ସଂସଦର ମୌସୁମୀ ଅଧିବେଶରେ ବିଜେଡି ଉଠାଇବ ଆବାସ ପ୍ରସଙ୍ଗ। ଦଳର ଅଭିଯୋଗ, ଆକ୍ରୋଶମୂଳକ ଭାବେ ଓଡିଶାକୁ କରାଗଲା ଅବହେଳା

କନକ ବ୍ୟୁରୋ: ସଂସଦରେ ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଚଳିତ ଅଧିବେଶନରେ ଆବାସ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି କରିଛି ବିଜେଡି । ଦଳ ଅଭିଯୋଗ କରିଛି, କେନ୍ଦ୍ର ସରକାର ଓଡିଶାର ୪ ଲକ୍ଷ ଘର କାଟିଦେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଅବହେଳା କରାଯାଇଥିବା ବିଜେଡି ଅଭିଯୋଗ ଆଣିଛି । ଏହାର ଜବାବ ଦେଇଛି ବିଜେପି । ଦଳ କହିଛି ଓଡିଶାରେ ଆବାସ ଯୋଜନା ପାଇଁ ଜମି ବଡ ସମସ୍ୟାContinue reading “ସଂସଦର ମୌସୁମୀ ଅଧିବେଶରେ ବିଜେଡି ଉଠାଇବ ଆବାସ ପ୍ରସଙ୍ଗ। ଦଳର ଅଭିଯୋଗ, ଆକ୍ରୋଶମୂଳକ ଭାବେ ଓଡିଶାକୁ କରାଗଲା ଅବହେଳା”

ଦିଲ୍ଲୀ ଅଧ୍ୟାଦେଶ ଠାରୁ ତଥ୍ୟର ସୁରକ୍ଷା ପର୍ଯ୍ୟନ୍ତ, ମୌସୁମୀ ଅଧିବେଶନରେ ସରକାର ଉପସ୍ଥାପନ କରିପାରନ୍ତି ଏସବୁ ବିଲ୍

କନକ ବ୍ୟୁରୋ : ଗୁରୁବାର ଠାରୁ ସଂସଦରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ସରକାର ୩୧ଟି ବିଲ ଉପରେ ଚର୍ଚ୍ଚା କରିପାରନ୍ତି । ଏହା ମଧ୍ୟରେ ସେସବୁ ବିଲ୍ ମଧ୍ୟ ସାମିଲ ଅଛି ଯାହା କି ପୂର୍ବରୁ ମଧ୍ୟ ସଂସଦରେ ଉପସ୍ଥାପନ ହୋଇସାରି ବିଚାର ପାଇଁ ସଂଯୁକ୍ତ କମିଟିକୁ ପଠାଯାଇଛି । ସମାଚାର ଏଜେନ୍ସି ଏଏନଆଇକୁ ମିଳିଥିବା ସୂଚୀ ମୁତାବକ ଚଳିତ ଅଧିବେଶନରେ ମୁଖ୍ୟତଃ ଦିଲ୍ଲୀ ସରକାରଙ୍କୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ସମସ୍ତଙ୍କରContinue reading “ଦିଲ୍ଲୀ ଅଧ୍ୟାଦେଶ ଠାରୁ ତଥ୍ୟର ସୁରକ୍ଷା ପର୍ଯ୍ୟନ୍ତ, ମୌସୁମୀ ଅଧିବେଶନରେ ସରକାର ଉପସ୍ଥାପନ କରିପାରନ୍ତି ଏସବୁ ବିଲ୍”

ଖୁବଶୀଘ୍ର ବଣ୍ଟାଯିବ ଆବାସ। ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି 

କନକ ବ୍ୟୁରୋ: ଆବାସ ଯୋଜନାକୁ ନେଇ ବଡ ପ୍ରତିକ୍ରିୟା ଦେଇଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ବଣ୍ଟାଯିବ ଆବାସ । ରାଜ୍ୟର ୪ ଲକ୍ଷ ଘର କଟାଯାଇଛି । ଯେଉଁ ସବୁ ଘର ପ୍ରଦାନ କରାଯାଇଛି ତାହା ପାଇଁ କେନ୍ଦ୍ର ୭ରୁ ୮ ବର୍ଷ ସମୟ ନେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ବିଳମ୍ବ କରାଯାଇଛି । ଘର ଦେବା ପାଇଁ ସ୍ୱତନ୍ତ୍ର ନୀତିନିୟମ ରହିଛି । ତେବେ ଖୁବଶୀଘ୍ର ଆବାସContinue reading “ଖୁବଶୀଘ୍ର ବଣ୍ଟାଯିବ ଆବାସ। ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି “

ରାଜ୍ୟ କଂଗ୍ରେସର ମେଣ୍ଟ ରାଜନୀତି। ଅଣବିଜେପି ଓ ଅଣବିଜେଡି ଦଳକୁ ନେଇ ଓଡିଶାରେ ନୂଆ ମେଣ୍ଟର ପରିକଳ୍ପନା କରୁଛି କଂଗ୍ରେସ

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ମେଣ୍ଟ ରାଜନୀତି । ସମାନ ବିଚାରଧାରାର ରାଜନୈତିକ ଦଳ ଗୁଡିକୁ ଏକାଠି କରୁଛି ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସର ଆହ୍ୱାନକ୍ରମେ ଅଣବିଜେପି ଓ ଅଣବିଜେଡି ଦଳ ଗୁଡିକୁ ନେଇ ଏକ ବୈଠକ ବସିଛି । ଆଗାମୀ ଦିନରେ ବିଜେପି ଓ ବିଜେଡିକୁ ପରାସ୍ତ କରିବା ପାଇଁ ଦଳଗୁଡିକ ଏକାଠି ହୋଇ ଏହି ବୈଠକରେ ଆଲୋଚନା କରିଛନ୍ତି । ବିଜେପି ଓ ବିଜେଡିକୁ ଆଗାମୀ ନିର୍ବାଚନରେ ପରାସ୍ତ କରିବା ପାଇଁ ଏକାଠିContinue reading “ରାଜ୍ୟ କଂଗ୍ରେସର ମେଣ୍ଟ ରାଜନୀତି। ଅଣବିଜେପି ଓ ଅଣବିଜେଡି ଦଳକୁ ନେଇ ଓଡିଶାରେ ନୂଆ ମେଣ୍ଟର ପରିକଳ୍ପନା କରୁଛି କଂଗ୍ରେସ”

ମହିଳାଙ୍କୁ ରୋଜଗାରକ୍ଷମ କରିବାର ସୁଯୋଗ ଦେଉଛି ଟିପିଏନଓଡ଼ିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର । ବିଭିନ କ୍ଷେତ୍ର ପାଇଁ ମିଳୁଛି ଟ୍ରେନିଂ ।

କନକ ବ୍ୟୁରୋ :  କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ସ୍ୱରୂପ ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡ଼ିଏଲ) ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନ ଯଥା ବାଲେଶ୍ଵର ଏବଂ ରାଇରଙ୍ଗପୁରଠାରେ ଏହାର ଧନ୍ଦାମୂଳକ ତାଲିମ କେନ୍ଦ୍ର ଜାରି ରଖିଛି । ଏହି ଧନ୍ଦାମୂଳକ ତାଲିମ ହେଉଛି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତାର ବିକାଶContinue reading “ମହିଳାଙ୍କୁ ରୋଜଗାରକ୍ଷମ କରିବାର ସୁଯୋଗ ଦେଉଛି ଟିପିଏନଓଡ଼ିଏଲର ଧନ୍ଦାମୂଳକ ତାଲିମ କେନ୍ଦ୍ର । ବିଭିନ କ୍ଷେତ୍ର ପାଇଁ ମିଳୁଛି ଟ୍ରେନିଂ ।”

୨୩ରେ ହୀରାକୁଦରୁ ଛଡାଯିବ ବନ୍ୟାଜଳ । ସର୍ବସାଧାରଣଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

କନକ ବ୍ୟୁରୋ: ୨୩ରେ ହୀରାକୁଦ ନଦୀବନ୍ଧରୁ ଛଡାଯିବ ବନ୍ୟାଜଳ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ । ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ଜାରି ହୋଇଛି ସତର୍କସୂଚନା । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ସତର୍କ କରିଛି ପ୍ରଶାସନ । The post ୨୩ରେ ହୀରାକୁଦରୁ ଛଡାଯିବ ବନ୍ୟାଜଳ । ସର୍ବସାଧାରଣଙ୍କ ପାଇଁ ଜାରିContinue reading “୨୩ରେ ହୀରାକୁଦରୁ ଛଡାଯିବ ବନ୍ୟାଜଳ । ସର୍ବସାଧାରଣଙ୍କ ପାଇଁ ଜାରି ହେଲା ସତର୍କ ସୂଚନା”

କଂଗ୍ରେସ ଆଗ ନିଜ ଦଳ କନ୍ଦଳ ବୁଝୁ, କଂଗ୍ରେସର ସ୍ୱପ୍ନ ଦିବା ସ୍ୱପ୍ନ ହୋଇ ରହିଯିବ : ଗୋଲକ ମହାପାତ୍ର

କନକ ବ୍ୟୁରୋ : ଏନଡିଏ ବିରୋଧରେ ଲଢେଇ ପାଇଁ ଆଜି କଂଗ୍ରେସ ଅଣ ବିଜେପି ଓ ଅଣ ବିଜେଡି ଦଳକୁ ନେଇ ବୈଠକ କରିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଗୋଲକ ମାହାପାତ୍ର । ଗୋଲକ କହିଛନ୍ତି, ଓଡ଼ିଶାରେ କଂଗ୍ରେସ ଆଗ ନିଜ ଦଳ ଭିତରର କନ୍ଦଳକୁ ବୁଝୁ, ତାକୁ ସୁଧାରୁ । କଂଗ୍ରେସ ଯେତେବେଳେ ନିଜ ଦଳର ଲୋକଙ୍କୁ ସାଙ୍ଗରେ ନେଇ କି ଯାଇ ପାରୁନି ସେ କେମିତି ଅନ୍ୟ ଦଳContinue reading “କଂଗ୍ରେସ ଆଗ ନିଜ ଦଳ କନ୍ଦଳ ବୁଝୁ, କଂଗ୍ରେସର ସ୍ୱପ୍ନ ଦିବା ସ୍ୱପ୍ନ ହୋଇ ରହିଯିବ : ଗୋଲକ ମହାପାତ୍ର”

ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଜୋର ଧରିବା ପରେ ପ୍ରସ୍ତୁତି ଆରମ୍ଭ: ପୁରୀ ଜିଲ୍ଲାପାଳଙ୍କ ସୂଚନା, ୨ରୁ ୩ ଦିନ ଭିତରେ ନିଆଯିବ ନିଷ୍ପତି

କନକ ବ୍ୟୁରୋ: ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଜୋର ଧରିବା ପରେ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ୨ରୁ ୩ ଦିନ ଭିତରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଦକ୍ଷିଣ, ପଶ୍ଚିମ ଓ ସିଂହଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ କରାଇ ଉତର ଦ୍ୱାର ପଟେ ପ୍ରସ୍ଥାନ କରାଇବାକୁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ଜିଲ୍ଲାପାଳ । ଏନେଇ ପ୍ରଶାସନିକ ସ୍ତରରୁ ଘୋଷଣା ନହୋଇଥିଲେ ବି ପ୍ରସ୍ତୁତି ଆରମ୍ଭContinue reading “ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଜୋର ଧରିବା ପରେ ପ୍ରସ୍ତୁତି ଆରମ୍ଭ: ପୁରୀ ଜିଲ୍ଲାପାଳଙ୍କ ସୂଚନା, ୨ରୁ ୩ ଦିନ ଭିତରେ ନିଆଯିବ ନିଷ୍ପତି”

ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ: ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ

କନକ ବ୍ୟୁରୋ: ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ । ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ । ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ଥାନା ପୋଲିସ । ଆଜି ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଥିଲା । ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଛନ୍ତି ଶିକ୍ଷକ । ଭୁବନେଶ୍ୱର ଭରତପୁର ଥାନାକୁ ଆସିଥିଲା ଏଭଳି ଏକ ସଂଗୀନ ଅଭିଯୋଗ । ଭୁବନେଶ୍ୱର ଭରତପୁରContinue reading “ଅସଦାଚରଣ ଅଭିଯୋଗରେ ଗିରଫ ହେଲେ ଭୂଗୋଳ ଶିକ୍ଷକ: ଭରତପୁର ଥାନାରେ ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଶିକ୍ଷକ ଗିରଫ”

ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଆସନ୍ତା କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ

କନକ ବ୍ୟୁରୋ : ସଂସଦ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏସବୁକୁ ନଜରରେ ରଖି ବାଚସ୍ପତି ପ୍ରଥମେ ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ କରିଥିବା ବେଳେ ୨ଟା ପରେ ସଂସଦରେ ସମାନContinue reading “ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଆସନ୍ତା କାଲି ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ”

Design a site like this with WordPress.com
Get started