କନକ ବ୍ୟୁରୋ: ମଇଁଷି ଲାଞ୍ଜ ଧରି ପାର ହେଉଥିଲେ ନଦୀ । ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ । ଭରା ନଦୀରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଭାସିଯିବା ପରେ ଉଦ୍ଧାର ହୋଇଛି ମୃତଦେହ । କେନ୍ଦ୍ରାପଡା ମହାକାଳପଡା ବାହାକୁଦ ଫେରିଘାଟ ନିକଟ ମହାନଦୀ ମୁହାଣରେ ବରଜ ଗାଁର ଜଣଙ୍କର ମୃତ୍ୟୁ ହୋଇଯାଇଛି । ନଦୀର ଆରପାଖକୁ ତିନିଜଣ ଲୋକ ମଇଁଷି ନେଇ ଚରାଇବାକୁ ଯାଇଥିଲେ । ଉପର ମୁଣ୍ଡରେ ବର୍ଷା ଯୋଗୁ ମହାନଦୀରେ ଧୀରେ ଧୀରେContinue reading “ମଇଁଷି ଲାଞ୍ଜ ଧରି ପାର ହେଉଥିଲେ ନଦୀ । ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ଜଣେ ମୃତ, ୨ ଜଣ ସୁରକ୍ଷିତ ଭଦ୍ଧାର”
Tag Archives: News
ଚାରି ମାସ ଧରି ସ୍କୁଲରେ ଝୁଲୁଛି ତାଲା । ଉନ୍ନୀତ ବିଦ୍ୟାଳୟ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି ଗାଁର ଲୋକେ
କନକ ବ୍ୟୁରୋ: ଚାରି ମାସ ଧରି ସ୍କୁଲରେ ପଡିଛି ତାଲା । ଉନ୍ନୀତ ବିଦ୍ୟାଳୟ ମାନ୍ୟତା ଦାବିରେ ଦୀର୍ଘ ୧୧୮ ଦିନ ଧରି ଆନ୍ଦୋଳନରେ ବସିଛନ୍ତି ଗାଁର ଲୋକେ । ଆଉ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ୁଛି । ଗ୍ରାମବାସୀ ସ୍କୁଲର ତାଲା ନ ଖୋଲିବାକୁ ଜିଦ୍ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଫଳରେ ଶିକ୍ଷକ ମାନେ ଆସି ବାହାରେ ବସି ରହୁଛନ୍ତି । କଳାହାଣ୍ଡି ଜିଲ୍ଲାContinue reading “ଚାରି ମାସ ଧରି ସ୍କୁଲରେ ଝୁଲୁଛି ତାଲା । ଉନ୍ନୀତ ବିଦ୍ୟାଳୟ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି ଗାଁର ଲୋକେ”
ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ଲେନିନଙ୍କ ଟୁଇଟ୍- ‘ରାଜନୀତିରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି ସମୀର’
କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ନୂଆ କୀର୍ତ୍ତିମାନକୁ ନେଇ ଜୋର ଧରିଲା ରାଜନୀତି । ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ନବୀନ ପଟ୍ଟନାୟକ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବା ନେଇ ବିଜେପିିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କରିଥିବା କଟାକ୍ଷର ଜବାବ ଦେଇଛି ବିଜେଡି । ରାଜ୍ୟର ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କ ୨୩ ବର୍ଷ ଶାସନ କାଳରେ ପ୍ରତିଶ୍ରୁତି ଦେବା ଓ ତାକୁ ପାଳନ ନକରିବା ଏହା ମଧ୍ୟ ରେକର୍ଡ଼Continue reading “ସମୀରଙ୍କ ଟୁଇଟ୍ ର ଜବାବ ଦେଲା ବିଜେଡି । ଲେନିନଙ୍କ ଟୁଇଟ୍- ‘ରାଜନୀତିରେ ତିଷ୍ଠି ରହିବାକୁ ଉଦ୍ୟମ କରୁଛନ୍ତି ସମୀର’”
ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ଯାଆ ସୁଭ୍ରା ବଢାଇଲେ ଆଲୋକ ମୌର୍ଯ୍ୟଙ୍କ ଅଡୁଆ, ପୁରା ପରିବାର ନାମରେ ଦାଖଲ କଲେ ଅଭିଯୋଗ
କନକ ବ୍ୟୁରୋ : ଏସଡିଏମ ଜ୍ୟୋତ ମୌର୍ଯ୍ୟଙ୍କ ଯାଆ ଶୁଭ୍ରା ମୌର୍ଯ୍ୟଙ୍କ ଅଭିଯୋଗ ଉପରେ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ପରିବାର ଉପରେ ମାମଲା ଦାୟର ହୋଇଛି । ଏହାକୁ ନେଇ ଜ୍ୟୋତିଙ୍କ ସ୍ୱାମୀ ଆଲୋକଙ୍କ ଅଡୁଆ ପୁଣିଥରେ ବଢିପାରେ ବୋଲି ଅନୁମାନ କରାଯାଉଛି । ଶୁଭ୍ରା ନିଜ ସ୍ୱାମୀ ଓ ଦିଅର ଆଲୋକଙ୍କ ସମେତ ପୂରା ଶ୍ୱଶୁରଘର ଲୋକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଶୁଭ୍ରା ଅଭିଯୋଗ କରିଛନ୍ତି କି ବାହାଘର ପରେ ଯୌତୁକ ପାଇଁContinue reading “ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ଯାଆ ସୁଭ୍ରା ବଢାଇଲେ ଆଲୋକ ମୌର୍ଯ୍ୟଙ୍କ ଅଡୁଆ, ପୁରା ପରିବାର ନାମରେ ଦାଖଲ କଲେ ଅଭିଯୋଗ”
ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଡ୍ରାଇଭର ସଂଘ: ଡ୍ରାଇଭର ସଂଘ କହିଲା, ପ୍ରତିଶ୍ରୁତି ଦେଇ ପୂରଣ କଲେ ନାହିଁ ସରକାର
କନକ ବ୍ୟୁରୋ: ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲା ଡ୍ରାଇଭର ସଂଘ । ଷ୍ଟିଅରିଂ ଛଡ଼ା ଅନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ । ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଂଚିଛି । କିନ୍ତୁ ବୋର୍ଡ ଗଠନ ହେଉନି । ଗୋଟେ ମାସ ମଧ୍ୟରେ ପ୍ରାୟ ୪୫ ଜଣ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି । ହେଲେ ଯେଉଁ ବିମା ପାଇଁContinue reading “ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଡ୍ରାଇଭର ସଂଘ: ଡ୍ରାଇଭର ସଂଘ କହିଲା, ପ୍ରତିଶ୍ରୁତି ଦେଇ ପୂରଣ କଲେ ନାହିଁ ସରକାର”
ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ୪ ବର୍ଷର ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍ ଟିମ୍ ।
କନକ ବ୍ୟୁରୋ: ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ଏନଡିଆରଏଫର ରେସ୍କ୍ୟୁ ଅପରେସନ୍ ପରେ ଉଦ୍ଧାର ହୋଇଛି ଏହି ୪ ବର୍ଷର ଶିଶୁ । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଶିବମର ସ୍ୱାସ୍ଥ୍ୟ ବର୍ତ୍ତମାନ କେମିତି ଅଛି ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନି । ବୋରୱେଲ ଭିତରୁ ଉଦ୍ଧାର କରିବା ପରେ ତୁରନ୍ତ ଶିବମକୁ ଆମ୍ବୁଲାନ୍ସରେ ବସାଇ ହସ୍ପିଟାଲକୁ ନିଆଯାଇଛି । #WATCH | Bihar: TheContinue reading “ବୋରୱେଲ ଭିତରୁ ଉଦ୍ଧାର ହେଲା ଶିବମ । ୪ ବର୍ଷର ଶିଶୁକୁ ଉଦ୍ଧାର କଲା ଏନଡିଆରଏଫ୍ ଟିମ୍ ।”
ମାର୍କେଟ୍ ବିଲ୍ଡିଂରେ ମୁହାଁମୁହିଁ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ: ଧାରଣା ଦେଉଥିବା ବେଳେ ଉଠା ଦୋକାନୀଙ୍କୁ ଉଠାଇବାକୁ ସ୍ଥାୟୀ ଦୋକାନୀ ସଂଘର ଉଦ୍ୟମ
କନକ ବ୍ୟୁରୋ: ତେଜୁଛି ମାର୍କେଟ୍ ବିଲ୍ଡିଂ ସ୍ଥାୟୀ ଓ ଉଠା ଦୋଦାକୀ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ । ମାର୍କେଟ୍ ବିଲ୍ଡିଂ ବାହାରେ ଉଠା ଦୋକାନୀ ଧାରଣା ଦେଉଥିବା ବେଳେ ସ୍ଥାୟୀ ଦୋକାନୀ ସଂଘ ସେମାନଙ୍କୁ ଉଠାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ପୋଲିସ ପହଂଚି ସ୍ଥିତି ନିୟନ୍ତ୍ରଣ କରିଛି । ଏବେ ସ୍ଥାୟୀ ବ୍ୟବସାୟୀ ସଂଘ ମାର୍କେଟ୍ ବିଲ୍ଡିଂ ପଛପଟ ଗେଟ୍ ଖୋଲିଛନ୍ତିContinue reading “ମାର୍କେଟ୍ ବିଲ୍ଡିଂରେ ମୁହାଁମୁହିଁ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ: ଧାରଣା ଦେଉଥିବା ବେଳେ ଉଠା ଦୋକାନୀଙ୍କୁ ଉଠାଇବାକୁ ସ୍ଥାୟୀ ଦୋକାନୀ ସଂଘର ଉଦ୍ୟମ”
ବନ ବିଭାଗକୁ ବଡ଼ ସଫଳତା । ୪ କଲରାପତରିଆ ବାଘଛାଲ ଜବତ, ୩ ଜଣ ଗିରଫ
କନକ ବ୍ୟୁରୋ: ବନ ବିଭାଗକୁ ବଡ଼ ସଫଳତା । ବାରିପଦା ବହଳଦା ଗାଁରେ ବନବିଭାଗ ଚଢ଼ାଉ କରି ୪ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଡିଏଫଓ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ବନ ବିଭାଗ କର୍ମଚାରୀ ଓ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ସହ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନContinue reading “ବନ ବିଭାଗକୁ ବଡ଼ ସଫଳତା । ୪ କଲରାପତରିଆ ବାଘଛାଲ ଜବତ, ୩ ଜଣ ଗିରଫ”
କେବଳ ମହାତ୍ମା ଗାନ୍ଧୀ ଓ ତିରୁବଲ୍ଲୁବରଙ୍କ ଫଟୋ ଲଗାଇ ପାରିବ ଆମ୍ବେଦକରଙ୍କର ନୁହେଁ : ମାଡ୍ରାସ ହାଇକୋର୍ଟ
କନକ ବ୍ୟୁରୋ : ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ତାମିଲନାଡୁ ଓ ପୁଡୁଚେରୀ କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଓ ତାମିଲ କବି ତିରୁବଲ୍ଲୁବରଙ୍କ ଫଟୋ ଲାଗି ପାରିବ । ହାଇକୋର୍ଟ ରେଜିଷ୍ଟାରଙ୍କ ତରଫରୁ ଜୁଲାଇ ୭ ତାରିଖରେ ଏନେଇ ଏକ ସର୍କୁଲର ଜାରି କରାଯାଇଥିଲା । କୋର୍ଟ ପରିସରର ପ୍ରବେଶ ଦ୍ୱାରରୁ ଆମ୍ବେଦକରଙ୍କ ଫଟୋ ହଟାଇବାକୁ କାଞ୍ଚିପୁରମ୍ ମୁଖ୍ୟ ଜିଲ୍ଲାContinue reading “କେବଳ ମହାତ୍ମା ଗାନ୍ଧୀ ଓ ତିରୁବଲ୍ଲୁବରଙ୍କ ଫଟୋ ଲଗାଇ ପାରିବ ଆମ୍ବେଦକରଙ୍କର ନୁହେଁ : ମାଡ୍ରାସ ହାଇକୋର୍ଟ”
କାହିଁକି ଭରାଯାଏ ମୃତ ବ୍ୟକ୍ତିଙ୍କ ଆୟକର? ଆୟକର ନଭରିଲେ କଣ ହୋଇଥାଏ ଅସୁବିଧା ? ଜାଣନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ କିଏ ଭରିଥାଏ ଆୟକର
କନକ ବ୍ୟୁରୋ : କୁହାଯାଏ ମଣିଷ ମରିଯିବା ପରେ ସବୁ ସରିଯାଏ । କିନ୍ତୁ ଇଂରାଜୀରେ ଗୋଟେ କଥା ଅଛି, ନଥିଙ୍ଗ କ୍ୟାନ ବି ସେଡ୍ ଟୁ ବି କ୍ରିଏସନ, ଏକସେପ୍ଟ ଡେଥ୍ ଆଣ୍ଡ ଟ୍ୟାକ୍ସେସ । ଏହାର ଅର୍ଥ ହେଉଛି ମୃତ୍ୟୁ ଏବଂ କର ବ୍ୟତିତ ଅନ୍ୟ କିଛି ନିଶ୍ଚିତ ନୁହେଁ । ଏବେ ଦେଶରେ ଆୟକର ରିଟର୍ଣ୍ଣ ଭରିବାର ସମୟ ଚାଲିଛି । ଜୁଲାଇ ୩୧ ଶେଷ ସମୟ ସୀମା ରହିଛି । ତେବେContinue reading “କାହିଁକି ଭରାଯାଏ ମୃତ ବ୍ୟକ୍ତିଙ୍କ ଆୟକର? ଆୟକର ନଭରିଲେ କଣ ହୋଇଥାଏ ଅସୁବିଧା ? ଜାଣନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ କିଏ ଭରିଥାଏ ଆୟକର”