ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ। ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

କନକ ବ୍ୟୁରୋ: ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ । ଧାର୍ମିକ ଶୋଭାଯାତ୍ରା ୧ ବର୍ଷ ବନ୍ଦ ପାଇଁ ନିଷ୍ପତ୍ତି । ଶାନ୍ତି କମିଟି ବୈଠକରେ ଏନେଇ ନିଆଗଲା ନିଷ୍ପତ୍ତି । ମହରମ, ହନୁମାନ ଜୟନ୍ତୀଙ୍କୁ ନଜରରେ ରଖି ପଦକ୍ଷେପ ନିଆଯାଇଛି । ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସୂଚନା The post ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ। ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି first appeared on Kanak News. fromContinue reading “ବର୍ଷେ ପାଇଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ବନ୍ଦ। ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି”

‘ସୀମା’ ସସପେନ୍ସରୁ ହଟୁନି ପରଦା । ପଚରାଉଚରା ଶେଷ ପରେ ୟୁପି ସରକାର ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲା ୟୁପି ଏଟିଏସ

କନକ ବ୍ୟୁରୋ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପଚରାଉଚରା ଶେଷ । ଉତରପ୍ରଦେଶ ଏଟିଏସ୍ ପଚରା ଉଚରା କରି ସରକାରକୁ ରିପୋର୍ଟ ଦେଇଛି । ସୀମା ଜଣେ ଗୁପ୍ତଚର ବୋଲି ଯେଉଁ ଅଭିଯୋଗ ହେଉଛି ସେ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ୟୁପି ଏଟିଏସକୁ ସୂଚନା ମିଳି ନାହିଁ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏବେ ଏଟିଏସ ୟୁପି ସରକାର ସହ ଦେଶର ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ରିପୋର୍ଟ ହସ୍ତାନ୍ତରContinue reading “‘ସୀମା’ ସସପେନ୍ସରୁ ହଟୁନି ପରଦା । ପଚରାଉଚରା ଶେଷ ପରେ ୟୁପି ସରକାର ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ରିପୋର୍ଟ ଦେଲା ୟୁପି ଏଟିଏସ”

ସହରାଞ୍ଚଳର ମଧ୍ୟବିତ୍ତଙ୍କ ଉପରେ ସରକାରଙ୍କ ଫୋକସ୍ । ‘ମୋ ଘର’ ଯୋଜନା ପାଇଁ ବଦଳିଲା ନିୟମ

କନକ ବ୍ୟୁରୋ; ମେ ୨୯ ତାରିଖରେ ମୋ ଘର ଯୋଜନା ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ରାଜ୍ୟ ସରକାର । ଗରିବଙ୍କୁ କେମିତି ଖଣ୍ଡେ ପକ୍କା ଘର ମିଳିବ, ସେନେଇ ଏଥିରେ ବ୍ୟବସ୍ଥା କରାଯାଇଥିଲା । ଓଡିଶା ହାଉସିଂ ମିଶନ ପକ୍ଷରୁ ସବୁ ବ୍ୟାଙ୍କକୁ ଚିଠି ଲେଖି ମୋ ଘର ଯୋଜନାର ମାର୍ଗ ପ୍ରଦର୍ଶନ କରିଛନ୍ତି । ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେମାନେ ଏହି ଯୋଜନାର ଲାଭ ନେଇପାରିବେContinue reading “ସହରାଞ୍ଚଳର ମଧ୍ୟବିତ୍ତଙ୍କ ଉପରେ ସରକାରଙ୍କ ଫୋକସ୍ । ‘ମୋ ଘର’ ଯୋଜନା ପାଇଁ ବଦଳିଲା ନିୟମ”

‘ଇଣ୍ଡିଆ’ ମେଣ୍ଟକୁ କିଭଳି ମୁକାବିଲା କରିବ ‘ଏନଡିଏ’ ! ପ୍ରଧାନମନ୍ତ୍ରୀ ଦେବେ ଗୁରୁମନ୍ତ୍ର, ୨୫ ରୁ ସାଂସଦଙ୍କ ସହ ଆଲୋଚନା କରିବେ ମୋଦୀ

କନକ ବ୍ୟୁରୋ : ବିରୋଧୀ ଏକାଠି ହୋଇ ଆଇ-ଏନ-ଡି-ଆଇ-ଏ ବା ଇଣ୍ଡିଆ ନାମରେ ମେଂଟ କରିବା ପରେ ୨୦୨୪ ନିର୍ବାଚନରେ କିଭଳି ମୁକାବିଲା କରାଯିବ ସେ ନେଇ ବିଜେପି ନେତୃତାଧୀନ ଏନଡିଏ ଆରମ୍ଭ କରିଛି ପ୍ରସ୍ତୁତି । କୁହାଯାଉଛି ଯେ ଏହି ବୈଠକ ୨୫ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୩ ଯାଏ ଚାଲିବ । ପ୍ରତ୍ୟେକ ଦିନ ଦୁଇଟି ବୈଠକ ହେବ । ଏନଡିଏ ସାଂସଦଙ୍କ ୧୦ଟି ବିଭିନ୍ନ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମୟରେContinue reading “‘ଇଣ୍ଡିଆ’ ମେଣ୍ଟକୁ କିଭଳି ମୁକାବିଲା କରିବ ‘ଏନଡିଏ’ ! ପ୍ରଧାନମନ୍ତ୍ରୀ ଦେବେ ଗୁରୁମନ୍ତ୍ର, ୨୫ ରୁ ସାଂସଦଙ୍କ ସହ ଆଲୋଚନା କରିବେ ମୋଦୀ”

ରପ୍ତାନୀରେ ଆଗକୁ ବଢୁଛି ଓଡିଶା । ସାରାଦେଶରେ ପାଲଟିଲା ସପ୍ତମ ବୃହତମ ରପ୍ତାନିକାରୀ ରାଜ୍ୟ । ୩୬ଟି ଦେଶକୁ ଚିଙ୍ଗୁଡ଼ି ଯୋଗାଇବା ସହ ରପ୍ତାନୀରେ କଲା ବିରଳ ରେକର୍ଡ

କନକ ବ୍ୟୁରୋ: ଓଡିଶା ଏକ ଉପଭୋକ୍ତା ରାଜ୍ୟ । ମାଛ, ଅଣ୍ଡା ପାଇଁ ପଡୋଷୀ ଆନ୍ଧ୍ରପ୍ରଦେଶ ଉପରେ ଆମର ନିର୍ଭରତା କମିନାହିଁ । ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପରିବାର ଚାହିଦା ମେଣ୍ଟାଇବାକୁ ଅନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି । ପଶ୍ଚିମବଙ୍ଗର ଆଳୁ ଏବଂ ମହାରାଷ୍ଟ୍ରର ପିଆଜ ଉପରେ ଆମ ହାଣ୍ଡିଶାଳ ନିର୍ଭରଶୀଳ । ହେଲେ ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ରିପୋର୍ଟ, ଓଡିଶାର ଏକ ନିଆରା ସଫଳତାକୁ ଦର୍ଶାଇଛି । ବିଦେଶକୁContinue reading “ରପ୍ତାନୀରେ ଆଗକୁ ବଢୁଛି ଓଡିଶା । ସାରାଦେଶରେ ପାଲଟିଲା ସପ୍ତମ ବୃହତମ ରପ୍ତାନିକାରୀ ରାଜ୍ୟ । ୩୬ଟି ଦେଶକୁ ଚିଙ୍ଗୁଡ଼ି ଯୋଗାଇବା ସହ ରପ୍ତାନୀରେ କଲା ବିରଳ ରେକର୍ଡ”

ଅଜଣା ରୋଗରେ ଆକ୍ରାନ୍ତ ଯୁବକ। ବଦଳି ଯାଉଛି ଦେହର ରଙ୍ଗ

କନକ ବ୍ୟୁରୋ: ଦିନକୁ ଦିନ ପରିବର୍ତନ ହେଉଛି ଦେହର ରଙ୍ଗ । ଆଉ ଦେହରୁ ରଙ୍ଗ ଛାଡିଲା ପରେ ପୁରା ଶରୀର ଧଳା ପଡିଯାଉଛି । ଦିନକୁ ଦିନ ଦୁର୍ବଳ ହୋଇଯାଉଛି ରୋଜଗାରିଆ ପୁଅର ସ୍ୱାସ୍ଥ୍ୟ । ମୟୁରଭଞ୍ଜ କପ୍ତିପଦା ବ୍ଲକ ଦେୱାନବାହାୀ ଗାଁର ଜିତରାଏ ସିଂ । ବୟସ ମାତ୍ର ୨୪ ବର୍ଷ । ପରିବାର କହିଲେ ସ୍ତ୍ରୀ ଓ ଛୋଟ ଝିଅ ଆଊ ବାପା । ଜିତରାଏ ପ୍ରତିଦିନ ମଜୁରୀ ଲାଗି ଯାହା ଟଙ୍କାContinue reading “ଅଜଣା ରୋଗରେ ଆକ୍ରାନ୍ତ ଯୁବକ। ବଦଳି ଯାଉଛି ଦେହର ରଙ୍ଗ”

ମଣିପୁରରେ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣା, ଗଣମାଧ୍ୟମ ଆଗରେ କରୁଣ କାହାଣୀ ଶୁଣାଇଲେ ପୀଡିତା

କନକ ବ୍ୟୁରୋ : ମଣିପୁରରେ କୁକୀ ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ପରେଡ କରାଇବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହି ଭିଡିଓଟି ମେ ୪ ତାରିଖର   । ଏଥିରେ ଦେଖିବାକୁ ମିଳିଛି କି କୁକୀ –ଜୋମୀ ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ କିଛି ଲୋକ ବିବସ୍ତ୍ର କରି ପରେଡ କରାଉଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥା ହେବା ବେଳେ ଏହି ଜଘନ୍ୟ ଘଟଣାContinue reading “ମଣିପୁରରେ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣା, ଗଣମାଧ୍ୟମ ଆଗରେ କରୁଣ କାହାଣୀ ଶୁଣାଇଲେ ପୀଡିତା”

ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲେ ସ୍ୱାମୀ। ସ୍ୱାମୀକୁ ଖୋଜି ଛତିଶଗଡ଼ରୁ ଆସି ନିଆଳିରେ ପହଞ୍ଚିଲେ ସ୍ତ୍ରୀ

କନକ ବ୍ୟୁରୋ: ଛତିଶଗଡ ଝିଅକୁ ଧୋକା ଦେଲା ଓଡ଼ିଆ ପୁଅ । ଦୁଇ ପରିବାର ସହମତିରେ ବିବାହ ହୋଇଥିଲା । ଏବେ ଦୁଇ ପିଲା ରହିଥିବା ବେଳେ ସ୍ତ୍ରୀ ଓ ପିଲାଙ୍କୁ ଭୁଲିଗଲା ସ୍ୱାମୀ । ଓଡ଼ିଶା ଆସି ଅନ୍ୟ ଜଣେ ଯୁବତୀଙ୍କ ବିବାହ କରଛନ୍ତି କଟକ ନିଆଳି ଅଂଚଳର ରାଜେନ୍ଦ୍ର ପାଲ । ଆଉ ସ୍ୱାମୀକୁ ଖୋଜି ଖୋଜି ନିଆଳିରେ ପହଂଚିଛନ୍ତି ସ୍ତ୍ରୀ । ସାଙ୍ଗରେ ଅଛନ୍ତି ଦୁଇ ପିଲା । ଏନେଇ ସ୍ତ୍ରୀ ସ୍ୱାତୀContinue reading “ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲେ ସ୍ୱାମୀ। ସ୍ୱାମୀକୁ ଖୋଜି ଛତିଶଗଡ଼ରୁ ଆସି ନିଆଳିରେ ପହଞ୍ଚିଲେ ସ୍ତ୍ରୀ”

କେନ୍ଦୁଝର ଖେଡିଆପଶି ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ଅଙ୍ଗନବାଡି ଛାତ୍ରର ମୃତ୍ୟୁ, ଅନ୍ୟ ଜଣେ ଛାତ୍ରୀ ଗରୁତର

କନକ ବ୍ୟୁରୋ: ପୋଖରୀରେ ବୁଡ଼ି ଅଙ୍ଗନବାଡି ଛାତ୍ର ମୃତ । କେନ୍ଦୁଝର ଖେଡିଆପଶି ଗାଁରେ ଅଘଟଣ । ସ୍କୁଲ ଛୁଟି ପରେ ପୋଖରୀରେ ଗାଧୋଇବାକୁ ଯାଇଥିଲେ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରେ ଥିଲେ ଥିଲେ ଶୁଭମ ନାୟକ ଓ ଭୂମି ପଇଦା । ପାଣିରେ ଗାଧୋଉଥିବା ବେଳେ ହଠାତ୍ ପାଣି ଭିତରକୁ ଚାଲିଯାଇଥିଲେ ଶୁଭମ ଓ ଭୂମି । ସ୍ଥାନୀୟ ଲୋକେ ଉୟଭଙ୍କୁ ଉଦ୍ଧାର କରିବା ବେଳକୁ ଶୁଭମଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ଗରୁତର ଅବସ୍ଥାରେContinue reading “କେନ୍ଦୁଝର ଖେଡିଆପଶି ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ଅଙ୍ଗନବାଡି ଛାତ୍ରର ମୃତ୍ୟୁ, ଅନ୍ୟ ଜଣେ ଛାତ୍ରୀ ଗରୁତର”

ପ୍ରବଳ ବର୍ଷା ଯୋଗୁ ମାଲାକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ। ପାହାଡ଼ ଧସିଯିବାରୁ ଯାତାୟତ ବାଧାପ୍ରାପ୍ତ

କନକ ବ୍ୟୁରୋ: ମାଲାକାନଗିରି କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ । ପାହାଡ଼ ଧସିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୧୮ଟି ଗାଁ । ଆଦିମ ସମ୍ପ୍ରଦାୟର ୧୮ଖଣ୍ଡ ଗାଁର ଲୋକ ଏବେ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି । ଘାଟି ପାଖରେ ରହିଥିବା ରାସ୍ତା ଅତ୍ୟନ୍ତ ବିପଦସଙ୍କୁଳ ଭାବେ ପାର ହେଉଛନ୍ତି ଲୋକେ । ଗତ ୩ବର୍ଷContinue reading “ପ୍ରବଳ ବର୍ଷା ଯୋଗୁ ମାଲାକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ। ପାହାଡ଼ ଧସିଯିବାରୁ ଯାତାୟତ ବାଧାପ୍ରାପ୍ତ”

Design a site like this with WordPress.com
Get started