କନକ ବ୍ୟୁରୋ: ପୁଣି ବିଜେପି ଉପରେ ଜୋରଦାର ବର୍ଷିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ନିଜ ଦଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା ବିଜେପି ଉପରେ ବର୍ଷିବା ସହିତ, ବିଜେପିର ‘ବେଟି ବଚାଓ’ ନାରା ଏବେ ‘ବେଟି ଜଲାଓ’ ନାରାରେ ବଦଳିଲାଣି ବୋଲି କହିଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ବେଟି ବଚାଓ ନାରା ଦେଇଥିଲା । ହେଲେ ଏବେ ସେହି ନାରା କେଉଁଠି ଅଛି? ଆଜିContinue reading “କୁଆଡେ ଗଲା ବିଜେପିର ‘ବେଟି ବଚାଓ’ ନାରା? ‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ । କେନ୍ଦ୍ର ଉପରେ ପୁଣି ବର୍ଷିଲେ ମମତା ବାନାର୍ଜୀ ।”
Tag Archives: News
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ କମିଟି ଚିଠି ଲେଖୁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର କେବେ ଖୋଲିବ ସରକାର ନିଷ୍ପତି ନେବେ ବୋଲି କହିଥିଲେ । ସେପଟେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ଏବଂ ଖୋଲିବାକୁ ସେ ନିବେଦନ କରିଛନ୍ତି । The post ଶ୍ରୀମନ୍ଦିରContinue reading “ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ”
ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ନିମାପଡା ବିଧାୟକ ସମୀର ଦାସ। ଚକରୋଡରେ ବିଧାୟକଙ୍କ ପିଏସଓଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ
କନକ ବ୍ୟୁରୋ: ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ବିଧାୟକ । ଗ୍ରାମବାସୀ ବିଧାୟକ ସମୀର ଦାଶଙ୍କୁ ବିରୋଧ କରିବା ସହ ତାଙ୍କ ପିଏସଓଙ୍କୁ ଆକ୍ରମଣ କରିଛନ୍ତି । ଫଳରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଂଚାୟତ ଚକରୋଡ ଗାଁରେ ରାସ୍ତା ନିର୍ମାଣ ଶିଳାନ୍ୟାସ ନକରି ଫେରିଗଲେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ରାସ୍ତା ହେବା କଥା,Continue reading “ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ନିମାପଡା ବିଧାୟକ ସମୀର ଦାସ। ଚକରୋଡରେ ବିଧାୟକଙ୍କ ପିଏସଓଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ “
ଢେଙ୍କାନାଳ ପରଜଙ୍ଗରେ ଗଭୀର କୂଅ ସଫା କଲା ବେଳେ ଅଘଟଣ। ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗରେ ଅଘଟଣ । ସରକିଶୋରପାଳ ଗାଁରେ ଗଭୀର କୂଅ ସଫା କଲା ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ସରକିଶୋରପାଳ ଗାଁର ଶଶିଭୂଷଣ ସାହୁ ଓ ଭଜମନ ସାହୁ । ସୂଚନା ଅନୁସାରେ ଶଶୀଭୂଷଣଙ୍କ କୂଅକୁ ଉଭୟ ଶଶୀଭୂଷଣ ଓ ଭଜମନ ସଫା କରୁଥିବା ବେଳେ ଅସାବଧାନତା କାରଣରୁ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିContinue reading “ଢେଙ୍କାନାଳ ପରଜଙ୍ଗରେ ଗଭୀର କୂଅ ସଫା କଲା ବେଳେ ଅଘଟଣ। ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ”
ଜ୍ଞାନବାପୀ ମସଜିଦ୍ ମାମଲାରେ ବାରଣାସୀ କୋର୍ଟଙ୍କ ବଡ ରାୟ । ମୁସଲିମ୍ ପକ୍ଷକୁ ଲାଗିଲା ବଡ ଝଟକା । ଏଏସଆଇ ସର୍ଭେ କରିବାକୁ କୋର୍ଟଙ୍କ ଅନୁମତି ।
କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ମାମଲାରେ ବଡ ଫଇସଲା ଶୁଣାଇଛନ୍ତି ବାରଣାସୀ କୋର୍ଟ । ଜ୍ଞାନବାପୀ ମସଜିଦ୍ ପରିସରରେ ଏଏସଆଇ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ । କେବଳ ବିବାଦୀୟ ସ୍ଥାନକୁ ଛାଡି ଏଏସଆଇ ଜ୍ଞାନବାପୀ ମନ୍ଦିର ପରିସରରେ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବାରଣାସୀ କୋର୍ଟ । ଜ୍ଞାନବାପୀ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ବିଷ୍ଣୁ ଶଙ୍କର ଜୈନ ଫଇସଲାର କପି ପଢି ଶୁଣାଇଛନ୍ତି । ଏଥିରେContinue reading “ଜ୍ଞାନବାପୀ ମସଜିଦ୍ ମାମଲାରେ ବାରଣାସୀ କୋର୍ଟଙ୍କ ବଡ ରାୟ । ମୁସଲିମ୍ ପକ୍ଷକୁ ଲାଗିଲା ବଡ ଝଟକା । ଏଏସଆଇ ସର୍ଭେ କରିବାକୁ କୋର୍ଟଙ୍କ ଅନୁମତି । “
ପୁଣି ଉଡାଣ ଭରିବ ଗୋ-ଫାଷ୍ଟ ବିମାନ, କିଛି ସର୍ତ୍ତ ସହ ଉଡାଣ ପାଇଁ ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
କନକ ବ୍ୟୁରୋ : ପୁଣି ଆକାଶରେ ଉଡିବ ଗୋ-ଫାଷ୍ଟ ବିମାନ । ବିମାନ ଚଳାଚଳ ମନ୍ତ୍ରଣାଳୟର ନିୟନ୍ତ୍ରକ ଡିଜିସିଏ କିଛି ସର୍ତ୍ତ ସହିତ ଏହି ଏୟାର ଲାଇନ କମ୍ପାନୀକୁ ପୁଣି ବିମାନ ଚଳାଚଳ କରିବାକୁ ଅନୁମତି ଦେଇଛି । ଏନେଇ ଡିଜିସିଏ ତରଫରୁ ଗୋ-ଫାଷ୍ଟର ରିଜୋଲେସନ ପ୍ରଫେସନାଲ ଶୈଲେନ୍ଦ୍ର ଅଜମେରାଙ୍କୁ ଚିଠି ଲେଖି ସୂଚନା ଦେଇଛି । ଡିଜିସିଏ ତରଫରୁ କୁହାଯାଇଛି କି, ଗୋ-ଫାଷ୍ଟ ତରଫରୁ ପୁଣି ବିମାନ ଚଳାଚଳ ପାଇଁ ଏକ ପ୍ଲାନ ଜୁନ ୨୬Continue reading “ପୁଣି ଉଡାଣ ଭରିବ ଗୋ-ଫାଷ୍ଟ ବିମାନ, କିଛି ସର୍ତ୍ତ ସହ ଉଡାଣ ପାଇଁ ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ”
ବାହାନଗା ରେଳ ଦୁର୍ଘଟଣା: ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର, ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା
କନକ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ନେଇ ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର । ସଂସଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ରଖିଛନ୍ତି । ସିଗନାଲ ତ୍ରୁଟି ଯୋଗୁଁ ହୋଇଥିଲା ଦୁର୍ଘଟଣା । ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ ହୋଇପାରିନି । ମୃତାହତଙ୍କୁ ୨୯.୪୯ କୋଟିର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । The post ବାହାନଗା ରେଳ ଦୁର୍ଘଟଣା: ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର, ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା first appeared on KanakContinue reading “ବାହାନଗା ରେଳ ଦୁର୍ଘଟଣା: ସଂସଦରେ ରେଳମନ୍ତ୍ରୀଙ୍କ ଉତ୍ତର, ସିଗନାଲ ତ୍ରୁଟି ଯୋଗୁଁ ଦୁର୍ଘଟଣା”
ଥାନା ଭିତରୁ ଅଭିଯୁକ୍ତ ଫେରାର୍ । କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ନଦୀ ଭିତରେ ପଶି ଫେରାର୍ ମାରିଲା ଅଭିଯୁକ୍ତ ବବୁଲ ବେହେରା
କନକ ବ୍ୟୁରୋ: ଥାନା ଭିତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ କ୍ୟାଂଟନମେଂଟ ଥାନାରୁ ଫେରାର୍ ମାରିଲା ଚୋରୀ ଘଟଣାର ଅଭିଯୁକ୍ତ ବବଲୁ ବେହେରା । ମୋବାଇଲ ଚୋରି ଅଭିଯୋଗରେ ବବୁଲକୁ ପଚରାଉଚରା ପାଇଁ ଆଣିଥିଲା ପୁଲିସ । ଥାନା ଭିତରେ ପୋଲିସ ସାମ୍ନାରେ ଅଭିଯୁକ୍ତ ଫେରାର ହେବା ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ଥାନା ନିକଟରେ ଥିବା ମହାନଦୀକୁ ଡେଇଁ ଚମ୍ପଟ ମାରିଛି ଅଭିଯୁକ୍ତ । ତେବେ ପୋଲିସ ଉପସ୍ଥିତିରୁ କେମିତି ଅଭିଯୁକ୍ତContinue reading “ଥାନା ଭିତରୁ ଅଭିଯୁକ୍ତ ଫେରାର୍ । କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ନଦୀ ଭିତରେ ପଶି ଫେରାର୍ ମାରିଲା ଅଭିଯୁକ୍ତ ବବୁଲ ବେହେରା”
ମାଥିଲି ସାପ୍ତାହିକ ହାଟରେ ଅଘଟଣ । ଶୁଖିଲା ଗଛ ପଡ଼ି ୩ ଗୁରୁତର
କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଅଘଟଣ । ସାପ୍ତାହିକ ହାଟ ଚାଲିଥିବା ବେଳେ ଗଛ ପଡିଯିବାରୁ ୩ ଗୁରୁତର ହୋଇଛନ୍ତି । ଗୁରୁତର ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଅଳ୍ପକେ ବର୍ତିଛନ୍ତି ଅନ୍ୟ ଗ୍ରାହକ । ହାଟ ବସିଥିବା ବେଳେ ବର୍ଷାରେ ଗଛ ପଡିଯିବାରୁ ଏହି ଅଘଟଣ ଘଟିଛି । ଆହତଙ୍କୁ ମାଥିଲି ସବ ଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି । The post ମାଥିଲି ସାପ୍ତାହିକ ହାଟରେ ଅଘଟଣ । ଶୁଖିଲା ଗଛContinue reading “ମାଥିଲି ସାପ୍ତାହିକ ହାଟରେ ଅଘଟଣ । ଶୁଖିଲା ଗଛ ପଡ଼ି ୩ ଗୁରୁତର “
ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ସଂଯୋଜକ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଷ୍ପାଙ୍ଗୀନି ଯୋଶୀଙ୍କୁ ଧରିଲା ଭିଜିଲାନ୍ସ
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଜନା ସଂଯୋଜକ । ୩୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ବଲାଙ୍ଗୀରର ମମଗ୍ର ଶିକ୍ଷା ଯୋଜନାର ସଂଯୋଜକ ପୁଷ୍ପାଙ୍ଗୀନୀ ଯୋଶୀଙ୍କୁ ଧରିଛି ଭିଜିଲାନ୍ସ । ଏକ ସ୍କୁଲର ପ୍ରଧାନ ଶିକ୍ଷକଙ୍କର ସାର୍ଟିଫିକେଟଗୁଡିକୁ ମଞ୍ଜୁରୀ ପାଇଁ ୩୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପୁଷ୍ପାଞ୍ଜଳି । ଏନେଇ ପ୍ରଧାନ ଶିକ୍ଷକ ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତବାକ, ଆଜି ପ୍ରଧାନଶିକ୍ଷକ ଜିଲ୍ଲା ଯୋଜନା ସଂଯୋଜକଙ୍କୁContinue reading “ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ସଂଯୋଜକ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଷ୍ପାଙ୍ଗୀନି ଯୋଶୀଙ୍କୁ ଧରିଲା ଭିଜିଲାନ୍ସ”