କନକ ବ୍ୟୁରୋ : ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ । ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଛି । ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ଗେଟ୍ ଖୋଲାଯିବ । ଏହି ୫ଟି ଗେଟ୍ ଦ୍ୱାରା ୭୫ ହଜାର କ୍ୟୁସେକ୍ ଜଳ ତଳମୁଣ୍ଡକୁ ନିଷ୍କାସିତ ହେବ । ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮ ହଜାରContinue reading “ଖୋଲିଲା ହୀରାକୁଦ ଗେଟ : ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ”
Tag Archives: News
ପୋଖରୀକୁ ଖସିଲା ବସ, ୧୭ ମୃତ : ୩୫ ଆହତ ମେଡିକାଲରେ ଚିକିତ୍ସିତ
କନକ ବ୍ୟୁରୋ : ପୋଖରୀକୁ ଖସିଲା ବସ । ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୩ ଶିଶୁଙ୍କ ସମେତ ୮ଜଣ ମହିଳା ରହିଛନ୍ତି । ୩୫ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ବାଂଲାଦେଶର ଝଲାକାଠି ଛତ୍ରକୋଣ୍ଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ୫୨ ଜଣ କ୍ଷମତା ବିଶିଷ୍ଟ ବସରେ ୬୦ ରୁ ଅଧିକ ଲୋକ ଥିଲେ । ବସଟି ପିରୋଜପୁରର ଭଣ୍ଡାରିଆରୁ ଗତକାଲି ସକାଳ ପ୍ରାୟ ୯Continue reading “ପୋଖରୀକୁ ଖସିଲା ବସ, ୧୭ ମୃତ : ୩୫ ଆହତ ମେଡିକାଲରେ ଚିକିତ୍ସିତ”
ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ : ସଚିନ ମଧ୍ୟ ଅସୁସ୍ଥ ଥିବା ନେଇ ପରିବାର ଲୋକଙ୍କ ସୂଚନା
କନକ ବ୍ୟୁରୋ : ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ । ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୀମା କଥା କହିପାରୁନଥିବା ଜଣାପଡ଼ିଛି । ସୀମାଙ୍କ ସହ ସ୍ୱାମୀ ସଚିନ ମଧ୍ୟ ଅସୁସ୍ଥ ଅଛନ୍ତି । ସଚିନଙ୍କ ପିତା ଏହି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ଉଭୟଙ୍କ ଚିକିତ୍ସା ପାଇଁ ଡାକ୍ତର ଘରେ ପହଞ୍ଚିଥିଲେ । ସଚିନଙ୍କ ପିତା କହିଛନ୍ତି ଯେ ଗତ ରାତିରୁ ସୀମା ଅସୁସ୍ଥ ଅନୁଭବ କରୁଛନ୍ତି । ସେ ଠିକ୍ ଭାବେContinue reading “ପାକିସ୍ତାନରୁ ଆସିଥିବା ସୀମା ହାଇଦର ଅସୁସ୍ଥ : ସଚିନ ମଧ୍ୟ ଅସୁସ୍ଥ ଥିବା ନେଇ ପରିବାର ଲୋକଙ୍କ ସୂଚନା”
ସକାଳୁ ବିଲରେ ଚଲାଉଛନ୍ତି ପାୱାର ଟିଲର : ୧୦ଟା ପରେ ଯାଉଛନ୍ତି କଲେଜ; ରହିବାକୁ ଘର ନାହିଁ, ହେଲେ ପରିବାର ପୋଷିବା ସହ ପାଠ ପଢୁଛନ୍ତି ତରା
କନକ ବ୍ୟୁରୋ : ସକାଳୁ ୧୦ଟା ବିଲରେ ପାୱାର ଟିଲର ଚଳାଉଛନ୍ତି । ଆଉ ୧୦ଟା ପରେ କଲେଜ । ଚାଷବାସ କରି ପରିବାର ପୋଷିବା ସହ କିପରି ପାଠ ପଢିହୁଏ ତା’ର ଉଦାହରଣ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ସେ କେହି ଯୁବକ ନୁହେଁ ବଂର ଯୁବତୀ । ଗଜପତି ଜିଲ୍ଲା ମୋହାନା ବ୍ଲକ ବଡ଼ଖଣି ନୂଆସାହି ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ ତରା ଏହାକୁ ପ୍ରମାଣିତ କରିଛନ୍ତିି । ପରିବାରର ଅଭାବ ଅନଟନ ଭିତରେContinue reading “ସକାଳୁ ବିଲରେ ଚଲାଉଛନ୍ତି ପାୱାର ଟିଲର : ୧୦ଟା ପରେ ଯାଉଛନ୍ତି କଲେଜ; ରହିବାକୁ ଘର ନାହିଁ, ହେଲେ ପରିବାର ପୋଷିବା ସହ ପାଠ ପଢୁଛନ୍ତି ତରା”
ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଡ଼ ଖାଇଲେ ଅବକାରୀ ଟିମ୍ : ୧୯ ଜଣିଆ ଟିମକୁ ଖଣ୍ଡା, ବନ୍ଧୁକ ଧରି ଆକ୍ରମଣ
କନକ ବ୍ୟୁରୋ : ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଡ଼ ଖାଇଗଲେ ଅବକାରୀ ଅଧିକାରୀ ଓ ଷ୍ଟାଫ । ଖଣ୍ଡା, କାତି ଓ ବନ୍ଧୁକ ଧରି ଆକ୍ରମଣ କଲେ ଗଞ୍ଜେଇ ମାଫିଆ । ଗୁରୁତର ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କୁ କୋରାପୁଟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଗଞ୍ଜେଇ ନେଇ ଚମ୍ପଟ ମାରିଛନ୍ତି ମାଫିଆ । କୋରାପୁଟ ଜିଲ୍ଳା କୋଟପାଡ଼ ଥାନା ଅନ୍ତର୍ଗତ ଘଡ଼ାଘାଟ ଜଙ୍ଗଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।Continue reading “ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଡ଼ ଖାଇଲେ ଅବକାରୀ ଟିମ୍ : ୧୯ ଜଣିଆ ଟିମକୁ ଖଣ୍ଡା, ବନ୍ଧୁକ ଧରି ଆକ୍ରମଣ”
ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ : ଘର କବାଟ ବନ୍ଦ କରି ବାହାରୁ ଲଗାଇ ଦେଲେ ନିଆଁ
କନକ ବ୍ୟୁରୋ : ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ । ମଣିପୁରର କାକଚିଙ୍ଗ ଜିଲ୍ଲାର ଏଭଳି ଅଭାବନୀୟ ଘଟଣା ଘଟିଛି । ୮୦ ବର୍ଷୀୟା ମହିଳାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ନିଆଁ ଲଗାଇ ଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଉକ୍ତ ୮୦ ବର୍ଷୀୟା ମହିଳାଙ୍କ ନାଁ ଇବେତୋମ୍ବି । ତାଙ୍କ ସ୍ବାମୀଙ୍କ ନାଁ ଏସ୍ ଚୁରାଚାନ୍ଦ ସିଂହ। ସେ ଜଣେ ସ୍ବାଧୀନତା ସଂଗ୍ରାମୀ । ପୂର୍ବତନContinue reading “ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଦଙ୍ଗାକାରୀ : ଘର କବାଟ ବନ୍ଦ କରି ବାହାରୁ ଲଗାଇ ଦେଲେ ନିଆଁ”
ମାର୍କେଟ ବିଲ୍ଡିଂ ବିବାଦରେ ନୂଆ ମୋଡ : ଥଇଥାନ ନେଇ ଉଠା ଦୋକାନୀ ସଂଘର ଭୁବନେଶ୍ୱର ବନ୍ଦ ଚେତାବନୀ
କନକ ବ୍ୟୁରୋ : ମାର୍କେଟ ବିଲ୍ଡିଂକୁ ନେଇ ତେଜୁଛି ଉଠାଦୋକାନୀ ଓ ସ୍ଥାୟୀ ଦୋକନୀଙ୍କ ବିବାଦ । କାଲିଠୁ ଭୁବନେଶ୍ୱରର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀର ସମସ୍ତ ବ୍ୟବସାୟୀ ବଜାର ସଂଘ । ଏ ସମ୍ପକରେ ଆଜି ସକାଳ ୧୧ଟାରେ ଭୁବନେଶ୍ୱର ସମସ୍ତ ବ୍ୟବସାୟୀ ସଂଘର ବୈଠକ ହେବାର ଅଛି । ସେପଟେ ଥଇଥାନ ନେଇ ଉଠା ଦୋକାନୀ ସଂଘ ବିକ୍ଷୋଭ ଆରମ୍ଭ କରିଛି । ବିଏମସି ସର୍ଭେରେ ଷ୍ଟ୍ରିଟ୍ ଭେଣ୍ଡରContinue reading “ମାର୍କେଟ ବିଲ୍ଡିଂ ବିବାଦରେ ନୂଆ ମୋଡ : ଥଇଥାନ ନେଇ ଉଠା ଦୋକାନୀ ସଂଘର ଭୁବନେଶ୍ୱର ବନ୍ଦ ଚେତାବନୀ”
ବାହାରେ ଛତୁଆ ପ୍ରସ୍ତତି ବୋର୍ଡ, ଭିତରେ ସେକ୍ସ ରାକେଟ : ଚଢାଉ କରି ୧୩ ଯୁବତୀଙ୍କ ସହ ୧୪ ଦଲାଲଙ୍କୁ ଧରିଲା ପୁଲିସ
କନକ ବ୍ୟୁରୋ : ବାହାରେ ଲାଗିଛି ଛତୁଆ ପ୍ରସ୍ତତି ବୋର୍ଡ । ଆଉ ଭିତରେ ଚାଲିଛି ସେକ୍ସ ରାକେଟ । ଝାରସୁଗୁଡା ପୁରୁଣା ଶିବଶକ୍ତି ହୋଟେଲରୁ ଠାବ ହୋଇଛି ସେକ୍ସ ରାକେଟ କାରବାର । ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ଥାନା ପୁଲିସ ଚଢ଼ାଉ ଏଠାରେ ଚଢାଉ କରି ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏଥିସହ ୧୪ ଜଣ ଦଲାଲଙ୍କୁ ଉଠାଇ ଆଣିଛି ପୁଲିସ । ୧୩ ଜଣ ଯୁବତୀଙ୍କ ସହ ୧୪ ଜଣContinue reading “ବାହାରେ ଛତୁଆ ପ୍ରସ୍ତତି ବୋର୍ଡ, ଭିତରେ ସେକ୍ସ ରାକେଟ : ଚଢାଉ କରି ୧୩ ଯୁବତୀଙ୍କ ସହ ୧୪ ଦଲାଲଙ୍କୁ ଧରିଲା ପୁଲିସ”
ମଣିପୁରରେ ବଢୁଛି ବର୍ବରତା : ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା
କନକ ବ୍ୟୁରୋ : ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ଏକ ବର୍ବରଚିତ ଘଟଣା ସାମ୍ନାକୁ ଆସିଛି । ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରଯାଇଛି । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି ।Continue reading “ମଣିପୁରରେ ବଢୁଛି ବର୍ବରତା : ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା”
ଆଜି ଖୋଲିବ ହୀରାକୁଦର ୫ ଗେଟ୍ : ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସିତ
କନକ ବ୍ୟୁରୋ : ମୌସୁମୀ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳସ୍ତର । ଆଜି ହୀରାକୁଦର ୫ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ବାମ ପାର୍ଶ୍ବର ୩ଟି ଏବଂ ଡାହାଣ ପାର୍ଶ୍ବର ୨ଟି ଗେଟ୍, ସର୍ବମୋଟ ୫ଟି ଗେଟ୍ ପ୍ରାୟ ୭୫ ହଜାର କ୍ୟୁସେକ୍ ବନ୍ୟାଜଳ ମହାନଦୀରେ ନିଷ୍କାସନ କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକାContinue reading “ଆଜି ଖୋଲିବ ହୀରାକୁଦର ୫ ଗେଟ୍ : ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସିତ”