ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ହେରଫେର ଅଭିଯୋଗ : ୩ କୋଟିରୁ ଅଧିକ ଟଙ୍କାର ଅନିୟମିତତା ନେଇ ଥାନାରେ ଏତଲା

କନକ ବ୍ୟୁରୋ : ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ବା ୟୁସିସିସି ନାମରେ ଥିବା ପାଣ୍ଠିର ବ୍ୟାପକ ହେରଫେର ଅଭିଯୋଗ । ୩ କୋଟିରୁ ଅଧିକ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ପୁରୀଘାଟ ଥାନାରେ ଏ ନେଇ ଏତଲା ଦିଆଯାଇଛି । ଏତଲା ଅନୁଯାୟୀ ୟୁସିସିସିର ଏକ ଶାଖା ଭାବେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁର୍ସ ଆସୋସିଏସନକୁ ଦର୍ଶାଇ ନୂଆ ସଦସ୍ୟଙ୍କ ନିକଟରୁ ବହୁବର୍ଷ ଧରି ଅର୍ଥ ଲୁଟ୍ ହୋଇଆସୁଛି । କିନ୍ତୁ ଏଭଳିContinue reading “ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାଁରେ ହେରଫେର ଅଭିଯୋଗ : ୩ କୋଟିରୁ ଅଧିକ ଟଙ୍କାର ଅନିୟମିତତା ନେଇ ଥାନାରେ ଏତଲା”

ବଦଳିଲା ଟ୍ୱିଟରର ଠିକଣା : ଏଣିକି ଏକ୍ସ ଡଟ୍ କମ୍’ରେ ମିଳିବ ଟୁଇଟରର ସମସ୍ତ ସେବା ; ପରିଚୟ ହରାଇବ ନୀଳ ଚଢ଼େଇ, ଆଜି ଜାରି ହେବ ନୂଆ ଲୋଗୋ

କନକ ବ୍ୟୁରୋ : ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର ପରିଚୟକୁ ନେଇ ସଙ୍କଟ ସୃଷ୍ଟି ହୋଇଛି । ଟୁଇଟର ମାଲିକ ଏଲନ ମସ୍କ ଟୁଇଟରକୁ ରିବ୍ରାଣ୍ଡିଂ କରିବାକୁ ବିଚାର କରୁଛନ୍ତି । ଟୁଇଟରକୁ ସେ ସୁପର ଆପ ଭାବେ ବିକାସ କରିବାକୁ ଚାହୁଁଛନ୍ତି । ସୁପର ଆପରେ ସୋସିଆଲ ମିଡିଆ ସହିତ ଟାକ୍ସି ବୁକିଂ, ସପିଙ୍ଗ, ଅନଲାଇନ ପେମେଣ୍ଟ ଆଦି ବହୁ କାର୍ଯ୍ୟ ହୋଇପାରିବ । ମସ୍କ ଟୁଇଟର ଡଟ କମକୁ ବଦଳାଇ ଏକ୍ସ ଡଟ୍Continue reading “ବଦଳିଲା ଟ୍ୱିଟରର ଠିକଣା : ଏଣିକି ଏକ୍ସ ଡଟ୍ କମ୍’ରେ ମିଳିବ ଟୁଇଟରର ସମସ୍ତ ସେବା ; ପରିଚୟ ହରାଇବ ନୀଳ ଚଢ଼େଇ, ଆଜି ଜାରି ହେବ ନୂଆ ଲୋଗୋ”

ଭୁଶୁଡିଲା ଜିମ୍ ଛାତ । ଚାଲିଗଲା ୧୦ ଜୀବନ, ୧୪ଜଣଙ୍କ ଆହତ ଅବସ୍ଥାରେ ଉଦ୍ଧାର

କନକ ବ୍ୟୁରୋ: ଉତ୍ତରପୂର୍ବ ଚୀନର ୩୪ ମିଡିଲ ଇଷ୍ଟ କିକିହାରରେ ଥିବା ଏକ ସ୍କୁଲର ଜିମ୍ ଖାନା ଭୁଶୁଡିପଡିଛି । ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଭଙ୍ଗା ଛାତ ତଳେ ଦବି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ତେବେ ରବିବାର ଅପରାହ୍ନରେ ଏଭଳି ଅଘଟଣା ଘଟିଥିଲେ ବି ଏଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି । ପ୍ରାରମ୍ଭିକ ରିପୋର୍ଟ ମୁତାବକ, ନିର୍ମାଣକାରୀମାନେ ଛାତ ଉପରେ ‘ପର୍ଲାଇଟ୍‌’ (ଭଲ୍‌କାନିକ୍‌Continue reading “ଭୁଶୁଡିଲା ଜିମ୍ ଛାତ । ଚାଲିଗଲା ୧୦ ଜୀବନ, ୧୪ଜଣଙ୍କ ଆହତ ଅବସ୍ଥାରେ ଉଦ୍ଧାର”

ଦିଲ୍ଲୀରେ ଫୁଲୁଛି ଯମୁନା ନଦୀ : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାଜଳ, ଉପରମୁଣ୍ଡରେ ଜାରି ରହିଛି ବର୍ଷା

କନକ ବ୍ୟୁରୋ : ପୁଣିଥରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯମୁନାର ଜଳସ୍ତର ୨୦୬.୪ ମିଟରରେ ପହଞ୍ଚିଛି । ଯଦି ଜଳସ୍ତର ୨୦୬.୭ ମିଟରରେ ପହଞ୍ଚିବ ତେବେ ଯମୁନା ନଦୀ କୂଳରେ ରହୁଥିବା ଲୋକେ ବନ୍ୟାରେ ବୁଡ଼ିବେ । ଦିଲ୍ଲୀର ଯମୁନା ବ୍ରିଜ୍ ବା ପୁରୁଣା ଲୁହା ପୋଲ ରାତି ୧୦ଟା ୧୫ରେ ବନ୍ଦ କରିଦିଆଯାଇଛି । ଟ୍ରେନର ଗତିପଥକୁ ନୂଆଦିଲ୍ଲୀରେ ପରିବର୍ତ୍ତନ କରାଯାଇଛି । ହିମାଚଳ ପ୍ରଦେଶContinue reading “ଦିଲ୍ଲୀରେ ଫୁଲୁଛି ଯମୁନା ନଦୀ : ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟାଜଳ, ଉପରମୁଣ୍ଡରେ ଜାରି ରହିଛି ବର୍ଷା”

ଝିଅ ହେବ ତ, ଏମିତି… ପାଠ ପଢୁଛନ୍ତି, ପାୱାରଟିଲର ଚଲାଇ ଚାଷ ବି କରୁଛନ୍ତି । ପାଖରେ ପୁଅମାନେ ନଥିବା ବେଳେ ବୁଢା ବାପା ମାଆଙ୍କ ସାହାରା ସାଜିଛନ୍ତି ତରା

କନକ ବ୍ୟୁରୋ : ଗାଁର ଝିଅ ପରା, ହାର ମାନିବ କେମିତି… ମାଟି କାଦୁଅରେ ବଢିଥିବା ଝିଅ ସଂଘର୍ଷକୁ ଡରିଯିବ କେମିତି… ସେଥିପାଇଁ ତ ଯେଉଁ ହାତରେ କଲମ ଧରି ନିଜ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ଅହରହ ଚେଷ୍ଟା କରୁଛି, ସେହି ହାତରେ ପରିବାର ପ୍ରତିପୋଷଣ ପାଇଁ ପାୱାରଟିଲର ଚଲାଉଛି । ସକାଳୁ ୧୦ଟା ଯାଏଁ ବିଲରେ ପାୱାର ଟିଲର ଚଳାଉଛନ୍ତି । ଆଉ ୧୦ ଟା ପରେ କଲେଜ । ଚାଷବାସ କରି ପରିବାରContinue reading “ଝିଅ ହେବ ତ, ଏମିତି… ପାଠ ପଢୁଛନ୍ତି, ପାୱାରଟିଲର ଚଲାଇ ଚାଷ ବି କରୁଛନ୍ତି । ପାଖରେ ପୁଅମାନେ ନଥିବା ବେଳେ ବୁଢା ବାପା ମାଆଙ୍କ ସାହାରା ସାଜିଛନ୍ତି ତରା”

ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଗଲେ ଅଞ୍ଜୁ… ସୀମା ଓ ଅଞ୍ଜୁଙ୍କ ପ୍ରେମ କାହାଣୀରେ ସମାନତା କ’ଣ?

କନକ ବ୍ୟୁରୋ: ୪ ପିଲାଙ୍କୁ ଧରି ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କୁ ନେଇ ଏଯାଏଁ ଚର୍ଚ୍ଚା ଥମିନଥିବାବେଳେ ଏଭଳି ଆଉ ଏକ ଘଟଣା ଘଟିଛି । ଠିକ୍ ସୀମାଙ୍କ ଭଳି ଜଣେ ଭାରତୀୟ ମହିଳା ନିଜ ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଚାଲିଯାଇଛନ୍ତି । ତେବେ ଦୁହିଁଙ୍କ ଭିତରେ ସମାନତା କ’ଣ? ସୀମା ଓ ସଚିନଙ୍କ ପ୍ରେମ କାହାଣୀ ଜୋର ଧରିଥିବାବେଳେ ଏବେ ରାଜସ୍ଥାନ ଭିୱାଡିର ବାସିନ୍ଦା ଅଞ୍ଜୁContinue reading “ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଗଲେ ଅଞ୍ଜୁ… ସୀମା ଓ ଅଞ୍ଜୁଙ୍କ ପ୍ରେମ କାହାଣୀରେ ସମାନତା କ’ଣ?”

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲି ଲଘୁଚାପ : ଜାଣନ୍ତୁ ଆଜି କେଉଁଠି ହେବ ବର୍ଷା ?

କନକ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ତଥା ତତସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ମଧ୍ୟରେ ସେହି ସ୍ଥାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ । ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଆଦି ସ୍ଥାନରେ ବର୍ଷା ହୋଇପାରେ । କନ୍ଧମାଳ, ନବରଙ୍ଗପୁର,Continue reading “ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲି ଲଘୁଚାପ : ଜାଣନ୍ତୁ ଆଜି କେଉଁଠି ହେବ ବର୍ଷା ?”

ଭଣ୍ଡାରୀପୋଖରୀରେ ଡବଲ ମର୍ଡର : ପାରିବାରିକ କଳହକୁ ନେଇ ସ୍ତ୍ରୀ ଓ ପୁଅକୁ ହତ୍ୟା

କନକ ବ୍ୟୁରୋ : ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳରେ ପାରିବାରିକ କଳହ ପାଇଁ ଗଲା ଦୁଇ ଜଣଙ୍କ ଜୀବନ । ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ଘଟଣା ଘଟିଛି । ଘଟଣା ପରେ ସ୍ୱାମୀ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଭଣ୍ଡାରୀପୋଖରୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । The post ଭଣ୍ଡାରୀପୋଖରୀରେ ଡବଲ ମର୍ଡର : ପାରିବାରିକ କଳହକୁ ନେଇ ସ୍ତ୍ରୀ ଓContinue reading “ଭଣ୍ଡାରୀପୋଖରୀରେ ଡବଲ ମର୍ଡର : ପାରିବାରିକ କଳହକୁ ନେଇ ସ୍ତ୍ରୀ ଓ ପୁଅକୁ ହତ୍ୟା”

ପାରିବାରିକ କଳହର କରୁଣ ପରିଣତି : ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ରେଳ ଧାରଣାରେ ଦମ୍ପତିଙ୍କ ମୃତଦେହ । ଭୁବନେଶ୍ୱର ବମିଖାଲ ରେଳ ଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଦମ୍ପତିଙ୍କ ଘର କଟକ କନ୍ଦରପୁରର । ସେମାନେ ଭୁବନେଶ୍ୱର ସହିଦ ନଗର ଶାନ୍ତପଲ୍ଲୀ ଅଞ୍ଚଳରେ ରହୁଥିଲେ । ଭୁବନେଶ୍ୱରରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ପାରିବାରିକ କଳହରୁ ଆତ୍ମହତ୍ୟା କରାଯାଉଥିବା କୁହାଯାଉଛି । ଗତକାଲି ରାତିରେ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପଡୋଶୀ କହିଛନ୍ତି । The postContinue reading “ପାରିବାରିକ କଳହର କରୁଣ ପରିଣତି : ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର”

 ଝିଅ ପାଇଁ ଚାକିରୀ ଛାଡିଲେ ମା’ । ଆଇଏଏସ୍ ହୋଇ ମାନ ରଖିଲା ଝିଅ

କନକ ବ୍ୟୁରୋ: ଝିଅକୁ ଆଇଏସ୍ କରିବାକୁ ପରିବାରର ତ୍ୟାଗ । ମା’ ଚାକିରୀ ଛାଡିଲେ , ଘର ଲୋକ ଟିଭି ଦେଖିବା ଭୁଲିଗଲେ । ଏ ହେଉଛି ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଜାଗୃତି ଅୱସ୍ତିଙ୍କ ସଫଳତା ପଛର କାହାଣୀ । କୌଣସି ବ୍ୟକ୍ତିଙ୍କ ସଫଳତା ପଛରେ ନିଜସ୍ୱ ହେଉ କି ପରିବାର କାହାରି ନା କାହାରି ସଂଘର୍ଷ ତଥା ତ୍ୟାଗ ଥାଏ । ଜାଗୃତିଙ୍କ ସଫଳତା ପାଇଁ ମଧ୍ୟ ରହିଛି ଏପରି କିଛି ତ୍ୟାଗ । ଝିଅContinue reading ” ଝିଅ ପାଇଁ ଚାକିରୀ ଛାଡିଲେ ମା’ । ଆଇଏଏସ୍ ହୋଇ ମାନ ରଖିଲା ଝିଅ”

Design a site like this with WordPress.com
Get started