କନକ ବ୍ୟୁରୋ: ଗୋଟିଏ ପଟେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସ ଉପରକୁ ଉଠୁଥିବାବେଳେ, ଏପଟେ ଓଡିଶାରେ ଦଳୀୟ କନ୍ଦଳରେ ମାତିଛନ୍ତି ନେତା । ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯିବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଦୁଇ ନେତାଙ୍କ ସମର୍ଥକ ରାସ୍ତାରେ ପ୍ରତିବାଦ କରିବା ପରେ ଆଜି କଂଗ୍ରେସ ଭବନରେ ଆସି ପ୍ରତିବାଦ ଜଣାଇଛନ୍ତ । ଆଉ ଅନ୍ୟପଟେ ସନ୍ତୋଷ ସିଂ ସାଲୁଜାଙ୍କ ଘରେ ବସିଛି ଶୃଙ୍ଖଳା କମିଟିContinue reading “କଂଗ୍ରେସ ଭବନକୁ କବଜା କରିନେଲେ ଅସନ୍ତୁଷ୍ଟ । ଧସେଇ ପଶିଲେ ଚିରଞ୍ଜିବୀ, ମୋକିମଙ୍କ ସମର୍ଥକ । ନାରାବାଜି କରିବା ସହ ନିଲମ୍ବନ ପ୍ରତ୍ୟାହାର ଦାବି”
Tag Archives: News
ମୁଣ୍ଡ ନୁଆଁଇ ଦେଲା ମଣିପୁର । ଇମ୍ଫାଲରୁ ଦିଲ୍ଲୀ, ସଡ଼କରୁ ସଂସଦ ସବୁଠି ତୀବ୍ର ପ୍ରତିକ୍ରିୟା । ମଣିପୁରରେ ଜଳିଲା ପ୍ରତିବାଦର ନିଆଁ
କନକ ବ୍ୟୁରୋ: ମଣିପୁରର ଭାଇରାଲ ଭିଡିଓକୁ ନେଇ ଇମ୍ଫାଲରୁ ଦିଲ୍ଲୀ, ସବୁଠି ପ୍ରବଳ ଅସନ୍ତୋଷ । ଅମାନବୀୟ କାଣ୍ଡକୁ ନେଇ ଚାରିଆଡେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି । ଅନ୍ୟପଟେ ଗଣଦୁଷ୍କର୍ମ ଓ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ‘ହୁରେମ୍ ହେରୋଦସ୍’ର ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି ଉତ୍ୟକ୍ତ ମହିଳା । ମହିଳାମାନେ ଏକାଠି ହୋଇ ଘଟଣାରେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇବା ସହ ନାରାବାଜି କରିଛନ୍ତିContinue reading “ମୁଣ୍ଡ ନୁଆଁଇ ଦେଲା ମଣିପୁର । ଇମ୍ଫାଲରୁ ଦିଲ୍ଲୀ, ସଡ଼କରୁ ସଂସଦ ସବୁଠି ତୀବ୍ର ପ୍ରତିକ୍ରିୟା । ମଣିପୁରରେ ଜଳିଲା ପ୍ରତିବାଦର ନିଆଁ”
ଟ୍ରାଇ ସାଇକେଲରେ ପୁଅକୁ ବସାଇ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲୁଛି ବୁଢ଼ା ବାପା। ୩ ମାସ ହେଲା ଭତା ଟଙ୍କା ନପାଇ ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଯୁବକ
କନକ ବ୍ୟୁରୋ: ହଜିଯାଇଛି ପୁଅର ଭତା ଟଙ୍କା । ଦିବ୍ୟାଙ୍ଗ ପୁଅକୁ ଟ୍ରାଇସାଇକେଲରେ ବସାଇ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲୁଛି ବୁଢା ବାପା । ଆପଣମାନେ ଜାଣି ଆଶ୍ଚାର୍ଯ୍ୟ ହେବେ ୩ ମାସ ଭତା ଟଙ୍କା କୁଆଡେ ଗଲା, ତାହା ହିତାଧିକାରୀ ଜାଣିପାରୁନାହାନ୍ତି କି ପ୍ରଶାସନିକ ଅଧିକାରୀ ଜାଣିପାରୁନାହାନ୍ତି । ତେଣୁ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏମିିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳିContinue reading “ଟ୍ରାଇ ସାଇକେଲରେ ପୁଅକୁ ବସାଇ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ବୁଲୁଛି ବୁଢ଼ା ବାପା। ୩ ମାସ ହେଲା ଭତା ଟଙ୍କା ନପାଇ ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଯୁବକ”
ଆନ୍ଧ୍ର-ଓଡିଶା ସୀମାନ୍ତ ଗାଁର ଦୁଃଖ, ସମସ୍ୟା ବୁଝୁନି ଜିଲ୍ଲା ପ୍ରଶାସନ। ଆନ୍ଧ୍ର ଆଡ଼କୁ ଢଳୁଛି ମନ
କନକ ବ୍ୟୁରୋ: ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ । ଯେଉଁ ମାଟି ରାସ୍ତା ଅଛି, ସେଠି ଦୁଇ ଚକିଆ କି ଚାରି ଚକିଆ ଯାନ ଯିବା କଥା ଦୂରରେ ଥାଉ, ପାଦରେ ଚାଲି ଚାଲି ଯିବା ବି ମୁସ୍କିଲ । ଏହି କାଦୁଅ ରାସ୍ତା ଡେଇଁ ରାୟଗଡା ସଦର ବ୍ଳକ ଆନ୍ଧ୍ର-ଓଡିଶା ସୀମାନ୍ତ ବୋରହାଲୁଆ ଗାଁରେ ପହଞ୍ଚିବା ପରେ ଆମେ ଯାହା ଜାଣିବାକୁ ପାଇଲୁ ତାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ମୌଳିକ ସବୁଧା ପାଇଁContinue reading “ଆନ୍ଧ୍ର-ଓଡିଶା ସୀମାନ୍ତ ଗାଁର ଦୁଃଖ, ସମସ୍ୟା ବୁଝୁନି ଜିଲ୍ଲା ପ୍ରଶାସନ। ଆନ୍ଧ୍ର ଆଡ଼କୁ ଢଳୁଛି ମନ”
ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଗାଁକୁ ଫେରିଲେ
କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । କାରଣ ବାହାର ରାଜ୍ୟକୁ ରୋଜଗାର ପାଇଁ ଯାଇଥିବା ମଣିଷଟି ଶବ ହୋଇ ଫେରିଛି । ମୃତଦେହ ଗାଁରେ ପହଂଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗଂଜାମ ଧରାକୋଟ ଥାନା ଅନ୍ତର୍ଗତ ଖଇରପୁଟି ଗାଁର ମଞ୍ଜୁଳା ନାହାକ । ପରିବାର ମୁହଁରେ ଦାନା ଦେବା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଦଲାଲର ଶୋଷଣର ଶିକାର ହୋଇ ତାଙ୍କରContinue reading “ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଗାଁକୁ ଫେରିଲେ”
ମଣିପୁର ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ମହିଳା ଆୟୋଗଙ୍କ ଉପରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କଣ କହିଲେ ରେଖା ଶର୍ମା
କନକ ବ୍ୟୁରୋ : ଦେଶରେ ଗୋଟିଏ ମହିଳା ଆୟୋଗ ଅଛି । ଏହି ପଦରେ ରହୁଥିବା ବ୍ୟକ୍ତି ବିଶେଷମାନେ ସରକାରୀ ରାଜକୋଷରୁ ଦରମା ନିଅନ୍ତି । ଜଣେ ସରକାରୀ ଚାକିରିଆ ଭଳି ସରକାରଙ୍କ ନିକଟରୁ ସମସ୍ତ ସୁବିଧା ସୁଯୋଗ ନେଇଥାନ୍ତି । ବିଭିନ୍ନ ସଭାସମତି ଓ ସରକାରୀ କାର୍ଯ୍ୟକ୍ରମରେ ଅତିଥି ହୋଇ ମହିଳା ବିକାଶ ଓ ମହିଳା ସୁରକ୍ଷା ନେଇ ଲମ୍ବା ଚଉଡା ଭାଷଣ ଦେଇଥାନ୍ତି । ହେଲେ ଯେତେବେଳେ ମହିଳାଙ୍କ ଉପରେ ଆକ୍ରମଣ ହୁଏ, ମହିଳାମାନେContinue reading “ମଣିପୁର ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ମହିଳା ଆୟୋଗଙ୍କ ଉପରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କଣ କହିଲେ ରେଖା ଶର୍ମା”
ବର୍ଷାରେ ବେହାଲ ୫-ଟି ସ୍କୁଲ। ଡ଼େଲାଙ୍ଗରେ ଛତା ଧରି ପାଠ ପଢ଼ିଲେ ପିଲା, ସେପଟେ ମୋହନା ସରକାରୀ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହରେ ପାଣି
କନକ ବ୍ୟୁରୋ: ଶ୍ରେଣୀ ଗୃହରେ ବର୍ଷା ପାଣି । ବାରଣ୍ଡାରେ ଚାଲିଛି ପାଠପଢ଼ା । ଏହିଭଳି ଖବର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ମୋହନା ସରକାରୀ ବାଳିକା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ । ଶ୍ରେଣୀ ଗୃହ ଅତ୍ୟନ୍ତ ପୁରୁଣା ହୋଇଥିବା ବେଳେ ଛାତ ଓ ଆଜବେଷ୍ଟସରୁ ପାଣି ଗଳୁଛି । ଆଉ ବାଧ୍ୟହୋଇ ପିଲାମାନଙ୍କୁ ବାରଣ୍ଡାରେ ପାଠପଢ଼ାଉଛନ୍ତି ଶିକ୍ଷୟତ୍ରୀ । ଗତ କିଛି ବର୍ଷ ହେଲା ବର୍ଷା ଦିନ ଆସିଲେ ଏଭଳି ସମସ୍ୟାରେ ପାଠ ପଢ଼ୁଛନ୍ତି ଛାତ୍ରୀContinue reading “ବର୍ଷାରେ ବେହାଲ ୫-ଟି ସ୍କୁଲ। ଡ଼େଲାଙ୍ଗରେ ଛତା ଧରି ପାଠ ପଢ଼ିଲେ ପିଲା, ସେପଟେ ମୋହନା ସରକାରୀ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହରେ ପାଣି”
ରାୟଗଡାରେ ଗାଁ ବିକାଶରେ ବାଧକ ସାଜିଛି ଝଞ୍ଜାବତୀ ନଦୀ। ନଦୀ ଏପଟେ ଜୀବିକା, ସେପଟେ ଜୀବନ
କନକ ବ୍ୟୁରୋ: ଗାଁ ଓ ବିକାଶ ମଝିରେ ବାଧକ ସାଜିଛି ଚିରସ୍ରୋତା ଝଞ୍ଜାବତୀ ନଦୀ । ନଦୀ ଏପଟେ ଜୀବିକା ସେପଟେ ଜୀବନ । ତେଣୁ ପ୍ରତିଦିନ ପାଣିରେ ପଶି ଯାତାୟାତ କରୁଛନ୍ତି ରାୟଗଡା ଜିଲ୍ଲା ରାୟଗଡା ବ୍ଲକ ହାଲୁଆ ପଞ୍ଚାୟତ କୋଡିଙ୍ଗଗୁଡା ଗ୍ରାମବାସୀ । ପାହାଡ ପାଦଦେଶରେ ଥିବା ଗାଁଟି ୩୨୬ ନମ୍ବର ଜାତୀୟ ରାଜପଠଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ରହିଛି । ହେଲେ ଏହି ଗାଁକୁ ଯିବା ପାଇଁ ଝଞ୍ଜାବତୀ ନଦୀ ବାଧକContinue reading “ରାୟଗଡାରେ ଗାଁ ବିକାଶରେ ବାଧକ ସାଜିଛି ଝଞ୍ଜାବତୀ ନଦୀ। ନଦୀ ଏପଟେ ଜୀବିକା, ସେପଟେ ଜୀବନ”
ପୁଣି ଖାକିରେ ଦୁର୍ନୀତିର ଦାଗ। ଲାଞ୍ଚ ନେଇ ଧରାପଡିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ
କନକ ବ୍ୟୁରୋ: ପୁଣି ଖାକିରେ ଦୁର୍ନୀତିର ଦାଗ । ଲାଞ୍ଚ ନେଇ ଧରାପଡିଛନ୍ତି ଥାନା ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ ଧରାପଡିଛନ୍ତି । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀଙ୍କୁ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ । ଜବତ ବାଲି ବୋଝେଇ ଗାଡିକୁ ଛାଡିବା ପାଇଁ ଆଇଆଇସି ଲାଞ୍ଚ ନେଉଥିବା ଖବର ପାଇ ଚଢାଉ କରିଥିଲେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ । ଗତ ଦୁଇ ଦିନ ତଳେContinue reading “ପୁଣି ଖାକିରେ ଦୁର୍ନୀତିର ଦାଗ। ଲାଞ୍ଚ ନେଇ ଧରାପଡିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ”
ରାଷ୍ଟ୍ରପତିଙ୍କୁ ସୀମା ହାଇଦରଙ୍କ ଗୁହାରୀ । ଛୁଆଙ୍କ ସହିିତ ତାଙ୍କୁ ଦିଆଯାଉ ଭାରତର ନାଗରିକତା ।
କନକ ବ୍ୟୁରୋ: ପ୍ରେମ ପାଇଁ ବେଆଇନ୍ ଭାବେ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଭାରତରେ ରହିବାକୁ ଚାହୁଁଛନ୍ତି । ନିଜ ପ୍ରେମିକ ତଥା ସ୍ୱାମୀ ସଚିନ ମୀଣାଙ୍କ ସହ ସେ ଭାରତରେ ରହିବାକୁ ଚାହୁଁଥିବା କୁହାଯାଉଥିବାବେଳେ, କିଛି ଲୋକ ତାଙ୍କୁ ପୁଣିଥରେ ପାକିସ୍ତାନ ପଠାଇ ଦେବାକୁ ଦାବି କରୁଛନ୍ତି । ଆଉ ଏତିକି ବେଳେ ଭାରତର ନାଗରିକତା ପାଇବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି ଏହି ପାକିସ୍ତାନୀ ମହିଳାContinue reading “ରାଷ୍ଟ୍ରପତିଙ୍କୁ ସୀମା ହାଇଦରଙ୍କ ଗୁହାରୀ । ଛୁଆଙ୍କ ସହିିତ ତାଙ୍କୁ ଦିଆଯାଉ ଭାରତର ନାଗରିକତା ।”