ଅଗଷ୍ଟ ୨୦ରେ ଭାରତ ଫେରିଆସିବେ ଅଞ୍ଜୁ । ଭିସା ଅବଧି ସରିବା ପରେ ଭାରତକୁ କରିବେ ରିଟର୍ଣ୍ଣ । ପାକିସ୍ତାନୀ ବନ୍ଧୁ କହିଲେ, ବିବାହ କରିବାକୁ ନାହିଁ ଯୋଜନା ।

କନକ ବ୍ୟୁରୋ: ପ୍ରେମ ପାଇଁ ପାକିସ୍ତାନ ଚାଲିଯାଇଥିବା ଭାରତ ବୋହୂ ଅଞ୍ଜୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ ପ୍ରେମକୁ ପାଇବା ପାଇଁ ସେ ପାକିସ୍ତାନ ପଳାଇଯାଇଥିବାବେଳେ, ଏବେ ତା ପ୍ରେମିକ ତାକୁ ବିବାହ କରିବାକୁ କୌଣସି ପ୍ଲାନ୍ ନଥିବା କଥା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ଏମିତି କି ଆସନ୍ତା ଅଗଷ୍ଟ ୨୦ ତାରିଖରେ ଭିସାର ଅବଧି ଶେଷ ହେବା ପରେ ଅଞ୍ଜୁ ଭାରତ ଫେରିଯିବ ବୋଲି କହିଛନ୍ତି ଅଞ୍ଜୁର ପ୍ରେମିକ ନସରୁଲ୍ଲାହ ।Continue reading “ଅଗଷ୍ଟ ୨୦ରେ ଭାରତ ଫେରିଆସିବେ ଅଞ୍ଜୁ । ଭିସା ଅବଧି ସରିବା ପରେ ଭାରତକୁ କରିବେ ରିଟର୍ଣ୍ଣ । ପାକିସ୍ତାନୀ ବନ୍ଧୁ କହିଲେ, ବିବାହ କରିବାକୁ ନାହିଁ ଯୋଜନା ।”

୨ ଦିନରେ ୨ ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ: କ୍ୟାପିଟାଲ୍ ହସ୍ପିଟାଲରେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ

କନକ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ନେଲା ଆଉ ଜଣଙ୍କ ଜୀବନ । ଦୁଇ ଦିନ ଭିତରେ ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଜଣେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ଡେଙ୍ଗୁଜନିତ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସୂଚନା ଅନୁସାରେ, ରାଜ୍ୟରେ ବର୍ତମାନ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୦୦ରୁ ଅଧିକ ରୋଗୀ କେବଳ ଭୁବନେଶ୍ୱରରୁContinue reading “୨ ଦିନରେ ୨ ଜଣଙ୍କ ଜୀବନ ନେଲାଣି ଡେଙ୍ଗୁ: କ୍ୟାପିଟାଲ୍ ହସ୍ପିଟାଲରେ ୬୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ”

ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ: ଜନଶୁଣାଣି ପ୍ରହସନ ବୋଲି କହିଲେ ସରପଞ୍ଚ

କନକ ବ୍ୟୁରୋ: ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରହସନ ବୋଲି କହିଲେ ସରପଂଚ । ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ସରପଂଚ । କହିଛନ୍ତି ଜିଲ୍ଲାପାଳ ଅଭିଯୋଗ ଶୁଣୁଛନ୍ତି ହେଲେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାପାଳଙ୍କ ସମ୍ମୁଖରେ ଅଭିଯୋଗ ପତ୍ରକୁ ଚିରିଫୋପାଡ଼ି ଦେଲେ ସରପଂଚ । The post ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ:Continue reading “ଜନ ଶୁଣାଣି ବେଳେ ହଟହଟା ହେଲେ କୋରାପୁଟ ଜିଲ୍ଲାପାଳ: ଜନଶୁଣାଣି ପ୍ରହସନ ବୋଲି କହିଲେ ସରପଞ୍ଚ”

ମୌସୁମୀ ଅଧିବେଶନରୁ ସସପେଣ୍ଡ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ । ହଟ୍ଟଗୋଳ ଭିତରେ ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ।

କନକ ବ୍ୟୁରୋ: ଜୋରଦାର ହଙ୍ଗାମା ଭିତରେ ଶେଷ ହୋଇଛି ସଂସଦ ମୌସମୀ ଅଧିବେଶନର ତୃତୀୟ ଦିନ । ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ନିଲମ୍ବନ କରିବା ପରେ, ବିରୋଧୀ ସାଂସଦ ମାନେ ଏହାକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି । ସୋମବାର ରାଜ୍ୟସଭା ଉପ ସଭାପତି ହରିବଂଶ ସିଂହ ଆପ୍ ସାଂସଦ ସଞ୍ଜୟ ସିଂକୁ ରାଜ୍ୟସଭା ସଦନରୁ ବାହାରକୁ ଯିବାକୁ ଅନୁରୋଧ କରିଥିଲେ । ହେଲେ ସେContinue reading “ମୌସୁମୀ ଅଧିବେଶନରୁ ସସପେଣ୍ଡ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ । ହଟ୍ଟଗୋଳ ଭିତରେ ରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ।”

ଚାଷ ବିଲରେ କାମ କଲେ ଆସାମ୍ ମନ୍ତ୍ରୀ ଅତୁଲ ବୋରା: କୃଷି ମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

କନକ ବ୍ୟୁରୋ: କିଛି ଦିନ ଆଗରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିବା ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ନିଜ ମନ୍ତ୍ରୀଙ୍କ କରୁଛନ୍ତି ଭୁରି ଭୁରି ପ୍ରଶଂସା । ଚାଷ ବିଲରେ କାମ କରୁଥିବା ଆସାମ କୃଷିମନ୍ତ୍ରୀ ଅତୁଲ ବୋରାଙ୍କୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ରବିବାର ଚାଷ ବିଲରେ କାମ କରୁଥିବା ଏକ ଭିଡିଓ ଟୁଇଟ୍ କରି ସେୟାର କରିଛନ୍ତି କୃଷି ମନ୍ତ୍ରୀ ଅତୁଲ ବୋରାContinue reading “ଚାଷ ବିଲରେ କାମ କଲେ ଆସାମ୍ ମନ୍ତ୍ରୀ ଅତୁଲ ବୋରା: କୃଷି ମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା”

ହସ୍ପିଟାଲ ବେଡରୁ ଚମ୍ପଟ ମାରିଲା ଗିରଫ ଶିକାରୀ: ୪ କଲରା ପତରିଆ ବାଘ ଛାଲ ବିକ୍ରି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ

କନକ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ବାରିପଦା ହସ୍ପିଟାଲ୍ରୁ ଚମ୍ପଟ ମାରିଲା କଏଦୀ । ଗିରଫ ହେବାର ଗୋଟିଏ ଦିନ ପରେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଫେରାର ହୋଇଛି କଏଦୀ । ବାଘଛାଲ ଜବତ ଘଟଣାରେ ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଅସୁସ୍ଥତା ବାହାନା କରି ଫେରାର ମାରିଛି ଜଣେ ଅଭିଯୁକ୍ତ ରୂପାୟ ମାରାଣ୍ଡି । ଅଭିଯୁକ୍ତ ହେପାଜତରେ ଥିବା ବେଳେ ରାତିରେContinue reading “ହସ୍ପିଟାଲ ବେଡରୁ ଚମ୍ପଟ ମାରିଲା ଗିରଫ ଶିକାରୀ: ୪ କଲରା ପତରିଆ ବାଘ ଛାଲ ବିକ୍ରି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ”

ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ: ସାମିଲ ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ

କନକ ବ୍ୟୁରୋ: ବିଦ୍ୟାଳୟ ପରିସରରେ ବିଧାୟକଙ୍କ ଜନ୍ମଦିନର କେକ୍ କାଟିଲେ କୁନି ଛାତ୍ରଛାତ୍ରୀ । ଛୁଟି ଦିନରେ ପିଲାମାନଙ୍କୁ ବିଦ୍ୟାଳୟକୁ ଡାକି କର୍ମୀ ଓ ସମର୍ଥକ କାଟିଲେ କେକ୍ । ସରକାରୀ ବିଦ୍ୟାଳୟ ପରସିରରେ କୌଣସି ବ୍ୟକ୍ତିଗତ ଉତ୍ସବ ପାଳନ ନିୟମ ନଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବ୍ରଜଗିରି ପ୍ରକଳ୍ପ ବିଦ୍ୟାଳୟରୁ ଆସିଛି ଏଭଳି ଚିତ୍ର । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ କେକ୍ କାଟିଲେ ଛାତ୍ରଛାତ୍ରୀ । ଏପରିକି ସ୍କୁଲର ନାମକୁContinue reading “ବିଦ୍ୟାଳୟରେ ବିଧାୟକଙ୍କ ଜନ୍ମଦିନ ପାଳନ: ସାମିଲ ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ”

ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ୪ସୈନ୍ୟଙ୍କ ସମେତ ୯ମୃତ, ବଞ୍ଚିଗଲା କୁନି ଜୀବନ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରବିବାର ଦିନ ସୁଦାନର ‘ପୋର୍ଟ ସୁଦାନ ଏୟାର୍‌ପୋର୍ଟ’ରେ ଗୋଟାଏ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪ଜଣ ସୈନିକଙ୍କ ସମେତ ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସେନା କହିଛି । ସୁଦାନ ସେନା ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଯାନ୍ତ୍ରିକ ତ୍ରୁଟିବିଚ୍ୟୁତି ଯୋଗୁଁ ‘ପୋର୍ଟ ସୁଦାନ ଏୟାର୍‌ପୋର୍ଟ’ରେ ଆଜି ଗୋଟାଏ ବେସାମରିକ ଏଣ୍ଟୋନୋଭ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ସେନା କର୍ମଚାରୀଙ୍କ ସମେତ ୯ଜଣ ବ୍ୟକ୍ତିContinue reading “ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ । ୪ସୈନ୍ୟଙ୍କ ସମେତ ୯ମୃତ, ବଞ୍ଚିଗଲା କୁନି ଜୀବନ”

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପାଇଁ ମୁତୟନ ହେବେ ୩୬ ପ୍ଲାଟୁନ ପୋଲିସ ଫୋର୍ସ ।

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜୁଲାଇ ୨୫ରୁ ଜୁଲାଇ ୨୭ ଯାଏଁ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରୁଟ୍ ଲାଇନ, କାରକେଡ, ଟ୍ରାଫିକContinue reading “ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପାଇଁ ମୁତୟନ ହେବେ ୩୬ ପ୍ଲାଟୁନ ପୋଲିସ ଫୋର୍ସ ।”

ସାଢେ ୬ କୋଟି ଜନତାଙ୍କୁ ମୋଦୀ ସରକାରଙ୍କ ବଡ ଉପହାର: PF ଉପରେ ସୁଧ ହାର ବଢାଇବାକୁ ଘୋଷଣା

କନକ ବ୍ୟୁରୋ: ଜନତାଙ୍କୁ ମୋଦୀ ସରକାରଙ୍କ ବଡ ଉପହାର । ବଢିବ ଇପିଏଫ୍ ସୁଧ ହାର । ଏନେଇ ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ । ସୂଚନା ମୁତାବକ, ଏହାପୂର୍ବରୁ ପିଏଫ୍ ସୁଧ ହାର ୮.୧୦ ପ୍ରତିଶତ ଥିଲା । କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଭବିଷ୍ୟନିଧି ଯୋଗଦାନ ପାଇଁContinue reading “ସାଢେ ୬ କୋଟି ଜନତାଙ୍କୁ ମୋଦୀ ସରକାରଙ୍କ ବଡ ଉପହାର: PF ଉପରେ ସୁଧ ହାର ବଢାଇବାକୁ ଘୋଷଣା”

Design a site like this with WordPress.com
Get started