ନଦୀରେ ଫସିଲା ହରିଦ୍ୱାର ଯାଉଥିବା ବସ୍ । ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ୪୦ ଯାତ୍ରୀ 

କନକ ବ୍ୟୁରୋ : ଚାରିଆଡେ ମୁସଳଧାରା ବର୍ଷା ଲାଗି ରହିଛି । କେତେକ ରାଜ୍ୟରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ମଧୟ ସୃଷ୍ଟି ହୋଇଛି । ଖାସକରି ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ଗାଁ ଗାଁରେ ପାଣି ପଶିଛି, ଘରେ ପାଣି ଲହଡି ଭାଙ୍ଗୁଛି ଆଉ ଲୋକେ ବାସହରା ହୋଇଯାଇଛନ୍ତି । ଏହାରି ଭିତରେ ଆଉ ଏକ ଖବର ସମ୍ନାକୁ ଆସିଛି । ହରିଦ୍ୱାର ଯାତ୍ରା କରୁଥିବା ବସ୍ ନଦୀରେContinue reading “ନଦୀରେ ଫସିଲା ହରିଦ୍ୱାର ଯାଉଥିବା ବସ୍ । ଜେସିବି ସାହାଯ୍ୟରେ ଉଦ୍ଧାର ହେଲେ ୪୦ ଯାତ୍ରୀ “

ଶ୍ରୀମନ୍ଦିରର ଖୋଲାଯାଉ ୪ ଦ୍ୱାର, ହାକିମାତି ନ ଦେଖାଇ ପ୍ରଶାସନ ଖୋଲିବା ଉଚିତ୍ : ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଶ୍ରୀମନ୍ଦିରର ୪ଟି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଉ । ଏନେଇ ଗଣମାଧ୍ୟମରେ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, କରୋନା ସମୟରେ ଶ୍ରୀମନ୍ଦିରର ଗୋଟେ ଦ୍ୱାର ଖୋଲାଯାଇ ଅନ୍ୟ ଦ୍ୱାର ବନ୍ଦ କରାଯାଇଥିଲା । ଏବେ କରୋନା ଡର ନାହିଁ, ପୁରୀର ନୂଆ ପରିକଳ୍ପନାରେ ଶ୍ରୀମନ୍ଦିର ସୁନ୍ଦର ଦେଖାଯାଉଛି । ଏବେ ଚାରୋଟି ଦ୍ୱାର ଖୋଳାଯାଉ, ପୁରୀ ଅଧିବାସୀ ଏବଂ ବାହାରୁ ଆସିଥିବା ଅନେକ ହିନ୍ଦୁ ଲୋକେ ପୁରୀରେContinue reading “ଶ୍ରୀମନ୍ଦିରର ଖୋଲାଯାଉ ୪ ଦ୍ୱାର, ହାକିମାତି ନ ଦେଖାଇ ପ୍ରଶାସନ ଖୋଲିବା ଉଚିତ୍ : ଧର୍ମେନ୍ଦ୍ର ପ୍ରଧାନ”

ସୋର ରେଳ ଷ୍ଟେସନରେ ବଗି ଛାଡି ପଳାଇଲା ଇଞ୍ଜିନ : ଧାମରାରୁ କୋଇଲା ନେଇ ଯାଉଥିଲା ମାଲବାହୀ ଟ୍ରେନ

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣା ପରେ ପିଛା ଛାଡ଼ୁନି ରେଳ ଅଘଟଣ । ଷ୍ଟେସନରେ ୧୦ଟି ୱଗନକୁ ଛାଡ଼ି ପଳାଇଲା ରେଳ ଇଞ୍ଜିନ । ସୋର ରେଳ ଷ୍ଟେସନ ଏଭଳି ଅଘଟଣ ଦେଖିବାକୁ ମିଳିଛି । ପ୍ରାୟ ୨୫ ମିନିଟ୍ ପରେ ଇଞ୍ଜିନ୍  ବଗି ସହିତ ଯୋଡ଼ି ହୋଇଥିଲା । ଆଦାନୀ କମ୍ପାନୀର କୋଇଲା ବୋଝେଇ ମାଲଗାଡ଼ି ଟାଟା ଅଭିମୁଖେ ଯାଉଥିବା ସମୟରେ ସୋର ଷ୍ଟେସନ ନିକଟରେ ୧ନମ୍ବର ଲୁପ୍ ଲାଇନରେ ଯାଉଥିବା ବେଳେContinue reading “ସୋର ରେଳ ଷ୍ଟେସନରେ ବଗି ଛାଡି ପଳାଇଲା ଇଞ୍ଜିନ : ଧାମରାରୁ କୋଇଲା ନେଇ ଯାଉଥିଲା ମାଲବାହୀ ଟ୍ରେନ”

ଶ୍ରୀପଲ୍ଲୀ ଛକ ନିକଟରେ ଏସଟିଏଫର ଚଢାଉ : ବାଘ ଓ ହରିଣ ଛାଲ ଜବତ; ଖଗେଶ୍ୱର ପଟେଲ ଗିରଫ

କନକ ବ୍ୟୁରୋ : ବାଘ ଛାଲ ଚାଲାଣକାରୀ ଗିରଫ । ଏସଟିଏଫକୁ ମିଳିଲା ସଫଳତା । ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁରର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ବେପାରୀ ଖଗେଶ୍ୱର ପୁଟେଲଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ ହୋଇଛି । ଖବର ପାଇ ଡିଲ୍ ବେଳେ ମାଡିବସିଥିଲା ଏସଟିଏଫ୍ । ବ୍ୟକ୍ତିଙ୍କୁ ଗିରଫ କରିବା ପରେ କୋର୍ଟContinue reading “ଶ୍ରୀପଲ୍ଲୀ ଛକ ନିକଟରେ ଏସଟିଏଫର ଚଢାଉ : ବାଘ ଓ ହରିଣ ଛାଲ ଜବତ; ଖଗେଶ୍ୱର ପଟେଲ ଗିରଫ”

ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ଧୋଇଗଲା ୧୫୦ମିଟର ରାସ୍ତା । ଫୁଲୁଥିବା ନଦୀକୁ ଦେଖି ବଢୁଛି ଲୋକଙ୍କ ଭୟ

କନକ ବ୍ୟୁରୋ : ଗତ କିଛି ଦିନ ହେବ ଉତ୍ତରାଖଣ୍ଡରେ ବର୍ଷା ସାମାନ୍ୟ କମିଥିବା ବେଳେ ଲାଗୁଥିଲା ପରିସ୍ଥତିରେ ସୁଧାର ଆସିବ । କିନ୍ତୁ ଗତକାଲି ରାତିରୁ ଲାଗି ରହିଥିବା ବର୍ଷା ଭୟ ବଢାଇଦେଇଛି । ନଦୀଗୁଡିକରେ ଜଳସ୍ଥର ସାମାନ୍ୟ ଖସିବାକୁ ଲାଗିଥିବା ବେଳେ ଗତକାଲି ରାତିରେ ଯେଉଁ ବାଦଲଫଟା ବର୍ଷା ହୋଇଛି, ସେଥିରେ ପୁଣି ଜଳସ୍ଥର ବଢିବାରେ ଲାଗିଛି । ଲୋକଙ୍କ ଭିତରେ ପୁଣି ଛନକା ପସିଛି । ସେପଟେ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା କାରଣରୁContinue reading “ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ, ଧୋଇଗଲା ୧୫୦ମିଟର ରାସ୍ତା । ଫୁଲୁଥିବା ନଦୀକୁ ଦେଖି ବଢୁଛି ଲୋକଙ୍କ ଭୟ”

କନ୍ଦଳ ଭିତରେ ବସିଲା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ

କନକ ବ୍ୟୁରୋ : କନ୍ଦଳ ଭିତରେ ଆରମ୍ଭ ହେଲା କଂଗ୍ରେସର କାର୍ଯ୍ୟକାରିଣୀର ବୈଠକ । ତେବେ ଏଥର କଂଗ୍ରେସ ଭବନରେ ବୈଠକ ନହୋଇ ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରହିଛି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେ ବସିବ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ । ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି ।Continue reading “କନ୍ଦଳ ଭିତରେ ବସିଲା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ : ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ”

ନବୀନ ନିବାସ ଯିବା ପୂର୍ବରୁ ସଂଯୁକ୍ତାଙ୍କ ଗାଡି ଅଟକାଇଲା ପୋଲିସ । ସଂଯୁକ୍ତା କହିଲେ, ଧୀରେ ଧୀରେ ଦଳ ଠାରୁ ଅଲଗା କରାଯାଉଛି, ସମାଜରେ ମୋର ମାନ ସମ୍ମାନ ହାନି ହୋଇଛି

କନକ ବ୍ୟୁରୋ : ନବୀନ ନିବାସକୁ ଯିବା ପୂର୍ବରୁ ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଗାଡିକୁ ଅଟକାଇଲା ପୋଲିସ । ଟ୍ରାଫିକ ଛକରେ ସଂଯୁକ୍ତାଙ୍କୁ ଅଟକାଇଲା ପୋଲିସ । ଅଭିଯୋଗ ପ୍ରକୋଷ୍ଠରେ ନିଜ ଅଭିଯୋଗ ରଖିବାକୁ କହିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ସଂଯୁକ୍ତା । ସେ କହିଛନ୍ତି, ସମାଜରେ ଅନେକ କୁନ୍ତି ଅଛନ୍ତି, କିନ୍ତୁ ଆକ୍ରମଣ ହେଉଛି ଦ୍ରୌପଦୀଙ୍କ ଉପରେ । କେହି ଜଣେ ତ କୁନ୍ତିଙ୍କୁ ପ୍ରଶ୍ନ କରୁନାହାନ୍ତି ସମସ୍ତେ ଦ୍ରୌପଦୀଙ୍କୁ ପ୍ରଶ୍ନ କରୁଛନ୍ତିContinue reading “ନବୀନ ନିବାସ ଯିବା ପୂର୍ବରୁ ସଂଯୁକ୍ତାଙ୍କ ଗାଡି ଅଟକାଇଲା ପୋଲିସ । ସଂଯୁକ୍ତା କହିଲେ, ଧୀରେ ଧୀରେ ଦଳ ଠାରୁ ଅଲଗା କରାଯାଉଛି, ସମାଜରେ ମୋର ମାନ ସମ୍ମାନ ହାନି ହୋଇଛି”

ବବଲୁ ବେହେରାର ମୃତଦେହ ଉଦ୍ଧାର : କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ; ଥାନା ଅଧିକାରୀଙ୍କ ବିରୋଧରେ ବର୍ଷିଲେ ପରିବାର ଲୋକେ

କନକ ବ୍ୟୁରୋ : ଥାନା ଭିତରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ବବଲୁ ବେହେରାର ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରେଜ ନିକଟରୁ ଏକ ଅଚିହ୍ନା ମୃତଦେହ ଉଦ୍ଧାର ହୋଇଛି । ଏହି ଅଚିହ୍ନା ମୃତଦେହ ବବଲୁ ବୋଲି ତାଙ୍କ ପରିବାର ଲୋକେ ସ୍ପଷ୍ଟ କରିଛନ୍ତି । ଗତକାଲି କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିବା ପରେ ମହାନଦୀକୁ ବବଲୁ ଡେଇଁ ପଡିଥିଲା । ମୋବାଇଲ ଚୋରି ଅଭିଯୋଗରେ ବବଲୁକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ ।Continue reading “ବବଲୁ ବେହେରାର ମୃତଦେହ ଉଦ୍ଧାର : କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ; ଥାନା ଅଧିକାରୀଙ୍କ ବିରୋଧରେ ବର୍ଷିଲେ ପରିବାର ଲୋକେ”

ଛତ୍ରପୁର ଅପହରଣ ଘଟଣାରେ ନୂଆ ମୋଡ : ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ, କାରଣ ଜାଣିବାକୁ ବିଶାଖାପାଟଣା ଯାଉଛି ଗଞ୍ଜାମ ପୋଲିସ

କନକ ବ୍ୟୁରୋ : ଛତ୍ରପୁରରୁ ବନ୍ଧୁକ ମୁନରେ ଦୁଇ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ଼ । ଅପହରଣ ନୁହେଁ ବିଳମ୍ବିତ ରାତିରେ ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ । ଏବେ ଦୁଇ ଜଣଙ୍କୁ ବିଶାଖପଟଣାରେ ରଖାଯାଇ ପଚରା ଉଚରା କରାଯାଉଛି । କର୍ଣ୍ଣାଟକର ପୋଲିସ ଅଧିକାରୀ ବିଶାଖପାଟଣାରେ ଉପସ୍ଥିତ ଅଛନ୍ତି । କାହିଁକି କର୍ଣ୍ଣାଟକ ପୋଲିସ ଦୁଇ ଭାଇଙ୍କୁ ଉଠାଇ ନେଇଛି ତାହା ଜଣାପଡ଼ିନାହିଁ । ବିଶାଖପାଟଣା ଯାଉଛି ଗଞ୍ଜାମ ପୋଲିସର ଏକContinue reading “ଛତ୍ରପୁର ଅପହରଣ ଘଟଣାରେ ନୂଆ ମୋଡ : ଦୁଇ ଭାଇଙ୍କୁ ଉଠାଇ ନେଇଛି କର୍ଣ୍ଣାଟକ ପୋଲିସ, କାରଣ ଜାଣିବାକୁ ବିଶାଖାପାଟଣା ଯାଉଛି ଗଞ୍ଜାମ ପୋଲିସ”

ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର : ଦେଶର ୪୪ଟି ସ୍ଥାନରେ ୭୦ ହଜାର ଯୁବକ ଯୁବତୀଙ୍କୁ ମିଳିଲା ନୂଆ ନିଯୁକ୍ତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ୭୦ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭାଗ ସହ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏହି ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ସୂଚନା ଅନୁସାରେ, ଏହି ନିଯୁକ୍ତି ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ ବିଭାଗ, ଅର୍ଥ ସେବା ବିଭାଗ, ଡାକ ବିଭାଗ, ସ୍କୁଲ ଶିକ୍ଷାContinue reading “ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର : ଦେଶର ୪୪ଟି ସ୍ଥାନରେ ୭୦ ହଜାର ଯୁବକ ଯୁବତୀଙ୍କୁ ମିଳିଲା ନୂଆ ନିଯୁକ୍ତି”

Design a site like this with WordPress.com
Get started