କନକ ବ୍ୟୁରୋ: ସିଭିଲ ଜେଇ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଶତାଧିକ ଆଶାୟୀ । ଦୁର୍ନୀତିମୁକ୍ତ ପରୀକ୍ଷା ଦାବିରେ ଆଶାୟୀମାନେ ଧାରଣା ଦେଇଛନ୍ତି । ପ୍ରଶ୍ନପତ୍ର ପ୍ରଘଟ ଓ ୧୦ଲକ୍ଷ ଟଙ୍କାର ଡିଲ୍ ସାମ୍ନାକୁ ଆସିଥିଲା । ଏବଂ ଯେଉଁ ୮୮ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ପାଇଥିଲେ, ସେମାନଙ୍କ ନାଁ ସାମ୍ନାକୁ ଅଣାଯାଉ ବୋଲି ଆଶାୟୀ ଦାବି କରିଛନ୍ତିContinue reading “ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଶତାଧିକ ଆଶାୟୀଙ୍କ ଧାରଣା”
Tag Archives: News
ଏସଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମିଳିଥାଏ କେଉଁ ଚାକିରି? କେଉଁ ଚାକିରିରେ କେତେ ରହିଥାଏ ଦରମା? ଜାଣନ୍ତୁ କଣ ରହିଛି ସରକାରଙ୍କ ନିୟମ
କନକ ବ୍ୟୁରୋ : ଏସଏସସି, ଷ୍ଟାଫ ସିଲେକ୍ସନ କମିଶନ ଅଥବା କର୍ମଚାରୀ ଚୟନ ଆୟୋଗ । ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ରୀ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଦୀର୍ଘବର୍ଷ ଧରି ବହୁ ପ୍ରସ୍ତୁତ ହୋଇ ମଧ୍ୟ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇନଥାନ୍ତି । ମାତ୍ର ପ୍ରତିବର୍ଷ ହଜାର ହଜାର ସରକାରୀ ପଦବୀ ପାଇଁ ଏସଏସସି ପରୀକ୍ଷା ହୋଇଥାଏ ଏବଂ ନିଯୁକ୍ତି ମଧ୍ୟ ଦିଆଯାଏ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ବିଭିନ୍ନ ପଦବୀ ତଥା ସିଏଜି,ଆକାଉଣ୍ଟାଣ୍ଟ, କ୍ଲରର୍କContinue reading “ଏସଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମିଳିଥାଏ କେଉଁ ଚାକିରି? କେଉଁ ଚାକିରିରେ କେତେ ରହିଥାଏ ଦରମା? ଜାଣନ୍ତୁ କଣ ରହିଛି ସରକାରଙ୍କ ନିୟମ”
ପ୍ରଶାସନ ଶୁଣିଲାନି, ଗାଁଲୋକ ତିଆରି କଲେ ପୋଲ। ଗଞ୍ଜାମ ପାତ୍ରପୁର ମହେନ୍ଦ୍ର ତନୟା ପାହାଡ଼ ପାଦଦେଶରେ ତିଆରୀ ହେଲା ଅସ୍ଥାୟୀପୋଲ
କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ନିଜ ଉଦ୍ୟମରେ ପୋଲ ତିଆରି କଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଖବର । ଗଞ୍ଜାମ ମହେନ୍ଦ୍ରତନୟା ପାହାଡ଼ ପାଦଦେଶରେ ରହୁଥିବା ବୁରତାଲ ପଞ୍ଚାୟତର କମାଳଖତ ଓ ଅନ୍ୟ ଗାଁର ଲୋକେ ମିଶି ପୋଲ ନିର୍ମାଣ କରିଛନ୍ତି । ନିଜେ ଚାନ୍ଦା ଆଦାୟ କରି ମହେନ୍ଦ୍ରତନୟା ନଦୀର ଶାଖା ଜାମୁଗଣ୍ଡ ନାଳ ଉପରେ କାଠରେ ପୋଲ ନିର୍ମାଣ କରିଛନ୍ତି ଲୋକେ । ଜାଗମୁଣ୍ଡ ନାଳ ଆରପାରିରେ ୧୫ରୁContinue reading “ପ୍ରଶାସନ ଶୁଣିଲାନି, ଗାଁଲୋକ ତିଆରି କଲେ ପୋଲ। ଗଞ୍ଜାମ ପାତ୍ରପୁର ମହେନ୍ଦ୍ର ତନୟା ପାହାଡ଼ ପାଦଦେଶରେ ତିଆରୀ ହେଲା ଅସ୍ଥାୟୀପୋଲ”
ମଜବୁତ ହେଲା ଭାରତୀୟ ପାସପୋର୍ଟ । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଲା ଭାରତ । ବିନା ଭିସାରେ ୫୭ ଟି ଦେଶ ବୁଲିପାରିବେ ଭାରତୀୟ
କନକ ବ୍ୟୁରୋ : ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିବା ଉପରେ କଟକଣା ଲାଗିଥାଏ । କିନ୍ତୁ ଏବେ ଭାରତର ପାସପୋର୍ଟ ଅଧିକ ଶକ୍ତିଶାଳୀ ହୋଇଛି । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଛି । ଏଣିକି ବିନା ଭିସାରେ ୫୭ଟି ଦେଶରେ ମୁକ୍ତଭାବେ ବୁଲାବୁଲି କରିପାରିବେ ଭାରତୀୟ । ମଙ୍ଗଳବାର ପ୍ରକାଶିତ ହେନଲି ପାସପୋର୍ଟ ଇଣ୍ଡେକ୍ସ ରାଙ୍କିଙ୍ଗରେ ଭାରତ ୮୦ତମ ସ୍ଥାନରେ ପହଚିଂଛି । ତେବେ ୨୦୨୨ ମସିହାରେ ପ୍ରକାଶିତ ରିପୋର୍ଟଠାରୁ ୫ଟି ସ୍ଥାନContinue reading “ମଜବୁତ ହେଲା ଭାରତୀୟ ପାସପୋର୍ଟ । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଲା ଭାରତ । ବିନା ଭିସାରେ ୫୭ ଟି ଦେଶ ବୁଲିପାରିବେ ଭାରତୀୟ”
କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ। ଫାଇଭ-ଟି ସଚିବଙ୍କୁ ବିରୋଧ ପାଇଁ ନୟାଗଡ଼ ଓଡ଼ଗାଁ ଗାନ୍ଧୀ ଛକଠାରେ ଏକାଠି ହୋଇଥିଲେ କଂଗ୍ରେସ ସମର୍ଥକ
କନକ ବ୍ୟୁରୋ: ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୁଲିସ । ଆଜି ନୟାଗଡ଼ ଓଡ଼ଗାଁ ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବାକୁ ଓଡ଼ଗାଁ ଗାନ୍ଧୀ ଛକରେ ଏକାଠୀ ହୋଇଥିଲେ କଂଗ୍ରେସ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ୧୦ରୁ ୧୫ କଂଗ୍ରେସ କର୍ମୀଙ୍କ ଉଠାଇ ନେଇଛି । ଯେଉଁମାନଙ୍କ ମଧ୍ୟ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି । ଯାହାକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟିContinue reading “କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ। ଫାଇଭ-ଟି ସଚିବଙ୍କୁ ବିରୋଧ ପାଇଁ ନୟାଗଡ଼ ଓଡ଼ଗାଁ ଗାନ୍ଧୀ ଛକଠାରେ ଏକାଠି ହୋଇଥିଲେ କଂଗ୍ରେସ ସମର୍ଥକ”
ମମତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ଛୁରୀ ଧରି ବାସଭବନକୁ ପଶୁଥିବା ବେଳେ ଯୁବକଙ୍କୁ ଧରିଲା ପୋଲିସ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ପୋଲିସ କାବୁ କରିଛି । ଉକ୍ତ ଯୁବକଙ୍କ ନା ନୁର ଆଲମ । ପୋଲିସର ସୂଚନା ମୁତାବକ ଉକ୍ତ ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରୁ ଅଟକ ରଖାଯାଇଛି । କେବଳ ଏତିକି ନୁହେଁ ଅଟକ ଯୁବକଙ୍କ ନିକଟରୁ ମାରଣାସ୍ତ୍ର, ଛୁରୀ ଓ ବିଭିନ୍ନ ପ୍ରତିବନ୍ଧିତ ଥିବା ପଦାର୍ଥ ଜବତ କରାଯାଇଛିContinue reading “ମମତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ଛୁରୀ ଧରି ବାସଭବନକୁ ପଶୁଥିବା ବେଳେ ଯୁବକଙ୍କୁ ଧରିଲା ପୋଲିସ ।”
ଅଗଷ୍ଟ ୪ ତାରିଖକୁ ରାହୁଲ ଗାନ୍ଧୀଙ୍କ ଫଇସଲା। ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଘୁଞ୍ଚିଲା ଶୁଣାଣି
କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଘୁଞ୍ଚିଲା ଶୁଣାଣି । ଆସନ୍ତା ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ସୁପ୍ରିମକୋର୍ଟ ଅଭିଯୋଗକାରୀ ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି ପକ୍ଷ ରଖିôବାକୁ କହିଛନ୍ତି । ବିଚାରପତି ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ ପି.କେ ମିଶ୍ର ମାମଲାର ଶୁଣାଣି କରିଛନ୍ତି । ମୋଦୀ ସାଙ୍ଗିଆ ମାନହାନୀ ମାମଲାରେContinue reading “ଅଗଷ୍ଟ ୪ ତାରିଖକୁ ରାହୁଲ ଗାନ୍ଧୀଙ୍କ ଫଇସଲା। ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଘୁଞ୍ଚିଲା ଶୁଣାଣି”
ସଂସଦର ଦୁଇ ଗୃହରେ ମଣିପୁର ତାତି। ହୋହଲ୍ଲା ଯୋଗୁଁ ଲୋକସଭା, ରାଜ୍ୟସଭା ମୁଲତବୀ
କନକ ବ୍ୟୁରୋ: ଆଜି ବି ସଂସଦରେ ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ ହୋହଲ୍ଲା ଭିତରେ ୧୨ଟା ପର୍ଯ୍ୟନ୍ତ ଲୋକସଭା ଗୃହକାର୍ଯ୍ୟ ସ୍ଥଗିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, କିଛି ସଦସ୍ୟ ଗୃହକୁ ଚଲାଇଦେବାକୁ ଚାହୁଁନାହାନ୍ତି । ସେପଟେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ମଣିପୁର ହିଂସାରେ ଯେଉଁ ଲଜ୍ଜାଜନକ ଖବର ସାରା ଦେଶକୁ ଦୋହଲାଇ ଦେଇଛି, ତାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ପରେ ବିବସ୍ତ୍ରContinue reading “ସଂସଦର ଦୁଇ ଗୃହରେ ମଣିପୁର ତାତି। ହୋହଲ୍ଲା ଯୋଗୁଁ ଲୋକସଭା, ରାଜ୍ୟସଭା ମୁଲତବୀ”
ତାଇବାନକୁ ଚାରିଆଡୁ ଘେରୁଛି ଚୀନ୍ । ତାଇବାନ୍ ସୀମାରେ ବାରମ୍ବର ଉଡୁଛି ଚୀନ୍ ଯୁଦ୍ଧବିମାନ
କନକ ବ୍ୟୁରୋ : ଚୀନ୍ ଓ ତାଇବାନ ମଧ୍ୟରେ ବିବାଦ ଲଗାତାର ଜାରି ରହିଛି । ତାଇବାନ୍ ଉପରେ ଚୀନର ଦୃଷ୍ଟି ରହିଛି । ତେଣୁ ପୁଣି ଥରେ ଚୀନ୍ ତାଇବାନ୍ ସୀମାରେ ପଶି ତାର ମନମାନି ଚଳାଇଆସୁଛି । ତାଇବାନର ପ୍ରତିରକ୍ଷା ମନ୍ତ୍ରାଳୟ ଦୁଇ ଦିନ ମଧ୍ୟରେ ୨୬ଟି ସୈନ୍ୟ ବିମାନ ଏବଂ ୭ଟି ନୌସେନା ଜାହାଜକୁ ଟ୍ରାକ୍ କରାଯାଇଛି । ଗତକାଲି ଏବଂ ଆଜି ସାକାଳ ପ୍ରାୟ ୬ଟାରେ ଏହି ଯୁଦ୍ଧ ଜାହାଜ ଗୁଡିକୁContinue reading “ତାଇବାନକୁ ଚାରିଆଡୁ ଘେରୁଛି ଚୀନ୍ । ତାଇବାନ୍ ସୀମାରେ ବାରମ୍ବର ଉଡୁଛି ଚୀନ୍ ଯୁଦ୍ଧବିମାନ”
ମଣିପୁର ହିଂସା ଘଟଣାରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହାକୁ ନେଇ ଗମ୍ଭୀର ନୁହନ୍ତି : ରାଜନାଥ ସିଂ
କନକ ବ୍ୟୁରୋ : ମଣିପୁର ମାମଲାକୁ ନେଇ ଶୁକ୍ରବାର ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଲୋକସଭାକୁ ଥରେ ମୁଲତବୀ ମଧ୍ୟ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଣିପୁର ଘଟଣା ବେଶ ଗମ୍ଭୀର ଘଟଣା । ଏପରିକି ଏହି ଘଟଣା ଭାରତୀୟଙ୍କୁ ଲଜ୍ଜିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣContinue reading “ମଣିପୁର ହିଂସା ଘଟଣାରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହାକୁ ନେଇ ଗମ୍ଭୀର ନୁହନ୍ତି : ରାଜନାଥ ସିଂ “