କନକ ବ୍ୟୁରୋ : ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ । ଜନଶୁଣାଣିରୁ କିଛି ଫଳାଫଳ ମିଳୁନାହିଁ କହି ଜଣେ ଅଭିଯୋଗକାରୀ ଜିଲ୍ଲାପାଳଙ୍କ ସାମ୍ନାରେ ଅଭିଯୋଗ ପତ୍ରକୁ ଚିରି ଫିଙ୍ଗି ଦେଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ । ଜନଶୁଣାଣି ପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ରହିଥିଲେ । ନିଜ ଅଞ୍ଚଳର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ସମସ୍ତ ସରପଞ୍ଚContinue reading “ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ : ଅଭିଯୋଗ ଶୁଣାଣି ପ୍ରହସନ ବୋଲି କହିଲେ ସରପଞ୍ଚ, ଚିରିଲେ ଅଭିଯୋଗପତ୍ର”
Tag Archives: News
ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି : ଖୋଲିଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ
କନକ ବ୍ୟୁରୋ : ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି । ଖୋର୍ଦ୍ଧାରେ ଖୋଲିଛି ପୂର୍ବ ଭାରତର ପ୍ରଥମ ତଥା ଦେଶର ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍ । ଏଠାରେ ସବୁ ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ଦିଆଯିବ । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତରେ ଆରମ୍ଭ ହୋଇଛି ଏହି ସ୍କ୍ରାପିଂ ୟୁନିଟ । ଏହାକୁ ଉଦଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।Continue reading “ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି : ଖୋଲିଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ”
ଦୀର୍ଘ ୮ ବର୍ଷ ପରେ ତୁଟିଲା ଓଡିଶା ଓ ପଶ୍ଚିମବଙ୍ଗର ସୀମା ବିବାଦ : ପ୍ରଶାସନିକ ଆଲୋଚନା ପରେ ସହମତି ଭିତ୍ତିରେ ହେଲା ସମାଧାନ
କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ତୁଟିଲା ଓଡିଶା ଓ ପଶ୍ଚିମବଙ୍ଗର ସୀମା ବିବାଦ । ପ୍ରଶାସନିକ ଆଲୋଚନା ପରେ ସହମତି ଭିତ୍ତିରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସୀମା ନିର୍ଦ୍ଧାରଣ କରାଯାଇଛି । ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଆଲୋଚନା ପରେ ଏବେ ସୀମାରେ ତାର ବାଡ ସହ ପଥର ବନ୍ଧର ସଂଯୋଗ ହୋଇଛି । ରାଜ୍ୟର ଅନନ୍ୟ ବେଳାଭୂମି ବାଲେଶ୍ୱର ଜିଲ୍ଲା ଭୋଗରାଇର ଉଦୟପୁର ଓ ତାଳସାରୀକୁ ନେଇ ସୀମା ବିବାଦ ଦେଖାContinue reading “ଦୀର୍ଘ ୮ ବର୍ଷ ପରେ ତୁଟିଲା ଓଡିଶା ଓ ପଶ୍ଚିମବଙ୍ଗର ସୀମା ବିବାଦ : ପ୍ରଶାସନିକ ଆଲୋଚନା ପରେ ସହମତି ଭିତ୍ତିରେ ହେଲା ସମାଧାନ”
ଓଲଟିଲା ପିକଅପ ଭ୍ୟାନ୍ : ୨୦ ଶ୍ରମିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ : ବସ୍ତା ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟାୟାର ଫାଟିବାରୁ ଓଲଟି ପଡ଼ିଲା ପିକଅପ୍ । ଦୁର୍ଘଟଣାରେ ଗୁରୁତର ହେଲେ ୨୦ ଶ୍ରମିକ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲକାମ ପାଇଁ ମୟୂରଭଞ୍ଜର ବାରମାଇଲରୁ କର୍ମଦା ୪୦ ଶ୍ରମିକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । The post ଓଲଟିଲା ପିକଅପ ଭ୍ୟାନ୍ : ୨୦ ଶ୍ରମିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତିContinue reading “ଓଲଟିଲା ପିକଅପ ଭ୍ୟାନ୍ : ୨୦ ଶ୍ରମିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି”
ଇମ୍ରାନ ଖାନଙ୍କ ଉପରେ ପୁଣି ଝୁଲିଲା ଗିରଫଦାରିର ଖଣ୍ଡା : ଜାମିନ ବିହୀନ ଗିରଫ ପରୱାନା ଜାରି କଲେ ପାକ ନିର୍ବାଚନ କମିସନ
କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ । ଗତ ମେରେ ଇମ୍ରାନଙ୍କୁ ଗିରଫ କରିବା ପରେ ପାକିସ୍ତାନରେ ହଙ୍ଗାମା ହୋଇଥିଲା । ଏବେ ପୁଣି ପିଟିଆଇ ମୁଖିଆ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ନିର୍ବାଚନ କମିସନ । ସମନ ସତ୍ତ୍ୱେ ହାଜର ନହେବାରୁ ଅବମାନନା ମାମଲାରେ ପାକିସ୍ତାନ ନିର୍ବାଚନ କମିସନ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ଇସିପି ବା ଇଲେକ୍ସନContinue reading “ଇମ୍ରାନ ଖାନଙ୍କ ଉପରେ ପୁଣି ଝୁଲିଲା ଗିରଫଦାରିର ଖଣ୍ଡା : ଜାମିନ ବିହୀନ ଗିରଫ ପରୱାନା ଜାରି କଲେ ପାକ ନିର୍ବାଚନ କମିସନ”
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ : ଉତ୍ତ୍ୟକ୍ତ ପ୍ରତିବାଦକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ
କନକ ବ୍ୟୁରୋ : ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଉତ୍ୟକ୍ତ ପ୍ରଦର୍ଶନକାରୀଙ୍କ ଆକ୍ରମଣ । ମୁଖ୍ୟମନ୍ତ୍ରୀ କାନରାଡ ସାଙ୍ଗମା ଧାରଣାରତ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଥିବା ବେଳେ ଏହି ଆକ୍ରମଣ ହୋଇଛି । ହଠାତ୍ ଶତାଧିକ ବିକ୍ଷୋଭକାରୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପ୍ରତିରୋଧ କରିଥିଲେ ସୁରକ୍ଷା କର୍ମୀ । ଯାହାକୁ ନେଇ ସୁରକ୍ଷାକର୍ମୀ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏଥିରେ ଉତ୍ତ୍ୟକ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟContinue reading “ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ : ଉତ୍ତ୍ୟକ୍ତ ପ୍ରତିବାଦକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ”
ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ମହାମହିମ : କଟକ, ଭୁବନେଶ୍ୱର ଓ ତମାଣ୍ଡୋରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ
କନକ ବ୍ୟୁରୋ : ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା କାର୍ଯ୍ୟସୂଚୀ ରହିଛି । ବିମାନ ବନ୍ଦରରୁ ଓହ୍ଲାଇ ମହାମହିମ ସ୍ୱତନ୍ତ୍ର କାରକେଡରେ ସିଧା ରାଜଭବନ ଯିବେ । ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ । ୨୬Continue reading “ଆଜିଠୁ ତିନି ଦିନିଆ ଓଡିଶା ଗସ୍ତରେ ମହାମହିମ : କଟକ, ଭୁବନେଶ୍ୱର ଓ ତମାଣ୍ଡୋରେ ଆୟୋଜିତ କାର୍ଯ୍ୟକ୍ରମରେ ହେବେ ସାମିଲ”
ଆଜିିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା ! ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଆହୁରି ଘନୀଭୂତ ହୋଇ ୨୬ରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜିଠୁ ଆସନ୍ତକାଲି ସକାଳ ଯାଏଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ମାଲକାନଗିରି,Continue reading “ଆଜିିଠୁ ୩ ଦିନ ଯାଏଁ ପ୍ରବଳ ବର୍ଷା ! ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା”
ରାଇସିନା ହିଲସରେ ଦ୍ରୌପଦୀ ମୁର୍ମୁଙ୍କୁ ପୂରିଲା ବର୍ଷେ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନେଇଥିଲେ ଦାୟିତ୍ୱ
କନକ ବ୍ୟୁରୋ : ରାଇସିନା ହିଲରେ ଦ୍ରୌପଦୀ ମୁର୍ମୁଙ୍କ ଏକ ବର୍ଷ ପୂରଣ ହୋଇଛି । ୨୫ ଜୁଲାଇ ୨୦୨୨ରେ ସେ ଦେଶରେ ୧୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରଠୁ ସେ ସକ୍ରିୟତା ସହ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ବର୍ଷ ବ୍ୟସ୍ତବହୁଳ ରହିଛି । ରାଷ୍ଟ୍ରପତି ଭାବେ ବର୍ଷକର କାର୍ଯ୍ୟକାଳ ଭିତରେ ସେ ୨୬ଟି ରାଜ୍ୟ ଗସ୍ତ କରି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାContinue reading “ରାଇସିନା ହିଲସରେ ଦ୍ରୌପଦୀ ମୁର୍ମୁଙ୍କୁ ପୂରିଲା ବର୍ଷେ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନେଇଥିଲେ ଦାୟିତ୍ୱ”
ଓଡ଼ିଆ ପୁଅଙ୍କ ବଲିଉଡ୍ ଯାତ୍ରା: ମାୟାନଗରୀର ନୂଆ କମାଣ୍ଡୋ ପ୍ରେମ ପରିଜା
କନକ ବ୍ୟୁରୋ: କମାଣ୍ଡୋ । ବଲିଉଡର ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବେ । ଦମଦାର ଆକ୍ସନ ଓ ଜବରଦସ୍ତ ଷ୍ଟଂଟରେ ଭରପୂର ଏହି ସିନେମା ଦର୍ଶକଙ୍କ ମନକିଣିଥିଲା । ପୂର୍ବରୁ କମାଣ୍ଡୋ ଚରିତ୍ରରେ ଆକ୍ସନ ହିରୋ ବିଦ୍ୟୁତ ଜୱାଁଲ ଅଭିନୟ କରିଥିବାବେଳେ ଏଥର ବଲିଉଡ୍ରେ ନୂଆ କମାଣ୍ଡୋ ହୋଇ ଏଂଟ୍ରି କରୁଛନ୍ତି ଜଣେ ଓଡିଆ ପୁଅ । ରିଲିଜ୍ ହୋଇଛି ଆଗାମୀ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ କମାଣ୍ଡୋର ପ୍ରଥମ ଟିଜର । ଏଥିରେ ଆପଣContinue reading “ଓଡ଼ିଆ ପୁଅଙ୍କ ବଲିଉଡ୍ ଯାତ୍ରା: ମାୟାନଗରୀର ନୂଆ କମାଣ୍ଡୋ ପ୍ରେମ ପରିଜା”