କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ଚମୋଲିରେ ବନ୍ୟା ଓ ବର୍ଷାର ତାଣ୍ଡବ ଲାଗି ଳରହିଛି । ବୁଧବାର ଦିନ ଜିଲ୍ଲାରେ ଅଳକାନନ୍ଦା ନଦୀ ତଟରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟିବା କାରଣ କରେ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଚମୋଲି ଏସପି ସୂଚନା ଦେଇଛନ୍ତି । ପ୍ରବଳContinue reading “ଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣା, କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ”
Tag Archives: News
କାହିଁକି ଯାତ୍ରା ପାର୍ଟିର ନାଁ ରଖିଲେ ‘ବାହୁବଳୀ’ : ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ…
କନକ ବ୍ୟୁରୋ : ଯାତ୍ରା ପାର୍ଟି ନା କାହିଁକି ‘ବାହୁବଳୀ’ ରଖିଲେ ତାର ଖୁଲାସା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ‘ବାହୁବଳୀ ତପସ୍ୟା’ ରଙ୍ଗମଞ୍ଚ ନାମରେ ଏକ ଯାତ୍ରା ପାର୍ଟି ଗଢିଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ଯାତ୍ରା ପାଇଁ ଜୋରଦାରରେ ରିହରସାଲ ବି ଆରମ୍ଭ ହୋଇଛି । ଅନେକ ଟିଭି ଧାରାବାହିକ ଅଭିନେତା ଏହି ଯାତ୍ରା ପାର୍ଟିରେ ସାମିଲ ହୋଇଛନ୍ତି । ପ୍ରଶାନ୍ତ ଜଗଦେବ ଏହି ଯାତ୍ରା ପାର୍ଟିର ମୁଖ୍ୟ ପୃଷ୍ଠପୋଷକContinue reading “କାହିଁକି ଯାତ୍ରା ପାର୍ଟିର ନାଁ ରଖିଲେ ‘ବାହୁବଳୀ’ : ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ…”
ପୋଲିସ ଷ୍ଟେସନ ଭିତରେ ଲହଡି ମାରୁଛି ବର୍ଷା ପାଣି : ରାୟଗଢ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଥିଲା ଆଇଏମଡି
କନକ ବ୍ୟୁରୋ : ପୋଲିସ ଷ୍ଟେସନ ଭିତରେ ଲହଡି ମାରୁଛି ବର୍ଷା ପାଣି । ମହରାଷ୍ଟ୍ରର ରାୟଗଢ ଜିଲ୍ଲାର ରସାୟନୀ ପୋଲିସ ଷ୍ଟେସନ ପାଣିରେ ବୁଡିଛି । ପୋଲିସ ଷ୍ଟେସନ ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି । ଟେବୁଲ, ଚେୟାର ସବୁ ପାଣିରେ ବୁଡିଯାଇଛି । ଥାନାର ବାହାଠୁ ଭିତରେ ଯୁଆଡେ ଚାହିଁବ ସିଆଡେ ଖାଲି ପାଣିରେ ବୁଡିଛି । ମୁମ୍ବାଇରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ମହରାଷ୍ଟ୍ରର ବିଭିନ୍ନ ସ୍ଥାନରେContinue reading “ପୋଲିସ ଷ୍ଟେସନ ଭିତରେ ଲହଡି ମାରୁଛି ବର୍ଷା ପାଣି : ରାୟଗଢ ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଥିଲା ଆଇଏମଡି”
ଘରେ ବସି ସାହାର ରିଫଣ୍ଡ ପୋର୍ଟାଲରେ କରିପାରିବେ ଆବେଦନ, ଏଜେଣ୍ଟଙ୍କର ନାହିଁ କୌଣସି ଆବଶ୍ୟକତା । ଜାଣନ୍ତୁ ଆବେଦନର ପ୍ରକ୍ରିୟା ।
କନକ ବ୍ୟୁରୋ : ସରକାର ସାହାରା ରିଫଣ୍ଡ ପୋର୍ଟାଲ ଲଞ୍ଚ କରିବା ପରେ ଜମାକାରୀଙ୍କ ଖୁସି ଏବେ କହିଲେ ନସରେ । ଜମାକାରୀ ପୋର୍ଟାଲରେ ନିବେଶ ବାବଦରେ ସମସ୍ତ ତଥ୍ୟ ଦେବା ପରେ ଏହାର ଯାଞ୍ଚ ହୋଇଥାଏ । ଯାଞ୍ଚ ଶେଷ ହେବାର ୪୫ ଦିନ ମଧ୍ୟରେ ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ତେବେ ସବୁଡୁ ବଡ କଥା ହେଉଛି ଏଥିପାଇଁ ଜମାକାରୀଙ୍କୁ କୌଣସି ଏଜେଣ୍ଟଙ୍କର ସହାୟତା ଆବଶ୍ୟକ ପଡିବନି । ବରଂ ଘରେ ବସିContinue reading “ଘରେ ବସି ସାହାର ରିଫଣ୍ଡ ପୋର୍ଟାଲରେ କରିପାରିବେ ଆବେଦନ, ଏଜେଣ୍ଟଙ୍କର ନାହିଁ କୌଣସି ଆବଶ୍ୟକତା । ଜାଣନ୍ତୁ ଆବେଦନର ପ୍ରକ୍ରିୟା ।”
ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ : ୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଓ ୨୪ କିଲୋ ଗଞ୍ଜେଇ ଜବତ
କନକ ବ୍ୟୁରୋ : ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ । ଛାତ୍ର ବେଶରେ ଯାଇ ଗଞ୍ଜେଇ ଧରିଲା ଅବକାରୀ ବିଭାଗ । ଆପୋଲ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢାଉ ବେଳେ ୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଏଥିସହ ୨୪ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗତ କିଛି ଦିନ ହେବ ବସ୍ତିରେ ଗଞ୍ଜେଇ କାରବାରContinue reading “ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ : ୫ ହଜାରରୁ ଅଧିକ ଗଞ୍ଜେଇ ସିଗାରେଟ୍ ଓ ୨୪ କିଲୋ ଗଞ୍ଜେଇ ଜବତ”
ବିସ୍ଫୋରଣରୁ ବର୍ତ୍ତିଲା ବେଙ୍ଗାଲୁରୁ । ୫ ସନ୍ଦିଗ୍ଧଙ୍କ ସହ ବିପୁଳ ବିସ୍ଫୋରକ ଜବତ
କନକ ବ୍ୟୁରୋ: ବେଙ୍ଗାଲୁରରୁୁ ୫ ସନ୍ଦିଗ୍ଧଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ପୁଲିସ । ଦେଶଦ୍ରୋହୀ ଗିତିବିଧିରେ ସାମିଲ ହେବା ଏବଂ ବେଙ୍ଗାଲୁରୁରେ ବିସ୍ଫୋରଣ କରିବା ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ ହୋଇଛି । ସିସିବି ଓ ସିଆଇଡିର ଜଏଣ୍ଟ ଅପରେସନରେ ଜୁନୈଦ, ସୋହେଲ, ଉମର ସମେତ ୫ଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଜେରା କରାଯାଉଛି । ଏମାନଙ୍କ ସହ ଅନ୍ୟ ଦୁଇ ସନ୍ଦିଗ୍ଧContinue reading “ବିସ୍ଫୋରଣରୁ ବର୍ତ୍ତିଲା ବେଙ୍ଗାଲୁରୁ । ୫ ସନ୍ଦିଗ୍ଧଙ୍କ ସହ ବିପୁଳ ବିସ୍ଫୋରକ ଜବତ”
ଜେଲ ଫେରନ୍ତା ବିଜେଡିର ଜିଲ୍ଲା ଉପ-ସଭାପତି । ସମ୍ବିତ କହିଲେ, ମୁଁ ଦେଇନି ତାଲିକାରେ ନାଁ, ପ୍ରଶାନ୍ତଙ୍କୁ ପଚାର ।
କନକ ବ୍ୟୁରୋ : ଜେଲ ଫେରନ୍ତା ବିଜେଡିର ଜିଲ୍ଲା ଉପ-ସଭାପତି । ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡିରେ ବଢିଲା ବିବାଦ । ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ । ପ୍ରତିକ୍ରିୟା ରଖି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଆମକୁ କୁହାଯାଇଥିଲାContinue reading “ଜେଲ ଫେରନ୍ତା ବିଜେଡିର ଜିଲ୍ଲା ଉପ-ସଭାପତି । ସମ୍ବିତ କହିଲେ, ମୁଁ ଦେଇନି ତାଲିକାରେ ନାଁ, ପ୍ରଶାନ୍ତଙ୍କୁ ପଚାର ।”
ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ କିଏ ଦେଇଥିଲା ପ୍ରସ୍ତାବ? ନାରାଜ ଅଛନ୍ତି କି ନୀତିଶ, ଜାଣନ୍ତୁ ବିରୋଧୀ ମେଣ୍ଟର ବୈଠକରେ ହୋଇଥିଲା କଣ?
କନକ ବ୍ୟୁରୋ : ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ବୈଠକରେ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ବେଙ୍ଗାଲୁରୁରେ ବସିଥିବା ବୈଠକରେ ବିରୋଧୀ ଦଳର ନୂଆ ନାଁ ‘ଇଣ୍ଡିଆ’ ରଖାଯାଇଛି । ଅର୍ଥାତ୍ ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏକୁ ଟକ୍କର ଦେବ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଂଟାଲ ଇନକ୍ଲ୍ୟୁସିଭ୍ ଆଲାଏନ୍ସ’ ବା ଇଣ୍ଡିଆ । ୨୬ଟି ବିରୋଧୀ ଦଳ ଏହି ଗଠବନ୍ଧନରେ ସାମିଲ ହୋଇ ଏନଡିଏ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ତେବେ ବିରୋଧୀଙ୍କ ଏହିContinue reading “ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ କିଏ ଦେଇଥିଲା ପ୍ରସ୍ତାବ? ନାରାଜ ଅଛନ୍ତି କି ନୀତିଶ, ଜାଣନ୍ତୁ ବିରୋଧୀ ମେଣ୍ଟର ବୈଠକରେ ହୋଇଥିଲା କଣ?”
କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା : ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ । ଏହି ବୋନସ୍ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ । ୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫Continue reading “କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା : ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ”
ଗଜପତିରେ ଲଗାଣ ବର୍ଷା ଜାରି : ମାଟି ଅତଡା ଧସିବାରୁ ୭ ଛେଳିଙ୍କ ମୃତ୍ୟୁ
କନକ ବ୍ୟୁରୋ : ଗଜପତିରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ପରେ ବେତାଗୁଡା ଅଞ୍ଚଳରେ ପାହାଡରୁ ମାଟି ଅତଡା ଖସି ଏହା ତଳେ ପୋତି ହୋଇ ୭ଟି ଛେଳିର ମୃତ୍ୟୁ ହୋଇଛି । ପାରଳା ସହର ଉପକଣ୍ଠ ବେତାଗୁଡା ଅଞ୍ଚଳରେ ଥିବା ଏକ ଛୋଟିଆ ପାହାଡରୁ ମାଟି ଓ ପଥର ଅତଡା ଖସିବା ଫଳରେ ସେଠାକୁ ଚରିବାକୁ ଯାଇଥିବା ଝାମି ଗାଁର ଭେଙ୍କଟ ରାଓଙ୍କର ୭ଟି ଛେଳିର ମୃତ୍ୟୁ ହୋଇଛି । ଅଗ୍ନିଶମ କର୍ମଚାରୀContinue reading “ଗଜପତିରେ ଲଗାଣ ବର୍ଷା ଜାରି : ମାଟି ଅତଡା ଧସିବାରୁ ୭ ଛେଳିଙ୍କ ମୃତ୍ୟୁ”