କନକ ବ୍ୟୁରୋ : ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ସହରର ଦୋକାନ, ବଜାର ସ୍କୁଲ, କଲେଜ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ବିଧାୟକ ସରୋଜ ମେହେର ଭଗବାନ ପର୍ଶୁରାମଙ୍କୁ ଅସମ୍ମାନ କରିଥିବା ପ୍ରତିବାଦରେ ଆନ୍ଦୋଳନ କରାଯାଇଛି । ଗତ ୨୦୧୯ ମସିହାରେ ହିନ୍ଦୁ ସମାଜ ପକ୍ଷରୁ ହନୁମାନ ଜୟନ୍ତୀ ଦିନ ପାଟଣାଗଡ ଛକରେ ପର୍ଶୁରାମଙ୍କ ଫଟୋକୁ ପୂଜା କରାଯାଇ ସେଠାରେ ପରବର୍ତ୍ତୀ ସମୟରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାContinue reading “ଭଗବାନ ପର୍ଶୁରାମଙ୍କୁ ଅସମ୍ମାନର ପ୍ରତିବାଦ : ବିଭିନ୍ନ ସଙ୍ଗଠନ ପକ୍ଷରୁ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ”
Tag Archives: News
ଲଗାଣ ବର୍ଷା, ଧୋଇଗଲା ଅସ୍ଥାୟୀ ପୋଲ : ଗଜପତିର ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ
କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଗଜପତିର ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ କେରାଣ୍ଡି ପଂଚାୟତର ଡାଳିମ୍ବପୁର ନିକଟରେ ବ୍ରିଜ କାମ ଚାଲିଥିବା ଯୋଗୁଁ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ଯାହା ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ଏହି ରାସ୍ତାକୁ ସଂଯୋଗ କରିଥିବା ୩ଟି ଗାଁରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ଥିବା ଓଡ଼ିଶାର ଅମରା,Continue reading “ଲଗାଣ ବର୍ଷା, ଧୋଇଗଲା ଅସ୍ଥାୟୀ ପୋଲ : ଗଜପତିର ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ”
ଆବାସ ତାଲିକାରୁ ବାଦ୍ ପଡିବାରୁ ପଥରମାଡ : କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ଉତ୍ତ୍ୟକ୍ତ ଲୋକେ
କନକ ବ୍ୟୁରୋ : ଆବାସ ତାଲିକାରୁ ବାଦ୍ ପଡ଼ିବା ରାଗରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ । ଗାଁରେ ଆବାସ ଯୋଜନା ନେଇ ଏକ ସଚେତନତା ବୈଠକ ଚାଲିଥିବା ବେଳେ କାହିଁକି ତାଲିକାରୁ ନାଁ କଟିଛି ବୋଲି କହି ରଞ୍ଜିତ୍ ସାସମଲ ନାମକ ଜଣେ ବ୍ୟକ୍ତି କଠିଷ୍ଠ ଯନ୍ତ୍ରୀ ରବିନାରାୟଣ ଲୋଙ୍କାଙ୍କୁ ଆକ୍ରମଣ କରିଥିଲେ । ପଥର ମାଡ଼ କରିବା ଯୋଗୁ ସେ ଲହୁଲୁହାଣ ହୋଇଥିଲେ । ପରେ ସ୍ଥାନୀୟContinue reading “ଆବାସ ତାଲିକାରୁ ବାଦ୍ ପଡିବାରୁ ପଥରମାଡ : କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ଉତ୍ତ୍ୟକ୍ତ ଲୋକେ”
ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓଙ୍କୁ ଅଭିଯୋଗ ପାଇଁ ବର୍ଷାରେ ଭିଜି ୨୫କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
କନକ ବ୍ୟୁରୋ : ବାଲିଗୁଡ଼ା କଡ଼ଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ । ବିଇଓଙ୍କୁ ଅଭିଯୋଗ ପାଇଁ ବର୍ଷାରେ ଭିଜି ୨୫ କିଲୋମିଟର ଗଲେ ଛାତ୍ରଛାତ୍ରୀ । ବ୍ଲକ ଶିକ୍ଷାଧିକାରୀ ମହେଶ୍ୱର ମାଝୀ ସେମାନଙ୍କୁ ଆଶ୍ୱାସନା ଦେବା ପରେ ସେମାନେ ଘରକୁ ଫେରିଛନ୍ତି । ସେମାନଙ୍କ ଦାବି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ୨୦୧୯ ସର୍ଭେ ଅନୁସାରେ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ହେଲେ ବର୍ତ୍ତମାନ ସେଠାରେ ୩୦Continue reading “ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓଙ୍କୁ ଅଭିଯୋଗ ପାଇଁ ବର୍ଷାରେ ଭିଜି ୨୫କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ”
୬ ମାସର ଶିଶୁ ସହ ୪ଜଣଙ୍କୁ ହତ୍ୟା ପରେ ପୋଡିଦେଲେ, ସାମୁହିକ ହତ୍ୟାକାଣ୍ଡକୁ ନେଇ ହଇଚଇ
କନକ ବ୍ୟୁରୋ: ପ୍ରଥମେ ହତ୍ୟା ତା ପରେ ନିଆଁ ଲଗାଇ ପୋଡିଦେଲେ । ୬ ମାସର ଶିଶୁ ସହ ପରିବାରର ୪ଜଣଙ୍କୁ ହତ୍ୟା କଲେ । ଏହାପରେ ଅଗଣାରେ ସେମାନଙ୍କ ମୃତଦେହ ରଖି ନିଅାଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଭୟାନକ ଘଟଣା ଘଟିଛି ରାଜସ୍ଥାନ ଯୋଧପୁର ଓସିଆ ଉପଖଣ୍ଡ ଚେରାଇ ଗାଁରେ । ସୂଚନା ମୁତାବକ, ପରିବାରର ସମସ୍ତେ ଶୋଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ସେମାନଙ୍କୁ ପ୍ରଥମେ ହତ୍ୟା କରିଥିଲେ । ଏହାପରେ ଅଗଣାରେ ଗୋଟିଏContinue reading ” ୬ ମାସର ଶିଶୁ ସହ ୪ଜଣଙ୍କୁ ହତ୍ୟା ପରେ ପୋଡିଦେଲେ, ସାମୁହିକ ହତ୍ୟାକାଣ୍ଡକୁ ନେଇ ହଇଚଇ”
ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ନୀଳଗିରି ରୋଡରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଷ୍ଟେସନ ମାଷ୍ଟର, ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କରାଯାଇଛି । ଖଡଗପୁର ରେଳ ଡିଭିଜନ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖଡଗପୁର ଡିଭିଜନର ସିନିୟର ଡିସିଏମ ଏ ନେଇ ସୂଚନା ଦେଇଛନ୍ତି । ପ୍ରତିଦିନ ପରି ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍ ୧୦ଟା ପରେ ଭଦ୍ରକ ଷ୍ଟେସନ୍ରୁ ଡାଉନ୍ ଲାଇନ୍ରେ ବାଲେଶ୍ବରContinue reading “ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୨ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ”
ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲା : ପୋଲିସ ଆଗରେ ହତ୍ୟା କରିଥିବା ସ୍ୱୀକାର କଲା ପୁରୁଷ ବନ୍ଧୁ; ଆଜି କରାଯିବ କୋର୍ଟ ଚାଲାଣ
କନକ ବୁରୋ : ସୁନ୍ଦରଗଡ ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ଗିରଫ ହେଲା ପୁରୁଷ ବନ୍ଧୁ । ଆଜି ଅଭିଯୁକ୍ତକୁ କାର୍ଟ ଚାଲାଣ କରିବ ଲେଫ୍ରିପଡା ପୋଲିସ । ପ୍ରେମରେ ସନ୍ଦେହରୁ ହତ୍ୟା କରିଛି ପିଶାଚ ପ୍ରେମିକ । ପୋଲିସ ଆଗରେ ହତ୍ୟା କରିଥିବା ସ୍ୱିକାର କରିଛି ଅଭିଯୁକ୍ତ ପ୍ରେମିକ । ସ୍ନିଗ୍ଧାଙ୍କ ପରିବାର ଲୋକେ ଉଭୟଙ୍କୁ ଅଲଗା କରିବାକୁ ସନ୍ଦେହ କରୁଥିଲା ପ୍ରେମିକ ନୟନ ସେଠ୍ । ସ୍ନିଗ୍ଧାକୁ ଚାକୁରେ ବାରମ୍ବାରContinue reading “ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲା : ପୋଲିସ ଆଗରେ ହତ୍ୟା କରିଥିବା ସ୍ୱୀକାର କଲା ପୁରୁଷ ବନ୍ଧୁ; ଆଜି କରାଯିବ କୋର୍ଟ ଚାଲାଣ”
୨ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ । ହସ୍ପିଟାଲରେ ଦୁହିଁଙ୍କ ଚିକିତ୍ସା ଜାରି ।
କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଅଞ୍ଚରେ ଦୁହେଁ ଶ୍ରମିକ ଭାବେ କାମ କରୁଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଦୁହେଁ ଆହତ ହୋଇଛନ୍ତି । ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଯାଇଛି । ସୂଚନା ମୁତାବକ, ଦୁଇ ଯୁବ ଶ୍ରମିକ ମହରାଷ୍ଟ୍ରର ବାସିନ୍ଦା । ଦୁହିଁଙ୍କ ବୟସ ୨୦ ବର୍ଷ । ନିକଟ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏହାସହ ଅନନ୍ତନାଗ ଅଞ୍ଚଳକୁ ସିଲContinue reading ” ୨ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ । ହସ୍ପିଟାଲରେ ଦୁହିଁଙ୍କ ଚିକିତ୍ସା ଜାରି ।”
ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ : ଆଜି ବସିବ ସର୍ବଦଳୀୟ ବୈଠକ; ନୂଆ ସଂସଦ ଭବନରେ ହେବ ବୈଠକ
କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ଓ ଶାସକ ଏନଡିଏ । ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେସନ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ନୂଆ ସଂସଦ ଭବନରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଦରବୃଦ୍ଧି,Continue reading “ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ : ଆଜି ବସିବ ସର୍ବଦଳୀୟ ବୈଠକ; ନୂଆ ସଂସଦ ଭବନରେ ହେବ ବୈଠକ”
ସ୍ତ୍ରୀକୁ ‘ଜ୍ୟୋତି ମୌର୍ଯ୍ୟ’ ଡାକିଲେ ବୋଲି … ସ୍ୱାମୀ ସହ ପରିବାର ଲୋକଙ୍କ ବିରୋଧରେ ମାମଲା ଦାଏର କଲା ସ୍ତ୍ରୀ ।
କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ଘଟଣା ପରେ ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଅଯୋଧ୍ୟାରେ ଏଭଳି ଆଉ ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପାରିବାରିକ କଳହକୁ ନେଇ ଜ୍ୟୋତି ମୌର୍ଯ୍ୟ ନାଁରେ ଡାକିଲେ ବୋଲି ସ୍ୱାମୀଙ୍କ ନାଁରେ ଥାନାରେ ମାମଲା ରୁଜୁ କଲା ସ୍ତ୍ରୀ । କେବଳ ସ୍ୱାମୀ ନାଁରେ ନୁହେଁ ତା ସହ ଦେଢଶୁର ଓ ଘରର ଅନ୍ୟ ସଦସ୍ୟଙ୍କ ନାଁରେ ମଧ୍ୟ ମାମଲାContinue reading “ସ୍ତ୍ରୀକୁ ‘ଜ୍ୟୋତି ମୌର୍ଯ୍ୟ’ ଡାକିଲେ ବୋଲି … ସ୍ୱାମୀ ସହ ପରିବାର ଲୋକଙ୍କ ବିରୋଧରେ ମାମଲା ଦାଏର କଲା ସ୍ତ୍ରୀ ।”