ଆଗାମୀ ୫ ଦିନ ବର୍ଷାରୁ ନାହିଁ ନିସ୍ତାର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଲେ ଏସଆରସି ,ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ୫ ଦିନ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ । ଲଘୁଚାପ ଥିବାରୁ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ବର୍ଷା ହେବ । ପଶ୍ଚିମ ଓଡ଼ିଶାରେ ଦିନେ, ଦୁଇ ଦିନ ବର୍ଷା ଲାଗିରହିବ । ତା’ ପରେ ଉପକୂଳ ଓଡ଼ିଶାରେ ବର୍ଷା ହେବ । ତେଣୁ ଏନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗରContinue reading “ଆଗାମୀ ୫ ଦିନ ବର୍ଷାରୁ ନାହିଁ ନିସ୍ତାର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଲେ ଏସଆରସି ,ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ”

ଅଭିନବ ଢ଼ଙ୍ଗରେ ପ୍ରତିବାଦ: କଦଳୀ ବିକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ପରୀକ୍ଷାର୍ଥୀ

କନକ ବ୍ୟୁରୋ: ଅଭିନବ ଢଙ୍ଗରେ ପ୍ରତିବାଦ କଲେ ପରିକ୍ଷାର୍ଥୀ । ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ କଦଳି ବିକି ଧାରଣାରେ ବସିଲେ ପରିକ୍ଷାର୍ଥୀ । ସରକାରୀ ଚାକିରି ବିକ୍ରି ହେଉଥିବା ଅଭିଯୋଗ କରି କଦଳି ବିକ୍ରି କରି ପରିବାର ଚଳାଇବେ ବୋଲି କହି ପ୍ରତିବାଦ କରିଛନ୍ତି ପରିକ୍ଷାର୍ଥୀ । ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ ଏହି ପରିକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଓଡ଼ିଶା ଷ୍ଟାଫ ସିଲେକସନ କମିଶନContinue reading “ଅଭିନବ ଢ଼ଙ୍ଗରେ ପ୍ରତିବାଦ: କଦଳୀ ବିକି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ପରୀକ୍ଷାର୍ଥୀ”

ଚନ୍ଦ୍ରମା ପରେ ସୂର୍ଯ୍ୟଙ୍କ ଉପରେ ଇସ୍ରୋର ଲକ୍ଷ୍ୟ । ଆସନ୍ତା ମାସରେ ଲଞ୍ଚ ହେବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ

କନକ ବ୍ୟୁରୋ: ଚନ୍ଦ୍ରମା ପରେ ସୂର୍ଯ୍ୟଙ୍କ ଉପରେ ଲକ୍ଷ୍ୟ ରହିଛି ଇସ୍ରୋ । ଆସନ୍ତା ମାସରେ ସୌର ଅଭିଯାନରେ ‘ଇସ୍ରୋ’ ‘ଆଦିତ୍ୟ ଏଲ୍-୧’ର ଉତକ୍ଷେପଣ କରିବ। ଏହି ଯାନ ମାଧ୍ୟମରେ ସୂର୍ୟ୍ୟଙ୍କର ଗତିବିଧି ରେକର୍ଡ କରାଯିବ। ସୂର୍ୟ୍ୟର ଗତିବିଧି ମହାକାଶର ପାଣିପାଗ ଉପରେ କିପରି ପ୍ରଭାବ ପକାଇଥାଏ ତାହା ଲଥିରୁ ଜଣାପଡିବ । ଅଗଷ୍ଟ ୨୬ରେ ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ ଏଲ-୧’ ଲଞ୍ଚ ହେବ ବୋଲି ସୂଚନା ରହିଛି । ସୂଚନା ମୁତାବକ, ଇସ୍ରୋContinue reading “ଚନ୍ଦ୍ରମା ପରେ ସୂର୍ଯ୍ୟଙ୍କ ଉପରେ ଇସ୍ରୋର ଲକ୍ଷ୍ୟ । ଆସନ୍ତା ମାସରେ ଲଞ୍ଚ ହେବ ଭାରତର ପ୍ରଥମ ସୂର୍ଯ୍ୟ ମିଶନ”

 ବାଡ ଉପରେ ଝୁଲୁଛି କଟା ମୁଣ୍ଡ । ମଣିପୁରରେ ୨ ମହିଳାଙ୍କୁ ନିର୍ଯାତନା ପରେ ଭାଇରାଲ ହେଲା ଆଉ ଏକ ଭୟାନକ ଭିଡିଓ

କନକ ବ୍ୟୁରୋ: ମଣିପୁର ବିଷ୍ଣୁପୁର ଜିଲ୍ଲାରୁ ଆଉ ଏକ ଲୋମଟାଙ୍କୁରା ଭିଡିଓ ସାମନାକୁ ଆସିଛି । ଏଥିରେ ଜଣେ ବ୍ୟକ୍ତିଙ୍କୁ କଟା ମୁଣ୍ଡ ବାଉଁଶ ତିଆରି ବାଡରେ ଝୁଲାଯାଇଥିବା ଦେଖିବାକୁ ମିଳିଛି । କୁହାଯାଉଛି ଏହି କଟା ମୁଣ୍ଡ ଡେଭିଡ୍ ଥିକ୍ ନାମକ ଯୁବକର , ଯାହାକୁ ଜୁଲାଇ ୨ରେ ହିଂସା ସମୟରେ ହତ୍ୟା କରାଯାଇଥିଲା । ଏହି ହିଂସାରେ ୩ଜଣଙ୍କର ମ ୃତ୍ୟୁ ହୋଇଥିଲା । ମଣିପୁରରୁ ଗୋଟିଏ ପରେ ଗୋଟିଏ ଭୟାନକ ଭିଡିଓ ସାମନାକୁContinue reading ” ବାଡ ଉପରେ ଝୁଲୁଛି କଟା ମୁଣ୍ଡ । ମଣିପୁରରେ ୨ ମହିଳାଙ୍କୁ ନିର୍ଯାତନା ପରେ ଭାଇରାଲ ହେଲା ଆଉ ଏକ ଭୟାନକ ଭିଡିଓ”

୭୦ ହଜାର ଯୁବକ ଯୁବତୀଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର, ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପାଖାପାଖି ୭୦ ହଜାର ଯୁବକ ଯୁବତୀଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ନିଯୁକ୍ତିପତ୍ର ବାଣ୍ଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ପାଇବାକୁ ଥିବା ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିବେ । ଏହି ରୋଜଗାର ମେଳା ସାରା ଦେଶରେ ୪୪ ଟି ସ୍ଥାନରେ ଆୟୋଜିତ କରାଯିବ । ଏହି କ୍ରମରେ କେନ୍ଦ୍ର ସରକାରଙ୍କ ବିଭାଗ ସମେତ ରାଜ୍ୟ ସରକାର ଓContinue reading “୭୦ ହଜାର ଯୁବକ ଯୁବତୀଙ୍କୁ ଶନିବାର ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର, ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା”

ବର୍ତ୍ତିଗଲେ ମମତା ବାନାର୍ଜୀ । ବାସଭବନକୁ ଛୁରୀ ଧରି ଧସେଇ ପଶୁଥିବା ଯୁବକ ଗିରଫ । ଏକାଧିକ ଏଜେନ୍ସିଙ୍କ କାର୍ଡ ଜବତ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ଅନିୟମିତତା । ଜଣେ ଯୁବକ ଛୁରୀ ଧରି ମମତାଙ୍କ ବାସଭବନକୁ ପଶୁଥିବାବେଳେ ଗିରଫ ହୋଇଛି । ଯୁବକଠାରୁ ଏକାଧିକ ଏଜେନ୍ସିର ଆଇଡି କାର୍ଡ ମିଳିଥିବା ସୂଚନା ରହିଛି । କଥା ହେଉଛି ଯୁବକ ଜଣକ ଯେଉଁ ଗାଡିରେ ମମତାଙ୍କ ବାସଭବନ ପରିସରକୁ ପ୍ରବେଶ କରିଥିଲା ସେଥିରେ ପୁଲିସ ଷ୍ଟିକର ଲାଗିଥିଲା । ତେଣୁ ତା’ ଉପରେ କେହି ସନ୍ଦେହ କରିନଥିଲେ । କିନ୍ତୁ ଏହାପରେ ଛୁରୀ ଓContinue reading “ବର୍ତ୍ତିଗଲେ ମମତା ବାନାର୍ଜୀ । ବାସଭବନକୁ ଛୁରୀ ଧରି ଧସେଇ ପଶୁଥିବା ଯୁବକ ଗିରଫ । ଏକାଧିକ ଏଜେନ୍ସିଙ୍କ କାର୍ଡ ଜବତ”

ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ, ସୋମବାର ପର୍ଯ୍ୟନ୍ତ ଲୋକସଭା ବୈଠକ ମୁଲତବୀ

କନକ ବ୍ୟୁରୋ : ମଣିପୁରରେ ଘଟିଥିବା ଅମାନବୀୟ ଘଟଣାକୁ ନେଇ ସାରା ଦେଶର ରାଜନୀତି ସରଗରମ ହେଉଛି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାରେ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରି ହଟ୍ଟଗୋଳ କରିଥିଲେ । ଏହାକୁ ନଜରରେ ରଖି ଲୋକସଭା ବୈଠକ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିଭଳି ଗତକାଲି ମଣିପୁର ହିଂସାକୁ ନେଇContinue reading “ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ, ସୋମବାର ପର୍ଯ୍ୟନ୍ତ ଲୋକସଭା ବୈଠକ ମୁଲତବୀ”

ରାଜ୍ୟରେ ବର୍ଷା ନେଇ ଏସଆରସିଙ୍କ ସୂଚନା : ଏବେ ହୀରାକୁଦ ଗେଟ୍ ଖୋଲିଲେ କୌଣସି ଅସୁବିଧା ନାହିଁ

କନକ ବ୍ୟୁରୋ : ରାଜ୍ୟରେ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନ ବା ଏସଆରସି ସୂଚନା ଜାରି କରିଛନ୍ତି । ଏସଆରସିଙ୍କ ସୂଚନା ମୁତାବକ ଆସନ୍ତ ୨୬ କିମ୍ବା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଲଘୁଚାପ ଥିବାରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶରେ ଦିନେ କି ଦୁଇଦିନ ବର୍ଷା ହେବ । ଏହାପରେ ଉପକୂଳ ଓଡିଶାରେ ବର୍ଷାର ସମ୍ଭାବନା ରହିଛିContinue reading “ରାଜ୍ୟରେ ବର୍ଷା ନେଇ ଏସଆରସିଙ୍କ ସୂଚନା : ଏବେ ହୀରାକୁଦ ଗେଟ୍ ଖୋଲିଲେ କୌଣସି ଅସୁବିଧା ନାହିଁ”

ଟ୍ରେନ୍ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳେ କେଉଁ କେଉଁ ସୁବିଧା? ଜାଣନ୍ତୁ…

କନକ ବ୍ୟୁରୋ : ଅନ୍ୟ ଦେଶ ତୁଳନାରେ ଭାରତରେ ବି ବୃଦ୍ଧ ବ୍ୟକ୍ତିଙ୍କୁ ଟ୍ରେନରେ ଅନେକ ସୁବିଧା ମିଳୁଛି । ଯାହାର ଫାଇଦା ଉଠାଇପାରିବେ ବରିଷ୍ଠ ବ୍ୟକ୍ତି । ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଯାତ୍ରା ମାଗଣା ଥିବା ବେଳେ ଲଗଡାଉନ୍ ସମୟରେ ରାଷ୍ଟ୍ରପତି ଏହି ସୁବିଧାକୁ ବନ୍ଦ କରିଦେଇଥିଲେ । ତଥାବି ଏପରି ଅନେକ ସୁବିଧା ରହିଛି ଯାହାର ଲାଭ ଉଠାଇପାରିବେ ବରିଷ୍ଠ ବ୍ୟକ୍ତି । ଟ୍ରେନରେ ଯାତ୍ରା କରିବା ସମୟରେ ବୟସ୍କ ବ୍ୟକ୍ତିଙ୍କୁContinue reading “ଟ୍ରେନ୍ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳେ କେଉଁ କେଉଁ ସୁବିଧା? ଜାଣନ୍ତୁ…”

ବନକଲାଗି ନୀତିରେ ଅସହଯୋଗ ନେଇ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍। ୩ ଦିନ ଭିତରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ 

କନକ ବ୍ୟୁରୋ: ସେବାୟତଙ୍କ ଜିଦିରୁ ହୋଇପାରିଲାନି ଶ୍ରୀଜିଉଙ୍କ ବନକଲାଗି ନୀତି । ବିଶୃଙ୍ଖଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଶ୍ରୀମନ୍ଦିର ପ୍ରଶାସନ ଏହି ନୋଟିସ ଜାରି କରି ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଏହି ନୋଟିସ ହୋଇଛି । ୨୦୧୮ ପରିଚାଳନା କମିଟି ନିଷ୍ପତି ଅନୁସାରେ ପ୍ରତି ବୁଧବାର ବନକଲାଗି ନୀତି କରାଯାଉଛି । ହେଲେ ଏବେ କାହିଁକିContinue reading “ବନକଲାଗି ନୀତିରେ ଅସହଯୋଗ ନେଇ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍। ୩ ଦିନ ଭିତରେ ଉତ୍ତର ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ “

Design a site like this with WordPress.com
Get started