ଲାଞ୍ଚ ନେଇ ଧରା ପଡିବା ବେଳେ ଅଜବ ଦୃଶ୍ୟ : ଗିରଫ ଭୟରେ ଟଙ୍କା ଗିଳିଦେଲେ ସରକାରୀ ବାବୁ; ଭିଡିଓ ଭାଇରାଲ

କନକ ବ୍ୟୁରୋ : ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶ, କଟନୀରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ପଟୱାରୀ ଭାବେ କାମ କରୁଥିବା ଜଣେ ସରକାରୀ ବାବୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଉ ଏହି ସମୟରେ ଧରା ପଡିବାରୁ ଲାଞ୍ଚ ଟଙ୍କାକୁ ଚୋବାଇ ଚୋବାଇ ଗିଳିଦେଲେ । ଏସ୍ପି ସଂଜୟ ସାହୁଙ୍କ ଅନୁସାରେ ପଟୱାରୀ ଗଜେନ୍ଦ୍ର ସିଂହ ନିଜ ବ୍ୟକ୍ତିଗତContinue reading “ଲାଞ୍ଚ ନେଇ ଧରା ପଡିବା ବେଳେ ଅଜବ ଦୃଶ୍ୟ : ଗିରଫ ଭୟରେ ଟଙ୍କା ଗିଳିଦେଲେ ସରକାରୀ ବାବୁ; ଭିଡିଓ ଭାଇରାଲ”

ମୋ ବିଦ୍ୟାଳୟର ବିକଳ ଚିତ୍ର : ବର୍ଷା ହେଲେ ଶ୍ରେଣୀ ଗୃହ ଛାତ୍ରରୁ ଗଳୁଛି ପାଣି; ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ମୋ ବିଦ୍ୟାଳୟର ବିକଳ ଚିତ୍ର । ପଲିଥିନ୍ ଭରସାରେ ସ୍କୁଲ । ବର୍ଷା ହେଲେ ଶ୍ରେଣୀ ଗୃହ ଛାତ୍ରରୁ ଗଳୁଛି ପାଣି । କ୍ଲାସ ରୁମ୍ ପରିବର୍ତ୍ତେ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ପାଣି ନଗଳିବାକୁ ବିଦ୍ୟାଳୟ ଛାତରେ ପଡ଼ିଛି ଜରି । ଅବ୍ୟବସ୍ଥାରେ ଦିନ ଦିନ ଧରି ଚାଲିଛି ମାଲକାନଗିରି ବାଲିମେଳା କଲୋନୀ ୧୨ ପ୍ରାଥମିକ ବିଦ୍ୟାଳୟ । ବର୍ଷ ବର୍ଷ ଧରି ସ୍କୁଲର ମରାମତି ପାଇଁ ଗୁହାରିContinue reading “ମୋ ବିଦ୍ୟାଳୟର ବିକଳ ଚିତ୍ର : ବର୍ଷା ହେଲେ ଶ୍ରେଣୀ ଗୃହ ଛାତ୍ରରୁ ଗଳୁଛି ପାଣି; ବାରଣ୍ଡାରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ”

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଜି ନେବ ଅବପାତର ରୂପ : ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ : ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରୀ ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି ଅତି ପ୍ରବଳ ବର୍ଷା ପାଇଁ ୬ଟିContinue reading “ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆଜି ନେବ ଅବପାତର ରୂପ : ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ”

ଆଇଟିଆଇ ପାଠ ପାଇଁ ଆଗ୍ରହ ଦେଖାଉନାହାନ୍ତି ପିଲା : ପ୍ରଥମ ପର୍ଯ୍ୟାୟରେ ଖାଲି ପଡ଼ିଛି ୮୦.୬୮ % ସିଟ୍

କନକ ବ୍ୟୁରୋ : ଆଇଟିଆଇ ପାଠ୍ୟକ୍ରମ ପ୍ରତି ବଢୁନି ଚାହିଦା । ଫାଙ୍କା ପଡୁଛି ଆଇଟିଆଇ କଲେଜ୍ର ସିଟ୍ । ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ରାଜ୍ୟ ସରକାର ଦକ୍ଷତା ବିକାଶ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ଓ ଡିପ୍ଲୋମା ପାଠ୍ୟକ୍ରମକୁ ଆକୃଷ୍ଟ କରିବା ପାଇଁ ‘ସୁଦକ୍ଷା’ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ସତ୍ୱେ ବି ଆଇଟିଆଇ ପ୍ରତି ପିଲାଙ୍କ ଆଗ୍ରହ ଦେଖିବାକୁ ମିଳୁନି । ପ୍ରଥମ ପର୍ଯ୍ୟାୟContinue reading “ଆଇଟିଆଇ ପାଠ ପାଇଁ ଆଗ୍ରହ ଦେଖାଉନାହାନ୍ତି ପିଲା : ପ୍ରଥମ ପର୍ଯ୍ୟାୟରେ ଖାଲି ପଡ଼ିଛି ୮୦.୬୮ % ସିଟ୍”

ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ନେଇ ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ହାଣିଲା ପୁଅ । ପୋଲସରା, କବିସୂର୍ଯ୍ୟନଗର ଗୁଡ଼ିଆଳି ଗାଁରେ ଅଘଟଣ । ରାତିରେ ଶୋଥିବାବେଳେ ପରିବାରର ୪ଜଣଙ୍କୁ ଭୂଜାଲି ଧରି ହାଣିଲା ପୁଅ । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ପରିବାରରେ କଳହ ହୋଇଥିଲା । ପରେ ରାତିରେ ଶୋଇଥିବା ବେଳେ ନିଜ ବାପା, ମାଆ, ଭଉଣୀContinue reading “ପାରିବାରିକ କଳହ : ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ; ଏମକେସିଜି ମେଡିକାଲରେ ଭର୍ତ୍ତି”

ଯୁବତୀଙ୍କୁ ଛୁରାମାଡ଼ : ଆହତ ଅବସ୍ଥାରେ ଏସସିବିରେ ଭର୍ତ୍ତି; ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : କଟକ ଦୋଳମୁଣ୍ଡାଇରେ ଯୁବତୀଙ୍କୁ ଛୁରାମାଡ଼ । ଆହତ ଅବସ୍ଥାରେ ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ପେଟ, ହାତ ସମେତ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣା ପଡିଛି । ଏକ କସମେଟିକ୍ ଦୋକାନରେ ଆହତ ଯୁବତୀ କାମ କରନ୍ତି । ଗତକାଲି ରାତିରେ କାମ ସାରି ଦୋକାନରୁ ବାହାରୁଥିବା ବେଳେ ଜଣେ ଯୁବକ ହଠାତ୍ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଛୁରା ସାହାଯ୍ୟରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଯୁବକContinue reading “ଯୁବତୀଙ୍କୁ ଛୁରାମାଡ଼ : ଆହତ ଅବସ୍ଥାରେ ଏସସିବିରେ ଭର୍ତ୍ତି; ପୋଲିସର ତଦନ୍ତ ଜାରି”

ବଂଶ ବୁଡ଼ାଇ ଦେଲା ସାପ : ଚାଲିଗଲା ଗୋଟିଏ ପରିବାରର ୨ ଭାଇଙ୍କ ଜୀବନ

କନକ ବ୍ୟୁରୋ : ସାପ କାମୁଡ଼ାରେ ଚାଲିଗଲା ଗୋଟିଏ ପରିବାରର ୨ ଭାଇଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଥାନା ଅନ୍ତର୍ଗତ ଜାଙ୍ଗଲିକୁଦ ଗାଁରୁ । ଗାଁରେ ରହୁଥିବା ସର୍ବେଶ୍ୱର ଦେହୁରୀଙ୍କ ଦୁଇ ପୁଅଙ୍କ ଚିତି ସାପ କାମୁଡାରେ ଦେହାନ୍ତ ହୋଇଛି । ମୃତ ଦୁଇ ବାଳକ ହେଲେ ୧୪ ବର୍ଷୀୟ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷୀୟ ସୌଭାଗ୍ୟ ଦେହୁରୀ । ସବୁଦିନ ଭଳି ଗତକାଲି ରାତି ଖିଆପିଆContinue reading “ବଂଶ ବୁଡ଼ାଇ ଦେଲା ସାପ : ଚାଲିଗଲା ଗୋଟିଏ ପରିବାରର ୨ ଭାଇଙ୍କ ଜୀବନ”

ଶ୍ରୀମନ୍ଦିର ଚାରି ଦ୍ୱାରକୁ ନେଇ ରହିଛି ଆଧ୍ୟାତ୍ମିକ ଦିଗ : କ’ଣ ରହିଛି ଏହି ୪ ଦ୍ୱାରର ମାହାତ୍ମ୍ୟ ?

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କ ଶ୍ରୀମନ୍ଦିରକୁ ନେଇ ଆଜି ବି ରହିଛି ଅନେକ ରହସ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତି, ଏହାର ଇତିହାସ, ବିଭିନ୍ନ ପୁରାଣ ହେଉକି କିମ୍ବଦନ୍ତୀ, କେହି ବି ଏହି ରହସ୍ୟ ଭେଦ କରି ପାରି ନାହାଁନ୍ତି । ଏପରି ବି କୁହାଯାଏ, ପୁରୁଷୋତମ ଶ୍ରୀ ଜଗନ୍ନାଥଙ୍କ ରହସ୍ୟ ଦେବଗଣଙ୍କୁ ମଧ୍ୟ ଅଗୋଚର । ଏହାରି ଭିତରେ ଶ୍ରୀମନ୍ଦିରର ଚାରି ଦ୍ୱାର ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଯେତେବେଳେContinue reading “ଶ୍ରୀମନ୍ଦିର ଚାରି ଦ୍ୱାରକୁ ନେଇ ରହିଛି ଆଧ୍ୟାତ୍ମିକ ଦିଗ : କ’ଣ ରହିଛି ଏହି ୪ ଦ୍ୱାରର ମାହାତ୍ମ୍ୟ ?”

ପଦାରେ ପଡିଲା ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ : ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହେଲେ ଦୁଇଟି ଗୋଷ୍ଠୀ; କଥା କଟାକଟିରୁ ଧସ୍ତାଧସ୍ତି, ଠେଲାପେଲା

କନକ ବ୍ୟୁରୋ : ବାଲେଶ୍ୱର ସୋରରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ନେତାଙ୍କୁ ଠେଲାପେଲା କଲେ ବିଜେଡିର ଏକ ଗୋଷ୍ଠୀ । ବାଲେଶ୍ୱର ବାହାନଗା ବ୍ଲକ ପଥରପେଣ୍ଠ ପଂଚାୟତ ବଡଙ୍ଗା ବାସୁଳି ଝାମୁ ଯାତ୍ରା ପଡିଆରେ ଘଟିଛି ଏହି ଘଟଣା । ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ନୀଳଗିରି ବିଜେଡି ନେତା ସନ୍ତୋଷ ଖଟୁଆ ଓ ସ୍ଥାନୀୟ ବିଜେଡି ନେତା ଶରତ ରାଜ ଉପସ୍ଥିତ ଥିଲେ । ତେବେContinue reading “ପଦାରେ ପଡିଲା ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ : ଶକ୍ତିମନ୍ତ୍ରୀଙ୍କ ଉପସ୍ଥିତିରେ ମୁହାଁମୁହିଁ ହେଲେ ଦୁଇଟି ଗୋଷ୍ଠୀ; କଥା କଟାକଟିରୁ ଧସ୍ତାଧସ୍ତି, ଠେଲାପେଲା”

ଫେଲ ମାରିଲା ଅପହରଣ ଉଦ୍ୟମ : ଯୁବତୀଙ୍କୁ ବାରଙ୍ଗ ନିକଟରୁ ଉଦ୍ଧାର; ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା

କନକ ବ୍ୟୁରୋ : କାରରେ ଯୁବତୀଙ୍କୁ ଅପହରଣ କରି ନେଉଥିବା ବେଳେ ଧରିଲା ପୋଲିସ । ଆଠଗଡ ଥାନା ଠାରୁ କାରରେ ଜଣେ ଯୁବତୀଙ୍କୁ ଅପହରଣ କରି ନେଉଥୁବା ଖବର ପାଇ ବାରଙ୍ଗ ଥାନା ପୋଲିସ ଯୁବତୀଙ୍କୁ ଉଦ୍ଧାର କରିଛି । ଅପହରଣରେ ବ୍ୟବହୃତ କାରକୁ ପୋଲିସ ଜବତ କରିବା ସହ ଅପହରଣକାରୀ ଯୁବକଙ୍କୁ ଥାନାରେ ଅଟକ ରଖିଛି । ଆଠଗଡ ରାଜନଗର ନିକଟ ଜଙ୍ଗଲ ପାଖରୁ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଖବରContinue reading “ଫେଲ ମାରିଲା ଅପହରଣ ଉଦ୍ୟମ : ଯୁବତୀଙ୍କୁ ବାରଙ୍ଗ ନିକଟରୁ ଉଦ୍ଧାର; ଯୁବକଙ୍କୁ ଅଟକ ରଖି ପୋଲିସର ପଚରାଉଚରା”

Design a site like this with WordPress.com
Get started