ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ସୂଚନା

କନକ ବ୍ୟୁରୋ : ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ଼ର ଲୋକପ୍ରିୟ ଅଭିନେତା ବିବେକ ଓବରୟ । ସେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଉ ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ଠକିଥିବା ସୂଚନା ମିଳିଛି । ଏହାକୁ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଟାଂଟ ୩ ଜଣଙ୍କ ନାମରେ ଅନେ୍ଧରୀ ଇଷ୍ଟର ଏମଆଡ଼ିସି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏବେ ଏହାକୁ ନେଇ ଯାଂଚContinue reading “ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ସୂଚନା”

ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ।  ୧୮ଶହ ୧୪ କୋଟି ଟଙ୍କାରେ ବିକ୍ରି ହେଲା ଲାଭାସା

କନକ ବ୍ୟୁରୋ : ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ଲାଭାସା । ସୌନ୍ଦର୍ଯ୍ୟରେ ଭରପୂର ଏହି ହିଲ୍ ଷ୍ଟେସନକୁ କିଣିଛି ଡର୍ବିନ ପ୍ଲାଟଫର୍ମ ଇନଫ୍ରାଷ୍ଟ୍ରକଚର ନାମକ ସଂସ୍ଥା । ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ୧୮ଶହ ୧୪ କୋଟି ଟଙ୍କାରେ ଏହି ହିଲ ଷ୍ଟେସନକୁ ବିକ୍ରି କରିବାକୁ ଅନୁମତି ଦେଇଛି । ଏଥିରେ ୮ ବର୍ଷ ପାଇଁ ୧ହଜାର ୮୧୪ କୋଟି ଟଙ୍କା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଋଣContinue reading “ବିକ୍ରି ହେଲା ଦେଶର ପ୍ରଥମ ଘରୋଇ ହିଲ୍ ଷ୍ଟେସନ ।  ୧୮ଶହ ୧୪ କୋଟି ଟଙ୍କାରେ ବିକ୍ରି ହେଲା ଲାଭାସା”

ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର । ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ?

କନକ ବ୍ୟୁରୋ: କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତ ଶଙ୍କର୍ଷଣ ବେହେରାଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହୋଇଛି । ମୋବାଇଲ ଚୋରି ଅଭିଯୋଗରେ ଶଙ୍କର୍ଷଣ ଓରଫ ବବଲୁଙ୍କୁ ପଚରାଉଚରା କରୁଥିଲା ପୋଲିସ । ଶଙ୍କର୍ଷଣଙ୍କ ମୃତ୍ୟୁକୁ ନେଇ ପୋଲିସକୁ ଦାୟୀ କରିଛନ୍ତି ପରିବାରଲୋକେ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଛନ୍ତି । ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ? ଏକ ମୋବାଇଲ ଚୋରିContinue reading “ଫେରାର ଅଭିଯୁକ୍ତଙ୍କ ମୃତଦେହ ନଦୀରୁ ଉଦ୍ଧାର । ଅଭିଯୁକ୍ତର ମୃତ୍ୟୁ ପାଇଁ ଦାୟୀ କିଏ ?”

ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ

କନକ ବ୍ୟୁରୋ : ଜୁଲାଇ ୨୦୨୩ ଇତିହାସର ସବୁଠୁ ଉତପ୍ତ ମାସ ବୋଲି ନାସା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ଏତେମାତ୍ରାରେ ଅସହ୍ୟ ଯେ, ଯାହା ଅନେକ ରେକର୍ଡ଼ ଭାଙ୍ଗିଛି । ଆମେରିକାର ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ ମାସ ଇତିହାସର ସୁବୁଠୁ ଉତପ୍ତ ମାସ । ନାସାର ଜଳବାୟୁ ବୈଜ୍ଞାନିକ ଗୋବିନ ସିମିଟ ଉପଗ୍ରହ ତଥ୍ୟର ବିଶେଷ୍ଳଣ କରି ଏଭଳି ରିପୋର୍ଟ ଦେଇଛନ୍ତିContinue reading “ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ”

ପୂରା ଗାଁକୁ ଠକି ଦେଲା ସାଇବର ଠକ । ଅନଲାଇନ୍ ଆପ୍ ଜରିଆରେ ଚୂନା ଲଗାଇଲା ପାଖାପାଖି କୋଟିଏ ଟଙ୍କା । ଟଙ୍କା ୩ ଗୁଣ ହେବା ଲୋଭ ପଡ଼ିଲା ମହଙ୍ଗା

କନକ ବ୍ୟୁରୋ: ଜଣେ କି ଦୁଇ ଜଣ ନୁହେଁ ପୂରା ଗାଁକୁ ଚୂନ ଲଗାଇଦେଲା ସାଇବର ଠକ । ଟଙ୍କା ତିନି ଗୁଣା କରିବାର ଲୋଭ ଦେଖାଇ ଏକ ଆପ ମାଧ୍ୟମରେ ଗୋଟିଏ ଗାଁରୁ ନେଇଗଲା କୋଟିଏରୁ ଅଧିକ ଟଙ୍କା । ଲୋଭର ବଶବର୍ତୀ ହୋଇ ଟଙ୍କା ବାନ୍ଧିଥିଲେ ଯୁବକରୁ ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ । ଆଉ ଟଙ୍କା ଗଲା ପରେ ଅତିକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ । ଟଙ୍କା ତିନି ଗୁଣା ହେବାର ଲୋଭ ଦେଖାଇଲାContinue reading “ପୂରା ଗାଁକୁ ଠକି ଦେଲା ସାଇବର ଠକ । ଅନଲାଇନ୍ ଆପ୍ ଜରିଆରେ ଚୂନା ଲଗାଇଲା ପାଖାପାଖି କୋଟିଏ ଟଙ୍କା । ଟଙ୍କା ୩ ଗୁଣ ହେବା ଲୋଭ ପଡ଼ିଲା ମହଙ୍ଗା”

ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ଭୂସ୍ଖଳନ

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ପ୍ରବଳ ବର୍ଷା କାରଣରୁ କେଉଁଠି ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବିଭିନ୍ନ ସ୍ଥାନରେ ଘର, ଅଫିସ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ଘର ଭିତରେ ବନ୍ୟା, ଅନ୍ୟପଟେ ପ୍ରବଳ ବର୍ଷା ମଧ୍ୟ ଛାଡ଼ିବାର ନା ନେଉ ନାହିଁ । ଫଳରେ ଲୋକେ ନାଁContinue reading “ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ଭୂସ୍ଖଳନ”

୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳିବ ବିଜେଡି । ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଦେଇପାରେ ଟିକେଟ୍ । ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ନବୀନଙ୍କ ସଂକେତ ।

କନକ ବ୍ୟୁରୋ: ବିଜେଡି ଫୋକସରେ ମହିଳା । ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସୁଥିବା ବିଜେଡି ଆଗାମୀ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇପାରେ । ଆଜି ଦଳୀୟ କାର୍ଯ୍ୟାଳୟରେ ବସିଥିବା ମହିଳା କାର୍ଯ୍ୟକାରିଣୀ ବୈଠକରେ ଏନେଇ ସଂକେତ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କହିଛନ୍ତି, ବିଧାନସଭାରେ ଓ ଲୋକସଭାକୁ କେମିତି ଅଧିକରୁ ଅଧିକ ମହିଳା ପ୍ରତିନିଧିତ୍ୱ କରିବେ ତା ଉପରେ ଗୁରୁତ୍ୱ ଦେଉଛି ଦଳ । ବିଜୁ ମହିଳା ଜନତା ଦଳ ମହିଳାContinue reading “୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳିବ ବିଜେଡି । ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଦେଇପାରେ ଟିକେଟ୍ । ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ନବୀନଙ୍କ ସଂକେତ ।”

କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ, ଯୁବକଙ୍କ ରୋଜଗାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ହଜାର ଯୁବବର୍ଗଙ୍କୁ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୋଦୀ । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜିତ ହୋଇଛି । ନିଯୁକ୍ତି ପତ୍ର ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷା ବିଭାଗରେ ଯୋଗ ଦେବେ । ଏହା ସହ ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓContinue reading “କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ, ଯୁବକଙ୍କ ରୋଜଗାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ”

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣାରେ ଆଉ ଜଣେ ଗିରଫ । ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପ୍ରତିବାଦର ଚିତ୍ର

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତିବାଦକାରୀଙ୍କ ରୋକିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଣିପୁର ପୋଲିସ ଗିରଫContinue reading “ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣାରେ ଆଉ ଜଣେ ଗିରଫ । ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପ୍ରତିବାଦର ଚିତ୍ର”

ବଦଳୁଛି ଗଞ୍ଜାମ ବିଜେଡି ରାଜନୀତି । ବାଦ ପଡିପାରନ୍ତି ପୁରୁଖା, ନୂଆ ପିଢ଼ିଙ୍କୁ ମିଳିପାରେ ସୁଯୋଗ । ବାପାଙ୍କ ସ୍ଥାନ ନେଇପାରନ୍ତି ପୁଅଝିଅ

କନକ ବ୍ୟୁରୋ: ଓଡିଶା ରାଜନୀତିରେ ଗଞ୍ଜାମ ଜିଲ୍ଲାର ବେଶ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାରୁ ସବୁବେଳେ ଫୋକସରେ ରହିଆସିଛି ଗଞ୍ଜାମ । ଗତ ନିର୍ବାଚନ ଗୁଡିକର ଗଞ୍ଜାମ ଜିଲ୍ଲାର ଫଳାଫଳ ବି ସବୁବେଳେ ଶାସକ ଦଳ ସପକ୍ଷରେ ଯାଇଛି । କିନ୍ତୁ ଗତ କିଛି ଦିନ ହେବ ଚର୍ଚ୍ଚା ହେଉଛି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ନେତାଙ୍କ ଭିତରେ କନ୍ଦଳ ଆରମ୍ଭ ହୋଇଛିContinue reading “ବଦଳୁଛି ଗଞ୍ଜାମ ବିଜେଡି ରାଜନୀତି । ବାଦ ପଡିପାରନ୍ତି ପୁରୁଖା, ନୂଆ ପିଢ଼ିଙ୍କୁ ମିଳିପାରେ ସୁଯୋଗ । ବାପାଙ୍କ ସ୍ଥାନ ନେଇପାରନ୍ତି ପୁଅଝିଅ”

Design a site like this with WordPress.com
Get started