ହିମନ୍ତ ବିଶ୍ୱଶର୍ମା ବଦଳାଇଲେ ଟ୍ୱିଟର ବାୟୋ, ଇଣ୍ଡିଆ ବଦଳରେ ଲେଖିଲେ ଭାରତ ।

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜର ଟ୍ୱିଟର ବାୟୋ ବଦଳାଇବା ସହ ଇଣ୍ଡିଆ ବଦଳରେ ଭାରତ ରଖିଛନ୍ତି । ଟ୍ୱିଟ୍ କରି ହିମନ୍ତ କହିଛନ୍ତି, ଇଂରେଜ ମାନେ ଆମ ଦେଶର ନାଁ ଇଣ୍ଡିଆ ରଖିଥିଲେ । ଆମର ପୂର୍ବପୁରୁଷ ଭାରତ ପାଇଁ ଲଢେଇ କରିଥିଲେ ଏବଂ ଆମେ ମଧ୍ୟ ଭାରତ ପାଇଁ କାମ କରିବା ଜାରି ରଖିବୁ । ହିମନ୍ତ ବିଶ୍ୱଶର୍ମାଙ୍କ ପୁରୁଣା ଟ୍ୱିଟର ବାୟୋରେ ଚିଫ୍ ମିନିଷ୍ଟର ଅଫ୍ ଆସାମ, ଇଣ୍ଡିଆContinue reading “ହିମନ୍ତ ବିଶ୍ୱଶର୍ମା ବଦଳାଇଲେ ଟ୍ୱିଟର ବାୟୋ, ଇଣ୍ଡିଆ ବଦଳରେ ଲେଖିଲେ ଭାରତ ।”

ଭିକ ମାଗିଲେ ପରିବାର ଚଳିବ । ବୟସର ସାୟାହ୍ନରେ ଜଣେ ଅସହାୟ ବୃଦ୍ଧଙ୍କ କାହାଣୀ

କନକ ବ୍ୟୁରୋ: ଇଏ ହେଉଛି ଜଣେ ଅସହାୟ ବୃଦ୍ଧଙ୍କ ଯନ୍ତ୍ରଣା କାହାଣୀ । ଏ ବୟସରେ ଦୁଆର ଦୁଆର ବୁଲି ଭିକ ମାଗିଲେ ଚୁଲି ଜଳିବ । ୪ ପ୍ରାଣୀଙ୍କ ପେଟରେ ଦାନା ଦିଟା ପଡିବ । ଯେଉଁଦିନ ଦେହ ଅବସ ଲାଗିଲା , ନା ଭିକ ମିଳିବ ନା ଚୁଲି ଜଳିବ । ସମସ୍ତେ ଖାଡା ଉପାସ । ଏ ହେଉଛି ବାଙ୍କି ହରିରାଜପୁର ଗାଁର ବୃଦ୍ଧ ନବ ଭୋଇଙ୍କ ଜୀବନ କାହାଣୀ । ଏଠିContinue reading “ଭିକ ମାଗିଲେ ପରିବାର ଚଳିବ । ବୟସର ସାୟାହ୍ନରେ ଜଣେ ଅସହାୟ ବୃଦ୍ଧଙ୍କ କାହାଣୀ”

ଏନଏସି ମାନ୍ୟତା ଦାବି : ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ

କନକ ବ୍ୟୁରୋ : ଆଜି ସୋନପୁରର ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି । ବୀରମହାରାଜପୁରକୁ ଏନଏସି ଘୋଷଣା ସହ ୧୫ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଆମ ଆଦମୀ ପାର୍ଟି । ସକାଳୁ ସକାଳୁ ଆପର କର୍ମକର୍ତ୍ତା ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ଦୋକାନ, ବଜାର ଯାନବାହାନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁContinue reading “ଏନଏସି ମାନ୍ୟତା ଦାବି : ୧୨ଘଣ୍ଟିଆ ବୀରମହାରାଜପୁର ବନ୍ଦ ପାଳନ”

ଛାତ ଭୁଷୁଡି ଗୋଟିଏ ପରିବାରର ୪ ମୃତ, ଦିନକ ପୂର୍ବରୁ ଛାତ ଗ୍ରିଡିଙ୍ଗ ହୋଇଥିଲା

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲାରେ ଘର ଛାତ ଭୁଷୁଡି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନ ପୂର୍ବରୁ ଉପର ମହଲା ଛାତ ଗ୍ରୀଡିଙ୍ଗ ହୋଇଥିଲା । ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ବି ପରିବାର ଲୋକଙ୍କୁ ବଞ୍ଚାଇପାରିନଥିଲେ । ରାତି ସମୟରେ ପରିବାର ସଦସ୍ୟ ଶୋଇଥିବାବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀContinue reading “ଛାତ ଭୁଷୁଡି ଗୋଟିଏ ପରିବାରର ୪ ମୃତ, ଦିନକ ପୂର୍ବରୁ ଛାତ ଗ୍ରିଡିଙ୍ଗ ହୋଇଥିଲା”

କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ : ମୋବାଇଲ ବ୍ୟବହାର ନକରିବାକୁ ଘର ଲୋକ କରିଥିଲେ ତାଗିଦ

କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପାଣି ଭିତରେ ଛଟପଟ ହେଉଥିବା ଦେଖି ଉଦ୍ଧାର କଲେ ଡଙ୍ଗା ଚାଳକ । ମୋବାଇଲ ବ୍ୟବହାରକୁ ନେଇ ଘର ଲୋକେ ଗାଳିଗୁଲଜ କରୁଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଛତିଶଗଡ ବସ୍ତର ଜିଲ୍ଲାର ପ୍ରସିଦ୍ଧ ଚିତ୍ରକୁଟ ଜଳପ୍ରପାତକୁ ଡେଇଁ ପଡିଥିଲେ ଯୁବତୀ । ଚିତ୍ରକୁଟର ସରସ୍ୱତୀ ମୋର୍ଯ୍ୟ ନାମକ ୨୧ ବର୍ଷୀୟ ଯୁବତୀ ବହୁ ସମୟ ଧରି ସ୍ମାର୍ଟଫୋନ୍Continue reading “କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ : ମୋବାଇଲ ବ୍ୟବହାର ନକରିବାକୁ ଘର ଲୋକ କରିଥିଲେ ତାଗିଦ”

ଅସୁରକ୍ଷିତ ଜାତୀୟ ରାଜପଥ : ବୁର୍ଲା ଲକ୍ଷ୍ମୀ ଡୁଙ୍ଗୁରୀରୁ ମାଟି ଅତଡ଼ା ସହ ଖସୁଛି ବଡ଼ ବଡ଼ ପଥର

କନକ ବ୍ୟୁରୋ : ଅସୁରକ୍ଷିତ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ । ସମ୍ବଲପୁର ବୁର୍ଲା ନିକଟସ୍ଥ ଲକ୍ଷ୍ମୀ ଡୁଙ୍ଗୁରୀରୁ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ପଥର ଖସୁଛି । ସପ୍ତାହରେ ୨ ଦିନ ମାଟି ଅତଡା ଖସିବା ପରେ ବନ୍ଦ ହୋଇଛି ଗୋଟିଏ ଲେନ୍ । ଅନ୍ୟ ଏକ ଲେନରେ ଯିବା ପାଇଁ ଅନୁମତି ମିଳିଛି । ବାରମ୍ବାର ଏପରି ହେଉଥିଲେ ମଧ୍ୟ ଏନ୍ଏଚ୍ଆଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷContinue reading “ଅସୁରକ୍ଷିତ ଜାତୀୟ ରାଜପଥ : ବୁର୍ଲା ଲକ୍ଷ୍ମୀ ଡୁଙ୍ଗୁରୀରୁ ମାଟି ଅତଡ଼ା ସହ ଖସୁଛି ବଡ଼ ବଡ଼ ପଥର”

ପୋଲିସ ବାବୁଙ୍କ ଦ୍ୱିତୀୟ ବିବାହକୁ ବିରୋଧ : ଏସପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ

କନକ ବ୍ୟୁରୋ : ପୋଲିସ ବାବୁଙ୍କ ଦ୍ୱିତୀୟ ବିବାହକୁ ବିରୋଧ କରି କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ । ପ୍ରଥମ ୧୪ ବର୍ଷ ତଳେ ବିଲାବାଡି ଗାଁର କନେଷ୍ଟବଳ ନାରାୟଣ ପ୍ରଧାନଙ୍କୁ ସେ ବିବାହ କରିଥିଲେ । ଉଭୟଙ୍କ ୧୩ ବର୍ଷର ଏକ ସନ୍ତାନ ଥିବା ବେଳେ ଚାରି ବର୍ଷ ହେବ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ମାଡ ମାରି ଘରୁ ବାହାର କରିଦେଇଥିଲେ । ଏହା ପରେ ସେ ସ୍ୱାମୀଙ୍କ ବିରୋଧରେ ଏତଲାContinue reading “ପୋଲିସ ବାବୁଙ୍କ ଦ୍ୱିତୀୟ ବିବାହକୁ ବିରୋଧ : ଏସପିଙ୍କ ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ”

ଝାରସୁଗୁଡାରେ ଟ୍ୱିଟ ୱାର : ଦୀପାଳି ଦାସ ବନାମ ଟଙ୍କଧର ତ୍ରିପାଠୀ; ଶ୍ରେୟ ଦେବାକୁ ନେଇ କଥା କଟାକଟି

କନକ ବ୍ୟୁରୋ : ଝାରସୁଗୁଡାରେ ଦେଖିବାକୁ ମିଳିଛି ଟ୍ୱିଟ ୱାର । ଗୋଟିଏ ପଟେ ଝାରୁସୁଗୁଡା ବିଧାୟିକା ଦୀପାଳି ଦାସ ମୁଖ୍ୟମନ୍ତ୍ରୀ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାର ବିକାଶ ପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ଘୋଷଣା କରିିଥିବାବେଳେ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ନାହିଁ ଓ ଏଥିରେ ସେ ଖୁସି ନାହାନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି । ତେବେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦକContinue reading “ଝାରସୁଗୁଡାରେ ଟ୍ୱିଟ ୱାର : ଦୀପାଳି ଦାସ ବନାମ ଟଙ୍କଧର ତ୍ରିପାଠୀ; ଶ୍ରେୟ ଦେବାକୁ ନେଇ କଥା କଟାକଟି”

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ : ସଂସଦରେ ଉଠାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ସଂସଦ ଅଧିବେଶନ । ଅଧିବେଶନ ପୂର୍ବରୁ ନବୀନ ନିବାସରେ ଭର୍ଚୁଆଲରେ ବିଜେଡି ସଂସଦୀୟ ଦଳର ବୈଠକ ବସିଛି । ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୁଣି କେନ୍ଦ୍ର ଅବହେଳା କଥା ଉଠାଇଛନ୍ତି । ସଂଘୀୟ ବ୍ୟବସ୍ଥାରେ ଭାରତ ସରକାର ଓଡିଶାକୁ ସହାୟତା କରୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟିକୁ କମ କରିବା ଓ କେନ୍ଦକୁ ସ୍ୱତନ୍ତ୍ର ଫୋକସ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ।Continue reading “ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ : ସଂସଦରେ ଉଠାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ”

ଦିଲ୍ଲୀରେ ଏନଡିଏ ପକ୍ଷରୁ ହେଲା ଶକ୍ତି ପ୍ରଦର୍ଶନ, ବୈଠକରେ ୩୮ଦଳ ସାମିଲ

କନକ ବ୍ୟୁରୋ : ବେଙ୍ଗାଲୁରୁରେ ବିରୋଧୀ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଦିଲ୍ଲୀରେ ଏନଡିଏ ଶକ୍ତି ପ୍ରଦର୍ଶନ କରିଛି । ବିଜେପିର ଦାବି ଅନୁସାରେ, ୩୮ଦଳ ଏଥିରେ ସାମିଲ ହୋଇଥିଲେ । ଏନଡିଏ ବୈଠକରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନଡିଏ ଉପରେ ଲୋକଙ୍କ ବିଶ୍ୱାସ ବଢିଛି । ଏହି ମେଣ୍ଟରେ କିଏ ବଡ ନୁହେଁ କି ଛୋଟ ନୁହେଁ । ବଞ୍ଚିତ ଓ ଶୋଷିତଙ୍କୁ ମଜବୁତ କରିବା ଆମର ଲକ୍ଷ୍ୟ । ଆମେ ସମସ୍ତେ ଗୋଟିଏContinue reading “ଦିଲ୍ଲୀରେ ଏନଡିଏ ପକ୍ଷରୁ ହେଲା ଶକ୍ତି ପ୍ରଦର୍ଶନ, ବୈଠକରେ ୩୮ଦଳ ସାମିଲ”

Design a site like this with WordPress.com
Get started