ଯୋବ୍ରା ବ୍ୟାରେଜ ନିକଟରୁ ଉଦ୍ଧାର ଫେରାର ଅଭିଯୁକ୍ତ ବବଲୁ ବେହେରାର ମୃତଦେହ ଉଦ୍ଧାର: ଥାନା ଅଧିକାରୀଙ୍କ ବିରୋଧରେ ବର୍ଷିଲେ ପରିବାର

କନକ ବ୍ୟୁରୋ: ଥାନା ଭିତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରେଜ ନିକଟରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଥିଲା । ଏହି ମୃତଦେହ ବବଲୁଙ୍କର ବୋଲି ତାଙ୍କ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ପୋଲିସ ବବଲୁଙ୍କୁ ମାରପିଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ପୋଲିସ ନିର୍ଯାତନା ଭୟରେ ବବଲୁ ବେହେରାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗତକାଲିContinue reading “ଯୋବ୍ରା ବ୍ୟାରେଜ ନିକଟରୁ ଉଦ୍ଧାର ଫେରାର ଅଭିଯୁକ୍ତ ବବଲୁ ବେହେରାର ମୃତଦେହ ଉଦ୍ଧାର: ଥାନା ଅଧିକାରୀଙ୍କ ବିରୋଧରେ ବର୍ଷିଲେ ପରିବାର”

ବିରାଟଙ୍କ ପ୍ରେମରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମାଆ । ମ୍ୟାଚ୍ ଶେଷ ହେବା ପରେ ଭେଟି କଥା ହେଲେ କୋହଲି । ଦେଖନ୍ତୁ, ଏହି ଭିଡିଓ…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ ବିରାଟ କୋହଲିଙ୍କର କ୍ରେଜ୍ ତ ଆପଣ ନିଶ୍ଚୟ ଜାଣିଥିବେ । ସାରା ବିଶ୍ୱରେ ତାଙ୍କର କୋଟି କୋଟି ଫ୍ୟାନ୍ସ ଥିବାବେଳେ, ସମସ୍ତେ କୋହଲିଙ୍କର ଗୋଟିଏ ଝଲକ ପାଇବା ପାଇଁ ପାଗଳ ହେଇଥାନ୍ତି । ହେଲେ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହା କେବଳ ବିରାଟ କୋହଲିଙ୍କ ଲୋକପ୍ରିୟତା ନୁହେଁ ବରଂ କାରିବିଆନ୍ ଦେଶରେ ତାଙ୍କ ପ୍ରତି ଲୋକଙ୍କର କେତେ ଭଲପାଇବାContinue reading “ବିରାଟଙ୍କ ପ୍ରେମରେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମାଆ । ମ୍ୟାଚ୍ ଶେଷ ହେବା ପରେ ଭେଟି କଥା ହେଲେ କୋହଲି । ଦେଖନ୍ତୁ, ଏହି ଭିଡିଓ…”

ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣାର ଭିଡିଓ, ୨ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ

କନକ ବ୍ୟୁରୋ : ବିଜେପି ତରଫରୁ ଶନିବାର ଦିନ ଦାବି କରାଯାଇଛି କି ମଣିପୁର ଭଳି ପଶ୍ଚିମବଙ୍ଗରେ ମଧ୍ୟ ୨ ଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମରାଯାଇଛି । ଏହି ଘଟଣା ମାଲଦା ଜିଲ୍ଲାରେ ବୋଲି ବିଜେପି ଦାବି କରିଛି । ଚଳିତ ସପ୍ତାହ ପ୍ରାରମ୍ଭରେ କିଛି ଲୋକ ଦୁଇଜଣ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମାରୁଥିବାର ଭିଡିଓ ମଧ୍ୟ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ଟ୍ୱିଟContinue reading “ମଣିପୁର ପରେ ଏବେ ପଶ୍ଚିମବଙ୍ଗରୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣାର ଭିଡିଓ, ୨ମହିଳାଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ”

JKLF ମୁଖ୍ୟ ୟାସିନ୍ ମଲ୍ଲିକର ସୁରକ୍ଷାରେ ବଡ ତ୍ରୁଟି । ତିହାର ଜେଲର ୪ ଅଫିସର ହେଲେ ସସପେଣ୍ଡ ।

କନକ ବ୍ୟୁରୋ: ଜେଲରେ ବନ୍ଦୀ ଥିବା ଜମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟର ମୁଖ୍ୟ ୟାସିନ୍ ମଲ୍ଲିକର ସୁରକ୍ଷାରେ ବଡ ତ୍ରୁଟି । ୪ ଅଧିକାରୀଙ୍କୁ ନିଲମ୍ବନ କଲା ତିହାର ଜେଲ୍ ପ୍ରଶାସନ । ଶନିବାର ୟାସିନ୍ ମଲ୍ଲିକର ସୁରକ୍ଷାରେ ତ୍ରୁଟି ଘଟଣାରେ ତିହାର ଜେଲ ପ୍ରଶାସନ ନିଜର ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛି । ତେବେ ଆତଙ୍କୀ ଫଣ୍ଡିଂ ମାମଲାରେ ମଲ୍ଲିକ ଏବେ ଆଜୀବନ ଜେଲ ଦଣ୍ଡାଦେଶ କାଟୁଛି । ସୂଚନାଯୋଗ୍ୟ ଯେ, ୟାସିନ୍ ମଲ୍ଲିକକୁ ଶୁକ୍ରବାରContinue reading “JKLF ମୁଖ୍ୟ ୟାସିନ୍ ମଲ୍ଲିକର ସୁରକ୍ଷାରେ ବଡ ତ୍ରୁଟି । ତିହାର ଜେଲର ୪ ଅଫିସର ହେଲେ ସସପେଣ୍ଡ ।”

କେବେ ଖୋଲିବ ମାର୍କେଟ ବିଲ୍ଡିଂ? ନଛୋଡ଼ବନ୍ଧା ବ୍ୟବସାୟୀ, ୬ ଦିନ ହେଲା ବନ୍ଦ ରହିଛି ମାର୍କେଟ ବିଲ୍ଡିଂ

କନକ ବ୍ୟୁରୋ: ମାର୍କେଟ ବିଲ୍ଡିଂରେ ସ୍ଥିତି ଗମ୍ଭୀର । ଜିଦରେ ନଛୋଡ ବନ୍ଧା ବ୍ୟବସାୟୀ । ୧୭ତାରିଖରୁ ଆଜି ପର୍ଯ୍ୟନ୍ତ ୬ଦିନ ହେଲା ବନ୍ଦ ରହିଛି ମାର୍କେଟ ବିଲ୍ଡିଂ । ନା ସ୍ଥାୟୀ ବ୍ୟବସାୟୀ ନା ଉଠା ବ୍ୟବସାୟୀ ଦୋକାନ ଖୋଲୁଛନ୍ତି । ଦୋକାନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ହୋଇଛି । ବ୍ୟବସାୟ ବନ୍ଦ ଯୋଗୁଁ ଶତାଧିକ ପରବାର ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାୟୀ ବ୍ୟବସାୟୀ ସଂଘContinue reading “କେବେ ଖୋଲିବ ମାର୍କେଟ ବିଲ୍ଡିଂ? ନଛୋଡ଼ବନ୍ଧା ବ୍ୟବସାୟୀ, ୬ ଦିନ ହେଲା ବନ୍ଦ ରହିଛି ମାର୍କେଟ ବିଲ୍ଡିଂ”

ବିଶ୍ୱକପ ପୂର୍ବରୁ ଖୁସି ଖବର: ଆହତ ହୋଇଥିବା ଏହି ୫ ଭାରତୀୟ ଖେଳାଳୀଙ୍କୁ ନେଇ ଆସିଲା ବଡ ଅପଡେଟ

କନକ ବ୍ୟୁରୋ: ଆଇସିସି ବିଶ୍ୱକପ ୨୦୨୩ ହେବାକୁ ଆଉ ୩ ମାସ ବାକି ଅଛି । ଏହି ବିଶ୍ୱକପ ୫ ଅକ୍ଟୋବରରୁ ୧୯ ନଭେମ୍ବର ଯାଏଁ ଭାରତରେ ଖେଳାଯିବ । ପ୍ରଥମଥର ପାଇଁ ଏପରି ହେଉଛି କି ଭାରତ ଏକାକୀ ବିଶ୍ୱକପର ଆୟୋଜନ କରୁଛି । ଏହାପୂର୍ବରୁ ଭାରତ ୧୯୮୭, ୧୯୯୬ ଓ ୨୦୧୧ରେ ସଂଯୁକ୍ତ ଭାବରେ ବିଶ୍ୱକପର ଆୟୋଜନ କରିଥିଲା । ତେବେ ବିଶ୍ୱକପ ପୂର୍ବରୁ ଭାରତର ବଡ ଚିନ୍ତା ତାର ଆହତ ଖେଳାଳୀଙ୍କୁ ନେଇContinue reading “ବିଶ୍ୱକପ ପୂର୍ବରୁ ଖୁସି ଖବର: ଆହତ ହୋଇଥିବା ଏହି ୫ ଭାରତୀୟ ଖେଳାଳୀଙ୍କୁ ନେଇ ଆସିଲା ବଡ ଅପଡେଟ”

ସରକାର ଦେଲେ ୨୦୧୮ ପରର ତଥ୍ୟ । ହାଇକୋର୍ଟରେ ୭୫ ପ୍ରତିଶତ ବିଚାରପତି ସାଧାରଣ ବର୍ଗର, ଜାଣନ୍ତୁ ଅନ୍ୟ ବର୍ଗରୁ କେତେ ?

କନକ ବ୍ୟୁରୋ : ୨୦୧୮ ପରେ ଦେଶରେ ସମସ୍ତ ହାଇକୋର୍ଟରେ ନିଯୁକ୍ତ ହୋଇଥିବା ବିଚାରପତିଙ୍କ ମଧ୍ୟରୁ ୭୫ ପ୍ରତିଶତ ବିଚାରପତି ସାଧାରଣ ବର୍ଗର । କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି । ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓୱେସୀ ସରକାରଙ୍କୁ ବିଚାରପତି ନିଯୁକ୍ତିକୁ ନେଇ ପ୍ରଶ୍ନ ପଚାରିଥିଲେ । ଉତ୍ତର ପାଇବା ପରେ ଓୱେସୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଓୱେସୀ ତାଙ୍କContinue reading “ସରକାର ଦେଲେ ୨୦୧୮ ପରର ତଥ୍ୟ । ହାଇକୋର୍ଟରେ ୭୫ ପ୍ରତିଶତ ବିଚାରପତି ସାଧାରଣ ବର୍ଗର, ଜାଣନ୍ତୁ ଅନ୍ୟ ବର୍ଗରୁ କେତେ ?”

ବାବା ବାଗେଶ୍ୱରଙ୍କ ପୁରୀ ସମ୍ପର୍କ: କାକଟପୁର ଅଞ୍ଚଳର ବାବା ଅମରେଶ୍ୱରଙ୍କୁ ପ୍ରାୟ ୩୦ବର୍ଷ ତଳେ ଭେଟିଥିଲେ ବାଗେଶ୍ୱରଙ୍କ ଜେଜେ ଓ ବାପା

କନକ ବ୍ୟୁରୋ: ସାରାଦେଶରେ ମନକୁ ପଢ଼ି ଭବିଷ୍ୟତ କହୁଥିବା ବାବା ବାଗେଶ୍ୱରଙ୍କ କଥା ଆପଣ ଶୁଣିଥିବେ । ପ୍ରତିିଦିନ ନିଜ ନିଜର ସମସ୍ୟାର ସମାଧାନ ପାଇଁ ବାବା ବାଗେଶ୍ୱରଙ୍କ ପୀଠକୁ ଆସିଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଉ ବାବା ବାଗେଶ୍ୱର ଶ୍ରଦ୍ଧାଳୁଙ୍କ କିଛି ନପଚାରି ତାଙ୍କ ମନର କଥା ପର୍ଚି ମାଧ୍ୟମରେ ଲେଖି ଜଣାଇଥାନ୍ତି । କୁହାଯାଏ ବାବା ବାଗେଶ୍ୱର ଲୋକଙ୍କ ମନକୁ ପଢ଼ି ପାରନ୍ତି । ତାଙ୍କର ଏହି ପ୍ରତିଭା ପଛରେ ଭଗବାନଙ୍କ ଆର୍ଶୀବାଦContinue reading “ବାବା ବାଗେଶ୍ୱରଙ୍କ ପୁରୀ ସମ୍ପର୍କ: କାକଟପୁର ଅଞ୍ଚଳର ବାବା ଅମରେଶ୍ୱରଙ୍କୁ ପ୍ରାୟ ୩୦ବର୍ଷ ତଳେ ଭେଟିଥିଲେ ବାଗେଶ୍ୱରଙ୍କ ଜେଜେ ଓ ବାପା”

୫୦ଟି ଦେଶ ବୁଲିସାରିଲେଣି ଏହି ୧୦ ବର୍ଷୀୟ ବାଳିକା । ଗୋଟିଏ ବି ଦିନ ବନ୍ଦ କରିନାହାନ୍ତି ସ୍କୁଲ

ଦିନକ ପାଇଁ ମଧ୍ୟ ସ୍କୁଲ୍‌ ଯିବା ବନ୍ଦ ନ କରି ବିଶ୍ବଭ୍ରମଣକାରୀ ବାପାମାଆଙ୍କ ସହିତ ଅଦିତି ତ୍ରିପାଠୀ ନାମ୍ନୀ ଜଣେ ୧୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳିକା ୫୦ଟି ଦେଶ ଭ୍ରମଣ କରିଛନ୍ତି । ରିପୋର୍ଟ ଅନୁସାରେ, ବାପା ଦୀପକ ଓ ମାଆ ଅଭିଳାଷାଙ୍କ ସହିତ ଦକ୍ଷିଣ ଲଣ୍ଡନରେ ରହୁଥିବା ଅଦିତି ୟୁରୋପର ଅଧିକାଂଶ ଦେଶ ଏବଂ ନେପାଳ, ସିଙ୍ଗାପୁର ଓ ଥାଇଲାଣ୍ଡ୍‌ର ବିଭିନ୍ନ ସ୍ଥାନ ଭ୍ରମଣ କରିସାରିଛନ୍ତି । ଅଦିତିଙ୍କ ବାପାମାଆଙ୍କର ଇଚ୍ଛା ହେଲା, ସେମାନଙ୍କContinue reading “୫୦ଟି ଦେଶ ବୁଲିସାରିଲେଣି ଏହି ୧୦ ବର୍ଷୀୟ ବାଳିକା । ଗୋଟିଏ ବି ଦିନ ବନ୍ଦ କରିନାହାନ୍ତି ସ୍କୁଲ”

ଥମୁନି ମଣିପୁର ହିଂସା : ବିଭିନ୍ନ ସଙ୍ଗଠନର ପ୍ରତିବାଦ ଜାରି; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତିବାଦକାରୀଙ୍କ ରୋକିବା ପାଇଁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି ପୋଲିସ । ଅନ୍ୟପଟେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଣିପୁର ପୋଲିସ ଗିରଫContinue reading “ଥମୁନି ମଣିପୁର ହିଂସା : ବିଭିନ୍ନ ସଙ୍ଗଠନର ପ୍ରତିବାଦ ଜାରି; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ”

Design a site like this with WordPress.com
Get started