୨୦୨୪ ଲଢ଼େଇ ପାଇଁ କଂଗ୍ରେସର ରଣନୀତି । ରାଜ୍ୟରେ ୧୫ ଲୋକସଭା ଏବଂ ୧୦୦ରୁ ଅଧିକ ବିଧାନସଭା ଆସନ ଜିତିବା ଲକ୍ଷ୍ୟ ।

କନକ ବ୍ୟୁରୋ: ୨୪ ଲଢ଼େଇ ପାଇଁ ଖସଡ଼ା ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ନିର୍ଦ୍ଧାରଣ କରିଛି ଟାର୍ଗେଟ୍ । ୧୫ଟି ଲୋକସଭା ଏବଂ ୧୦୦+ ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ନକ୍ସା ପ୍ରସ୍ତୁତ ହୋଇଛି । ସେହିପରି ଦଳରେ ସାମିଲ ହୋଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ପେପର ୱାର୍କ ଉପରେ ଫୋକସ୍ କରୁଥିବା ବେଳେ ତାକୁ ଫିଲ୍ଡରେ କାର୍ଯ୍ୟକାରୀ କରିବେ ଦଳୀୟ ନେତା । ଏସବୁ ଭିତରେ କର୍ଣ୍ଣାଟକ,Continue reading “୨୦୨୪ ଲଢ଼େଇ ପାଇଁ କଂଗ୍ରେସର ରଣନୀତି । ରାଜ୍ୟରେ ୧୫ ଲୋକସଭା ଏବଂ ୧୦୦ରୁ ଅଧିକ ବିଧାନସଭା ଆସନ ଜିତିବା ଲକ୍ଷ୍ୟ ।”

ଭୁବନେଶ୍ୱର ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ୨ ଦିନରେ ୨ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । କ୍ୟାପିଟାଲ୍ ହସପିଟାଲରେ ମହିଳାଙ୍କ ମୃତ୍ୟୁକୁ ଅସ୍ୱୀକାର କଲେ କର୍ତୃପକ୍ଷ 

କନକ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଆଉ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ୨ ଦିନରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ଆତଙ୍କ ସୃଷ୍ଟି ହୋଇଛି । ତେବେ କ୍ୟାପିଟାଲ କର୍ତ୍ତୃପକ୍ଷ କାହାର ମୃତ୍ୟୁ ହୋଇନାହିଁ ବୋଲି ସଫେଇ ଦେଇ ନିଜ ଦାୟିତ୍ୱ ସାରିଦେଇଛନ୍ତି । ତେବେ କେବଳ ରାଜଧାନୀରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଉଦବେଗର କାରଣ ପାଲଟିଛି । ୨ ଦିନରେContinue reading “ଭୁବନେଶ୍ୱର ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ୨ ଦିନରେ ୨ ଜଣ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । କ୍ୟାପିଟାଲ୍ ହସପିଟାଲରେ ମହିଳାଙ୍କ ମୃତ୍ୟୁକୁ ଅସ୍ୱୀକାର କଲେ କର୍ତୃପକ୍ଷ “

ଆମେରିକା ଗସ୍ତରେ ୫-ଟି ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବଡ଼ ବଡ଼ କମ୍ପାନୀ ସହ କରିବେ ଆଲୋଚନା । ବାବୁଙ୍କ ଗସ୍ତକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ଆମେରିକାରୁ ଓଡିଶାକୁ ଆସିବ ପୁଞ୍ଜିନିବେଶ । ଏଥିପାଇଁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଯାଇଛନ୍ତି ଆମେରିକା । ସବୁଠାରୁ ବଡ କଥା ହେଲା, ବିଭିନ୍ନ ଯନ୍ତ୍ରାଂଶରେ ବ୍ୟବହାର ହେଉଥିବା ସେମିକଣ୍ଡକ୍ଟର ବା ଇଲେକଟ୍ରୋନିକ୍ସ ଚିପ୍ ଉତ୍ପାଦନରେ ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ଏହି ଟିମ୍ ଉଦ୍ୟମ କରିବ । ୧୦ ଦିନର ରହଣୀ ମଧ୍ୟରେ ବିଶ୍ୱର ପ୍ରମୁଖ କମ୍ପାନୀ ସହ ଆଲୋଚନା କରିବେ ଓଡିଶାରୁ ଯାଇଥିବା ଟିମ୍ । ଆଉ ବାବୁଙ୍କ ଗସ୍ତ ନେଇ ବିଜେଡି-ବିଜେପିର ମଧ୍ୟରେContinue reading “ଆମେରିକା ଗସ୍ତରେ ୫-ଟି ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବଡ଼ ବଡ଼ କମ୍ପାନୀ ସହ କରିବେ ଆଲୋଚନା । ବାବୁଙ୍କ ଗସ୍ତକୁ ନେଇ ତେଜିଲା ରାଜନୀତି”

ଓଏସଏସସିର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ । ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଆରା ଢଙ୍ଗରେ ଆଶାୟୀଙ୍କ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଖାଲି ପାଦରେ ଚାଲି ଚାଲି ଗଲେ ପରୀକ୍ଷାର୍ଥୀ

କନକ ବ୍ୟୁରୋ: ଜେଇ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ପରୀକ୍ଷା ରଦ୍ଦ ନେଇ ତାତିଛନ୍ତି ପରୀକ୍ଷାର୍ଥୀ । ଆଉ ରାଜଧାନୀରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର । ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଭେଟି ଦାବିପତ୍ର ଦେବାକୁ ଚାହୁଁଥିଲେ ପରୀକ୍ଷାର୍ଥୀ, ହେଲେ ଭେଟିନପାରିବାରୁ କାର୍ଯ୍ୟାଳୟକୁ ମୁଣ୍ଡିଆ ମାରି ଚାଲି ଚାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ପରୀକ୍ଷାର୍ଥୀ । ଯେଉଁ ଅଧିକାରୀ ମାନେ ପ୍ରଶ୍ନପତ୍ର ଲିକ୍ ପାଇଁ ଦାୟୀ, ସେମାନଙ୍କ ବିରୋଧରେ ବିରୋଧରେ ଦୃଢContinue reading “ଓଏସଏସସିର ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ । ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନିଆରା ଢଙ୍ଗରେ ଆଶାୟୀଙ୍କ ପ୍ରତିବାଦ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଖାଲି ପାଦରେ ଚାଲି ଚାଲି ଗଲେ ପରୀକ୍ଷାର୍ଥୀ”

ଜମି ପଟ୍ଟା ନଥିବାରୁ ତିଆରି ହୋଇପାରୁନି ଆବାସ ଗୃହ: ରାୟଗଡାରେ ଆବାସ କାର୍ଯ୍ୟାଦେଶ ପାଇ ଜମି ପଟ୍ଟା ପାଇଁ ପଂଚାୟତ ଅଫିସକୁ ଦଉଡୁଛନ୍ତି ହିତାଧିକାରୀ

କନକ ବ୍ୟୁରୋ: ଆବାସ ପାଇଁ ପଟା ବାଧକ । ଜମି ପଟା ନଥିବାରୁ ତିଆରି କରିପାରୁନାହାନ୍ତି ପକା ଘର । ରାୟଗଡା ଜିଲ୍ଲାର ଗ୍ରାମାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ପ୍ରହସନ ପାଲଟିଯାଇଛି । ବର୍ଷ ବର୍ଷ ଧରି ହିତାଧିକାରୀ ମାନେ ଆବାସ ଟିଏ ପାଇଁ ବ୍ଳକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଥିବା ବେଳେ ଯାହାକୁ କାର୍ଯ୍ୟାଦେଶ ମିଳିଛି ସିଏ ଘର ତିଆରି କରିପାରୁନାହାନ୍ତି । କାରଣ ତାଙ୍କ ପାଖରେ ଜମି ପଟା ନାହିଁ ।Continue reading “ଜମି ପଟ୍ଟା ନଥିବାରୁ ତିଆରି ହୋଇପାରୁନି ଆବାସ ଗୃହ: ରାୟଗଡାରେ ଆବାସ କାର୍ଯ୍ୟାଦେଶ ପାଇ ଜମି ପଟ୍ଟା ପାଇଁ ପଂଚାୟତ ଅଫିସକୁ ଦଉଡୁଛନ୍ତି ହିତାଧିକାରୀ”

୩୮ ବର୍ଷର ବୃତିଗତ ଜୀବନରୁ ମିଳିଲା ଅବସର: ନିଆଳିର ସନା ସାରଙ୍କୁ ନିଆରା ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ସନା ସାରଙ୍କୁ ବିଦାୟ ଦେଇଛନ୍ତି ଛାତ୍ରଛାତ୍ରୀ । ବୃତିଗତ ଜୀବନରେ ଅନେକ ମଣିଷ ତିଆରି କରିଥିବା ଶିକ୍ଷକ ସନାତନ ସାହୁଙ୍କୁ ବିଦ୍ୟାଳୟରୁ ବିଦାୟ ଦିଆଯାଇଛି । କର୍ମମୟ ଜୀବନରେ ଶେଷ ଦିନ ପାଇଁ ପ୍ରିୟ ସାରଙ୍କୁ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ଛାତ୍ରଛାତ୍ରୀ ଓ ନିଆଳି ବିଶିନପୁର ପଂଚାୟତବାସୀ । ଯେଉଁ ଦିନ କେବେ ନ ଆସୁ ବୋଲି ଚାହୁଁଥô୍ଲେ ଛାତ୍ରଛାତ୍ରୀ ସେଦିନ ଆସି ପହଁଚିଛି । ଆଜି ପରେ ସକାଳ ୯ଟା ବାଜୁ ବାଜୁContinue reading “୩୮ ବର୍ଷର ବୃତିଗତ ଜୀବନରୁ ମିଳିଲା ଅବସର: ନିଆଳିର ସନା ସାରଙ୍କୁ ନିଆରା ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ”

ଝିଅ ବାହାଘର ପରେ ବାପାଙ୍କ ବାହାଘର । ଜୀବନର ଶେଷ ଭାଗରେ ଏକାଠି ଚାଲିବା ପାଇଁ ୪୭ ବର୍ଷିୟା ସୁରେଖାଙ୍କୁ କଲେ ଜୀବନ ସାଥୀ 

କନକ ବ୍ୟୁରୋ: ବିବାହରେ ବାଧକ ସାଜିପାରିଲା ନାହିଁ ବୟସ । ସ୍ତ୍ରୀଙ୍କ ମୃତ୍ୟୁର ୧୮ ବର୍ଷ ପରେ, ଝିଅ ବାହାଘର ପରେ ବିବାହ କରିଛନ୍ତି ବାପା । ପୁଣି ନିଜ ବୟସ ଠାରୁ ପ୍ରାୟ ୩୦ ବର୍ଷ ସାନ ମହିଳାଙ୍କ ହାତ ଧରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗାଁର ରାମଚନ୍ଦ୍ର ସାହୁ । ଜୀବନର ଶେଷ ଭାଗରେ ସାଙ୍ଗ ହୋଇ ଚାଲିବା ପାଇଁ ଭଞ୍ଜନଗର ସ୍ଥିତ କୁଲାଗଡ ଗାଁର ତ୍ରିନାଥ ସାହୁଙ୍କ ଝିଅଙ୍କ ହାତContinue reading “ଝିଅ ବାହାଘର ପରେ ବାପାଙ୍କ ବାହାଘର । ଜୀବନର ଶେଷ ଭାଗରେ ଏକାଠି ଚାଲିବା ପାଇଁ ୪୭ ବର୍ଷିୟା ସୁରେଖାଙ୍କୁ କଲେ ଜୀବନ ସାଥୀ “

ରାସ୍ତା ନଥିବାରୁ ଗାଁରେ ବନ୍ଧୁ ବାନ୍ଧିବାକୁ ଚାହୁଁ ନାହାନ୍ତି ଲୋକେ: ୫ ବର୍ଷ ହେଲା ହୋଇପାରୁନି ପୁଅ କି ଝିଅ ବାହାଘର 

କନକ ବ୍ୟୁରୋ: ରାସ୍ତା ନାହିଁ ବୋଲି ବାହାଘର ହୋଇପାରୁନାହିଁ । ପୁଅଙ୍କ ପାଇଁ ଝିଅ ମିଳୁନାହିଁ । ଗାଁକୁ ଆସି ରାସ୍ତା ଦେଖିବା ପରେ ଝିଅ ଦେବାକୁ ରାଜି ହେଉନାହାନ୍ତି ଲୋକ । ଝିଅ ବାହାଘର ଠିକ୍ ହେଲେ ବି ବରଗାଡି ଆସିବାକୁ ଅସୁବିଧା ହେବ କହି ବାହାଘର ଭାଙ୍ଗି ଯାଉଛି । ରାସ୍ତା ସମସ୍ୟା ଯୋଗୁଁ ୫ ବର୍ଷ ହେଲା ଗାଁରେ ଗୋଟିଏ ବି ବାହାଘର ହୋଇନାହିଁ । ତେଣୁ ଜିଲ୍ଲା ପ୍ରଶାସନକୁ ଭେଟି ଲିଖିତContinue reading “ରାସ୍ତା ନଥିବାରୁ ଗାଁରେ ବନ୍ଧୁ ବାନ୍ଧିବାକୁ ଚାହୁଁ ନାହାନ୍ତି ଲୋକେ: ୫ ବର୍ଷ ହେଲା ହୋଇପାରୁନି ପୁଅ କି ଝିଅ ବାହାଘର “

କ୍ୟାନସରରେ ପୀଡିତ ୧୬ ବର୍ଷର ଝିଅ । ଦଶମ ପରୀକ୍ଷା ପରେ ପାଠପଢାରେ ଡୋରି ବାନ୍ଧି ଦେଇ ରୋଗ ।

କନକ ବ୍ୟୁରୋ: କ୍ୟାନସରରେ ପୀଡିତ ୧୬ ବର୍ଷର ଝିଅ । ଦଶମ ପରୀକ୍ଷା ପରେ ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପାଠ ପଢାରେ ଡୋରି ବନ୍ଧା ହୋଇଛି । ପରିବାରର ଆର୍ôଥକ ଅନଟନ କାରଣରୁ ଠିକ ଭାବେ ଚିକିତ୍ସା ହୋଇପାରୁନି । ଅନଟନ ସହ ରୋଗରେ ସନ୍ତୁଳି ହେଉଛନ୍ତି ଗଞ୍ଜାମ ବେଗୁନିଆପଡାର ଝିଅ କାଜଲ ପଲାଇ । ଛୋଟିଆ ଦୁର୍ଘଟଣା କାଜଲଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛି । ଦିନେ ଅଟୋରୁ ଓହ୍ଲାଇବା ବେଳେ ତଳେ ପଡିଯାଇଥିଲେContinue reading “କ୍ୟାନସରରେ ପୀଡିତ ୧୬ ବର୍ଷର ଝିଅ । ଦଶମ ପରୀକ୍ଷା ପରେ ପାଠପଢାରେ ଡୋରି ବାନ୍ଧି ଦେଇ ରୋଗ ।”

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍: ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

କନକ ବ୍ୟୁରୋ: ହୀରାକୁଦରେ ଖୋଲିଲା ଆଉ ତିନି ଗେଟ୍ । ଗତକାଲି ହୀରାକୁଦ ଜଲଭଣ୍ଡାର ୫ଟି ଗେଟ ଖୋଲି ପ୍ରଥମେ ବନ୍ୟାଜଳ ନିଷ୍କାସନ କରିଥିଲା । ହେଲେ ହୀରାକୁଦ ଜଳସ୍ତର ଧିରେ ଧିରେ ବଢୁଥିବା ଯୋଗୁଁ ଆଜି ଆଉ ୩ଟି ଗେଟ ଖୋଲିବାକୁ ନିଷ୍ପତି ନେଇଛି କର୍ତୃପକ୍ଷ । ତେବେ ଆଗକୁ ବଡ଼ ବର୍ଷା ଥିବାରୁ ହୀରାକୁଦ ଜଲଭଣ୍ଡାରର ଧିରେ ଧିରେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଡ୍ୟାମ କର୍ତୃପକ୍ଷContinue reading “ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍: ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ”

Design a site like this with WordPress.com
Get started