୍ଶାଘାଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ବୋଲି ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ଅଭିଯୋଗ ନମ୍ବର-୧… ମାର୍ଶାଘାଇ ଥାନା ଅଧିନସ୍ଥ ବାଲିକୁଦା ଗାଁର ପବିତ୍ର ନାଥଙ୍କ ପୁଅ ଆକାଶଙ୍କ ନାଁରେ ପାରିବାରିକ କଳହ ଅଭିଯୋଗ ହୋଇଥିଲା । ଏହାକୁ ଭିତିକରି ଥାନା ଡିଏସପିContinue reading “ମାଡ଼ମରା ଥାନା ପାଲଟିଛି ମାର୍ଶାଘାଇ ଥାନା ! ହେପାଜତକୁ ନେଉଛନ୍ତି ମାଡ଼ ମାରୁଛନ୍ତି, ସିଧା ହସ୍ପିଟାଲକୁ ପଠାଉଛନ୍ତି ।”

‘ମୁଁ ତାଙ୍କ ବିରୋଧରେ କିଛି କହିବାକୁ ଚାହୁଁନାହିଁ’… ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ କରେ କିନ୍ତୁ ସେମାନେ ଆଜି ଯାଏ ଦେଇଥିବା ମନ୍ତବ୍ୟକୁ ଦେଖନ୍ତୁ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂସଦୀୟ ଦଳର ବୈଠକରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସେ କହିଥିଲେ ବିରୋଧୀ ହତାଶ ଏବଂ ନିରାଶ ଅଛନ୍ତି । ସେମାନେ ଲମ୍ବା ସମୟ ଧରି ସରକାରଙ୍କୁ ଆସିବାକୁ ଚାହୁଁନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସପା ସାଂସଦ ଜୟା ବଚ୍ଚନ କହିଛନ୍ତି ମୁଁ ତାଙ୍କ ବାବଦରେ କିଛି କହିବାକୁ ଚାହୁଁନାହିଁ । ମୁଁ ଚୌକିର ସମ୍ମାନ ଏବଂ ଇଜ୍ଜତ କରେ । ତାଙ୍କContinue reading “‘ମୁଁ ତାଙ୍କ ବିରୋଧରେ କିଛି କହିବାକୁ ଚାହୁଁନାହିଁ’… ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ କରେ କିନ୍ତୁ ସେମାନେ ଆଜି ଯାଏ ଦେଇଥିବା ମନ୍ତବ୍ୟକୁ ଦେଖନ୍ତୁ”

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

କନକ ବ୍ୟୁରୋ: ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଆଜିରୁ ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ ମୟୁରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛିContinue reading “ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ”

ଗୁପ୍ତଚରଙ୍କ ଗୁପ୍ତ କାହାଣୀ । ପୁରୁଷ ହୋଇ ମଧ୍ୟ ୧୮ ବର୍ଷ ବନିଥିଲେ ପତ୍ନୀ, ଗୋଟିଏ ପୁଅକୁ ବି ଦେଇଥିଲେ ଜନ୍ମ !

କନକ ବ୍ୟୁରୋ : ଦୁନିଆରେ ଗୁପ୍ତଚରଙ୍କ ଅନେକ କାହାଣୀ ରହିଛି । ଯାହା ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ଲାଗିବ । କେତେବେଳେ ଗୁପ୍ତଚରମାନେ ପାଗଳ ବେଶରେ ଦୀର୍ଘବର୍ଷ ରହିଛନ୍ତି ତ ଆଉ କେତେବେଳେ ପରିଚୟ ବଦଳାଇଛନ୍ତି । ଶତ୍ରୁ ଦେଶର ଖବର ପାଇବା ପାଇଁ ପରିଚୟ ବଦଳାଇ ପ୍ରବେଶ କରିଥାନ୍ତି । ଏପରିକି ଧରାପଡ଼ିବା ପରେ ଅନେକ ଗୁପ୍ତଚରଙ୍କ ଜୀବନ ଯାଇଥିବା କବର ମଧ୍ୟ ଆପଣ ଜାଣିଥିବେ । କିନ୍ତୁ ଆଜି ଆମେ ଏମିତି ଏକ ଗୁପ୍ତଚରଙ୍କContinue reading “ଗୁପ୍ତଚରଙ୍କ ଗୁପ୍ତ କାହାଣୀ । ପୁରୁଷ ହୋଇ ମଧ୍ୟ ୧୮ ବର୍ଷ ବନିଥିଲେ ପତ୍ନୀ, ଗୋଟିଏ ପୁଅକୁ ବି ଦେଇଥିଲେ ଜନ୍ମ !”

ଯାହା କହିବାର ଇଚ୍ଛା କୁହନ୍ତୁ, କିନ୍ତୁ ଆମେ ଇଣ୍ଡିଆ । ମୋଦୀଙ୍କ ବୟାନକୁ ନେଇ କଡା ଜବାବ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିବା ପରେ ଏହାର ଜବାବ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆପଣ ଯାହା ଇଚ୍ଛା କୁହନ୍ତୁ ନା କାହିଁକି, କିନ୍ତୁ ଆମେ ଇଣ୍ଡିଆ । ଆମେ ମଣିପୁରକୁ ଠିକ୍ କରିବାକୁ ଏବଂ ସମସ୍ତ ମହିଳା ଓ ଶିଶୁଙ୍କ ଆଖିରୁ ଲୁହ ପୋଛିବାରେ ସାହାଯ୍ୟ କରିବୁ । ଆମେ ରାଜ୍ୟର ସବୁContinue reading “ଯାହା କହିବାର ଇଚ୍ଛା କୁହନ୍ତୁ, କିନ୍ତୁ ଆମେ ଇଣ୍ଡିଆ । ମୋଦୀଙ୍କ ବୟାନକୁ ନେଇ କଡା ଜବାବ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।”

ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

କନକ ବ୍ୟୁରୋ : ୨୦୧୨ ମସିହାର ବହୁ ଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡାଙ୍କୁ ଦିଲ୍ଲୀ ରାୱ୍ଜ ଏଭିନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଗୋପାଳ କାଣ୍ଡାଙ୍କ ଏୟାର ଲାଇନ୍ସ କମ୍ପାନୀ ଏମଡିଏଲଆରରେ ଗୀତିକା ଜଣେ ଏୟାର ହୋଷ୍ଟେସ ଭାବେ କାର୍ଯ୍ୟ କରୁଥିଲେ । ହେଲେ ୨୦୧୨ ଅଗଷ୍ଟ ୫ ତାରିଖରେ ସେ ଦିଲ୍ଲୀର ଅଶୋକ ବିହାର ଠାରେ ଆତ୍ମହତ୍ୟା କରିଥିଲେ । ଗୀତିକା ଆତ୍ମହତ୍ୟା ପୂର୍ବରୁ ଯେଉଁ ଚିଠିContinue reading “ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲା, ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ”

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା  । ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ :  ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା । ପ୍ରାଥମିକ ତଦନ୍ତ ଆରମ୍ଭ କଲେ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ । ସମ୍ପୃକ୍ତ ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ସୂଚନା ଦେଇଛନ୍ତି । ବିଦ୍ୟାଳୟ ପରିସରରେ ବିଧାୟକଙ୍କ ଜନ୍ମଦିନର କେକ୍ କାଟିଥିଲେ କୁନି ଛାତ୍ରଛାତ୍ରୀ । ଛୁଟି ଦିନରେ ପିଲାମାନଙ୍କୁContinue reading “ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ ଘଟଣା  । ସ୍କୁଲ ଦାୟିତ୍ୱରେ ଥିବା ସିଆରସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ, ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।”

Design a site like this with WordPress.com
Get started