କନକ ବ୍ୟୁରୋ : ସଂସଦରେ ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ପୂର୍ବାହ୍ନ ୧୧ଟାରେ ସଂସଦ କାର୍ଯ୍ୟ ଆରମ୍ଭ ହେବ । ହେଲେ ପୂର୍ବ ଦିନ ଭଳି ଆଜି ମଧ୍ୟ ମଣିପୁର ବର୍ବରତାକୁ ନେଇ ସଂସଦରେ ହଙ୍ଗାମା ହେବା ସମ୍ଭାବନା ରହିଛି । ମଣିପୁରରେ ଦୁଇ କୁକି ସଂପ୍ରଦାୟର ମହିଳାଙ୍କୁ ନିବ ର୍ସ୍ତ୍ର କରି ମୈତେଇ ସଂପ୍ରଦାୟର ଭିଡ ପରେଡ କରିବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଏହିContinue reading “ମଣିପୁର ବର୍ବରତାକୁ ନେଇ ସଂସଦରେ ଅଚଳାବସ୍ଥା : ଆଜି ବି ହଙ୍ଗାମା ସମ୍ଭାବନା; ପ୍ରଧାନମନ୍ତ୍ରୀ ବୟାନ ଦେବାକୁ ଦାବି”
Tag Archives: News
ଦୀର୍ଘଦିନ ପରେ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର : ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ କେବଳ ପୁରୀ ସହରବାସୀ
କନକ ବ୍ୟୁରୋ : ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଦାବି ଜୋରଦାର ହେବା ପରେ ପଶ୍ଚିମ ଦ୍ୱାର ଖୋଲାଯାଇଛି । ଦୀର୍ଘଦିନ ପରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି । ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦContinue reading “ଦୀର୍ଘଦିନ ପରେ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର : ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ କେବଳ ପୁରୀ ସହରବାସୀ”
ଆଗକୁ ଆସୁଛି ରାକ୍ଷୀ ପୁନେଇ, ସରଗରମ ହେଉଛି ରାକ୍ଷୀ ବଜାର
କନକ ବ୍ୟୁରୋ : ଆଗକୁ ଆସୁଛି ରାକ୍ଷୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ସମ୍ପର୍କର ଡ଼ୋରୀ । ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ବିକ୍ରି ହେବା ଆରମ୍ଭ ହେଲାଣି । ତେବେ ମିନି କଲିକତା ଭାବେ ପରିଚିତ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାରରେ ବେଶ ଜମିଲାଣି ରାକ୍ଷୀ ବେପାର । ଚଳଚଂଚଳ ହେଲାଣି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଗ୍ରାହକଙ୍କ ପସନ୍ଦ ଅନୁସାରେ ଚଳିତ ବର୍ଷ ଷ୍ଟୋନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ,Continue reading “ଆଗକୁ ଆସୁଛି ରାକ୍ଷୀ ପୁନେଇ, ସରଗରମ ହେଉଛି ରାକ୍ଷୀ ବଜାର”
ସମୟ ସହ ତାଳଦେଇ ଆଗକୁ ବଢୁଛନ୍ତି ମହିଳା, ପଡିଆ ଜମିରେ ସୁନା ଫଳାଇ ରେକର୍ଡ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା
କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ପାଟପୁର ଗାଁର ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସମୟ ସହ ତାଳ ଦେଇ ଏମାନେ କିପରି ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ ସେନେଇ ଆରମ୍ଭ କରିଛନ୍ତି ପ୍ରୟାସ । ମାତ୍ର ୧୨ ଜଣ ସଦସ୍ୟାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହିଳା ଗୋଷ୍ଠୀର ସଦସ୍ୟାମାନେ ଦୁଇ ମାସତଳୁ ଆରମ୍ଭ କରିଛନ୍ତି ପରିବା ଚାଷ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ପଡିଆ ପଡିଥିବାContinue reading “ସମୟ ସହ ତାଳଦେଇ ଆଗକୁ ବଢୁଛନ୍ତି ମହିଳା, ପଡିଆ ଜମିରେ ସୁନା ଫଳାଇ ରେକର୍ଡ କଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା”
ତାତିଲେ ଡ୍ରାଇଭର ସଂଘ। ୩୦ତାରିଖ ସରକାରଙ୍କ ପାଇଁ ଡେଡଲାଇନ
କନକ ବ୍ୟୁରୋ: ପ୍ର୍ରତିଶ୍ରୁତିର ୯୦ ଦିନ ପୁରିଗଲା । କିନ୍ତୁ ସରକାର ଦାବି ପୂରଣ କଲେ ନାହିଁ । ଆଉ ସାମ୍ବାଦିକ ସମ୍ମିଳନୀ କରି ପୁଣି ଥରେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଡ୍ରାଇଭର ସଂଘ । ସଂଘ କହିଛି, ବୋର୍ଡ ଗଠନ ପାଇଁ କୁହାଯାଇଥିଲେ ବି ବୋର୍ଡ ଗଠନ ହେଲା ନାହିଁ । ମାସକରେ ପ୍ରାୟ ୪୫ ଜଣ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବୋର୍ଡ ନଥିବା ଯୋଗୁୁଁ କିଛିContinue reading “ତାତିଲେ ଡ୍ରାଇଭର ସଂଘ। ୩୦ତାରିଖ ସରକାରଙ୍କ ପାଇଁ ଡେଡଲାଇନ”
ମନ କିଣୁଛି ଜେଜେମା’ଙ୍କ ରୋଷେଇ ଶାଳ, ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଛି ଖାଦ୍ୟ
କନକ ବ୍ୟୁରୋ : କାଠ ଚୁଲିରେ ଚାଲିଛି ଜେଜେମା’ଙ୍କ ରୋଷେଇ । କେତେବେଳେ ଶାଗ ଭଜା ତ ପୁଣି କେତେବେଳେ ଚୁନାମାଛ ତରକାରୀ । ଆମିଷ ହୋଉ ବା ନିରାମିଷ । ପିଠାପଣା ହେଉ ଅବା ମାଛ ବେସର ସବୁ କମ ତେଲ ମସଲାରେ ପ୍ରସ୍ତୁତ ହେଉଛି । ଏଭଳି ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛନ୍ତି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକଣ ଗାଁର କୋକିଳ ନାୟକ । ଗୋଡ଼ହାତContinue reading “ମନ କିଣୁଛି ଜେଜେମା’ଙ୍କ ରୋଷେଇ ଶାଳ, ସମ୍ପୂର୍ଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଛି ଖାଦ୍ୟ”
କ’ଣ ହେବ ମାର୍କେଟ ବିଲ୍ଡିଂର ଭାଗ୍ୟ? ବନ୍ଦ ହୋଇଯିବ କି ରାଜଧାନୀର ବାଣିଜ୍ୟକେନ୍ଦ୍ର…
କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଇଁ ମାର୍କେଟ ବିଲ୍ଡିଂ କେବଳ ଏକ କିଣାବିକାର ଜାଗା ନୁହେଁ, ବରଂ ଆବେଗ ସହ ଯୋଡ଼ି ହୋଇଯାଇଥିବା ଜାଗା । ଛୁଟି ଦିନ ହେଉ କି କ’ଣ ସପିଂ ହେଉ, ମାର୍କେଟ ବିଲ୍ଡିଂ ନଗଲେ ହେବନି । ହେଲେ ଏବେ କ’ଣ ହେବ ଏହାର ଭାଗ୍ୟ । ସ୍ଥାୟୀ ଓ ଉଠାଦୋକାନୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦର ସମାଧାନ ହୋଇପାରୁନି । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଛନ୍ତି ।Continue reading “କ’ଣ ହେବ ମାର୍କେଟ ବିଲ୍ଡିଂର ଭାଗ୍ୟ? ବନ୍ଦ ହୋଇଯିବ କି ରାଜଧାନୀର ବାଣିଜ୍ୟକେନ୍ଦ୍ର…”
କେନ୍ଦୁଝରରେ ସାପ କାମୁଡାରେ ଗଲା ୩ ଜୀବନ। ଆବାସିକ ସ୍କୁଲ ଓ ହଷ୍ଟେଲର ଭିତ୍ତିଭୂମି ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ
କନକ ବ୍ୟୁରୋ: ଖାଇ-ପିଈ ସାରି ପିଲାମାନେ ତଳେ ଶୋଇଥିଲେ । ସମୟ ରାତି ପାଖାପାଖି ୧୧ଟାରୁ ୧୨ ହେବ । ପିଲାମାନେ ଶୋଇଥିବା ଘରକୁ ପଶିଥିଲା ଏକ ସାପ । ନିଦରେ ଶୋଇଥିବା ଛୋଟ ଛୋଟ ପିଲାମାନେ ସାପ, ଆସିଥିବା ଜାଣି ବି ପାରିନଥିଲେ । ଏହା ପରେ, ଜଣକ ପରେ କରି ସାପ କାମୁଡ଼ି ଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଗୁରୁତରContinue reading “କେନ୍ଦୁଝରରେ ସାପ କାମୁଡାରେ ଗଲା ୩ ଜୀବନ। ଆବାସିକ ସ୍କୁଲ ଓ ହଷ୍ଟେଲର ଭିତ୍ତିଭୂମି ଯାଞ୍ଚ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ”
ପରିବାର ଚଳାଉଛି ପନିପରିବା ଓ ମାଛ ଯାଆଁଳ ଚାଷ, ୬୫ ବର୍ଷ ବୟସରେ ସଫଳ ଚାଷୀ ଭାବେ ମିଳିଲା ପୁରସ୍କାର
କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କେଡ଼େ ଖୁସି ତାହାର । ଆଉ ଚାଷ କାମକୁ ଆପଣାଇ ବେଶ ଖୁସିରେ ଅଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଚାଷୀ ଗଗନ କାପ । ବୟସ ୬୫ ବର୍ଷ ହେଲାଣି ତଥାପି ସେ ଥକି ନାହାନ୍ତି । ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ପୁଅ,ଝିଅ ବାହାଘର । ଘର ତୋଳିବା, ଭଉଣୀ ମାନଙ୍କୁ ବାହାକରିବା ଭଳି ସମସ୍ତ କାମ ସେ ତୁଲାଇଛନ୍ତିContinue reading “ପରିବାର ଚଳାଉଛି ପନିପରିବା ଓ ମାଛ ଯାଆଁଳ ଚାଷ, ୬୫ ବର୍ଷ ବୟସରେ ସଫଳ ଚାଷୀ ଭାବେ ମିଳିଲା ପୁରସ୍କାର”
ଭୁବନେଶ୍ୱରରେ ଡେଙ୍ଗୁ ନେଲା ମୁଣ୍ଡ ! ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ
କନକ ବ୍ୟୁରୋ: ଦୁନିଆକୁ ଦେଖିବାକୁ ଆଗରୁ, କିଛି ଜାଣିବା ଆଗରୁ କୁନି ଝିଅଟି ଆଖିବୁଜି ଦେଇଛି । ଭୁବନେଶ୍ୱର ଧର୍ମବିହାର ଅଞ୍ଚଳରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ୭ ବର୍ଷର ଝିଅ ସାଇସ୍ମିତା ସାହୁ ଓରଫ୍ ପିହୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ପିହୁଙ୍କୁ ଜ୍ୱର ହୋଇଥିଲା । ଦୁଇ ଦିନ ଅପେକ୍ଷା କରିବା ପରେ ପରିବାର ଲୋକ, ଝିଅଟିରContinue reading “ଭୁବନେଶ୍ୱରରେ ଡେଙ୍ଗୁ ନେଲା ମୁଣ୍ଡ ! ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ”