କନକ ବ୍ୟୁରୋ : ରାତିଅଧିରେ ହସ୍ପିଟାଲ ବୁଲିଲେ ବାଲେଶ୍ୱର ଜିଲ୍ଲାପାଳ । ହସ୍ୱିଟାଲରେ ପାଣି ଆସୁନଥିବା ନେଇ ଫୋନ୍ ପାଇବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲରେ ପହଞ୍ଚିଲେ ଜିଲ୍ଲାପାଳ ଦତତ୍ରୟ ଭାଓସାହେବ ସିନ୍ଦେ । ଆଉ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ । ଗତ ୪ ଦିନ ହେଲା ହସ୍ପିଟାଲର ପ୍ରସୂତି ବିଭାଗରେ ପାଣି ସମସ୍ୟା ଲାଗିରହିଥିଲା । ଗତକାଲି ରାତିରେ କେହି ଜଣେ ଏନେଇ ଜିଲ୍ଲାପାଳଙ୍କୁ ଫୋନ କରି ଅବଗତ କରାଇଥିଲେ । ଏହା ପରେContinue reading “ପ୍ରସୂତି ବିଭାଗରେ ପାଣି ସମସ୍ୟା : ରାତିଅଧିଆ ହସ୍ପିଟାଲରେ ପହଞ୍ଚିଲେ ବାଲେଶ୍ୱର ଜିଲ୍ଲାପାଳ”
Tag Archives: News
ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ
କନକ ବ୍ୟୁରୋ : ବିଚିତ୍ର ଆମ ଜେଲର ସୁରକ୍ଷା ବ୍ୟବସ୍ଥା । ଜେଲ ଭିତରେ କଏଦୀ ଶୋଇଛନ୍ତି । ଆଉ କିଛି ବାହାରେ ବି ବୁଲୁଛନ୍ତି । ଆଉ ଏ ସମସ୍ତଙ୍କୁ ଜଗିଛନ୍ତି ଜେଲର ୱାର୍ଡର । ଚେୟାର ପକାଇ ୱାର୍ଡର ନିଘୋଡ ନିଦରେ ଶୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ ଭାଇରାଲ ହେଉଛି । ଯାହା ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ତେବେContinue reading “ଜେଲରେ ନିଘୋଡ଼ ନିଦରେ ଶୋଇଛନ୍ତି ୱାର୍ଡର । ଏଣେତେଣେ ବୁଲୁଛନ୍ତି କଏଦୀ”
କାର କାଚ ଭାଙ୍ଗି ଲୁଟ୍ । ଦରକାରୀ କାଗଜପତ୍ର ସହିତ ଟଙ୍କା ଲୁଟିନେଲେ ଲୁଟେରା
କନକ ବ୍ୟୁରୋ : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କାର କାଚ ଭାଙ୍ଗି ଲୁଟ । କାର ରଖି ମାର୍କେଟିଂ ପାଇଁ ଯାଇଥିଲେ ବରିଷ୍ଠ ନାଗରିକ । ଫେରିବା ବେଳକୁ କାଚ ଭାଙ୍ଗି ଲୁଟ ହୋଇଥିବା ଦେଖିବାକୁ ପାଇଛନ୍ତି । ଅବସରପ୍ରାପ୍ତ ସୁପରିଟେଣ୍ଡେନଟ ଇଞ୍ଜିନିୟର ପବନ କୁମାର ରାମଙ୍କ ଦରକାରୀ କାଗଜପତ୍ର ସହିତ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ପିସିଆର ପୋଲିସ ପହଂଚି ତଦନ୍ତ କରିଛି । ଗତ ୬ ମାସରେ କମିସନରେଟ୍ ପୁଲିସ ଅଞ୍ଚଳରେContinue reading “କାର କାଚ ଭାଙ୍ଗି ଲୁଟ୍ । ଦରକାରୀ କାଗଜପତ୍ର ସହିତ ଟଙ୍କା ଲୁଟିନେଲେ ଲୁଟେରା”
ଚାଳକଙ୍କ ଅନୁପସ୍ଥିତିରେ ଗାଡି ଚଳାଇଲେ, ଦୁର୍ଘଟଣା ଘଟାଇଲେ । ୭ରୁ ଅଧିକ ଯାତ୍ରୀ ଆହତ
କନକ ବ୍ୟୁରୋ : ମହଙ୍ଗା ପଡିଲା ଚାଳକଙ୍କ ଅନୁପସ୍ଥିତିରେ ଗାଡି ଚଳାଇବା । ଦୁର୍ଘଟଣାରେ ୭ରୁ ଅଧିକ ଯାତ୍ରୀ ଆହତ । ବାଲେଶ୍ୱର ନୀଳଗିରି କଦମସାହି ଛକରେ ଘଟିଛି ଦୁର୍ଘଟଣା । ସୂଚନା ମୁତବାକ, ଏକ ଟ୍ରେକର ନୀଳଗିରିରୁ ଯାତ୍ରୀ ନେଇ ଯାଉଥିବା ବେଳେ ବାଟରେ ଗାଡି ରଖି ଯାତ୍ରୀଙ୍କୁ ଓହ୍ଲାଉଥିଲେ । ଏହି ସମୟରେ ଗାଡିରେ ଥିବା ଜଣେ ପିଲା ଗାଡିର ଚାବି ଖୋଲିଦେବାରୁ ଗାଡି ଆଗକୁ ଗଡିଯାଇଥିଲା । ରାସ୍ତାରେ ଥିବା ଦୁଇ ବାଇକକୁContinue reading “ଚାଳକଙ୍କ ଅନୁପସ୍ଥିତିରେ ଗାଡି ଚଳାଇଲେ, ଦୁର୍ଘଟଣା ଘଟାଇଲେ । ୭ରୁ ଅଧିକ ଯାତ୍ରୀ ଆହତ”
ପୁଅ ଖର୍ଚ୍ଚ କରିଦେଲା ଭତ୍ତା ଟଙ୍କା । ମାଆ ହାରିଲା ଜୀବନ
କନକ ବ୍ୟୁରୋ : ଭତ୍ତା ଟଙ୍କା ପାଇଁ ମାଆ ହାରିଲା ଜୀବନ । ଯାଜପୁର କୋରେଇ ଥାନା ଶୋବରା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମାଆ ପାଇଥିବା ଭତ୍ତାରୁ ୩୦୦ଟଙ୍କା ପୁଅ ଖର୍ଚ୍ଚ କରିଦେଇଥିଲା । ଏକଥା ଜାଣିବା ପରେ ରାଗି ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁମତି ପୂର୍ତି । ୫ଶହ ଟଙ୍କା ଭତ୍ତା ପାଇଁ ଆଣି ଘରେ ରଖିଥିଲେ । ମାଆର ଅନୁପସ୍ଥିତିରେ ସେଥିରୁ ୩ଶହ ଟଙ୍କାContinue reading “ପୁଅ ଖର୍ଚ୍ଚ କରିଦେଲା ଭତ୍ତା ଟଙ୍କା । ମାଆ ହାରିଲା ଜୀବନ”
ବିଶ୍ୱ ରେକର୍ଡ ପାଇଁ ୭ ଦିନ କାନ୍ଦିଲେ, ଭୋଗିଲେ ଏଭଳି ସମସ୍ୟା
କନକ ବ୍ୟୁରୋ: ରେକର୍ଡ କରିବାର ଅଜବ ନିଶା । ଆଉ ଅନେକ ସମୟରେ ଏଇ ନିଶା ପାଇଁ ଭୋଗିବାକୁ ପଡେ ଅନେକ କଷ୍ଟ । ଏଭଳି କିଛି ଘଟଣା ଘଟିଛି ନାଇଜେରିଆର ଜଣେ ଯୁବକଙ୍କ ସହ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିବା ଆଶାରେ ୭ ଦିନ ଧରି ଲଗାତାର କାନ୍ଦିଥିବା ଏହି ଯୁବକ କିଛି ଘଣ୍ଟା ପାଇଁ ଅନ୍ଧ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଶ୍ୱ ରେକର୍ଡ କରିବା ପାଇଁContinue reading “ବିଶ୍ୱ ରେକର୍ଡ ପାଇଁ ୭ ଦିନ କାନ୍ଦିଲେ, ଭୋଗିଲେ ଏଭଳି ସମସ୍ୟା”
ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା । ସୁଦର୍ଶନ ଭୋଇକୁ ଗିରଫ କଲା ପୋଲିସ
କନକ ବ୍ୟୁରୋ : ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା । ଜଗତସିଂହପୁର ଥାନା ଅଧୀନ ରାଇଦଣ୍ଡା ଗାଁରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମାଙ୍କୁ ମାଡ଼ ମାରିବା ବେଳେ ବିରୋଧ କରିବାରୁ ବାପା ହାତରେ ପୁଅ ଦିଲ୍ଲୀପ ଭୋଇଙ୍କ ଜୀବନ ଯାଇଛି । ମୃତକଙ୍କ ବୟସ ୩୫ ବୋଲି ଜଣାପଡିଛି । ପୁଲିସ ହତ୍ୟାକାରୀ ବାପା ସୁଦର୍ଶନ ଭୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଇଦଣ୍ଡା ଗାଁର ସୁଦର୍ଶନContinue reading “ପୁଅକୁ ତେଣ୍ଟାରେ ଭୁସି ହତ୍ୟା କଲା ବାପା । ସୁଦର୍ଶନ ଭୋଇକୁ ଗିରଫ କଲା ପୋଲିସ”
ମଣିପୁର ଲଜ୍ଜା ଘଟଣା… ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା
କନକ ବ୍ୟୁରୋ: ମଣିପୁରରେ ୨ ମହିଳାଙ୍କ ସହ ବର୍ବରୋଚିତ ଆଚରଣ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା । ଏପରି ଘଟଣା ଚେକମାଇ ଇଲାକାର । ଅଚାନକ କିଛି ବିକ୍ଷୋଭକାରୀ ଆସି ଅଭିଯୁକ୍ତର ଘରେ ନିଆଁ ଲଗାଇଦେଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ମୁଖ୍ୟ ଅଭିଯୁକ୍ତର ନାଁ ଖୁୟରୁମ ହେରାଦାସ । କହିରଖୁଁ , ନିକଟରେ ମଣିପୁରରେ ୨ ମହିଳାଙ୍କୁ ବିବସ୍ତ୍ର କରି ବିଚ୍ ରାସ୍ତାରେ ଚଲାଇବାContinue reading ” ମଣିପୁର ଲଜ୍ଜା ଘଟଣା… ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା”
ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ମୃତଦେହ ଛୁଇଁଲେନି ପଡ଼ୋଶୀ । ୧୧ ଘଣ୍ଟା ପଡ଼ି ରହିଲା ମୃତଦେହ
କନକ ବ୍ୟୁରୋ : ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ୧୧୧୧ ଖାତିଗୁଡା ଗାଁରେ । ଖାତିଗୁଡା ଗାଁରେ ରହୁଥିବା ବିଧବା ମହିଳା ଲକ୍ଷ୍ମୀ ପାତ୍ରଙ୍କ ଝିଅ ଯମୁନା ପାତ୍ର ପାଇକ ଜାତିର ହୋଇଥିବାବେଳେ ପ୍ରାୟ ପାଞ୍ଚ ବର୍ଷ ତଳେ ଅନ୍ୟ ଜାତିର ଜଣେ ଯୁବକଙ୍କContinue reading “ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ମୃତଦେହ ଛୁଇଁଲେନି ପଡ଼ୋଶୀ । ୧୧ ଘଣ୍ଟା ପଡ଼ି ରହିଲା ମୃତଦେହ”
ନିଆଁରେ ଜଳିଗଲା ଶହେରୁ ଅଧିକ ଦୋକାନ । ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ । ଜଳିଗଲା ଶହେରୁ ଅଧିକ ଦୋକାନ । ପଶ୍ଚିମବଙ୍ଗ ହାଉଡାରେ ଶୁକ୍ରବାର ଭୋର ସମୟରେ ଏହି ଅଗ୍ନୀକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ୧୮ ଟି ଦଳକଳ ଟିମ୍ କାର୍ଯ୍ୟରେ ଲାଗିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ ହୋଇନଥିବା ସୂଚନା ରହଛି । ମଙ୍ଗଳହାଟ ବଜାରରେ ନିଆଁ ଲାଗିଥିବା ସୂଚନା ମଳିଛି । ସେଠାରେ ଅଧିକାଂଶ ପୋଷାକ ଦୋକାନ ଏବଂ ଛୋଟ ପିଲାଙ୍କ ସାମଗ୍ରୀContinue reading “ନିଆଁରେ ଜଳିଗଲା ଶହେରୁ ଅଧିକ ଦୋକାନ । ପଶ୍ଚିମବଙ୍ଗରେ ବଡ଼ ଧରଣର ଅଗ୍ନିକାଣ୍ଡ”