ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ

କନକ ବ୍ୟୁରୋ: ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ। ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକContinue reading “ଖଡଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ”

ଅମାନବୀୟ ଓ ଅମାନୁଷିକ । ମଣିପୁର ମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ ।

କନକ ବ୍ୟୁରୋ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ କଡା ନିନ୍ଦା କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂ । ଏହି ଘଟଣା ତାଙ୍କୁ ବେଶ ଆଘାତ ଦେଇଛି ଏବଂ ଏହାକୁ ଅମାନୁଷିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅମାନବୀୟ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏପରିକି ସେମାନଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ବୀରେନ ସିଂ । କାରଣContinue reading “ଅମାନବୀୟ ଓ ଅମାନୁଷିକ । ମଣିପୁର ମୁଖ୍ୟମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦିଆଯାଉ ମୃତ୍ୟୁଦଣ୍ଡ ।”

ମାଲାକାନଗରି ବାୟାପଡ଼ା ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ଖସିଲା ପାହାଡ଼ ଅତଡ଼ା

କନକ ବ୍ୟୁରୋ: ମାଲାକାନଗରି କୋରୁକୋଣ୍ଡା ବ୍ଲକ ବାୟାପଡ଼ା ଘାଟିରେ ଭୂସ୍ଖଳନ । ଲଗାଣ ବର୍ଷାରେ ଧସିଲା ପାହାଡ଼ । ୨ଦିନ ହେବ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ୧୮ଟି ଗାଁ । ଆଦିମ ଦିଦାୟୀ ସଂପ୍ରଦାୟର ୧୮ ଖଣ୍ଡ ଗାଁର ଲୋକ ଏବେ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଅବସ୍ଥାରେ ଅଛନ୍ତି । ଘାଟି ପାଖରେ ରହିଥିବା ରାସ୍ତା ଅତ୍ୟନ୍ତ ବିପଦସଂକୁଳ ଭାବେ ପାର ହେଉଛନ୍ତି ଲୋକେ । ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଆରମ୍ଭContinue reading “ମାଲାକାନଗରି ବାୟାପଡ଼ା ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ଖସିଲା ପାହାଡ଼ ଅତଡ଼ା”

ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ: କେନ୍ଦ୍ର ଓ ରାଜ୍ୟକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ

କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ଏହି ଭିଡିଓ ବିଚଳିତ କଲା ଭଳି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଘଟଣା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜାବବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ହାଜର ହେବା ପାଇଁ କୁହାଯାଇଛି । ଆସନ୍ତା ଶୁକ୍ରବାରContinue reading “ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ: କେନ୍ଦ୍ର ଓ ରାଜ୍ୟକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ”

ମୋ ହୃଦୟ ପୀଡା ଓ କ୍ରୋଧରେ ଜର୍ଜରିତ ହେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ମଣିପୁର ଲଜ୍ଜାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ବୟାନ । 

କନକ ବ୍ୟୁରୋ :  ମଣିପୁରର କୁକି ସମୁଦାୟର ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିଛନ୍ତି । ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ମହିଳାଙ୍କ ସହ ଯାହା ହେଲା ତାହାକୁ କେବେ ବି କ୍ଷମା କରାଯିବ ନାହିଁ । ମଣିପୁର ଘଟଣାକୁ ନେଇ ମୋର ହୃଦୟ ପୀଡା ଓ କ୍ରୋଧରେ ଭରି ଯାଉଛି । ଏହି ଘଟଣା ପାଇଁ ପୂରା ଦେଶକୁ ଲଜ୍ଜିତContinue reading “ମୋ ହୃଦୟ ପୀଡା ଓ କ୍ରୋଧରେ ଜର୍ଜରିତ ହେଉଛି, କୌଣସି ଦୋଷୀଙ୍କୁ ଛଡାଯିବନି । ମଣିପୁର ଲଜ୍ଜାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ବୟାନ । “

ଧରାପଡିଲା ମଣିଷ ଖିଆ କୁମ୍ଭୀର: ମାସେ ଧରି ରାଜନଗର ଅଞ୍ଚଳରେ ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁ କଲା ବନ ବିଭାଗ

କନକ ବ୍ୟୁରୋ: ଧରାପଡିଲା ନରହନ୍ତା କୁମ୍ଭୀର । ଗତ ଏକମାସ ଧରି ରାଜନଗର ଅଂଚଳରେ ଆତଙ୍କ ଖେଳାଇଥିବା ବଉଳାକୁମ୍ଭୀରକୁ କାବୁ କରିଛି ବନବିଭାଗ । ରାଜନଗର ଓ କନିକା ରେଞ୍ଜର ପ୍ରାୟ ୪୦ କର୍ମଚାରୀ ଏହି କୁମ୍ଭୀର ଧରା କାମରେ ନିୟୋଜିତ ହୋଇଥିଲେ । ଆଜି ସକାଳେ କୁମ୍ଭୀର ବ୍ରାହ୍ମଣୀ ନଦୀରୁ ଆସି ରାଜନଗର ବ୍ଲକ ମହୁଲିଆ କେନାଲରେ ଭାସୁଥିବାର ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଆଉ ପ୍ରାୟ ୭ ଘଂଟାର ଅପରେସନContinue reading “ଧରାପଡିଲା ମଣିଷ ଖିଆ କୁମ୍ଭୀର: ମାସେ ଧରି ରାଜନଗର ଅଞ୍ଚଳରେ ଆତଙ୍କ ଖେଳାଇଥିବା କୁମ୍ଭୀରକୁ କାବୁ କଲା ବନ ବିଭାଗ”

ମହଙ୍ଗା ମାଡ଼ରୁ ଆଶ୍ୱସ୍ତି: କମିଲା ପରିବା ଦର, ୪୦ ଟଙ୍କାରେ ମିଳୁଛି ବାଇଗଣ, ଭେଣ୍ଡି, କଲରା

କନକ ବ୍ୟୁରୋ: ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ବଜାରରେ କମିଛି ପରିବାର ଦର । କଟକ ଛତ୍ରବଜାରରେ କଖାରୁ କେଜି ୨୦ ଟଙ୍କା, ଭେଣ୍ଡି କେଜି ୪୦, ଭଣ୍ଡା ୩୦, ଗାଜର ୪୦, ବାଇଗଣ ୩୦ରୁ ୪୦ ଟଙ୍କା କୁନ୍ଦୁରି ୨୦ ଟଙ୍କା, କୋଶଳା ବିଡ଼ାକୁ ୧୦ ଟଙ୍କା, ଝୁଡ଼ଙ୍ଗ ୪୦ଟଙ୍କା, କଲରା ୪୦ରୁ ୫୦ଟଙ୍କା, କାଙ୍କଡ ୩୦, ସାରୁ ୫୦, ବନ୍ଧା କୋବି ୩୦ ଟଙ୍କା ରହିଛି । ଏହି ପରିବାରContinue reading “ମହଙ୍ଗା ମାଡ଼ରୁ ଆଶ୍ୱସ୍ତି: କମିଲା ପରିବା ଦର, ୪୦ ଟଙ୍କାରେ ମିଳୁଛି ବାଇଗଣ, ଭେଣ୍ଡି, କଲରା”

ମଣିପୁର ଭାଇରାଲ ଭିଡିଓ ଘଟଣାରେ ୨ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ:  ୨ କୁକି ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ ମୈତେୟୀ ସମ୍ପ୍ରଦାୟ 

କନକ ବ୍ୟୁରୋ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଭିଡିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଘଟଣାର ଦୁଇ ମାସ ପରେ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିମୟ ପାଳନ କରିବାକୁ କୁହାଯାଇଛିContinue reading “ମଣିପୁର ଭାଇରାଲ ଭିଡିଓ ଘଟଣାରେ ୨ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ:  ୨ କୁକି ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ବୁଲାଇଥିଲେ ମୈତେୟୀ ସମ୍ପ୍ରଦାୟ “

ଦିନ ଦ୍ୱିପହରେ ଚାଲିଥିଲା ବାଲ୍ୟ ବିବାହ: ବାହାଘର ବନ୍ଦ କଲା କଟକ ଚାଇଲ୍ଡ ଲାଇନ

କନକ ବ୍ୟୁରୋ: ଦିନ ଦ୍ୱିପହରେ ଚାଲିଥିଲା ବାଲ୍ୟ ବିବାହ । ବିବାହ ପରେ ନାବାଳିକା ମଧ୍ୟପ୍ରଦେଶକୁ ଚାଲାଣ ହୋଇଥାନ୍ତା । କଟକ ଚାଇଲ୍ଡ ଲାଇନ୍ ଖବର ପାଇବା ପରେ ପୋଲିସ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ଘଟଣାସ୍ଥଳରେ ପହଂଚି ବାହାଘର ବନ୍ଦ କରିଥିଲେ । ଘଟଣାସ୍ଥଳରୁ ମଧ୍ୟପ୍ରଦେଶର ବର ଫେରାର ହୋଇଯାଇଥିବା ବେଳେ ନାବାଳିକାକୁ ଉଦ୍ଧାର କରାଯାଇଛି । ଘଟଣା ଘଟିଛି କ୍ୟାନ୍ଟନମେଂଟ ଥାନା ଅଂଚଳରେ । ଗଡ଼ଗଡ଼ିଆ ଶିବ ମନ୍ଦିରରେ ଏହି ବିବାହ ଚାଲିଥିଲାContinue reading “ଦିନ ଦ୍ୱିପହରେ ଚାଲିଥିଲା ବାଲ୍ୟ ବିବାହ: ବାହାଘର ବନ୍ଦ କଲା କଟକ ଚାଇଲ୍ଡ ଲାଇନ”

ନୂଆପଡ଼ାରେ ବାଘ ଆତଙ୍କ: ତରିଆ ମହୁଆଭଟା ଗାଁରେ ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ

କନକ ବ୍ୟୁରୋ: ନୂଆପଡ଼ାରେ ବାଘ ଆତଙ୍କ । ଆମାନାରା ବିଟ୍ ଅଧିନ ତରିଆମହୁଆଭଟା ଗାଁରେ ବାଘ ଆତଙ୍କ ଦେଖାଦେଇଛି । ଗାଁର ଜଣଙ୍କ ଗୁହାଳରୁ ବାଛୁରୀ ଟାଣି ଖାଇଥିବା ଜଣାପଡ଼ିଛି । ଗୁହାଳଠାରୁ ୨ ଶହ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା । ନିକଟରେ ବାଘର ପାଦଚିହ୍ନ ରହିଛି । ଏହା ଏକ କଲରାପତରିଆ ବାଘ ବୋଲି ଲୋକେ ସନ୍ଦେହ କରୁଛନ୍ତି । ଯାହାକୁ ନେଇ ଗାଁରେ ଆତଙ୍କ ଦେଖାଦେଇଛି । ଗାଁରେ ବନ କର୍ମଚାରୀContinue reading “ନୂଆପଡ଼ାରେ ବାଘ ଆତଙ୍କ: ତରିଆ ମହୁଆଭଟା ଗାଁରେ ଗୁହାଳରୁ ବାଛୁରୀ ଟାଣି ନେଇଗଲା ବାଘ”

Design a site like this with WordPress.com
Get started