କନକ ବ୍ୟୁରୋ : ଦିଲ୍ଲୀ ବିମାନବନ୍ଦରରୁ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା ଜବତ ହୋଇଛି । ବିମାନବନ୍ଦରରୁ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରିଛି କଷ୍ଟମ ବିଭାଗ । କୁହାଯାଉଛି କି ଏହି ନୋଟ ସବୁ ଜୁଲାଇ ୨୧ ତାରିଖରେ ୩ନମ୍ବର ଟର୍ମିନାଲ ନିକଟରୁ ଜବତ ହୋଇଥିଲା । ଏହି କ୍ରମରେ ୩ଜଣ ତାଜାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ଏହି ବିଦେଶୀମୁଦ୍ରାକୁ ନେଇ ଇସ୍ତାନବୁଲ ଯାଉଥିବା କଥାContinue reading “ଦିଲ୍ଲୀ ବିମାନବନ୍ଦରରୁ ଜବତ ହେଲା ବିଡା ବିଡା ବିଦେଶୀ ମୁଦ୍ରା, ୩ ଜଣ ଗିରଫ”
Tag Archives: News
କଂଗ୍ରେସର କାର୍ଯ୍ୟକାରିଣୀରେ ମୋକିମ, ଚିରଞ୍ଜୀବ ଝଡ : ରାଜନୈତିକ ବ୍ୟାପାର ବୈଠକରେ ନେତାଙ୍କ ମଝିରେ କଥା କଟାକଟି
କନକ ବ୍ୟୁରୋ : କଂଗ୍ରେସର କାର୍ଯ୍ୟକାରିଣୀରେ ମୋକିମ, ଚିରଞ୍ଜୀବ ଝଡ । ରାଜନୈତିକ ବ୍ୟାପାର ବୈଠକରେ ନେତାଙ୍କ ମଝିରେ କଥାକଟାକଟି । ବିନା ଆଲୋଚନାରେ ମୋକିମ ଚିରଂଜୀବଙ୍କୁ ନିଲମ୍ବନ କରାଯିବାକୁ ନେଇ ଉପସ୍ଥିତ କିଛି ନେତା ଉଠାଇଛନ୍ତି ପ୍ରଶ୍ନ । ଏଥର କଂଗ୍ରେସ ଭବନରେ ବୈଠକ ନହୋଇ ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରହିଛି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେContinue reading “କଂଗ୍ରେସର କାର୍ଯ୍ୟକାରିଣୀରେ ମୋକିମ, ଚିରଞ୍ଜୀବ ଝଡ : ରାଜନୈତିକ ବ୍ୟାପାର ବୈଠକରେ ନେତାଙ୍କ ମଝିରେ କଥା କଟାକଟି”
ସିବିଏସଇ ସ୍କୁଲରେ ଓଡିଆରେ ପଢ଼ାଯିବ ପାଠ : ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କନକ ବ୍ୟୁରୋ : ସିବିଏସଇ ସ୍କୁଲରେ ଓଡିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ା ଯିବ ପାଠ । ଅର୍ଥାତ ଏଣିକି ସିବିଏସଇ ସ୍କୁଲରେ ଓଡିଆ ଓ ଆଞ୍ଚଳିକ ଭାଷାରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସିବିଏସଇ ସର୍କୁଲାର ଜାରି କରିଛି । ଆଜି ଯାଏ ସିବିଏସଇ ସ୍କୁଲରେ କେବଳ ଇଂରାଜୀ ଓContinue reading “ସିବିଏସଇ ସ୍କୁଲରେ ଓଡିଆରେ ପଢ଼ାଯିବ ପାଠ : ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର, ସପ୍ତାହରେ ଦୁଇଦିନ ଛୁଟି ମିଳିବା ନେଇ ଗୋଟିଏ ସପ୍ତାହ ମଧ୍ୟରେ ନିଷ୍ପତ୍ତି
କନକ ବ୍ୟୁରୋ : ସାରା ଦେଶର ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସନ୍ତା ସପ୍ତାହରେ ସବୁଠାରୁ ଖୁସି ଖବର ଆସିବାକୁ ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହରେ ରବିବାର ବ୍ୟତୀତ ଶନିବାର ମଧ୍ୟ ଛୁଟି ଦିଆଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ଏନେଇ ଆସନ୍ତା ସପ୍ତାହରେ ଅପଡେଟ୍ ସାମ୍ନାକୁ ଆସିବ । ଏବେ ଦେଶରେ ବ୍ୟାଙ୍କ କର୍ମଚାରୀଙ୍କୁ ସପ୍ତାହର ରବିବାର ଓ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମିଳୁଛି । ଏହି ନିୟମର ପରିବର୍ତ୍ତନContinue reading “ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର, ସପ୍ତାହରେ ଦୁଇଦିନ ଛୁଟି ମିଳିବା ନେଇ ଗୋଟିଏ ସପ୍ତାହ ମଧ୍ୟରେ ନିଷ୍ପତ୍ତି”
ହୀରାକୁଦ ଡ୍ୟାମର ଖୋଲିବ ୫ଟି ଗେଟ୍ : ସୂଚନା ଦେଲେ ମୁଖ୍ୟଯନ୍ତ୍ରୀ, କହିଲେ ତଳମୁଣ୍ଡରେ ବନ୍ୟା ହେବାର ନାହିଁ ସମ୍ଭାବନା
କନକ ବ୍ୟୁରୋ : ହୀରାକୁଦ ଡ୍ୟାମର ଖୋଲିବ ୫ଟି ଗେଟ୍ । ସୂଚନା ଦେଲେ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚରଣ ସାହୁ । ପ୍ରଥମ ପଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ । ଆସନ୍ତାକାଲି ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ କରିବ ହିରାକୁଦ୍ ଡ୍ୟାମ୍ । ପ୍ରତ୍ୟେକ ସେକେଣ୍ଡରରେ ୭୫ ହଜାର ରୁ ଅଧିକ କ୍ୟୁସେକ୍ ଜଳ ହେବ ନିଷ୍କାସିତ । ସେହିପରି ତଳମୁଣ୍ଡରେ ବନ୍ୟା ହେବାର ସମ୍ଭାବନା ନାହିଁ । ସ୍ଥତିକୁ ଦେଖି ଆଗାମୀ କେତୋଟି ଗେଟ୍ ଖୋଲାଯିବContinue reading “ହୀରାକୁଦ ଡ୍ୟାମର ଖୋଲିବ ୫ଟି ଗେଟ୍ : ସୂଚନା ଦେଲେ ମୁଖ୍ୟଯନ୍ତ୍ରୀ, କହିଲେ ତଳମୁଣ୍ଡରେ ବନ୍ୟା ହେବାର ନାହିଁ ସମ୍ଭାବନା”
ନିଆରା ପରମ୍ପରା, ଅଜବ ନୀତି । ମାତ୍ର ଗୋଟିଏ ଦିନ ପାଇଁ ହୋଇଥାଏ ବାହାଘର । ଜାଣନ୍ତୁ ଏଭଳି ବାହାଘର ପଛର ରହସ୍ୟ
କନକ ବ୍ୟୁରୋ : ବିବାହ କେବଳ ଗୋଟିଏ ଶବ୍ଦ ନୁହେଁ । ବିବାହ ହେଉଛି ଦୁଇ ମନର ମିଳନ । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥାଏ ସାଥୀ । ଦଶାଦୋଷକୁ କ୍ଷମା କରିବା ପାଇଁ ଶପଥ କରିଥାନ୍ତି । ବିଭିନ୍ନ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଥିବାବେଳେ ହିନ୍ଦୁ ଧର୍ମରେ ବିବାହ ମଣିଷ ଜୀବନରେ ଅନେକ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ଏମିତି ଏକ ସ୍ଥାନContinue reading “ନିଆରା ପରମ୍ପରା, ଅଜବ ନୀତି । ମାତ୍ର ଗୋଟିଏ ଦିନ ପାଇଁ ହୋଇଥାଏ ବାହାଘର । ଜାଣନ୍ତୁ ଏଭଳି ବାହାଘର ପଛର ରହସ୍ୟ”
କାହିଁକି ଗାଡ଼ିରେ ପୋଡ଼ିଥାଏ ଅଧିକ ପେଟ୍ରୋଲ ? ପେଟ୍ରୋଲ ଖର୍ଚ୍ଚ କମ କରିବାର ସହଜ ଉପାୟ । ଜାଣନ୍ତୁ କେମିତି ବଞ୍ଚାଇବେ ପେଟ୍ରୋଲ ?
କନକ ବ୍ୟୁରୋ : ଦିନକୁ ଦିନ ପେଟ୍ରୋଲ ଦର ମହଙ୍ଗା ହେବାରେ ଲାଗିଛି । ଦେଶରେ ବଢୁଥିବା ପେଟ୍ରୋଲ ଦାମକୁ ନେଇ ଉପଭୋକ୍ତାମାନେ ଚିନ୍ତାରେ ପଡିଛନ୍ତି । ଆଜି ମଧ୍ୟ ଶହେ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର । ମଧ୍ୟବିତ ପରିବାରର ଲୋକ ଘରୁ ଗାଡ଼ି ବାହାର କଲେ ଦଶଥର ଭାବିବାକୁ ପଡ଼ୁଛି । ତେବେ ଅଧିକାଂଶ ସମୟରେ ମନରେ ପ୍ରଶ୍ନ ଉଠିଥାଏ କି, କିଭଳିଭାବେ ଆମେ କମ ପେଟ୍ରୋଲ ଖର୍ଚ୍ଚ କରିବା । କିନ୍ତୁContinue reading “କାହିଁକି ଗାଡ଼ିରେ ପୋଡ଼ିଥାଏ ଅଧିକ ପେଟ୍ରୋଲ ? ପେଟ୍ରୋଲ ଖର୍ଚ୍ଚ କମ କରିବାର ସହଜ ଉପାୟ । ଜାଣନ୍ତୁ କେମିତି ବଞ୍ଚାଇବେ ପେଟ୍ରୋଲ ?”
ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା : ଜରି ବସ୍ତା ଭିତରୁ ଉଦ୍ଧାର; କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଦେଲେ ଖବର
କନକ ବ୍ୟୁରୋ : ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା, ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହେଲା ଶିଶୁ କନ୍ୟା । ନବଜାତକୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ ଓ ଚାଇଲ୍ଡଲାଇନ୍ । ଆଜି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତ ଗଦାରୁ ଗୋଟିଏ ଛୋଟ ଛୁଆ କାନ୍ଦିବା ଶବ୍ଦ ଶୁଭିଥିଲା । ଭୋର ପ୍ରାୟ ସମୟରେ କୌଣସି ବ୍ୟକ୍ତି ଏକ ଶିଶୁକନ୍ୟାକୁ ଜରି ବସ୍ତା ମଧ୍ୟରେ ଭର୍ତ୍ତି କରିContinue reading “ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା : ଜରି ବସ୍ତା ଭିତରୁ ଉଦ୍ଧାର; କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଦେଲେ ଖବର”
ଗାଁ ଗାଁରେ ନେତୃତ୍ୱ ନେଉଛନ୍ତି ମହିଳା, ମହିଳା ସଶକ୍ତିକରଣ ବିନା ରାଜ୍ୟ କି ସମାଜ ଆଗକୁ ବଢିପାରିବନି : ନବୀନ ପଟ୍ଟନାୟକ
କନକ ବ୍ୟୁରୋ : ମହିଳା ସଶକ୍ତିକରଣ ବିନା କୌଣସି ସମାଜ, ଦେଶ କି ରାଜ୍ୟ ଆଗକୁ ବଢିପାରିବନି । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କିଛି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ମୋ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି । ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ ଏହା ପ୍ରଗତିର ମନ୍ତ୍ର । ଓଡ଼ିଶାର ମା ମାନେ ସଶକ୍ତ ହୋଇଛନ୍ତିContinue reading “ଗାଁ ଗାଁରେ ନେତୃତ୍ୱ ନେଉଛନ୍ତି ମହିଳା, ମହିଳା ସଶକ୍ତିକରଣ ବିନା ରାଜ୍ୟ କି ସମାଜ ଆଗକୁ ବଢିପାରିବନି : ନବୀନ ପଟ୍ଟନାୟକ”
ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନକୁ ବିରୋଧ : ପ୍ରତିବାଦରେ କଟକରେ ସମର୍ଥକଙ୍କ ମୌନ ପ୍ରତିବାଦ
କନକ ବ୍ୟୁରୋ : କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରତିବାଦରେ ସମର୍ଥକଙ୍କ ମୌନବ୍ରତ । କଟକ ଉଇଣ୍ଡସର୍ ପ୍ୟାଲେସରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇ ପ୍ରତିବାଦରେ ବସିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟ ଆଧାରରେ କଂଗ୍ରେସ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି । ଆଉ ନିଲମ୍ବନ ଆଦେଶର ପୁନର୍ବିଚାର ଦାବି କରିଛନ୍ତି ଦୁଇ ନେତାଙ୍କ ସମର୍ଥକ । The post ଚିରଞ୍ଜୀବ ଓ ମୋକିମଙ୍କContinue reading “ଚିରଞ୍ଜୀବ ଓ ମୋକିମଙ୍କ ନିଲମ୍ବନକୁ ବିରୋଧ : ପ୍ରତିବାଦରେ କଟକରେ ସମର୍ଥକଙ୍କ ମୌନ ପ୍ରତିବାଦ”