ଥମୁନି ମଣିପୁରରେ ନାରକୀୟ କାଣ୍ଡ। ଆଉ ୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

କନକ ବ୍ୟୁରୋ: ମଣିପୁରରେ ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଂଟରରେ କାମ କରୁଥିଲେ । କିଛି ଦୁବୁର୍ତ ଆକ୍ରମଣ କରି ଉଠାଇ ନେଇ ପ୍ରାୟ ଦେଢ ଘଂଟା ପର୍ଯର୍୍ୟନ୍ତ ଦୁଷ୍କର୍ମ କରିଥିଲେContinue reading “ଥମୁନି ମଣିପୁରରେ ନାରକୀୟ କାଣ୍ଡ। ଆଉ ୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!”

ଶିଳ୍ପୀଙ୍କ ହାତର ସ୍ପର୍ଶରେ କଥା କହୁଛି ପଥର ମୂର୍ତ୍ତି, ମୂର୍ତ୍ତି ତିଆରି କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଶିଳ୍ପୀ

କନକ ବ୍ୟୁରୋ : ପଥର ଦେହରେ ଜୀବନ ଭରୁଛନ୍ତି ଶିଳ୍ପୀ ପ୍ରମୋଦ । ତାଙ୍କ ହାତର ସ୍ପର୍ଶରେ ପଥର ବି କଥା କହୁଛି । ସୂନ୍ଦର ସୂନ୍ଦର ପଥର ମୂର୍ତି ଗୁଡ଼ିକ ବେଶ ଜୀବନ୍ତ ଦିଶୁଛନ୍ତି । ଦୀର୍ଘ ୪୦ ବର୍ଷ ଧରି ନିରବଛିନ୍ନ ଭାବେ ସେ ସୃଷ୍ଟି କରୁଛନ୍ତି ଅନନ୍ୟ କଳାକୃତି । ତାଙ୍କ ହାତ ତିଆରି ମାଟି, ପ୍ରସ୍ତର ଏବଂ ବ୍ରୋଞ୍ଜ ମୂର୍ତିର ରହିଛି ସ୍ୱତନ୍ତ୍ର ଚାହିଦା । ଯାହା ତାଙ୍କୁ ଆଣିଦେଇଛି ଆନ୍ତର୍ଜାତୀୟContinue reading “ଶିଳ୍ପୀଙ୍କ ହାତର ସ୍ପର୍ଶରେ କଥା କହୁଛି ପଥର ମୂର୍ତ୍ତି, ମୂର୍ତ୍ତି ତିଆରି କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଶିଳ୍ପୀ”

ବନ୍ୟା ଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ହୀରାକୁଦର ମୁଖ୍ୟଯନ୍ତ୍ରୀ କହିଲେ ବୈଠକ ପାଇଁ ଚିଠି ଦେଲେ ବି ଆସୁନି ଉତ୍ତର । ସେପଟେ ହୀରାକୁଦ ଛାଡିଲା ବର୍ଷର ପ୍ରଥମ ବନ୍ୟା ଜଳ

କନକ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଆଜି ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି । ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା । ତେବେ ଜଳ ପରିଚାଳନା ନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ । ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ବନ୍ୟା ଜଳ ନିଷ୍କାସନ ନେଇ ସହଯୋଗ କରୁନିContinue reading “ବନ୍ୟା ଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ହୀରାକୁଦର ମୁଖ୍ୟଯନ୍ତ୍ରୀ କହିଲେ ବୈଠକ ପାଇଁ ଚିଠି ଦେଲେ ବି ଆସୁନି ଉତ୍ତର । ସେପଟେ ହୀରାକୁଦ ଛାଡିଲା ବର୍ଷର ପ୍ରଥମ ବନ୍ୟା ଜଳ”

କେବେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର ? ବିଭିନ୍ନ ମହଲରୁ ତେଜୁଛି ଦାବି । ସ୍ୱର ଉଠାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

କନକ ବ୍ୟୁରୋ: ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ସବୁଆଡୁ ଦାବି ଜୋର ଧରିଥିବା ବେଳେ ଏନେଇ ନିଷ୍ପତି ନେଇପାରୁନିି ମନ୍ଦିର ପ୍ରଶାସନ । ସ୍ଥାନୀୟ ଲୋକେ, ଭକ୍ତ ଓ ରାଜନେତାଙ୍କ ପରେ ଏବେ ଦାବି ଉଠାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ସେ ଦାବି କରିଛନ୍ତି, ଖୁବଶୀଘ୍ର ଅତିକମରେ ଗୋଟିଏ ଦ୍ୱାର ଖୋଲାଯାଉ । ଝୁଲିଛି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ସ୍ୱର ଉଠାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀContinue reading “କେବେ ଖୋଲିବ ଶ୍ରୀମନ୍ଦିରର ଚାରିଦ୍ୱାର ? ବିଭିନ୍ନ ମହଲରୁ ତେଜୁଛି ଦାବି । ସ୍ୱର ଉଠାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ”

ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ସ୍ଥାପନ କଲେ ନୂଆ ରେକର୍ଡ । ଏପଟେ ତେଜିଲା ରାଜନୀତି

କନକ ବ୍ୟୁରୋ: ପୁଣି ନବୀନଙ୍କ ନୂଆ ରେକର୍ଡ । ରାଜ୍ୟ ରାଜନୀତିର ବ୍ରାଣ୍ଡ କୁହାଯାଉଥିବା ନବୀନ ମୁଖ୍ୟମନ୍ତ୍ରୀ ଭାବେ ୨୩ ବର୍ଷ ୧୩୯ ଦିନ ପୂରଣ କରିଛନ୍ତି । ଏହାସହ ସେ ପଶ୍ଚିବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଏହି ରେକର୍ଡକୁ କିନ୍ତୁ ସମାଲୋଚନା କରିଛନ୍ତି ବିରୋଧୀ । ୨୩ ବର୍ଷରେ ଓଡ଼ିଶା କେତେ ଆଗକୁ ଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଥିବା ବେଳେ ବିଜେପି କହିଛି ୨୩ ବର୍ଷରContinue reading “ଜ୍ୟୋତି ବସୁଙ୍କୁ ପଛରେ ପକାଇଲେ ନବୀନ । ସ୍ଥାପନ କଲେ ନୂଆ ରେକର୍ଡ । ଏପଟେ ତେଜିଲା ରାଜନୀତି”

୧୫ ବର୍ଷ ଭିତରେ ଆକାଶ ଛୁଆଁ ହେଲାଣି ବଜାର ଦର, ହେଲେ ବଢୁନି ଭତ୍ତା । ଦିନକୁ ୧୬ ଟଙ୍କାରେ ଚଳିବୁ କେମିତି? ପ୍ରଶ୍ନ କଲେ ହିତାଧିକାରୀ

କନକ ବ୍ୟୁରୋ: ଆପଣଙ୍କ ମାସିକ ଖର୍ଚ୍ଚ କେତେ? ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ମାସିକ ଖର୍ଚ୍ଚ ବି ସେହିମାତ୍ରାରେ ବଢ଼ିଛି । ହେଲେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଏବେ ବି ମାସକୁ ୫ ଶହ ଟଙ୍କା ଦିଆଯାଉଛି । ୨୦୦୭ରୁ ୨୦୨୩ ହୋଇଗଲା, ହେଲେ ଭତ୍ତା ଟଙ୍କା ବଢୁନାହିଁ । ହେଲେ ଏହି ସମୟରେ ଅନ୍ୟ ରାଜ୍ୟରେ ଭତ୍ତା ଟଙ୍କା ଓଡ଼ିଶାଠାରୁ ଢେର ଅଧିକ । ତେଣୁ ଦିନକୁ ୧୫ ଟଙ୍କା ହିସାବରେContinue reading “୧୫ ବର୍ଷ ଭିତରେ ଆକାଶ ଛୁଆଁ ହେଲାଣି ବଜାର ଦର, ହେଲେ ବଢୁନି ଭତ୍ତା । ଦିନକୁ ୧୬ ଟଙ୍କାରେ ଚଳିବୁ କେମିତି? ପ୍ରଶ୍ନ କଲେ ହିତାଧିକାରୀ”

ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ପରୀକ୍ଷା ରଦ୍ଦ ହେବା ନେଇ ଓଏସଏସସି ପକ୍ଷରୁ ସୂଚନା 

କନକ ବ୍ୟୁରୋ: ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ ଜେଇ ସିଭିଲ୍ ମେନ୍ ପରୀକ୍ଷାକୁ ରଦ୍ଦ କରିଛି । ଗତ ୧୬ ତାରିଖରେ ହେଇଥିବା ଲିଖିତ ପରୀକ୍ଷାକୁ ରଦ୍ଦ କରିଦିଆଯାଇଛି । ଏଥିସହ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ତେବେ ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ଏହି ପରୀକ୍ଷା ରଦ୍ଦ ନେଇ ସୂଚନା ମିଳିଛି । ରଦ୍ଦ ହେଲାContinue reading “ରଦ୍ଦ ହେଲା ଜେଇ ସିଭିଲ୍ ମେନ୍ ପରୀକ୍ଷା । ପରୀକ୍ଷା ରଦ୍ଦ ହେବା ନେଇ ଓଏସଏସସି ପକ୍ଷରୁ ସୂଚନା “

ମଣିପୁର ହିଂସା ପ୍ରଭାବରେ ମିଜୋରମରୁ ବି ପଳାୟନ କରୁଛନ୍ତି ମୈତେୟୀ ସଂପ୍ରଦାୟର ଲୋକ, ସୁରକ୍ଷା ପାଇଁ ଆଶ୍ୱସନା ଦେଲେ ମିଜୋରମ ସରକାର

କନକ ବ୍ୟୁରୋ : ମିଜୋରମରେ ପୂର୍ବ ବିଦ୍ରୋହୀଙ୍କ ସାର୍ବଜନିକ ଆହ୍ୱାନ ପରେ ଦକ୍ଷିଣ ଆସାମ ଓ ମଣିପୁରର ଶହ ଶହ ମୈତେୟୀ ସଂପ୍ରଦାୟର ଲୋକ ମିଜୋରମ ଛାଡୁଥିବା ଜଣାପଡିଛି । ଏନେଇ ମିଜୋରମ ସରକାର ତୁରନ୍ତ ରାଜ୍ୟରେ ବାସ କରୁଥିବା ମୈତେୟୀ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି । ମିଜୋରମର ଏକ ପୂର୍ବ ଉଗ୍ରବାଦୀ ସଂଗଠନର ପରାମର୍ଶ ପରେ ମୈତେୟୀ ସଂପ୍ରଦାୟର ଲୋକ ପଳାୟନ କରୁଛନ୍ତି । ଏନେଇ ମିଜୋରମର ଜଣେ ଅଧିକାରୀଙ୍କ ମୁତାବକ ଗୃହContinue reading “ମଣିପୁର ହିଂସା ପ୍ରଭାବରେ ମିଜୋରମରୁ ବି ପଳାୟନ କରୁଛନ୍ତି ମୈତେୟୀ ସଂପ୍ରଦାୟର ଲୋକ, ସୁରକ୍ଷା ପାଇଁ ଆଶ୍ୱସନା ଦେଲେ ମିଜୋରମ ସରକାର”

ସାଗରକୁ ବଞ୍ଚାଇବେ ସାଗର ମଣିଷ । ଜୟପୁରରେ ଜଗନ୍ନାଥ ସାଗରର କରାଯିବ ପୁନରୁଦ୍ଧାର

କନକ ବ୍ୟୁରୋ: ସାଗରକୁ ବଞ୍ଚାଇବେ ସାଗର ମଣିଷ । ରାଜା ରାଜୁଡା ଅମଳରୁ ପଡି ରହିଥିବା ବନ୍ଧ ଓ ସାଗରକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି । ଯାହାକୁ ନେଇ ଜୟପୁରରେ ପହଞ୍ଚିଛନ୍ତି ସାଗର ମଣିଷ ଭାବେ ପରିଚିତ ଲେକ୍ ମ୍ୟାନ୍ ଆନନ୍ଦ ମାଲ୍ଲୀଗାଭାଡ । ଦୟନୀୟ ହୋଇ ପଡିରହିଛି ଜଗନ୍ନାଥ ସାଗର । ତାର ପୁନରୁଦ୍ଧାର ସହ ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏପର୍ଯ୍ୟନ୍ତ କୌଣସି ଉନ୍ନୀତ ହୋଇପାରିନିContinue reading “ସାଗରକୁ ବଞ୍ଚାଇବେ ସାଗର ମଣିଷ । ଜୟପୁରରେ ଜଗନ୍ନାଥ ସାଗରର କରାଯିବ ପୁନରୁଦ୍ଧାର”

ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ବେସାହାରା ହୋଇ ପଲିଥିନ୍ ତଳେ ଜୀବନ କାଟୁଛନ୍ତି ସୁବର୍ଣ୍ଣପୁର ବହିରଖମନ ଗାଁର ଦୁଇ ଭାଇ ଭଉଣୀ 

କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ହେଲେ ଅଯୋଗ୍ୟ ହାତେଇ ନେଉଛନ୍ତି ସମସ୍ତ ସରକାରୀ ସୁବିଧା । ହନ୍ତସନ୍ତ ହେଉଛନ୍ତି ଗରିବ । ସରକାରଙ୍କ ଯୋଜନାରେ ଗରିବଙ୍କୁ ଦିଆଯାଉଛି ଘର । ହେଲେ ଏବେ ବି ବହୁ ଗରିବ ବେସାହାରାଙ୍କୁ ମଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ସୁବର୍ଣ୍ଣପୁର ବହିରଖମନ ଗାଁରେ ବହୁ ଲୋକେ ଭଙ୍ଗା ରୁଜା ଘରେ ରହୁଛନ୍ତି । ଏବେ ବି ଗାଁରେ ଦୁଇ ଅସହାୟ ଭାଇ ଭଉଣୀ ରହୁଛନ୍ତିContinue reading “ଗରିବ ହିତାଧିକାରୀଙ୍କୁ ମିଳୁନି ସହାୟତା । ବେସାହାରା ହୋଇ ପଲିଥିନ୍ ତଳେ ଜୀବନ କାଟୁଛନ୍ତି ସୁବର୍ଣ୍ଣପୁର ବହିରଖମନ ଗାଁର ଦୁଇ ଭାଇ ଭଉଣୀ “

Design a site like this with WordPress.com
Get started