ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ । ଭୂସ୍ଖଳନରେ ଦବି ଗଲା ପୂରା ଗାଁ, ବଢୁଛି ମୃତ୍ୟୁ ସଂଖ୍ୟା

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରାଜ ରାସ୍ତାରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି । ଯୁଆଡେ ଅନାଇବ କେବଳ ପାଣି । ତେଣୁ ଯାତାୟତ ବାଧାପ୍ରାପ୍ତ । ପ୍ରବଳ ବର୍ଷାରେ ଜାତୀୟ ରାଜପଥ ଜଳାଶୟର ଭ୍ରମ ସୃଷ୍ଟି କରିଛି । ରାତି ସମୟ ହୋଇଥିବାବେଳେ ରାସ୍ତାରେ ପ୍ରବଳ ପାଣି ଯୋଗୁଁ ଲୋକଙ୍କ ଯାତାୟାତରେ ଆହୁରି ଅଧିକ ବାଧା ସୃଷ୍ଟି କରିଛି । ରାସ୍ତାରେ ଅଧିକ ଉଚ୍ଚର ପାଣି ଯୋଗୁଁ ଗାଡ଼ି ଚଳାଚଳContinue reading “ମହାରାଷ୍ଟ୍ର ରାଇଗଡ଼ରେ ବର୍ଷା ବିତ୍ପାତ । ଭୂସ୍ଖଳନରେ ଦବି ଗଲା ପୂରା ଗାଁ, ବଢୁଛି ମୃତ୍ୟୁ ସଂଖ୍ୟା”

ଆଶ୍ୱସ୍ତ ବ୍ରିଜଭୂଷଣ ସିଂହ, ଯୌନ ନିର୍ଯାତନା ମାମଲାରେ କୁସ୍ତିସଂଘର ପୂର୍ବତନ ମୁଖ୍ୟଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ

କନକ ବ୍ୟୁରୋ : ମହିଳା ରେସଲରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ କୋର୍ଟ ଦ୍ୱାରା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି । ଗୃହ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ଜାମିନ ଆବେଦନକୁ ବିରୋଧ କରିନଥିଲା । ଏହା ପରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଜାମିନ ପ୍ରଦାନ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂଙ୍କContinue reading “ଆଶ୍ୱସ୍ତ ବ୍ରିଜଭୂଷଣ ସିଂହ, ଯୌନ ନିର୍ଯାତନା ମାମଲାରେ କୁସ୍ତିସଂଘର ପୂର୍ବତନ ମୁଖ୍ୟଙ୍କୁ ଜାମିନ ଦେଲେ ଦିଲ୍ଲୀ କୋର୍ଟ”

ସକ୍ରିୟ ହେଲା ଲଘୁଚାପ । ୨୫ ଯାଏଁ ପ୍ରବଳ ବର୍ଷା ଚେତାବନୀ  । ମାଲକାନଗିରିରେ ବନ୍ୟା ସ୍ଥିତିରେ ସୁଧାର

କନକ ବ୍ୟୁରୋ: ଉତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତୀ ଓଡ଼ିଶା ଉପକୂଳରେ ଏବେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର  ଆଗାମୀ ଦୁଇଦିନ ଯାଏଁ  ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ସକାଳ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ  ଶୁକ୍ରବାର ସକାଳ ୮ଟା ୩୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇContinue reading “ସକ୍ରିୟ ହେଲା ଲଘୁଚାପ । ୨୫ ଯାଏଁ ପ୍ରବଳ ବର୍ଷା ଚେତାବନୀ  । ମାଲକାନଗିରିରେ ବନ୍ୟା ସ୍ଥିତିରେ ସୁଧାର”

ଚିତା ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ । ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତାପ୍ରକଟ କରିଛନ୍ତି । ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି ସକାରାତ୍ମକ ପଦକ୍ଷେପ ନେବାକୁ ଶୀର୍ଷ କୋର୍ଟ କେନ୍ଦ୍ରକୁ କହିଛନ୍ତି । ଗତ ୪ ମାସ ମଧ୍ୟରେ ୩ଟି ଛୁଆଙ୍କ ସମେତ ସମୁଦାୟ ୮ଟି ଚିତାଙ୍କ ମୃତ୍ୟୁ ଘଟିଛି । ସରକାର ପକ୍ଷ ରଖିContinue reading “ଚିତା ମୃତ୍ୟୁ ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ । ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ”

ଆସନ୍ତକାଲି ରାଜ୍ୟ କ୍ୟାବିନେଟ୍, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

କନକ ବ୍ୟୁରୋ: ଆସନ୍ତକାଲି ବସିବ ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । The post ଆସନ୍ତକାଲି ରାଜ୍ୟ କ୍ୟାବିନେଟ୍, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର first appeared on Kanak News. from Kanak News via <a href="https://ifttt.com/?

ସୁପ୍ରିମକୋର୍ଟରେ କେନ୍ଦ୍ରର ଦିଲ୍ସୀ ଅଧ୍ୟାଦେଶ । ୫ ଜଣିଆ ସାମ୍ବିଧାନିକ ପୀଠକୁ ଗଲା ଅଧ୍ୟାଦେଶ, ସଂସଦରେ ଅଧ୍ୟାଦେଶ ଉପରେ ରୋକ୍ ଲଗାଇଲେନାହିଁ କୋର୍ଟ

କନକ ବ୍ୟୁରୋ : ଦିଲ୍ଲୀରେ ଅଧିକାରୀଙ୍କ ବଦଳି କରିବାର ଅଧିକାର କାହା ପାଖରେ ରହିବ । କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଏହାକୁ ନେଇ ବିବାଦ ରହିଛି । ସୁପ୍ରିମକୋର୍ଟ ଏବେ ଏହାକୁ ୫ ଜଣିଆ ସାମ୍ବିଧାନିକ ବେଂଚକୁ ପଠାଇ ଦେଇଛନ୍ତି । କେନ୍ଦ୍ର ସରକାର ସୁୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତା ଉପରେ ରୋକ୍ ଲଗାଇବାକୁ ଯେଉଁ ଆବେଦନ ହୋଇଛି ତା ଉପରେ କୌଣସି ରୋକ୍ ଲଗାଇ ନାହାନ୍ତି ସୁପ୍ରିମକୋର୍ଟContinue reading “ସୁପ୍ରିମକୋର୍ଟରେ କେନ୍ଦ୍ରର ଦିଲ୍ସୀ ଅଧ୍ୟାଦେଶ । ୫ ଜଣିଆ ସାମ୍ବିଧାନିକ ପୀଠକୁ ଗଲା ଅଧ୍ୟାଦେଶ, ସଂସଦରେ ଅଧ୍ୟାଦେଶ ଉପରେ ରୋକ୍ ଲଗାଇଲେନାହିଁ କୋର୍ଟ”

କୋଟିଆରେ ପଶିଲା ଆନ୍ଧ୍ର, ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା

କନକ ବ୍ୟୁରୋ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । କୋଟିଆର ୪ଟି ଗାଁରେ ଲୋକଙ୍କୁ କଲା ଏକତ୍ରିତ କଲା ସ୍ଥାନୀୟ ପ୍ରଶାସନ । ଗଞ୍ଜେଇପଦର, ସେମ୍ବି, କୋଟିଆ, ନେରିଡିୱାଲ୍ସା ଗାଁର ଲୋକଙ୍କୁ ଏକାଠି କରି ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା । The post କୋଟିଆରେ ପଶିଲା ଆନ୍ଧ୍ର, ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା first appeared on Kanak News. from Kanak News via <a href="https://ifttt.com/?

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଠାଇ କରିଥିଲେ ପ୍ରେମ ନିବେଦନ

କନକ ବ୍ୟୁରୋ: ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗରେ ରାଜଧାନୀର ଜଣେ ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାର ଲିଖିତ ଅଭିଯୋଗ କରିବା ପରେ ରସିକିଆ ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କରିଛି ପୋଲିସ । ତେବେ ସଂପୃକ୍ତ ଶିକ୍ଷକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗିରଫ ହେଲେ ଭୂଗୋଳ ଗୁରୁଜୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ଅଭିଯୋଗ ସ୍କୁଲରେContinue reading “ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଠାଇ କରିଥିଲେ ପ୍ରେମ ନିବେଦନ”

Design a site like this with WordPress.com
Get started