କନକ ବ୍ୟୁରୋ : ନୀତି ଆୟୋଗଙ୍କ ପକ୍ଷରୁ ଜାରି ‘ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ: ୨୦୨୩’ ଅନୁସାରେ ଦେଶରେ ୫ ବର୍ଷରେ ଦାରିଦ୍ର୍ୟ ହ୍ରାସ ପାଇଛି । ରିପୋର୍ଟ ଅନୁସାରେ, ଦେଶରେ ୧୩,୫ କୋଟି ଲୋକ ଦାରିଦ୍ର୍ୟ ରାକ୍ଷସ କବଳରୁ ମୁକ୍ତି ପାଇଛନ୍ତି । ଓଡିଶାରେ ୬୨ ଲକ୍ଷ ୮୫୨ ଜଣ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି ଓଡିଶାରେ ଦାରିଦ୍ର୍ୟ ହାର ୨୯.୩୪% ୧୫.୮୬% କମିଛି ଗ୍ରାମାଂଚଳରେ ଦାରିଦ୍ର୍ୟ ହାର ୩୨.୬୪%ରୁ ୧୭.୭୨% ହୋଇଛି ସହରାଞ୍ଚଳରେContinue reading “ଚର୍ଚ୍ଚାରେ ନୀତି ଆୟୋଗଙ୍କ ରିପୋର୍ଟ। ୫ ବର୍ଷରେ କମିଛି ଦାରିଦ୍ର୍ୟ ହାର”
Tag Archives: News
ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା
କନକ ବ୍ୟୁରୋ : ବର୍ଷ ବର୍ଷ ଧରି ହତାଶ ହୋଇ ରହିଥିବା ସାହାରା ଚିଟଫଣ୍ଡ ଜମାକାରୀ ଫେରି ପାଇବେ ଟଙ୍କା । ଦୀର୍ଘ ଦିନ ପରେ ସୃଷ୍ଟି ହୋଇଛି ଏହି ଆଶା । କେନ୍ଦ୍ର ସରକାର ଏଥିପାଇଁ ଆରମ୍ଭ କରିଛନ୍ତି ବ୍ୟବସ୍ଥା । ଗୃହମନ୍ତ୍ରୀ ଅମିତ ଶାହ ରିଫଣ୍ଡ ପୋର୍ଟାଲର ଉନ୍ମୋଚନ କରିଛନ୍ତି । ଦିଲ୍ଲୀରେ ଅଟଳ ଉର୍ଜା ଭବନରେ ଏହାର ଶୁଭାରମ୍ଭ ହୋଇଛି । ଉନ୍ମୋଚନ ହେବାକୁ ଥିବା ପୋର୍ଟାଲ ବା ୱେବସାଇଟରେ ଜମାକାରୀ କିଭଳିContinue reading “ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା”
ସୁପ୍ରିମକୋର୍ଟରେ ‘ମୋଦୀ’ ସାଙ୍ଗିଆ ମାମଲା । ଋାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସର୍ବୋଚ୍ଚ କୋର୍ଟ
କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏବେ ସୁଦ୍ଧା ଆଶ୍ୱସ୍ତି ମିଳିପାରୁନି । ସୁରଟ ଓ ଗୁଜରାଟ କୋର୍ଟଙ୍କଠୁ ନିରାଶ ହେବା ପରେ କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନ ଉପରେ ଜୁଲାଇ ୨୧ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଗୁଜରାଟର ତଳ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ନେଇ ଯେଉଁ ରାୟ ଶୁଣାଇଛନ୍ତି ତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତିContinue reading “ସୁପ୍ରିମକୋର୍ଟରେ ‘ମୋଦୀ’ ସାଙ୍ଗିଆ ମାମଲା । ଋାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସର୍ବୋଚ୍ଚ କୋର୍ଟ”
କେଉଁଠି ଶୁଖିଛି, କେଉଁଠି ବର୍ଷୁଛି ! ଜଳ ଯନ୍ତ୍ରଣାର ଏକାଧିକ ଚିତ୍ର
କନକ ବ୍ୟୁରୋ : ପାଣିର ସତରେ କେତେ କାହାଣୀ । ଯେଉଁଠି ସଙ୍କଟ ସେଠି ସମସ୍ୟା, ଯେଉଁଠି ପ୍ରବଳ ସେଠି ବି ସମସ୍ୟା । ହୁଏତ, ଏଥିପାଇଁ କୁହନ୍ତି ଜଳ ବହୁଳେ ସୃଷ୍ଟିନାଶ । ଜଳ ବିହୁନେ ସୃଷ୍ଟି ନାଶ । ଗୋଟିଏ ରାଜ୍ୟ ଭିନ୍ନ ଭିନ୍ନ କାହାଣୀ । ଯେଉଁଠି ପ୍ରବଳ ବର୍ଷା ଯୋଗୁଁ ପୋଲ ଉପରେ ପାଣି ଚାଲୁଛି । ଆଉ କେଉଁଠି ପିଇବା ପାଇଁ ପାଇଁ ଟହଳ ବିକଳ । ତିନୋଟି ଚିତ୍ର,Continue reading “କେଉଁଠି ଶୁଖିଛି, କେଉଁଠି ବର୍ଷୁଛି ! ଜଳ ଯନ୍ତ୍ରଣାର ଏକାଧିକ ଚିତ୍ର”
ଦିଲ୍ଲୀ ଅଶୋକ ହୋଟେଲରେ ବସିଲା ଏନଡିଏ ବୈଠକ, ସାମିଲ ହେଲେ ୩୮ରୁ ଅଧିକ ସହଯୋଗୀ ଦଳ
କନକ ବ୍ୟୁରୋ : ଗୋଟେ ପଟେ ବେଙ୍ଗାଲୁରୁରେ ବିରୋଧୀ ମେଂଟ ବୈଠକ ଶେଷ ହୋଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବସିଛି ଏନଡିଏ ବୈଠକ । ଦିଲ୍ଲୀ ଅଶୋକ ହୋଟେଲରେ ବସିଥିବା ବୈଠକରେ ୩୮ ସହଯୋଗୀ ଦଳ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିକାଶକୁ ଆଗେଇ ନେବାକୁ ଏନଡିଏ ପ୍ରତିଶ୍ରୁତିବଦ୍ଧ । ଦେଶର ପ୍ରଗତିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଏନଡିଏ । ଆଂଚଳିକ ବିକାଶକୁ ଗୁରୁତ୍ୱ ଦେଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁContinue reading “ଦିଲ୍ଲୀ ଅଶୋକ ହୋଟେଲରେ ବସିଲା ଏନଡିଏ ବୈଠକ, ସାମିଲ ହେଲେ ୩୮ରୁ ଅଧିକ ସହଯୋଗୀ ଦଳ”
ନେତା ନିଲମ୍ବିତ: କଣ ପଡିବ ପ୍ରଭାବ? ସଫଳ ହେବ ତ ମିସନ ୯ ରୁ ୯୦…
କନକ ବ୍ୟୁରୋ : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ବରିଷ୍ଠ ନେତାଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ, ଆରମ୍ଭ ହୋଇଛି ଅଙ୍କକଷା । ଦଳର ବରିଷ୍ଠ ନେତାମାନଙ୍କୁ ବାଦ ଦେଇ କଂଗ୍ରେସ ୨୦୨୪ରେ କେମିତି ମିଶନ ୯ରୁ ୯୦ରେ ସଫଳ କରିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଉ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି କଂଗ୍ରେସ ନେତା । କିଏ ସପକ୍ଷରେ ବାହାରୁଛନ୍ତିContinue reading “ନେତା ନିଲମ୍ବିତ: କଣ ପଡିବ ପ୍ରଭାବ? ସଫଳ ହେବ ତ ମିସନ ୯ ରୁ ୯୦…”
କେଉଁଠି ପ୍ରବଳ ବର୍ଷୁଛି, କେଉଁଠି ପଡିଆ ପଡିଛି, ଆସ୍କାରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେକେତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏପରିକି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୫ ଜିଲ୍ଲାର ପାହାଡ଼ିଆ ଅଂଚଳରେ ଭୁସ୍ଖଳନ ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହାର ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ଆଶଙ୍କା ଦେଖା ଦେଇଛି । ଏହାରିContinue reading “କେଉଁଠି ପ୍ରବଳ ବର୍ଷୁଛି, କେଉଁଠି ପଡିଆ ପଡିଛି, ଆସ୍କାରେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି”
୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଷ୍ମ ହେଲାଣି କବିସୁର୍ଯ୍ୟନଗର ରାଜନୀତି, ବଢୁଛି ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖ୍ୟା
କନକ ବ୍ୟୁରୋ : କବିସୂର୍ଯ୍ୟନଗର ବିଜେଡି ରାଜନୀତିରେ ରାଣୀଙ୍କ ମ୍ୟାଜିକ୍ । ଖଲ୍ଲିକୋଟ ରାଣୀ ତଥା ୧୦ ଥରର ବିଧାୟିକା ସୁଜ୍ଞାନ ଦେଓଙ୍କ ଗୁଡ୍ ବୁକ୍ରେ କିଏ ରହିବେ, ତାକୁ ନେଇ ଆରମ୍ଭ ହୋଇଛି ଛକାପଂଝା । ଅଗଷ୍ଟ ୫ରେ ରାଣୀଙ୍କ ଜନ୍ମଦିନ । ଏହାପୂର୍ବରୁ ରାଣୀଙ୍କ ୮୬ ତମ ଜନ୍ମ ଦିନ ପାଳନ ପାଇଁ ରକ୍ତଦାନ ଶିବିରର ଆୟୋଜନ କରୁଛନ୍ତି ବିଜେଡି ଟିକେଟ୍ ଆଶାୟୀ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ରାଣୀ ଫଟୋContinue reading “୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଷ୍ମ ହେଲାଣି କବିସୁର୍ଯ୍ୟନଗର ରାଜନୀତି, ବଢୁଛି ବିଜେଡି ଟିକେଟ୍ ଆଶାୟୀଙ୍କ ସଂଖ୍ୟା”
ଦେଓ ନଦୀ ଉପରେ ବିପଦ ସଂକୁଳ ଯାତ୍ରା । ବାଉଁଶ ସାହାଯ୍ୟରେ ଅଧପନ୍ତରିଆ ପୋଲକୁ ଚଢୁଛନ୍ତି ଲୋକ
କନକ ବ୍ୟୁରୋ : ବିପଦ ସଂକୁଳ ଯାତ୍ରା । ନଦୀ ପାରି ହେବା ପାଇଁ ଜୀବନକୁ ପାଣି ଛଡେଇ ପୋଲ ଉପରକୁ ଚଢୁଛନ୍ତି ଲୋକ । ଗୋଟିଏ ବାଉଁଶ ସାହାଯ୍ୟରେ ଅର୍ଦ୍ଧନିର୍ମିତ ପୋଲ ଉପରକୁ ଚଢୁଛନ୍ତି ମହିଳା,ପୁରୁଷ ସମସ୍ତେ । ଛୋଟ ଛୋଟ ଝିଅ ମଧ୍ୟ ଚଢୁଥିବା ଦେଖିବାକୁ ମିଳିଛି । ଏମିତି ବାଉଁଶ ସାହାଯ୍ୟରେ ପୋଲ ଉପରେ ଚଢିବ ନହେଲେ ପାଣିରେ ପଶି ନଦୀ ପାରିହେବାକୁ ପଡୁଛି । ସୁନ୍ଦରଗଡ ଜିଲ୍ଲା ଦେଓ ନଦୀ ଏବେContinue reading “ଦେଓ ନଦୀ ଉପରେ ବିପଦ ସଂକୁଳ ଯାତ୍ରା । ବାଉଁଶ ସାହାଯ୍ୟରେ ଅଧପନ୍ତରିଆ ପୋଲକୁ ଚଢୁଛନ୍ତି ଲୋକ”
ଜଳେଶ୍ୱର ଚାଲନ୍ତି ଗାଁରେ ସୈତାନ ପାଲଟିଗଲା ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରି ଶବ ପାଖରେ ରାତିସାରା ଶୋଇଲା ସ୍ୱାମୀ
କନକ ବ୍ୟୁରୋ : ସୈତାନ ପାଲଟି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ମୃତଦେହ ପାଖରେ ଶୋଇପଡିଲା । ପରିବାରିକ କଳହରୁ କଟୁରୀରେ ହାଣି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ବିଡମ୍ବନାର କଥା ହତ୍ୟାକାଣ୍ଡ ପରେ କିଛି ନଜାଣିବା ପରି ମୃତଦେହ ନିକଟରେ ଚୁପ୍ ଚାପ ଶୋଇପଡ଼ିଥିଲା । ବାପା ହାତରେ ମାଆର ମୃତ୍ୟୁକୁ ଅତି ପାଖରୁ ଦେଖିଛି କୁନି ଝିଅ । ଆଉ ଗଣମାଧ୍ୟମରେ ହତ୍ୟାକାଣ୍ଡ ବେଳର ସବୁ କଥାContinue reading “ଜଳେଶ୍ୱର ଚାଲନ୍ତି ଗାଁରେ ସୈତାନ ପାଲଟିଗଲା ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରି ଶବ ପାଖରେ ରାତିସାରା ଶୋଇଲା ସ୍ୱାମୀ”