କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରେ ରିଲିଜ ହେବ ଚଳଚିତ୍ର ଜହ୍ନ ରାତିର ସାଥୀ । ଗୁଣିଗାରେଡି, ଅନ୍ଧବିଶ୍ୱାସ, କୁସଂସ୍କାର କିପରି ସମାଜର କ୍ଷତି କରୁଛି ତାକୁ ନେଇ ଫିଲ୍ମ କରାଯାଇଛି । ଏଥିରେ ବଶବର୍ତି ହୋଇ କିପରି ନୀରିହ ଲୋକଙ୍କ ଜୀବନ ଯାଉଛି ତାହା ଚଳଚିତ୍ରରେ ଦର୍ଶାଯାଇଛି । ଏବଂ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ତାହା ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ଆକୃତି ବ୍ୟାନରରେ ଏହି ନୂଆ ଫିଲ୍ମContinue reading “ଭିନ୍ନ ଏକ କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ଜହ୍ନ ରାତିର ସାଥୀ: ସମାଜକୁ କେମିତି ପ୍ରଭାବିତ କରୁଛି ଗୁଣି ଗାରେଡ଼ି ଓ ଅନ୍ଧବିଶ୍ୱାସ , ତା’ ଉପରେ ରହିଛି କାହାଣୀର କଥାବସ୍ତୁ”
Tag Archives: News
ସ୍ମାର୍ଟ ସିଟିରେ ସରକାରୀ ସ୍କୁଲର ବିକଳ ଚିତ୍ର: ଗୋଟିଏ କୋଠରୀରେ ପାଠପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ
କନକ ବ୍ୟୁରୋ: ରାଜ୍ୟରେ ଭୁଷୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ନାହାନ୍ତିତ ଅନ୍ୟ କେଉଁଠି ଛାତ୍ରଛାତ୍ରୀଙ୍କ ପାଇଁ ନାହିଁ ସ୍କୁଲ ଘର । ଏହେଉଛି ରାଜଧାନୀ ଭୁବନେଶ୍ୱର ଖାରବେଳନଗର ସ୍ଥିତ ୟୁନିଟ୍ –ଥ୍ରି ପ୍ରାଥମିକ ବିଦ୍ୟାଳୟ ଚିତ୍ର । ଯେଉଁଠି ଗୋଟିଏ ଗୋଟିଏ କୋଠରୀରେ ପଢ଼ୁଛନ୍ତି ପ୍ରଥମରୁ ପଂଚମ ଶ୍ରେଣୀର ପିଲା । ଏଠାରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷୟିତ୍ରୀ, ଜଣେ ଶିକ୍ଷକ । ଜଣେ ଶିକ୍ଷକ ଯଦି ଛୁଟିରେ ରୁହନ୍ତି, ଅନ୍ୟ ଜଣଙ୍କContinue reading “ସ୍ମାର୍ଟ ସିଟିରେ ସରକାରୀ ସ୍କୁଲର ବିକଳ ଚିତ୍ର: ଗୋଟିଏ କୋଠରୀରେ ପାଠପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ”
ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ତୀସ୍ତାଙ୍କୁ ନିୟମିତ ଜାମିନ୍ ପ୍ରଦାନ କଲେ ଦେଶର ଶୀର୍ଷ ଅଦାଲତ ।
କନକ ବ୍ୟୁରୋ: ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ବୁଧବାର ଦେଶର ଶୀର୍ଷ ଅଦାଲତା ଗୁଜରାଟ ଦଙ୍ଗା ମାମଲାରେ ତୀସ୍ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ତୀସ୍ତା ସୀତଲବାଡ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କ ଉପରେ ଗୁଜରାଟ ଦଙ୍ଗା ମାମଲାରେ ମିଛ ଆଫିଡେଭିଟ୍ ଦାଖଲ କରି ଅଦାଲତଙ୍କ ଉପରେ ପ୍ରଭାବ ପକାଇବାର ଅଭିଯୋଗ ରହିଛି । ଏହାପୂର୍ବରୁ ଗତ ଜୁଲାଇ ୧ ତାରିଖରେ ହାଇକୋର୍ଟ ତୀସ୍ତାଙ୍କ ଜାମିନକୁ ରଦ୍ଦ କରିବା ସହିତ ସରେଣ୍ଡର କରିବାକୁContinue reading “ତୀସ୍ତା ସୀତଲବାଡଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ତୀସ୍ତାଙ୍କୁ ନିୟମିତ ଜାମିନ୍ ପ୍ରଦାନ କଲେ ଦେଶର ଶୀର୍ଷ ଅଦାଲତ । “
ମାଲକାନଗିରିରେ ଲଗାଣ ବର୍ଷାର ବଡ଼ ପ୍ରଭାବ: ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ମାଲକାନଗିରିରେ ଲଗାଣ ବର୍ଷା ପ୍ରଭାବ । ସେମିଷ୍ଟାର ପରୀକ୍ଷା ଦେବାରୁ ବଂଚିତ ହେଲେ ଅନେକ ଛାତ୍ରଛାତ୍ରୀ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବାଦ ପଡ଼ିଲେ ଛାତ୍ରଛାତ୍ରୀ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଂଚି ପାରିଲେନି ପିଲା । ସେପଟେ ମାଲକାନଗିରି ମାଥଲି ସହରରେ ବନ୍ୟା ପରିସ୍ଥତି । ବନ୍ୟା ପାଣି ନିସ୍କାସନ ହୋଇନପାରି ଘରେ ପଶୁଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷାContinue reading “ମାଲକାନଗିରିରେ ଲଗାଣ ବର୍ଷାର ବଡ଼ ପ୍ରଭାବ: ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ”
ବନ୍ଦେ ମାତରମ୍ କହିବାକୁ ମନା କରିଦେଲେ ବିଧାୟକ । କହିଲେ, ମୋ ଧର୍ମ ଦେଉନି ଅନୁମତି । ମହାରାଷ୍ଟ୍ର ବିଧାନସଭାରେ ଜୋରଦାର ହଙ୍ଗାମା ।
କନକ ବ୍ୟୁରୋ: ବିଧାନସଭାରେ ‘ବନ୍ଦେ ମାତରମ୍’ କହିବାକୁ ମନା କରିଦେଲେ ବିଧାୟକ । ତାଙ୍କ ଧର୍ମ ତାଙ୍କୁ ବନ୍ଦେ ମାତରମ୍ କହିବାକୁ ମନା କରୁଛି ବୋଲି ସିଧା ସିଧା ବିଧାନସଭାରେ ଉତ୍ତର ରଖିଛନ୍ତି ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ । ଅସଲ କଥା ହେଉଛି, ମହାରାଷ୍ଟ୍ର ବିଧାନସଭାରେ ବୁଧବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ସମାଜବାଦୀ ପାର୍ଟିର ବିଧାୟକ ଅବୁ ଆଜମୀ ବିଧାନସଭାରେ ବନ୍ଦେ ମାତରମ୍ କହିବାକୁ ମନା କରିଦେବା ପରେ ଏହିContinue reading “ବନ୍ଦେ ମାତରମ୍ କହିବାକୁ ମନା କରିଦେଲେ ବିଧାୟକ । କହିଲେ, ମୋ ଧର୍ମ ଦେଉନି ଅନୁମତି । ମହାରାଷ୍ଟ୍ର ବିଧାନସଭାରେ ଜୋରଦାର ହଙ୍ଗାମା ।”
ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ
କନକ ବ୍ୟୁରୋ : ଗୁରୁବାର ଠାରୁ ସଂସଦରେ ମୌସୁମୀ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ତରଫରୁ ଡକାଯାଇଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ଅଧିବେଶନ ସହ ଜଡିତ ଅନେକ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ହୋଇଛି । ସୂତ୍ର ସୂଚନା ମୁତାବକ ବିରୋଧୀଦଳମାନେ ମୌସୁମୀ ଅଧିବେଶନରେ ମଣିପୁର ହିଂସା ଓ ଦରବୃଦ୍ଧି ପ୍ରସଙ୍ଗରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଥିବା ବେଳେ ସରକାର ମଣିପୁର ହିଂସାContinue reading “ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ”
ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ: ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ?
କନକ ବ୍ୟୁରୋ: ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ । ବର୍ତମାନ ତୃତୀୟ ଅରବିଟ୍ରେ ଗତି କରୁଛି ଚନ୍ଦ୍ରଯାନ । ଗତକାଲି ଅପରାହ୍ଣରେ ଦ୍ୱିତୀୟ କକ୍ଷପଥ ବଦଳାଇବା ପରେ ତୃତୀୟ କକ୍ଷପଥରେ ଗତି କରୁଛି । ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରଯାନ ସଫଳତାର ସହ କକ୍ଷପଥ ପରିବର୍ତନ କରିଛି । ସୂଚନା ଅନୁସାରେ ଆସନ୍ତାକାଲି ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ପରବର୍ତୀ କକ୍ଷପଥରେ ପାଦ ରଖିବ ଚନ୍ଦ୍ରଯାନ । ତେବେ ଲକ୍ଷ୍ୟ ସ୍ଥଳରେ ପହଂଚିବାContinue reading “ଚନ୍ଦ୍ର ଅଭିମୁଖେ ଆଗେଇ ଚାଲିଛି ଚନ୍ଦ୍ରଯାନ: ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କ’ଣ ରହିଛି ଚ୍ୟାଲେଂଜ?”
କଂଗ୍ରେସ ପଛକୁ ହଟିଲା, ପ୍ରଧାନମନ୍ତ୍ରୀ ପଦ ପାଇଁ ଟିଏମସି ମମତାଙ୍କ ନାଁ ଆଗକୁ ବଢାଇଲା ।
କନକ ବ୍ୟୁରୋ : ବିରୋଧୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନେ ଖଡଗେ କହିବା ପରେ ଏହି ରେସରେ ଏଣ୍ଟ୍ରି ମାରିଛି ଟିଏମସି । ଦଳର ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ ତେବେ ମମତା ବାର୍ନାଜୀ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବା ଉଚିତ୍ । ଶତାବ୍ଦୀ କହିଛନ୍ତି, ଆମେ ଚାହୁଁଛୁ ଆମ ନେତା ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀContinue reading “କଂଗ୍ରେସ ପଛକୁ ହଟିଲା, ପ୍ରଧାନମନ୍ତ୍ରୀ ପଦ ପାଇଁ ଟିଏମସି ମମତାଙ୍କ ନାଁ ଆଗକୁ ବଢାଇଲା । “
ଜୟପୁର ସାହାରା କାର୍ଯ୍ୟାଳୟରେ ନିବେଶକଙ୍କ ଭିଡ଼: କିଏ ଜମା ଟଙ୍କାର ହିସାବ ପାଇଁ ତ ଆଉ କିଏ ବଣ୍ଡ୍ ପେପରର ହିସାବ ପାଇଁ ଲମ୍ବା ଲାଇନ
କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ପରେ ସାହାରା ଅଫସି ଘେରିଲେ ଜମାକାରୀ । ସାହାରା ଇଣ୍ଡିଆରେ ଟଙ୍କା ଲଗାଇଥିବା ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା କରିଛନ୍ତି । ଏଥିପାଇଁ ହିତାଧିକାରୀଙ୍କୁ ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ କୁହାଯାଇଛି । ଏଭଳି ସ୍ଥିତିରେ ଜୟପୁର ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ଭିଡ ଜମାଇଛନ୍ତି । କିଏ ବଣ୍ଡ ପେପର ଫେରିପାଇବା ପାଇଁ ତ କିଏ ଜମା ଟଙ୍କାର ହିସାବContinue reading “ଜୟପୁର ସାହାରା କାର୍ଯ୍ୟାଳୟରେ ନିବେଶକଙ୍କ ଭିଡ଼: କିଏ ଜମା ଟଙ୍କାର ହିସାବ ପାଇଁ ତ ଆଉ କିଏ ବଣ୍ଡ୍ ପେପରର ହିସାବ ପାଇଁ ଲମ୍ବା ଲାଇନ”
ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା: ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ
କନକ ବ୍ୟୁରୋ: ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ । କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ, ବାଣିଜ୍ୟରେ ୩ ହଜାର ୧୮୨ ଜଣ ଛାତ୍ରଛାତ୍ରୀ, ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । କାଲିଠାରୁ ୨୨ ଯାଏଁ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସେହିପରି ବଳକା ସିଟ୍ ପାଇଁ ହେବ ସ୍ପଟ ସିଲେକ୍ସନ । ଏନେଇ ଆସନ୍ତାContinue reading “ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା: ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ”